• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Newsfuse

NewsFuse
ହଇରେ ନାରଣ.. ଭାଲୁ ଭାଇନାର ପଛତୁ ଟିକେ ଦେଖେ..

ବେକରେ ଗେଣ୍ଡୁମାଳ ପକାଇ କୁଆଡ଼େ ଆଇଚନ୍ତି ଭାଲୁ ଭାଇନା.. ତାଙ୍କର ଛୁଆ କାଖେଇବା ଅଭ୍ୟାସଟା ଗଲାନି..

NewsFuse
ନିଜେ ପ୍ରଶ୍ନର ଉତ୍ତର ଦେଲେନି, ବିଧାୟକଙ୍କୁ ଠେଲିଲେ

ସାଂସଦ ପାଣ୍ଠିରୁ ଦିଆଯାଇଥିବା ଅଚଳ ଆମ୍ବୁଲାନ୍ସ କଥା ପଚାରିଦେଲେ ସାମ୍ବାଦିକ...ବଙ୍କା ହୋଇଗଲା କନ୍ଧମାଳ ସାଂସଦଙ୍କ ମୁହଁ..ନିଜକୁ ରକ୍ଷା କରିବାକୁ ଯାଇ ବିଧାୟକଙ୍କୁ ଠେଲିଲେ ପ୍ରଶ୍ନ..ଶୁଣନ୍ତୁ କ’ଣ କହିଲେ ବିଧାୟକ

News Fuse
ପିଡି ମାଡାମ କଣ ଖୋଜୁଛନ୍ତି କି?

ଆଲୋ ଆଲୋ ଇଏ କଣ? କେନ୍ଦ୍ରମନ୍ତ୍ରୀ ହିସାବ ମାଗୁମାଗୁ କଲେକ୍ଟର ଓ ପିଡି ମାଡାମ ଖାତାରୁ କଣ ଖୋଜୁଛନ୍ତି କି? ନାରଣ ତୁ ମାରିଦେବୁରେ...କାଗଜ କଥା କହୁ କହୁ

Newsfuse
ପଣ୍ଡା ବାବୁଙ୍କ ହେଲିକପ୍ଟର ସଟ୍..ସିଧା ବାଉଣ୍ଡ୍ରି ବାହାରେ ..

ପ୍ରଥମ ବଲରେ ପାରିଲେନି.. ଅଣ୍ଟାକୁ ସଳଖି ପରେ ନାଦି ଦେଇଗଲେ ଛକା..

News Fuse
ମଡେଲଙ୍କ ହାତ ଧରିଲେ, ଫ୍ଲାଇଙ୍ଗ କିସ୍‌ ଦେଲେ

ପଦ୍ମପୁର ଭୋଟ୍‌ ଦେଖି ଆଉ କିଛି କହିବାକୁ ଚାହୁଁନାହାନ୍ତି ଭାଲୁ ଭାଇନା। ଇଏ ଆଉ ବସିପାରିବେନି ବେଶି ସମୟ, ଆଲୋ ଆଲୋ ଇଏ କଣ ମଂଚକୁ ଉଠିଗଲେ? ଆଜି ପଛରେ ପଡିବେ ମଡେଲ୍...

News Fuse
ମୁଁ ଅର୍ଚ୍ଚନାର କିଛି ନୁହଁ..

ସିଏ ତ ଖାଲି ଗଳା ବାଟ ଖୋଜିଲେ..ୟେ ତ ଖାଲି ବୁମକୁ ଦିହରେ ଲଗେଇ ଦେଉଛନ୍ତି.. ସେ ଠେଲିବେନି..

News Fuse
ଭୋଟ୍‌ ପୂର୍ବରୁ...କୀର୍ତ୍ତନ କରୁଛନ୍ତି ପ୍ରଦୀପ ପୁରୋହିତ

ଭୋଟ୍‌ ପୂର୍ବରୁ ଭଗବାନଙ୍କ ଶରଣ !! ପୁଣି ନରସିଂହଙ୍କୁ ଡାକିଲେଣି ପ୍ରଦୀପ...ଆଲୋ ଆଲୋ ଏଇଠି ହେଉଛି କଣ?

News Fuse
ମହମବତୀ ଟା ଯଦି ମନ୍ତ୍ରୀପଦ ହେଇଥାନ୍ତା, କଣ ଯାଚିଥାନ୍ତ ?

ଇଲୋ ହେଇ..ବୋଇତରୁ ଓହ୍ଲାଇ ନେତାଗଣ କଣ ଅଟୋରେ ବସିଲେଣି.. ଆଗରେ ପଛରେ ଓଟୋ ଘୋଡ଼ା ଚାଲୁଛନ୍ତି..ସତରେ ନାରଣ ମୋ ଦିଲ୍ ପୂରା ଗାର୍ଡେନ୍ ଗାର୍ଡେନ୍ ହେଇଗଲା..

Newsfuse
ରାସ୍ତା ଉପରେ ଏକି ନାଟ...ପୁରା ସଲିଟ୍ ଖେଳ

ରାସ୍ତା ଉପରେ ଫୁଲ୍ ବୋବାଲ୍ କଲେ ଏହି ମହିଳା ଜଣକ । ନବୀନଙ୍କୁ ନେବେ ଘରକୁ ମୋଦିଙ୍କ ସହ କଥା ହେବେ , ୟାଙ୍କୁ ପୋଲିସ୍ ଡ୍ରେସ୍ ପସନ୍ଦ ନୁହେଁ। ଆଉ କଣ କହିଲେ ଶୁଣିଲେ ଆପଣଙ୍କ ମୁଣ୍ଡ ଘୁରିଯିବ।

special story
ଇ-ଅଟୋରେ ସାଙ୍ଗ ହୋଇ ଏୟାରପୋର୍ଟ ଗଲେଣି ମେୟର ଆଉ କମିଶନର...

ଇ-ଅଟୋରେ ସାଙ୍ଗ ହୋଇ ଏୟାରପୋର୍ଟ ଗଲେଣି ମେୟର ଆଉ କମିଶନର...

News Fuse
ମୋ ବୋଉଲୋ...ଗୁହାରି କରିବାକୁ ବଡ଼ଦାଣ୍ଡରେ ନେତାଙ୍କ ପ୍ରବଳ ଜାମ୍‌....

ମୋ ବୋଉଲେ...କି ଭିଡ଼...ଆଉ କାଳିଆର ଦୁଇ ବର୍ଷ ପରେ ଦର୍ଶନ ମିଳିଛି। ଦେଖୁନୁ, ନେତାମାନେ କେମିତି କାଳିଆ ପାଖରେ ଗୁହାରି କରିବାକୁ ଲଗାଇଲେଣି ଲମ୍ବା ଲାଇନ୍‌....ଆଲୋ ଆଲୋ...ଇଏ କଣ? ଗୋଟିଏ ମଂଚରେ ସବୁ ଦଳର ନେତା? ମଲା...ସମସ୍ତେ ତ ମିଶିକି ଜିତିବା ପାଇଁ ଡାକିଲେ ଜଗା ଶୁଣିବ କାହା କଥା?

Newsfuse
ନିରଞ୍ଜନ ଯାଉ ଯାଉ କଂଗ୍ରେସିଆଙ୍କ ପାଖରେ ଭାରି ଅଭାବ...ଅଫିସ୍‌ରେ ଆଉ ଲେଟର ପ୍ୟାଡ୍‌ ବି ମିଳୁନି...

ଆଲୋ ଆଲୋ ଇଏ କ’ଣ? ଧନୀ ସଭାପତି ଯାଉ ଯାଉ କଂଗ୍ରେସିଆଙ୍କୁ ଶନି ଦଶା ପଡିଲା କି? ନିରଞ୍ଜନ ବାବୁ କ’ଣ ଏମିତି କହିଲେ? ଆମର ଏତେ ବଡ଼ ଅଫିସ୍‌ରେ ଲେଟର ପ୍ୟାଡ୍‌ ନାହିଁ....ଇଏ କ’ଣ ହେଲାରେ ନାରଣ? କ୍ଷମତାରେ ତ ଦଳ ନାହିଁ, ଟଙ୍କା ଆସିବ କେଉଁଠୁ ?

News Fuse | Special story on political leaders\' spree of enacting as farmers On Akshay Tritiya
ଯେତେବେଳେ ରାଜନୀତି ଛାଡି ନେତା ହଳ କରନ୍ତି, ସେତେବେଳେ...

ସବୁ ଦିନେ ଧଳା କୁର୍ତ୍ତା ପିନ୍ଧି ରାଜନୀତି ଚାଷ କରୁଥିବା ନେତା-ମନ୍ତ୍ରୀମାନେ ଅକ୍ଷୟ ତୃତୀୟା ଆସିଲେ ଧୋତି ପିନ୍ଧି ଚାଷ କରିବାକୁ ବାହାରି ପଡନ୍ତି। କିଏ ଚପଲ ପିନ୍ଧି ଜମି ହଳ କରେ ତ ଆଉ କିଏ ଧାନ ବୁଣିବା କୌଶଳ ନ ଜାଣି କ୍ୟାମେରା ଆଗରେ ଏଣେତେଣେ ଧାନ ବୁଣି ପକାନ୍ତି। ଯେମିତି ଅକ୍ଷୟ ତୃତୀୟାରେ ଦିନିକିଆ ଚାଷୀ ହୋଇ ଅଭିନୟ କରୁଥିବା ନେତା କେମିତି କଲବଲ ହେଲେ ଦେଖନ୍ତୁ...

News Fuse
ଏଇଟା ରାମ ଖେଚୁଡ଼ି, ଖାଇଜାରେ ବାବା...ପେଟ ପୂରାଇ

ହଇରେ ନାରଣ ନବୀନ ବାବୁ ୫ ଟଙ୍କାରେ ଆମକୁ ଭାତ, ଡାଲମା ଦେଉଛନ୍ତି। ତୁମେ ଆମକୁ ଏ ଦନାରେ ରାମ ଖେଚୁଡ଼ି ଦେଲେ ପେଟ ପୂରିବ ତ? ନାଇଁରେ ଇଏ ତ ତଣ୍ଟିରେ ଲାଗିବ। ହେଲେ ଡିମାଣ୍ଡ କିନ୍ତୁ ବହୁତ ଅଧିକ ରହିଛି ଏ ଖେଚୁଡ଼ିର...ଏଇଟା କଣ ଦିଲ୍ଲୀ ଫର୍ମୁଲା କି?

NEWSFUSE
ଆନ୍ଦୋଳନ କରିବା ପୂର୍ବରୁ ଶୂନ୍ୟେ ଶୂନ୍ୟେ ଟେକିନେଲେ ପୋଲିସ ବାବୁ...

ଏମାନେ ଏମିତି ଧଇଁସଇଁ ହେଉଛନ୍ତି ଯେମିତି ଯନ୍ତା ଭିତରେ ବାଘ ପୂରେଇ ଦେଲେ। ଆଉ ନୁହେଁ କ’ଣ? ଆନ୍ଦୋଳନ ତୁମେ କରିବ, ଆମେ ତୁମକୁ ଏଇଠି ଛାଡି ଦେବୁ? ଚାଲ ଚାଲ ସବୁ ଭିତରକୁ ଚାଲ...ଦେଖୁନାହାନ୍ତି କେମିତି ଏମାନଙ୍କୁ ଟେକି ନେଉଛନ୍ତି ସାର ଆଉ ମାଡାମ୍‌

News Fuse – Man Travel With Herd of Goats
ଯାତ୍ରୀବାହୀ ବସ୍‌ରେ ଛେଳି ପସିଲେ, ଯାତ୍ରୀ ବସିବେ କେଉଁଠି?

ବସ୍‌ ଭିତରେ ପସିଲେ ଛେଳି । ସିଟ୍‌ ଉପରେ ଚଢି ବସ୍‌ ଭିତରୁ ବାହାରିଲେ ଯାତ୍ରୀ...କଣ୍ଡକ୍ଟର ଭାଇ...ତୁମ ଚାରି ଖୁରାକୁ ଜୁହାର...

News Fuse
ଦିଲ୍ଲୀରୁ ପଲ୍ଲୀକୁ ଆସିବା ପରେ ସାର୍‌ଙ୍କ ପେଟ ପୂରା ଖାଲି...୫ ଟଙ୍କା ଦେଇ ଖାଇଦେଲେ ଆହାର

ଦିଲ୍ଲୀରୁ ରିର୍ଟନ ପରେ ଏବେ ସାର୍‌ଙ୍କୁ ଭାରି ଭୋକ। ଦେଖୁନାହାନ୍ତି କେମିତି ୫ ଟଙ୍କା ଦେଇ ଆହାର କେନ୍ଦ୍ରରେ ସାଙ୍ଗେ ସାଙ୍ଗେ ଖାଇଗଲେ ଭାତ ଆଉ ଡାଲମା। ଦେଖୁନାହାନ୍ତୁ କେଡ଼େ କେଡ଼େ ଗୁଣ୍ଡା ଗୁଡ଼ାକ ଖାଉଛନ୍ତି...

newsfuse
ହଇରେ ନାରଣ, ଭୀମ ଭୋଇଙ୍କୁ ଭକ୍ତ କବି କହିଲେଣି ସୁର ଭାଇ...

ଉତ୍କଳ ଦିବସରେ ଆମେ ପହଂଚିଲୁ ନେତାଙ୍କ ପାଖରେ। ସେମାନେ ଓଡ଼ିଶା ବା ଉତ୍କଳ ବିଷୟରେ କଣ ଜାଣିଛନ୍ତି କହିଲେ। ଶୁଣନ୍ତୁ ଆମ ନେତାଙ୍କ ଜ୍ଞାନ ଭଣ୍ଡାର...

News Fuse 18th February 2022| ladhuchi Ladhibi a Mati pai
News Fuse 18th February 2022| ladhuchi Ladhibi a Mati pai

OdishaTV is Odisha\'s no 1 News Channel. OTV being the first private satellite TV channel in Odisha carries the onus of charting a course that behoves