• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Millets Mission

Millet farming
ପ୍ରୋତ୍ସାହନ ରାଶି ପାଇବା ପରେ ମଣ୍ଡିକୁ ଆସୁନି ମାଣ୍ଡିଆ !

କୋରାପୁଟ ଜିଲ୍ଲାରେ ମାଣ୍ଡିଆ ସଂଗ୍ରହ ନେଇ କୃଷି ବିଭାଗ ବିବାଦ ଘେରରେ ରହିଛି। କାରଣ ଜାନୁୟାରୀ ମାସରୁ ମଣ୍ଡି ଆରମ୍ଭ ହୋଇଥିଲେ ସୁଦ୍ଧା ବର୍ତ୍ତମାନ ଯାଏ ଟାର୍ଗେଟର ୫୦ ପ୍ରତିଶତ ମଧ୍ୟ ସଂଗ୍ରହ ହୋଇ ପାରିନାହିଁ।

how to make bajra khichdi  recipe
ଶୀତଦିନେ ଦେହକୁ ଗରମ ରଖେ ବାଜରା ଖେଚେଡି; ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳି

ଶୀତଦିନେ ଦେହକୁ ଭିତରୁ ଗରମ ରଖିବା ପାଇଁ ବାଜରା ଖେଚେଡି ଖାଇବା ଜରୁରୀ। ଏହା ଖାଲି ସ୍ୱାସ୍ଥ୍ୟକର ନୁହେଁ ଏହା ମଧ୍ୟ ବହୁ ସୁସ୍ୱାଦୁ। ଏହାକୁ କିପରି ତିଆରି କରିବେ ଆସନ୍ତୁ ଜାଣିବା।

Pm modi featuring song nominated for grammy awards
Grammy Awards: ଗ୍ରେମୀ ପୁରସ୍କାର ପାଇଁ ମନୋନୀତ ହେଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗୀତ

ନରେନ୍ଦ୍ର ମୋଦି ଏବଂ ଭାରତୀୟ-ଆମେରିକୀୟ ଗାୟକ ଫାଲୁଙ୍କ ଦ୍ୱାରା ରଚନା କରାଯାଇଥିବା ବାଜରାର ଲାଭକୁ ପରିଚିତ କରେଇବା ନେଇ ସ୍ୱତନ୍ତ୍ର ଗୀତ 'ଆବ୍ୟୁଡେନ୍ସ୍ ଇନ୍ ମିଲେଟ୍ସ୍' ଗ୍ରେମୀ ପୁରସ୍କାର ପାଇଁ ମନୋନୀତ ହୋଇଛି। ଏହି ଗୀତକୁ ସର୍ବଶ୍ରେଷ୍ଠ ଗ୍ଲୋବାଲ୍ ମ୍ୟୁଜିକ୍ ପ୍ରଦର୍ଶନ ବର୍ଗରେ ମନୋନୀତ କରାଯାଇଛି। ଅଧିକାରୀମାନେ ଶୁକ୍ରବାର ଏହି ସୂଚନା ଦେଇଛନ୍ତି।

Millet
ମିଲେଟ୍ ପିଜାଠୁ ନେଇ ମୋମୋ, ସୁପ୍

ଦିନେ ଗରିବଙ୍କ ଭୋକ ମେଣ୍ଟାଉଥିବା ମିଲେଟ୍ ଏବେ ଧନୀଙ୍କ ସଉକ୍। ପିଜା, ମୋମୋଠୁ ଆରମ୍ଭ କରି ଦହିବରା ଏବଂ ସୁପ। ଏବେ ସବୁଠି ମାଣ୍ଡିଆର ରାଜ୍। ମୂଲ୍ୟ ନଥିବାରୁ ୯୦ ଦଶକରେ ମାଣ୍ଡିଆ ଚାଷରୁ ମୁହଁ ମୋଡ଼ି ଦେଇଥିଲେ ଚାଷୀ, ହେଲେ ଏବେ ଏହା ସେମାନଙ୍କର ଅର୍ଥକାରୀ ଫସଲ।

Millet
ମାଣ୍ତିଆର ବଢୁଛି ଡିମାଣ୍ତ; ଧନୀଙ୍କ ପ୍ରଥମ ପସନ୍ଦ, ଚାଷୀ କୋଟିପଟି

ଦିନେ ଗରିବ ଲୋକଙ୍କ ଖାଦ୍ୟ କହି ହସୁଥିବା ସୁଆ, କାଙ୍ଗୁ ଓ ମାଣ୍ଡିଆ ଖାଉଛନ୍ତି ଧନୀକ ବର୍ଗ । ଆଉ ଏହା ଚାଷୀଙ୍କ ପାଇଁ ହୋଇଛି ବରଦାନ । ଏସବୁ ଚାଷ କରି ଭଲ ଦି’ ପଇସା ପାଉଛି ।

Millet Mission
ସଫଳତା ପରେ ସଫଳତା ପାଉଛି ମିଲେଟ୍ ବା ମାଣ୍ଡିଆ ଜାତୀୟ ଦ୍ରବ୍ୟ

ସାରା ବିଶ୍ୱରେ ରାଜ୍ କରୁଛି ଓଡ଼ିଶାର ମାଣ୍ଡିଆ ଜାତୀୟ ଦ୍ରବ୍ୟ । ପୂର୍ବରୁ ମାଣ୍ଡିଆ ନା ଶୁଣିଲେ ଲୋକେ ନାକ ଟେକୁଥିବା ବେଳେ ଏବେ କିନ୍ତୁ ମାଣ୍ଡିଆର ଚାହିଦା ବଢ଼ି ଯାଇଛି ।

Millet Mission
ଚାଷ କରି ପଲ୍ଲୀରୁ ଦିଲ୍ଲୀ ଗଲେ ମହିଳା ଚାଷୀ

ଆଜି କୃଷକ ଦିବସ। ଏଇ କୃଷକ ଦିବସରେ ଆମେ ଏମିତି ଜଣେ ସଫଳ ମହିଳା ଚାଷୀଙ୍କ କଥା କହୁଛୁ ଯିଏ ଚାଷ କରି ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଯାଇପାରିଛନ୍ତି। ଚଳିତ ବର୍ଷ G20 ଶିଖର ସମ୍ମିଳନୀରେ ସେ ନିଜକୁ ସାମିଲ କରିପାରିଛନ୍ତି।

amazing benefits of millet help to reduces risk of cancer
Health Tips: ମାଣ୍ଡିଆ ଦୂର କରୁଛି କର୍କଟ, ହୃଦ୍‌ରୋଗ, ମଧୁମେହ

ଆଜିକାଲି ମାଣ୍ଡିଆ ବିଭିନ୍ନ ସ୍ୱାସ୍ଥ୍ୟପ୍ରଦ ଖାଦ୍ୟ ଷ୍ଟୋର୍‌ଗୁଡିକରେ ମିଳୁଛି। ମାଣ୍ତିଆରେ ଏମିତି ଅନେକ କିଛି ଅଛି ଯାହା ମାନବର ପୋଷଣ ପାଇଁ ଜରୁରୀ। ମାଣ୍ଡିଆରେ ଅନେକ ପ୍ରକାରର ଭିଟାମିନ୍, ମିନେରାଲ୍ସ ଏବଂ ଫାଇବର ରହିଛି। ଏଥିରୁ ଅନେକ ପ୍ରକାରର ଆଣ୍ଟିଅକ୍ସିଡାଣ୍ଟ ମିଳିଥାଏ ଯେଉଁଥିରେ କର୍କଟ ବିରୋଧୀ ଗୁଣ ମଧ୍ୟ ଥାଏ।

Health benefits of Millets
କୋରାପୁଟ ମାଣ୍ଡିଆ, ସୁଆଁ ଓ କାଙ୍ଗୁରେ ଭରି ରହିଛି ପୌଷ୍ଟିକତା-ଗବେଷକ

ମାଣ୍ଡିଆ , ସୁଆଁ , କାଙ୍ଗୁ ଭଳି କୋରାପୁଟର ବଣପାହାଡରେ ଉତ୍ପାଦିତ ହେଉଥିବା ଖାଦ୍ୟ ଶସ୍ୟରେ ପୌଷ୍ଟିକତା ଭରି ରହିଛି ....

Millet
୨୦୨୩ ହେବ ମିଲେଟ ବର୍ଷ ! ସଂସଦରେ ମାଣ୍ଡିଆ ଦୋସା-ଇଡଲି ଖାଇଲେ ପ୍ରଧାନମନ୍ତ୍ରୀ

ସଂସଦରେ ମିଲେଟ ମିଲ୍‌ର ସ୍ୱାଦ ଚାଖିଲେ ସାଂସଦ । ସାଂସଦ ଖାଇଲେ ମାଣ୍ଡିଆ ଓ ବାଜରା ପ୍ରସ୍ତୁତ ଖାଦ୍ୟ ।