ଏପଟେ ଜଙ୍ଗଲ..ସେପଟେ ନଈ.. ମଝିରେ ଆମେ ଅଲୋଡ଼ା ସରକାର ପାଇଁ..
Published By: Tanmay Kumar Mahalik
Last updated: 30 January 2024, 09:00 AM IST
ଗତକାଲି ଆମକୁ ବ୍ୟକ୍ତିଗତ ଆକ୍ଷେପ କରାଯାଇଥିଲା । କ୍ଷମା ନ ମାଗିବା ଯାଏଁ ବଡୁ କଣ ତାହା ଦେଖେଇଦେବୁ ବୋଲି ଚେତାବନୀ ଶୁଣାଇଛନ୍ତି ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ।