୮୯ ବ୍ୟାଚ୍ର IPS ଅଧିକାରୀ ବି. ରାଧିକାଙ୍କୁ ଅବସର ଅନୁମତି ମିଳିଛି । ସ୍ୱେଚ୍ଛାକୃତ ଅବସର ପାଇଁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର ।
ଲୁଚି ଲୁଚି ଶାଶୁ ବ୍ୟବହାର କରୁଥିଲେ ମେକଅପ ସାମଗ୍ରୀ । ଏହା ଜାଣିବା ପରେ ସ୍ୱାମୀଙ୍କଠାରୁ ଛାଡ଼ପତ୍ର ମାଗିଲେ ପତ୍ନୀ । ଏପରି ଏକ ଆଶ୍ଚର୍ଯ୍ୟକର ଘଟଣା ଘଟି ଯାଇଛି ଆଗ୍ରାରେ ।
ନିଯୁକ୍ତି ପ୍ରକ୍ରିୟା ଉପରେ ଲାଗିଥିବା ଅନ୍ତରୀଣ ରହିତାଦେଶ ବଳବତ୍ତର ରହିଛି । ଆଜି ମାମଲାର ଚୂଡାନ୍ତ ଶୁଣାଣି ଚାଲିଥିବା ବେଳେ ରାଜ୍ୟ ସରକାର କେତୋଟି ପ୍ରସଙ୍ଗରେ ସ୍ପଷ୍ଟୀକରଣ ରଖିଛନ୍ତି ।
ଆରମ୍ଭ ହୋଇଗଲାଣି ଭଦ୍ରାୟଣୀ ମହୋତ୍ସବ.. ଶୀତୁଆ ସନ୍ଧ୍ୟାରେ ନେହେରୁ ଷ୍ଟାଡିୟମରେ ନାହିଁ ନଥିବା ଭିଡ଼ ଜମୁଛି..
ପିକନିକ କରିବାକୁ ଢେଙ୍କାନାଳ ଯାଆନ୍ତୁ.. ଦିଅଁ ଦର୍ଶନ ସାଙ୍ଗକୁ ବଣଭୋଜି ବି କରିପାରିବେ.. ପ୍ରାଣୀ ଉଦ୍ୟାନରେ ଦେଖିବେ ହାତୀ, ଭାଲୁ, ହରିଣ ସାଙ୍ଗକୁ ବିଭିନ୍ନ ପ୍ରଜାତିର ପଶୁ ପକ୍ଷୀ.. ଆଉ ପିଲାଏ ଖେଳିବେ ପାର୍କରେ.. ବୋଟିଂ କରିବେ ଆଉ ତାପରେ ପେଟେ ଖାଇ ପିକନିକର ମଜା ଉଠାଇବେ..
ଟିକେ ଲାଲ ଲାଲ ତ କିଏ ଲମ୍ବା ଆଉ କିଏ ଗୋଲ ଗୋଲ.. କେତେକ କଞ୍ଚା ଟକ ଟକ.. ତ କେତେକ ପାଚି ଆସିଲାଣି.. ଆଉ କେତେ ଦରକଞ୍ଚା ବା ଦର ପାଚିଲା.. ୟାକୁ ଦେଖିଲେ ପାଟିରୁ ଲାଳ ଗଡ଼ୁଛି..
ଛାତିରେ ଯନ୍ତ୍ରଣା ହେଉଥାଏ.. କିନ୍ତୁ ଚଳନ୍ତା ଗାଡ଼ିକୁ ଛାଡ଼ିଲେ ନାହିଁ.. ଗାଡ଼ି ଅଟକାଇ ଷ୍ଟିୟରିଂ ଉପରେ ଆଖି ବୁଜିଦେଲେ.. ୬୫ ଜଣଙ୍କ ଜୀବନ ବଞ୍ଚାଇ ବନିଗଲେ ହିରୋ.
ଲାଗୁଛି ଜଙ୍ଗଲ ଭିତରେ କିଏ ବଡ଼ ବଡ଼ ପଥର ଖଣ୍ଡ ସବୁ ଆଣି ସଜାଇ ଥୋଇ ଦେଇଛି.. ଆଉ ପଥର ଖଣ୍ଡ ଫାଙ୍କ ଦେଇ ସ୍ୱର୍ଗରୁ ଖସୁଛି କାଚକେନ୍ଦୁ ଭଳି ଥଣ୍ଡା ଥଣ୍ଡା ପାଣି.. ଓଃ ଏଇ ଶବ୍ଦ କାହାରିକୁ ବି ଘଡ଼ିଏ ଆନମନା କରିଦେବ..
ବସ୍ ଚଳାଉଥିବା ବେଳେ ଡ୍ରାଇଭରଙ୍କୁ ହାର୍ଟ ଆଟାକ୍। ତେବେ ଉପସ୍ଥିତ ବୁଦ୍ଧି ଯୋଗୁଁ ଟଳିଗଲା ବଡ଼ ଦୁର୍ଘଟଣା। ନିଜେ ଚାଲିଗଲେ, ହେଲେ ବଞ୍ଚାଇଦେଲେ ୬୦ରୁ ଅଧିକଜୀବନ। ସେପଟେ ରାସ୍ତାମଝିରେ ହନ୍ତସନ୍ତ ଅତିଥିଙ୍କୁ ତୁରନ୍ତ ଲକ୍ଷ୍ୟ ସ୍ଥଳରେ ପହଞ୍ଚାଇଛନ୍ତି ଜଣେ ସ୍ଥାନୀୟ ଡ୍ରାଇଭର।
୨୦୨୩ ଜୁନରେ ସରକାର ଏନେଇ ଅଧ୍ୟାଦେଶ ଆଣିଥିଲେ ବି ଏଯାଏଁ ନିୟମ ଲାଗୁ ହୋଇପାରୁନି। ଯେଉଁଥିପାଇଁ ରାଜ୍ୟରେ ସମ୍ପୂର୍ଣ୍ଣ ବନ୍ଦ ରହିଛି ଆପାର୍ଟମେଣ୍ଟ ପଞ୍ଜୀକରଣ।
ମଝି ରାସ୍ତାରେ ଡ୍ରାଇଭରଙ୍କୁ ହାର୍ଟ ଆଟାକ୍। ଷ୍ଟିଅରିଂ ଉପରେ ଜୀବନ ଯିବା ପୂର୍ବରୁ ଅଟକାଇଦେଲେ ବସ୍। ବଞ୍ଚିଗଲା ୬୫ ପର୍ଯ୍ୟଟକଙ୍କ ଜୀବନ। ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ ଏ କାହାଣୀ, ସତ ଡ୍ରାଇଭରଙ୍କ ସତସାହସ।
ଭଗବାନଙ୍କ ଦ୍ୱିତୀୟ ଅବତାର ଯେବେ ନିଜ ଦାୟିତ୍ୱ ଭୁଲିଯାନ୍ତି। ନିଶାରେ ଚୁର ହୋଇ ଗୁରୁତର ରୋଗୀ ପାଖକୁ ନ ଆସନ୍ତି। ତାହାଲେ ରୋଗୀ କ’ଣ ଆଉ ବଞ୍ଚିବ ?
ବର୍ତ୍ତମାନ, ଆଇଓଏସ୍ ବ୍ୟବହାରକାରୀଙ୍କ ପାଇଁ ନୂଆ ଅପଡେଟ୍ ଆସିଛି, ଅର୍ଥାତ୍ ବର୍ତ୍ତମାନ କେବଳ ଆଇଫୋନ୍ ବ୍ୟବହାରକାରୀମାନେ ନିଜେ ହ୍ୱାଟ୍ସଆପ୍ରେ ନିଜର ଷ୍ଟିକର୍ ତିଆରି କରିପାରିବେ। ଯଦି ଆପଣଙ୍କର ମଧ୍ୟ ଏକ ଆଇଫୋନ୍ ଅଛି ତେବେ ଷ୍ଟିକର୍ କିପରି ତିଆରି କରିବେ ଜାଣନ୍ତୁ।
ବ୍ରହ୍ମପୁର ସହରରେ ଟ୍ରାଫିକ ସମସ୍ୟାର ସମାଧାନ ଲାଗି ଗେଟ ବଜାର ଠାରେ ଏକ ଓଭରବ୍ରିଜ ନିର୍ମାଣ ଲାଗି ଓଡ଼ିଶା ଷ୍ଟେଟ ବିଲଡିଂ କର୍ପୋରସେନ ସାନି ଟେଣ୍ଡର ଆହ୍ୱାନ କରିଛି । ୨ବର୍ଷ ଭିତରେ କାମ ଶେଷ କରିବାକୁ ଟେଣ୍ଡରରେ ଉଲ୍ଲେଖ ରହିଛି ।
ସବୁ କଳ୍ପନାଜଳ୍ପନା ପରେ ଓଡ଼ିଶା ଜଙ୍ଗଲରେ ପ୍ରଥମ ଥର ପାଇଁ ଆରମ୍ଭ ହୋଇଛି ନାଇଟ ସଫାରୀ । ଚନ୍ଦକା- ଡମପଡ଼ା ଅଭୟାରଣ୍ୟରେ ଆରମ୍ଭ ହୋଇଛି ନାଇଟ୍ ସଫାରୀ ।
ନେତାଏ କାନ ଖୋଲି ଶୁଣନ୍ତୁ..ଏମାନେ ହେଲେ କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଗୋପାଳପୁର ବେଗୁନିଆପଦା ଗାଁର ଲୋକ.. ଆପଣଙ୍କର ଭୂମିହୀନ ଭୋଟର୍..
ପରିଶ୍ରମରେ ଯଦି ସ୍ତ୍ରୀଙ୍କ ସହଯୋଗ ମିଳିଗଲା ତାହାଲେ ତାକୁ ହିଁ କୁହନ୍ତି ଭାଗ୍ୟ.. ଏମିତି ଜଣେ ପରିଶ୍ରମୀ ଭାଗ୍ୟବାନ ହେଉଛନ୍ତି ସହଦେବ ପରିଡା.. ଉପାୟ ଖୋଜୁ ଖୋଜୁ ସାଧନ ସହ ମିଳିଗଲା ସ୍ତ୍ରୀ କୃଷ୍ଣପ୍ରିୟାଙ୍କ ସହଯୋଗ..ଆଉ ତା ପରେ..
ଗରିବଙ୍କୁ ପ୍ରତିଶ୍ରୁତି ଦିଅ.. ସେମାନେ ଭୋଳିଯିବେ.. ପ୍ରତିଶ୍ରୁତି ପୂରା ନ କଲେ ଲଢିପାରିବେନି..ହୁଏତ ଏୟା ଭାବି ଗରିବ ଲୋକଙ୍କୁ ପ୍ରଶାସନଠାରୁ ନେଇ ସରକାର, ନେତାଙ୍କ ଠାରୁ ନେଇ ପ୍ରାଇଭେଟ୍ କମ୍ପାନୀ ସମସ୍ତେ ମିଛ ପ୍ରତିଶ୍ରୁତି ଦେଇ ନିଜ ଫାଇଦା ହାସଲ କରିଥାନ୍ତି..
ଅପାର କରୁଣା ଥିଲେ ମାଟି ତଳୁ ଦିଅଁ ଦେବତା ବାହାରନ୍ତି.. ଆଉ ଫୁଟା ଶିବଲିଙ୍ଗଙ୍କୁ ପୂଜିଲେ କୋଟି ଜନ୍ମର ପୂଣ୍ୟ ମିଳେ ବୋଲି ଆସ୍ଥା ରହିଛି.. ସେଥିପାଇଁ ଶ୍ରାବଣ ହେଉ କି ସୋମବାର
ଏପଟେ ଜଙ୍ଗଲ..ସେପଟେ ନଈ.. ମଝିରେ ଆମେ ଅଲୋଡ଼ା ସରକାର ପାଇଁ..
ବେକରେ ଗେଣ୍ଡୁମାଳ ପକାଇ କୁଆଡ଼େ ଆଇଚନ୍ତି ଭାଲୁ ଭାଇନା.. ତାଙ୍କର ଛୁଆ କାଖେଇବା ଅଭ୍ୟାସଟା ଗଲାନି..
ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା । ଚିକିତ୍ସାରେ ଅବହେଳା ଅଭିଯୋଗ କରି ଡାକ୍ତରକୁ ନିସ୍ତୁକ ମାଡ ମାରିଲେ ସମ୍ପର୍କୀୟ ।
କ୍ୟାବିନେଟ ବୈଠକରେ ଆଦିବାସୀ ଜମି ବିକ୍ରି ଆଇନ ସଂଶୋଧନ ପ୍ରସ୍ତାବ ପ୍ରତ୍ୟାହାର । ପ୍ରସ୍ତାବିତ ସଂଶୋଧନକୁ ପ୍ରତ୍ୟାହାର ନେଇ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି । ଗତ ନଭେମ୍ବର ୧୪ରେ ଏନେଇ କ୍ୟାବିନେଟରେ ପ୍ରସ୍ତାବ ଆସିଥିଲା ।
ଏଥର କର୍ତ୍ତବ୍ୟପଥରେ ଦେଖିବାକୁ ମିଳିଥିଲା ଓଡ଼ିଶାର କଳା କାରିଗରୀ ପଟ୍ଟଚିତ୍ର, ହସ୍ତଶିଳ୍ପ ଏବଂ କୁଟୀର ଶିଳ୍ପ। ପୁରୀ ଶିଳ୍ପୀ ଗ୍ରାମ ରଘୁରାଜପୁରର ପଟ୍ଟଚିତ୍ର, ହସ୍ତଶିଳ୍ପ ଏବଂ କୁଟୀର ଶିଳ୍ପ ମାଧ୍ୟମରେ ବିକଶିତ ଭାରତ ତଥା ଗ୍ରାମୀଣ ମହିଳା ସଶକ୍ତିକରଣର ବାର୍ତ୍ତା ଏଥର ଦେଇଥିଲା ଏହି ପ୍ରଜ୍ଞାପନ ମେଢ଼।
ତପ୍ତପାଣିରେ ଉଷ୍ଣପ୍ରସବଣ ମା କନ୍ଧୁଣୀ ଦେବୀଙ୍କ ପୀଠ। ଦକ୍ଷିଣ ଓଡ଼ିଶାର ପ୍ରାଣ କେନ୍ଦ୍ର କୁହାଯାଉ ଥିବା ଏହି ପୀଠ ବ୍ରହ୍ମପୁର ସାନଖେମୁଣ୍ଡି ବ୍ଲକ ଗୋବିନ୍ଦପୁର ଗ୍ରାମପଞ୍ଚାୟତ ଅବସ୍ଥିତ ।