ବେକରେ ଗେଣ୍ଡୁମାଳ ପକାଇ କୁଆଡ଼େ ଆଇଚନ୍ତି ଭାଲୁ ଭାଇନା.. ତାଙ୍କର ଛୁଆ କାଖେଇବା ଅଭ୍ୟାସଟା ଗଲାନି..
Published By: Tanmay Kumar Mahalik
Last updated: 30 January 2024, 08:58 AM IST
ଗତକାଲି ଆମକୁ ବ୍ୟକ୍ତିଗତ ଆକ୍ଷେପ କରାଯାଇଥିଲା । କ୍ଷମା ନ ମାଗିବା ଯାଏଁ ବଡୁ କଣ ତାହା ଦେଖେଇଦେବୁ ବୋଲି ଚେତାବନୀ ଶୁଣାଇଛନ୍ତି ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ।