Taptapani
ତପ୍ତପାଣିରେ ଉଷ୍ଣପ୍ରସବଣ ମା କନ୍ଧୁଣୀ ଦେବୀଙ୍କ ପୀଠ। ଦକ୍ଷିଣ ଓଡ଼ିଶାର ପ୍ରାଣ କେନ୍ଦ୍ର କୁହାଯାଉ ଥିବା ଏହି ପୀଠ ବ୍ରହ୍ମପୁର ସାନଖେମୁଣ୍ଡି ବ୍ଲକ ଗୋବିନ୍ଦପୁର ଗ୍ରାମପଞ୍ଚାୟତ ଅବସ୍ଥିତ । କେଉଁ ପ୍ରାଚୀନ କାଳରୁ ସ୍ଥାନୀୟ ଆଦିବାସୀ ମାନେ ପ୍ରସ୍ରବଣକୁ ମାଁ କନ୍ଧୁଣୀ ଦେବୀ ବୋଲି ପୂଜାର୍ଚ୍ଚନା କରି ଆସୁଛନ୍ତି। ପର୍ଯ୍ୟଟନ ସ୍ଥଳୀ ମାନ୍ୟତା ପାଉଥିବା ଉଷ୍ଣପ୍ରସ୍ରବଣ ଏବେ ଅବହେଳିତ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)