• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Air Pollution
ଅଣନିଶ୍ୱାସୀ କଲା ଦୀପାବଳି ବାଣ ଧୂଆଁ

ଦୀପାବଳି ରାତି ଗୋଟାଏରେ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ଅଞ୍ଚଳରେ PM10 ମାତ୍ରା ୯୯୯ ଛୁଇଁଥିବା ବେଳେ ପଟିଆରେ ୬୭୬ ଓ କଟକରେ ୮୮୨ ରହିଥିଲା। ଏମିତିକି ଆଜି ବି ରାଜ୍ୟର ଅନେକ ସହରରେ ବାୟୁ ପ୍ରଦୂଷଣ ମାତ୍ରା ଅତି ଖରାପ ବା ଖରାପ ସ୍ତରରେ ରହିଛି।

Air Pollution
ପୋଲିସ ଆଖିରେ ଆଙ୍ଗୁଳି ଗେଞ୍ଜି ବାଣ ଫୁଟାଇଲେ ଟ୍ୱିନ୍‌ସିଟିବାସୀ; ବାୟୁ ହେଲା ବିଷ

ଫୁଟିଲା ବେପରୁଆ ବାଣ। ଚରମ ସୀମାରେ ବାୟୁ ପ୍ରଦୂଷଣ। ଖାଲି ଦିଲ୍ଲୀ ନୁହେଁ, ଓଡ଼ିଶାବାସୀ ବି ଅଣନିଶ୍ୱାସୀ।

Devotees are on kartik month
କାର୍ତ୍ତିକ ସୋମବାର: ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼

କାର୍ତ୍ତିକ ସୋମବାରରେ ଶ୍ରୀଜିଉଙ୍କୁ ଦର୍ଶନ ଲାଗି ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ । ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଧାଡ଼ିରେ ଯାଇ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରୁଛନ୍ତି ।

Fire breaks out
ଭୟଙ୍କର ଅଗ୍ନିକାଣ୍ତ, ୪୦ ବସ୍ତା ଧାନ ସହ ୬ ଗୋରୁ ଜୀବନ୍ତ ଦଗ୍ଧ

ଅଗ୍ନିକାଣ୍ଡରେ ଜଳିଗଲା ୬ ବଖରା । ପୁରୀ କୃଷ୍ଣପ୍ରସାଦ ବାଲିପାଟପୁର ଗାଁରେ ଅଗ୍ନିକାଣ୍ଡ ଘଟିଛି । ବିଳମ୍ବିତ ରାତିରେ ଘରେ ଶୋଇଥିବା ବେଳେ ପୋଡିଗଲା ୬ ବଖରା ଘର ।

Craftsmen in Subarnapur designs saree on Diwali theme
ଶାଢ଼ୀର ଦାମ ୨୭ ହଜାର ଟଙ୍କା ! ଦୀପାବଳିର ସ୍ୱତନ୍ତ୍ର ଶାଢ଼ୀ

ଅଜା ବାହାବେ... ଅନ୍ଧାରେ ଅନ୍ଧାରେ ଆବେ, ଉଜଲେ ଉଜଲେ ଜାବେ... ମହାପ୍ରସାଦ ଖାବେ ।

  • Monday, 13 November 2023
  • Saree
new Nostradamus prediction of huge earthquake third world war
2024 Prediction: ଭୟଙ୍କର ଭବିଷ୍ୟବାଣୀ; ହେବ ତୃତୀୟ ବିଶ୍ୱଯୁଦ୍ଧ, ଆସିବ ବଡ଼ ଭୂକମ୍ପ

ବର୍ତ୍ତମାନ ନୂଆ ନୋଷ୍ଟ୍ରାଡମସ୍ ନାମକ ଜଣେ ଭବିଷ୍ୟବକ୍ତା ୨୦୨୪ ବର୍ଷ ବିଷୟରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭବିଷ୍ୟବାଣୀ କରିଛନ୍ତି। ୨୦୨୪ ମସିହାରେ ତୃତୀୟ ବିଶ୍ୱଯୁଦ୍ଧ ହେବ ବୋଲି ସେ କହିଛନ୍ତି। ଏକ ବିମାନ ଦୁର୍ଘଟଣା ତୃତୀୟ ବିଶ୍ୱଯୁଦ୍ଧ ଆରମ୍ଭ କରିବ ବୋଲି ସେ କହିଛନ୍ତି। ତାଙ୍କର ଅନେକ ଭବିଷ୍ୟବାଣୀ ସତ ହୋଇଛି।

Badadanda
ଥିଲା ଫିକା ହଳଦୀ, ଲାଗିବ ଫିକା ଗୋଲାପୀ ! ଖର୍ଚ୍ଚ ବହନ କରିବ କିଏ ?

ଚର୍ଚ୍ଚା ହେଉଛି ରାଜ୍ୟ ସରକାର ପୁରୀ ବଡଦାଣ୍ଡରେ ଥିବା ସବୁ କୋଠାର ରଙ୍ଗ ବଦଳେଇ ଫିକା ଗୋଲାପୀ କରିବାକୁ ଯାଉଛନ୍ତି ।

 Locals allege corruption in PDS rice distribution in Koraput
୨ ମାସର ଦେଲେ ମାସକର ଲୁଟି ନେଲେ...

ପଞ୍ଚାୟତ ଗୋଦାମକୁ ଆସିଥିଲା ୩ ମାସର ଚାଉଳ । ୨ ମାସର ଦେଲେ ମାସକର ଲୁଟି ନେଲେ...

Passenger Bus Fire
ଉଜୁଡ଼ିଗଲା ଦୀପାବଳିର ଖୁସି, ଭାସିଗଲା ସୁଖର ସଂସାର

ଆସିଛି ଆଲୋକର ପର୍ବ ଦୀପାବଳି। ସେଥିପାଇଁ ତ କିଏ ଘରକୁ ଫେରୁଥିଲେ ଖୁସି ମନରେ, ତ ଆଉ କିଏ ବେପାର ଆଶାରେ କୋଲକାତାରୁ ଫେରୁଥିଲେ ପସରା ଧରି। ରାତି ପାହିଥିଲେ ଯିଏ ଯାହା ବାଟରେ ପହଞ୍ଚିଯାଇଥାନ୍ତେ। କିନ୍ତୁ ଦୁର୍ଭାଗ୍ୟ, ସର୍ବଗିଳା ନିଆଁ କେଉଁଠି ଲୁଚିଥିଲା କେଜାଣି, ହଠାତ୍ ବ୍ୟାପିଯାଇଥିଲା ବସରେ। ଯେଉଁଥିରେ କେନ୍ଦ୍ରାପଡ଼ାର ଜଣେ ମହିଳା ଯାତ୍ରୀଙ୍କ ପ୍ରାଣହାନୀ ହୋଇଥିବାବେଳେ ମରଣମୁହଁରୁ ଫେରିଆସିଥିଲେ ବସର ଅନ୍ୟ ସମସ୍ତ ଯାତ୍ରୀ..

Passenger Bus Fire
ଉଜୁଡ଼ିଗଲା ଦୀପାବଳିର ଖୁସି; ନିଜେ ଜଳି ୩୦ ଜଣଙ୍କୁ ବଞ୍ଚାଇଦେଲେ ପୁଷ୍ପାଞ୍ଜଳି

କିଏ ବା ଜାଣିଥିଲା ଦଇବର ବିଚିତ୍ର ଲୀଳାକୁ । କିଏ ବା ଭାବିଥିଲା ଆଲୋକର ପର୍ବ ଦୀପାବଳି ପାଇଁ ଖୁସିରେ ଘରକୁ ଫେରୁଥିବା ମଣିଷଙ୍କ ସହ ଘଟିଯିବ ଏଭଳି ଅଘଟଣ ।

Fortune of these potters getting miserable over less demand of Diyas in Odisha
ବଢ଼ୁଛି ଫ୍ୟାନ୍ସି ଦୀପର ଡିମାଣ୍ଡ୍‌, କମୁଛି ମାଟି ଦୀପ ବ୍ୟବସାୟ...

ଏବେ ବଜାରରେ ଫ୍ୟାନ୍ସି ଦୀପର ଚାହିଦା ବଢ଼ିବା ପରେ ମାଟି ଦୀପ ବ୍ୟବସାୟ ଠପ୍ ହୋଇଯାଇଛି । ଫଳରେ ଜୀବନ ଜୀବିକା ନେଇ ଚିନ୍ତାରେ ପଡିଛନ୍ତି କୁମ୍ଭକାର । 

  • Saturday, 11 November 2023
  • Diwali
EV Scooters Fires
ହୁ ହୁ ହୋଇ ଜଳିଗଲା ଇଭି ଗାଡ଼ି ସୋ’ ରୁମ୍

ରାଣୀହାଟ କେନାଲ ରୋଡରେ ଥିବା ଇଭି ସୋରୁମ୍‌ରେ ଅଗ୍ନିକାଣ୍ଡ ଘଟିଛି ।

Twin City Police Commissioner
ରାତି ୧୦ଟା ପରେ ଫୁଟିବନି ବାଣ..ନିୟମ ନମାନିଲେ..

ସମସ୍ତେ ଗ୍ରୀନ କ୍ରାକର ଫୁଟାଇବା ପାଇଁ ରାଜଧାନୀବାସୀଙ୍କୁ ଅପିଲ କରିଛନ୍ତି କମିଶନର ।

World Public Transport Day
World Public Transport Day 2023: ଯାତାୟାତରେ ପରିବେଶ ପାଇଁ ଅନୁକୂଳ ଥିବା ବିଶ୍ୱର ପ୍ରମୁଖ ପାଞ୍ଚଟି ସହର ..

ବାୟୁ ପ୍ରଦୂଷଣକୁ ମୁକାବିଲା କରିବା ପାଇଁ ବିଶ୍ୱର ଅଧିକାଶଂ ସହର ସ୍ଥାୟୀ ସମାଧାନ ସ୍ୱରୂପ ପବ୍ଲିକ ଟ୍ରାନ୍ସପୋର୍ଟ ଉପରେ ଅଧିକ ଗୁରୁତ୍ୱାରୋପ କରୁଛନ୍ତି ।

Pregnant woman carried on cot
ଭାରରେ ବୋହି ନେଉଥିଲେ, କିନ୍ତୁ ରାସ୍ତା ମଝିରେ ହେଲା ପ୍ରସବ

ମାଆକୁ ସମ୍ମାନ ନାରାର ଉଡ଼ିଲା ଧଜ୍ଜିଆ । ଭାରରେ ବୁହା ହେଲେ ଗର୍ଭବତୀ ।

The governor has broken the protocol
ପ୍ରୋଟୋକଲ ଭାଙ୍ଗିଛନ୍ତି ରାଜ୍ୟପାଳ, ଅଭିଯୋଗ ଆଣିଲା କଂଗ୍ରେସ

ରାଜ୍ୟପାଳ ପ୍ରୋଟୋକଲ ଭାଙ୍ଗିଥିବା ଅଭିଯୋଗ କଲା କଂଗ୍ରେସ । ଅଭିଯୋଗ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ ।

Puri Srimandir
ଶ୍ରୀମନ୍ଦିରରେ ପ୍ରବଳ ଗହଳି; ଠେଲାପେଲାରେ ୨୦ରୁ ଅଧିକ ଆହତ

ମଙ୍ଗଳ ଆଳତି ସମୟରେ ଠେଲାପେଲା ହେବା ଦ୍ୱାରା ପ୍ରାୟ ୨୦ ଜଣରୁ ଊର୍ଦ୍ଧ୍ୱ ଭକ୍ତ ଆହତ ହୋଇଥିବା ସୂଚନା ମିଳିଛି ।

BMC prepared for Diwali
ବିଏମସିର ପ୍ରସ୍ତୁତି ବୈଠକ, ସବୁଜ ସ୍ୱଚ୍ଛ ଭାବେ ପାଳନ ହେବ ଦୀପାବଳି

ଆଲୋକର ପର୍ବ ଦୀପାବଳି ପାଇଁ ବିଏମସିର ପ୍ରସ୍ତୁତି ବୈଠକ l ସୁପ୍ରିମକୋର୍ଟଙ୍କ ଗାଇଡଲାଇନ ହିସାବରେ ପାଳନ ହେବ ଦୀପାବଳି ।

Flax flower
ଅଳସ ଭାଙ୍ଗୁଛି ସୁନ୍ଦରୀ ଅଳସୀ; ସକାଳର ସୁନେଲି ସୂର୍ଯ୍ୟ କିରଣରେ ପର୍ଯ୍ୟଟକଙ୍କୁ କରୁଛି ଆକୃଷ୍ଟ

ସକାଳର ସୁନେଲି ସୂର୍ଯ୍ୟ କିରଣରେ ଅଳସ ଭାଙ୍ଗୁଛି ଅଳସୀ । ପହିଲି ଶୀତର ଶୀତଳ ପବନରେ ଯେମିତି ଥରି ଉଠୁଛି । ଥିରୀ ଥିରୀ ଦୋଳି ଖେଳୁଛି, ଲୋକଙ୍କୁ ନିଜର ସୌନ୍ଦର୍ଯ୍ୟରେ ବାନ୍ଧି ରଖୁଛି ।

Flax flower
ଅଳସ ଭାଙ୍ଗୁଛି ସୁନ୍ଦରୀ ଅଳସୀ; ସକାଳର ସୁନେଲି ସୂର୍ଯ୍ୟ କିରଣରେ ପର୍ଯ୍ୟଟକଙ୍କୁ କରୁଛି ଆକୃଷ୍ଟ

ଧରାରେ ଅଳସୀ ଫୁଲର କ୍ଷେତ । ଉପରେ ନିର୍ମଳ ଆକାଶ । ଧୀର ପବନରେ ଦୋହଲି ଦୋହଲି ଯେମିତି ଖୁସି ବାଣ୍ଟିଦିଏ ସମଗ୍ର ପରିବେଶକୁ । କୋରାପୁଟର ଏହି ଅଳସୀ କ୍ଷେତ ଏବେ ପର୍ଯ୍ୟଟକଙ୍କୁ ଟାଣି ଆଣୁଛି ।

Diwali
ଦୀପାବଳି ପାଇଁ ନିୟମାବଳୀ ଜାରି କଲା ଅଗ୍ନିଶମ ବାହିନୀ; ଜାଣନ୍ତୁ କିପରି ସତର୍କ ରହିବେ

କେମିତି ବାଣ ଫୁଟାଇବେ ଓ ଲୋକେ କେମିତି ଦୀପାବଳି ପାଳନ କରିବେ ସେ ନେଇ ଯତ୍ନବାନ ହେବେ । ଅଭିଭାବକଙ୍କ ଉପସ୍ଥିତିରେ ବାଣ ଫୁଟାଇବେ । ସିଧାସଳଖ ହାତରେ ଅଗ୍ନି ସଂଯୋଗ କରନ୍ତୁନି ।

Lioness ‘Bini’ dies at Nandankanan Zoo in Bhubaneswar
ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ସିଂହୀ 'ବିନି'ର ମୃତ୍ୟୁ

ବୟସାଧିକ କାରଣରୁ ସିଂହୀ ବିନିର ସ୍ୱାସ୍ଥ୍ୟବସ୍ଥାରେ ଅବନତି ଦେଖାଦେଇଥିଲା । ଗତ କିଛି ଦିନ ଧରି ସେ ଚିକିତ୍ସିତ ହେଉଥିଲା । ୫ ତାରିଖରୁ ଚିକିତ୍ସାଧୀନ ଅବସ୍ଥାରେ ଥିବାବେଳେ ଗତକାଲି ତାର ମୃତ୍ୟୁ ଘଟିଥିବା ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

Dhanteras 2023
କାହା ଜନ୍ମଦିନକୁ ପାଳନ କରାଯାଏ ଧନତେରାସ ? ଜାଣନ୍ତୁ...

ଦୀପାବଳି ପୂର୍ବରୁ ଧନ୍ୱନ୍ତରୀଙ୍କ ଜୟନ୍ତୀ ପଡୁଥିବା ବେଳେ ଏହି ଅବସରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଏ ।ଘରେ ଓ ବ୍ୟାବସାୟିକ ପ୍ରତିଷ୍ଠାନରେ ଧନଧାତ୍ରୀଙ୍କ ଲାଗି ସ୍ୱତନ୍ତ୍ର ଆୟୋଜନ ହୁଏ ।

Green Crackers
ଦିୱାଲିରେ କେଉଁ ବାଣ ଫୁଟାଇବେ, ବିଶେଷଜ୍ଞ ଦେଲେ ପରାମର୍ଶ

ସୁପ୍ରିମକୋର୍ଟଙ୍କ ବାଣ କଟକଣା ରାୟ ପରଠୁ ଦ୍ବନ୍ଦ୍ବରେ ଗ୍ରାହକ ଓ ବାଣ ବ୍ୟବସାୟୀ। କାରଣ ସୁପ୍ରିମକୋର୍ଟଙ୍କ ରାୟ ସତ୍ତ୍ବେ ସରକାର ନା ନିର୍ଦ୍ଦିଷ୍ଟ ଗାଇଡଲାଇନ୍ ଜାରି କରୁଛନ୍ତି, ନା ଲୋକଙ୍କୁ ସଚେତନ କରୁଛନ୍ତି।

Green Crackers
ବାଣକୁ ନେଇ ତୁଟୁନି ଦ୍ୱନ୍ଦ୍ୱ, ଗ୍ରାହକ ଓ ବ୍ୟବସାୟୀଙ୍କ ଦ୍ୱନ୍ଦ୍ୱ ବଢ଼ାଉଛି କଟକଣା ଓ ଲାଇସେନ୍ସ

କ’ଣ ସେହି ଗ୍ରୀନ୍ କ୍ରାକର୍ସ ? କେଉଁ ବାଣ ଗ୍ରୀନ୍ କ୍ରାକର୍ସ ଅନ୍ତର୍ଭୁକ୍ତ ? ତାକୁ ନେଇ ଲାଗିରହିଛି ନାନା ଦ୍ୱନ୍ଦ୍ୱ। ଏହାରି ଭିତରେ ବେଆଇନ୍ ବାଣ ବ୍ୟବସାୟୀଙ୍କୁ ପୋଲିସ ନାଲି ଆଖି ଦେଖାଉଥିବାରୁ ବାଣ ଆଣି ଥାକ ମାରିଥିବା ବ୍ୟବସାୟୀ ଏବେ ଅକଳରେ।