ଯାହା ପାଇଁ ଚାକିରି ଜୀବନରୁ ନେଲେ ଅବସର, ଭିଆରଏସ ନେବାର କିଛି ଘଣ୍ଟାରେ ଚାଲିଗଲା ତାଙ୍କର ଜୀବନ। ଏହାକୁ ନେଇ ଏବେ ସବୁଆଡ଼େ ଚର୍ଚ୍ଚା।
୮୯ ବ୍ୟାଚ୍ର IPS ଅଧିକାରୀ ବି. ରାଧିକାଙ୍କୁ ଅବସର ଅନୁମତି ମିଳିଛି । ସ୍ୱେଚ୍ଛାକୃତ ଅବସର ପାଇଁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର ।
5T ସଚିବ ଭି. କାର୍ତ୍ତିକେୟ ପାଣ୍ଡିଆନ୍ଙ୍କୁ VRS ମିଳିଛି । ପାଣ୍ଡିଆନ୍ଙ୍କ VRSକୁ ମଂଜୁର କରିଛି କେନ୍ଦ୍ର କାର୍ମିକ ମନ୍ତ୍ରାଳୟ ।