• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Scheme

Electoral Bonds
ନିର୍ବାଚନୀ ପାଣ୍ଠି ଉପରେ 'ସୁପ୍ରିମ୍' ପ୍ରହାର; ଇଲେକ୍ଟୋରାଲ୍ ବଣ୍ଡ ବନ୍ଦ କଲେ ସର୍ବୋଚ୍ଚ କୋର୍ଟ

ରାଜନୈତିକ ଦଳଙ୍କ ନିର୍ବାଚନୀ ପାଣ୍ଠି ଉପରେ 'ସୁପ୍ରିମ୍' ପ୍ରହାର । ଇଲେକ୍ଟୋରାଲ ବଣ୍ଡକୁ ବେଆଇନ ଦର୍ଶାଇ ବନ୍ଦ କଲେ ସୁପ୍ରିମକୋର୍ଟ ଇତିହାସ ପାଲଟିଲା ପଲିଟିକାଲ୍ ପାର୍ଟିଙ୍କ ଆୟର ଏହି ପ୍ରମୁଖ ଉତ୍ସ ।

Supreme Court
ଆଉ ଲୁଚିଛପି ରାଜନୈତିକ ଦଳକୁ ଚାନ୍ଦା ଦେଇପାରିବେନି, ସୁପ୍ରିମକୋର୍ଟ ଲଗାଇଲେ ବଡ଼ ପ୍ରତିବନ୍ଧକ

ଇଲେକ୍ଟ୍ରୋରାଲ ବଣ୍ତ ଜରିଆରେ ଆଉ ପ୍ରଦାନ କରାଯିବନି ଚାନ୍ଦା । ଏହାକୁ ବେଆଇନ ତଥା ଅସାମ୍ବିଧାନିକ ଘୋଷଣା କରିଛନ୍ତି ସୁପ୍ରିମକୋର୍ଟ । ଇଲେକ୍ଟ୍ରୋରାଲ ବଣ୍ଡ ଜରିଆରେ ପଲ୍ଟିକାଲ ପାର୍ଟିଗୁଡ଼ିକୁ ଚାନ୍ଦା ପ୍ରଦାନ ଆଉ ଆଇନତଃ ବୈଧ ନୁହେଁ ।

Cabinet Decision
ଆଦିବାସୀଙ୍କ ପାଇଁ ଯୋଜନା ‘ଲାଭ’, ଜମି ବିକ୍ରି ପ୍ରସ୍ତାବ ପ୍ରତ୍ୟାହାର କଲେ କ୍ୟାବିନେଟ୍

କ୍ୟାବିନେଟ ବୈଠକରେ ଆଦିବାସୀ ଜମି ବିକ୍ରି ଆଇନ ସଂଶୋଧନ ପ୍ରସ୍ତାବ ପ୍ରତ୍ୟାହାର । ପ୍ରସ୍ତାବିତ ସଂଶୋଧନକୁ ପ୍ରତ୍ୟାହାର ନେଇ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି । ଗତ ନଭେମ୍ବର ୧୪ରେ ଏନେଇ କ୍ୟାବିନେଟରେ ପ୍ରସ୍ତାବ ଆସିଥିଲା ।

Govt Scholarships
ଯୁବ ଭୋଟରଙ୍କ ଉପରେ ଶାସକ ଦଳର ନଜର; ଉଚ୍ଚ ଶିକ୍ଷାନୁଷ୍ଠାନରେ ଲାଗିବ ସରକାରୀ ହୋର୍ଡିଂ

ଉଚ୍ଚଶିକ୍ଷା ବିଭାଗର ଚିଠିକୁ ନେଇ ରାଜନୀତି ଘନେଇଛି । ଛାତ୍ର ବୃତ୍ତି ଯୋଜନା ସମ୍ପର୍କିତ ହୋର୍ଡିଂକୁ, କ୍ୟାମ୍ପସରେ ଲଗାଇବାକୁ ସରକାର ଏବେ କାହିଁକି ନିଷ୍ପତ୍ତି ନେଲେ ? ନା ଆଗକୁ ନିର୍ବାଚନ ଥିବାରୁ ଯୋଜନା ଦେଖାଇ, ଯୁବ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଏ ପ୍ରୟାସ ? ଛାତ୍ର କଂଗ୍ରେସ କହିଛି ଛାତ୍ର ସଂସଦ ନିର୍ବାଚନ ସରକାର ବନ୍ଦ କରିଛନ୍ତି ।

Naveen Odisha Scheme
ନବୀନ ଓଡ଼ିଶା ସ୍କିମ୍‌କୁ ନେଇ ଗାଁ ଗାଁରେ ଝାମେଲା, ବଢ଼ିଲାଣି ଦଳୀୟ କନ୍ଦଳ

ନବୀନ ଓଡ଼ିଶା ସ୍କିମକୁ ନେଇ ଗାଁ ଗାଁରେ ଝମେଲା । ସରପଞ୍ଚରୁ ବିଧାୟକ ଯାଏଁ ଦେଉଛନ୍ତି ଭିନ୍ନ ଭିନ୍ନ ପ୍ରକଳ୍ପ ତାଲିକା ।

Kisan Vikas Patra Yojana
ଡାକଘରର ଏହି ସ୍କିମ୍, ଦ୍ୱିଗୁଣିତ କରିଦେବ ଆପଣଙ୍କ ଟଙ୍କା !

ଡାକଘରର ଏହି ଯୋଜନାର ନାଁ ହେଉଛି Kisan Vikas Patra Yojana । ଯଦି ଆପଣ ଆପଣଙ୍କ ଟଙ୍କାକୁ ସୁରକ୍ଷିତ ଭାବେ ବିନିଯୋଗ କରିବାର ଯୋଜନା ରଖିଛନ୍ତି । ତେବେ ଏହି ଯୋଜନା ଆପଣଙ୍କ ପାଇଁ ବେଶ୍‌ ଲାଭଦେବ ।

Kisan vikas patra yojana
ଡାକଘରର ଏହି ସ୍କିମ୍‌ ଦେଉଛି ଅଧିକ ସୁଧ, ଏତିକି ମାସରେ ଟଙ୍କା ହୋଇଯିବ ଡବଲ୍

ଏହି ଯୋଜନାର ନାଁ ହେଉଛି ‘କିଷାନ ବିକାଶ ପତ୍ର’ ଯୋଜନା । ଏଥିରେ ଆପଣଙ୍କୁ ୭.୫ ପ୍ରତିଶତ ସୁଧ ମିଳିବ ।

People scared for plastic rice found in PDS
ପିଏଡିଏସ୍‌ରେ ମିଳୁଛି ପ୍ଲାଷ୍ଟିକ୍ ଚାଉଳ; ଡରିଲେଣି ଲୋକେ

ପିଡିଏସ୍ ହିତାଧିକାରୀଙ୍କ ମନରେ ଛନକା, ସରକାରୀ ଚାଉଳରେ ମିଶିଛି ପ୍ଲାଷ୍ଟିକ୍ ଚାଉଳ। ଲମତାପୁଟରେ ହିତାଧିକାରୀ ଏ ଚାଉଳ ଧରି ବିଡିଓଙ୍କ ପାଖେ ଫେରାଦ ବି ହୋଇଛନ୍ତି । ତେଣେ ଏଭଳି ମାଳ ମାଳ ଅଭିଯୋଗ ଭିତରେ ବାଲେଶ୍ୱର ସିଏସ୍‌ଓଙ୍କ ପାଖରୁ ଆସିଛି ସ୍ପଷ୍ଟୀକରଣ…