ସାରା ବିଶ୍ୱରେ ରାଜ୍ କରୁଛି ଓଡ଼ିଶାର ମାଣ୍ଡିଆ ଜାତୀୟ ଦ୍ରବ୍ୟ । ପୂର୍ବରୁ ମାଣ୍ଡିଆ ନା ଶୁଣିଲେ ଲୋକେ ନାକ ଟେକୁଥିବା ବେଳେ ଏବେ କିନ୍ତୁ ମାଣ୍ଡିଆର ଚାହିଦା ବଢ଼ି ଯାଇଛି ।
ଗୁମ୍ଫା ପାଲଟିଛି ମାଓବାଦୀଙ୍କ ଅସ୍ତ୍ର ଭଣ୍ଡାର । ତୁଳସୀ ପାହାଡ଼ରେ ଥିବା ଗୁମ୍ଫାରେ ମାଓବାଦୀମାନେ ଅସ୍ତ୍ରଶସ୍ତ୍ର ରଖୁଥିବା ଜଣାପଡ଼ିଛି ।
କେବେ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପୁରୀ ଗୁଣ୍ଡିଚା ମନ୍ଦିର ? କେବେ ଜଗାର ଜନ୍ମବେଦୀର ଦର୍ଶନର ସୁଯୋଗ ପାଇବେ ଶ୍ରଦ୍ଧାଳୁ ?
ଛତିଶଗଡ଼ରେ ନିର୍ବାଚନୀ ଡ୍ୟୁଟି ବେଳେ ମାଓବାଦୀଙ୍କ IED ବିସ୍ଫୋରଣରେ ସହିଦ ଓଡ଼ିଆ ଯବାନଙ୍କୁ ନିଜ ଜନ୍ମମାଟିରେ ଦିଆଯାଉଛି ଶେଷ ଶ୍ରଦ୍ଧାଞ୍ଜଳି। ଗୋପାଳପୁର ଗାଁ ଶ୍ମଶାନରେ ଅତ୍ୟନ୍ତ ଶୋକାଳୂଳ ପରିବେଶରେ ସହିଦଙ୍କ ଶେଷକୃତ୍ୟ ସରିଛି।
ଦିନ କେଇଟା ପରେ ଆଲୋକର ପର୍ବ ଦୀପାବଳି। ଆତସବାଜି ଶବ୍ଦରେ କଂପିଥାନ୍ତା ଗାଁଠୁ ସହର। ହେଲେ ପ୍ରଦୂଷଣକାରୀ ବାଣ ଉପରେ ରୋକ ଓ କେବଳ ସବୁଜ ବାଣକୁ ସୁପ୍ରିମକୋର୍ଟଙ୍କ ଅନୁମତି ପରେ ଏବେ ଜନତାଙ୍କଠୁ ବ୍ୟବସାୟୀ ଯାଏଁ ସଭିଏଁ ଦ୍ବନ୍ଦ୍ବରେ ।
ଗତକାଲି ଓଡ଼ିଶା ସୀମାନ୍ତବର୍ତ୍ତୀ ଛତିଶଗଡ଼ର କାଙ୍କେର ଜିଲ୍ଲା ରେଙ୍ଗାବାଇ ଜଙ୍ଗଲରେ ମାଓବାଦୀଙ୍କ IED ବିସ୍ଫୋରଣର ଶିକାର ହୋଇଥିଲେ ପ୍ରକାଶ ।
ପାରମ୍ପରିକ ବାଣରେ ଆର୍ସେନିକ, ଲିଥିୟମ ଓ ବେରିୟମ ଭଳି ପ୍ରଦୂଷଣକାରୀ ତଥା କ୍ଷତିକାରକ କେମିକାଲ ମିଶୁଥିବାବେଳେ ଗ୍ରୀନ କ୍ରାକରରେ ଏସବୁ ନ ଥାଏ । ଗ୍ରୀନ୍ କ୍ରାକରରେ ଆଲୁମିନିୟମ, ଲିଡ୍ ଓ କାର୍ବନ ଥାଏ, ଯାହାକି ଫୁଟିବା ବେଳେ କମ୍ ଅଙ୍ଗାରକାମ୍ଳ ନିର୍ଗମନ କରିଥାଏ ।
କେମିତି ଅବା ନଜାଣିବ ସେ । ସାଢ଼େ ତିନି ବର୍ଷ ହେଲା ସେ ପରା ଏଇଠି ଛୋଟରୁ ବଡ଼ ହୋଇଛି । ଆଉ ତା’ ବାବୁଙ୍କ କୋଳରେ କେତେ ଶୋଇଛି । ଆପଣ ଦେଖୁଥିବା ଏହି କୁକୁର ଆଉ କାହାର ନୁହେଁ ପୂର୍ବତନ ବାଚସ୍ପତି ତଥା ପୂର୍ବତନ ପୁରୀ ବିଧାୟକ ମହେଶ୍ୱର ମହାନ୍ତିଙ୍କ କୁକୁର ।
ବିଶେଷକରି କୋରାପୁଟ ଜିଲ୍ଲାକୁ ଧାନର ଉତ୍ପତ୍ତିସ୍ଥଳୀ ଭାବେ କୁହାଯାଏ । ଏହା ଛଡ଼ା ମଣ୍ଡିଆ, କାଙ୍ଗୁ ସମେତ ଏଠାରେ ଅନ୍ୟାନ୍ୟ ବିଭିନ୍ନ ଲଘୁ ଖାଦ୍ୟଶସ୍ୟ ଉତ୍ପାଦିତ ହୋଇଥାଏ ।
ପୂର୍ବରୁ ସଂଘର ଦାବିକୁ ନେଇ ରାଜ୍ୟ ସରକାରଙ୍କ ସହ ବାରମ୍ବାର ଆଲୋଚନା ହୋଇଛି । ଏମିତି କି ପରିବହନ ମନ୍ତ୍ରୀଙ୍କ ସହ ମଧ୍ୟ ଆଲୋଚନା କରିଛି ସଂଘ । ହେଲେ ସଂଘର ଦାବି ମୁତାବକ ସରକାର ସେପରି କୌଣସି ପଦକ୍ଷେପ ନେଇନଥିବା ଅଭିଯୋଗ ହୋଇଛି ।
ରାଜ୍ୟରେ ଜାରି ରହିଛି ହାତୀ ଉପଦ୍ରବ । କେଉଁଠାରେ ହାତୀ ଉତ୍ପାତରେ ମଣିଷ ଅତିଷ୍ଠ ତ କେଉଁଠାରେ ମଣିଷର କାର୍ଯ୍ୟରେ ହାତୀ ।
ଆଗକୁ ଆଲୋକର ପର୍ବ ଦୀପାବଳି । ଘର ଝଲସିବ ଦୀପ ଓ ଆଲୋକମାଳାରେ ।
ମାଆ ପାଇଁ ରାଜ୍ୟ ସରକାରଙ୍କ ଯୋଜନା ପରେ ଯୋଜନା । କିନ୍ତୁ ଏଠି ବଞ୍ଚିବା ପାଇଁ ସଙ୍ଘର୍ଷ କରୁଛି ମାଆ ।
ଚାନ୍ଦବାଲି ବ୍ଲକ ମାଧପୁରର ମନୋରମା ଦାସଙ୍କ ପାଇଁ ବି ସଂସାର ଯାକର ଦୁଃଖ ଦେଇଛି ସ୍ତନ କର୍କଟ । ଥରେ ନୁହେଁ ଦୁଇ ଦୁଇ ଥର ସେ କର୍କଟରେ ଆକ୍ରାନ୍ତ ହୋଇଛନ୍ତି ।
ବେପରଓ୍ୱା ଜୀବନଶୈଳୀ ଏବଂ ରୋଗ ନିରୁପଣରେ ବିଳମ୍ବ ହିଁ କ୍ୟାନସରର ଭୟାବହତାକୁ ବଢାଇଥାଏ ।
ନଭେମ୍ବର ୭...ଜାତୀୟ କର୍କଟ ସଚେତନତା ଦିବସ... ଯେ କୌଣସି ରୋଗ ହେଉନା କାହିଁକି ସଚେତନତା ହିଁ ସବୁକିଛି ।
ନୂଆ ନୂଆ ବିବାହ ...ହସ ଖୁସିର ସସାଂର ଭିତରେ ସବୁକିଛି ଠିକଠାକ ଚାଲିଥିଲା । କିନ୍ତୁ ହଠାତ ମାଡିଆସିଲା ଦୁଃଖର କଳାବାଦଲ ।
ବିବାହ ଏକ ଖୁସିର ଦିନ । ସେହି ଦିନକୁ ସମସ୍ତେ ସ୍ମରଣୀୟ କରିବାକୁ ଚାହାନ୍ତି । ଅନ୍ୟମାନଙ୍କଠାରୁ ନିଆରା କରିବାକୁ ଚାହାନ୍ତି ।
ଘରର ଗୋଟିଏ ବୋଲି ପୁଅ.. ଯୁବକ ଅବସ୍ଥାରୁ ଶୋଇ ରହିଛି.. ଆଜି ଯାଏ ଉଠୁନି..ପୁଅ ସୁସ୍ଥ ହୋଇଯିବ ବୋଲି ଅପେକ୍ଷା କରି କରି ଅଣ୍ଟା ନଇଁ ଗଲାଣି ବାପା ମାଆଙ୍କର.. ଏବେ ଆଉ ପାରୁନାହାନ୍ତି.. ବାପା ମାଆଙ୍କ ଯନ୍ତ୍ରଣା ଦେଖି ପୁଅ ବି କହୁଛି ମୋତେ ଇଚ୍ଛାମୃତ୍ୟୁ ଦେଇଦିଅ.. ମୋ ସହ ସମସ୍ତଙ୍କୁ ମୁକ୍ତି ମିଳିଯିବ..
ସଫ୍ଟଓ୍ୱେୟର ଇଂଜିନିୟରୁ ସଫଳ ଚାଷୀ ଦେବେନ୍ଦ୍ର । କହିଛନ୍ତି ବାପାଙ୍କ ମୋ ପ୍ରେରଣା । ବାପା ଏଇ ଚାଷ କରି ବଡ଼ ମଣିଷ କରିଛନ୍ତି, କେମିତି ଭୁଲିବି ଏଇ ମାଟିକୁ ।
କେଳୁଣୀ ମୁହାଣରୁ ଦେବୀନାଶୀ ଆଇଲାଣ୍ଡ ପାଖାପାଖି ୨୦ କିମି ଯାଏ ନିୟମ ବଳବତ୍ତର..ତଥାପି ସମୁଦ୍ରର ଅତି କୂଳକୁ ଆସୁଛି ବଡବଡ ଟ୍ରଲର
ଅମଳ ସମୟରେ ଚାଷ ଜମି ଫାଟି ଆଁ କରିଛି । ଶୁଖି ହଳଦିଆ ପଡିଛି ଧାନ ଫସଲ ।
ବ୍ୟାନ୍ ହେଲା ବହୁଚର୍ଚ୍ଚିତ ମହାଦେବ ବୁକ୍ ବେଟିଂ ଆପ୍ । ୨୨ଟି ମୋବାଇଲ୍ ଆପ୍ଲିକେସନ ଓ ୱେବସାଇଟ ଉପରେ ପ୍ରତିବନ୍ଧକ ଲଗାଇଲେ କେନ୍ଦ୍ର ସରକାର ।
ସଚିବ ବୁଲିବେ ଧାନ ମଣ୍ଡି। ସେଠାକାର ସ୍ଥିତି କଣ, ପ୍ରସ୍ତୁତି କେମିତି ରହିଛି, ଜିଲ୍ଲା ଗସ୍ତ ସମୟରେ ଅନୁଧ୍ୟାନ କରିବେ। କିନ୍ତୁ ଗ୍ରାଉଣ୍ଡ ରିଅଲିଟି ହେଲା, ମଣ୍ଡି ଖୋଲିବାରେ ବିଳମ୍ୱ ହେଉଥିବାରୁ ଚାଷୀର ଧାନ ଉପରେ ଏବେ ଅସାଧୁ ବ୍ୟବସାୟୀଙ୍କ ନଜର। କେଉଁଠି କେଉଁଠି କଳାବଜାରି ବି ଆରମ୍ଭ ହୋଇଗଲାଣି..
ସଚିବ ବୁଲିବେ ଧାନ ମଣ୍ଡି। ସେଠାକାର ସ୍ଥିତି କଣ ? ପ୍ରସ୍ତୁତି କେମିତି ରହିଛି ? ଜିଲ୍ଲା ଗସ୍ତ ସମୟରେ ଅନୁଧ୍ୟାନ କରିବେ। କିନ୍ତୁ ଗ୍ରାଉଣ୍ଡ ରିଅଲିଟି ହେଉଛି କିଛି ଅଲଗା...