Advertisment

‘ମିସ୍ ଇଣ୍ଡିଆ’ଠାରୁ ‘ପର୍ଲ ସୁନ୍ଦରୀ’ ସବୁ ଶ୍ୟାମସୁନ୍ଦରଙ୍କର..

ଟିକେ ଲାଲ ଲାଲ ତ କିଏ ଲମ୍ବା ଆଉ କିଏ ଗୋଲ ଗୋଲ.. କେତେକ କଞ୍ଚା ଟକ ଟକ.. ତ କେତେକ ପାଚି ଆସିଲାଣି.. ଆଉ କେତେ ଦରକଞ୍ଚା ବା ଦର ପାଚିଲା.. ୟାକୁ ଦେଖିଲେ ପାଟିରୁ ଲାଳ ଗଡ଼ୁଛି..

author-image
Santosh Kumar Sahoo

ଗଛରେ ପେନ୍ଥା ପେନ୍ଥା ହୋଇ ଝୁଲୁଛି..କିଏ ଟିକେ ଲାଲ ଲାଲ ତ କିଏ ଲମ୍ବା ଆଉ କିଏ ଗୋଲ ଗୋଲ.. କେତେକ କଞ୍ଚା ଟକ ଟକ.. ତ କେତେକ ପାଚି ଆସିଲାଣି.. ଆଉ କେତେ ଦରକଞ୍ଚା ବା ଦର ପାଚିଲା.. ହଁ ଏଗୁଡ଼ା ହେଉଛି ବିଭିନ୍ନ ରକମର ବରକୋଳି.. ବରକୋଳି କଥା କହିଲେ ପାଟିରୁ ଲାଳ ଗଡେ.. ଆଉ ଏମିତି ପେନ୍ଥା ପେନ୍ଥା ସଜ ଗଛ ତୋଳା ବରକୋଳି ଦେଖିଲେ ଜିଭ ବି ବୋଲ ମାନୁନି.. ଆପୁଲବେରୀ, ଥାଇଆପୁଲ, ମିସ ଇଣ୍ଡିଆ, ପର୍ଲ ସୁନ୍ଦରୀ ଭଳି ବେସ ସ୍ୱାଦିଷ୍ଟ ଭେରାଇଟିର କୋଳିଗଛରେ ଭର୍ତ୍ତି ହୋଇଛି ଏଇ ବଗିଚା.. କାହାର ୟେ ବଗିଚା ଆଉ କେଉଁଠି ଅଛି ଆସନ୍ତୁ ଜାଣିବା..

Advertisment
Cuttack Odisha Farmer Apple
Advertisment
Advertisment