ଅପାର କରୁଣା ଥିଲେ ମାଟି ତଳୁ ଦିଅଁ ଦେବତା ବାହାରନ୍ତି.. ଆଉ ଫୁଟା ଶିବଲିଙ୍ଗଙ୍କୁ ପୂଜିଲେ କୋଟି ଜନ୍ମର ପୂଣ୍ୟ ମିଳେ ବୋଲି ଆସ୍ଥା ରହିଛି.. ସେଥିପାଇଁ ଶ୍ରାବଣ ହେଉ କି ସୋମବାର.. ଶିବଭକ୍ତମାନେ ମହାଦେବଙ୍କୁ ପୂଜିବାକୁ ଫୁଟା ଶିବଲିଙ୍ଗ ମନ୍ଦିର ଖୋଜି ଧାଇଁ ଯାଆନ୍ତି.. ଆପଣ ଯଦି ଜଣେ ଶିବଭକ୍ତ ତା’ହେଲେ ଏଇ ଅଲୌକିକ ଗାଁ ବିଷୟରେ ନିଶ୍ଚୟ ଜାଣନ୍ତୁ..
Published By: Tanmay Kumar Mahalik
Last updated: 30 January 2024, 09:03 AM IST
ଗତକାଲି ଆମକୁ ବ୍ୟକ୍ତିଗତ ଆକ୍ଷେପ କରାଯାଇଥିଲା । କ୍ଷମା ନ ମାଗିବା ଯାଏଁ ବଡୁ କଣ ତାହା ଦେଖେଇଦେବୁ ବୋଲି ଚେତାବନୀ ଶୁଣାଇଛନ୍ତି ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ।