• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Olive Ridley
ବିଭାଗୀୟ ଅଧିକାରୀଙ୍କ ସୁରକ୍ଷା ଢିଲା

କେଳୁଣୀ ମୁହାଣରୁ ଦେବୀନାଶୀ ଆଇଲାଣ୍ଡ ପାଖାପାଖି ୨୦ କିମି ଯାଏ ନିୟମ ବଳବତ୍ତର..ତଥାପି ସମୁଦ୍ରର ଅତି କୂଳକୁ ଆସୁଛି ବଡବଡ ଟ୍ରଲର

Low rain
ନିଅଣ୍ଟିଆ ବର୍ଷା, ଜଳ ସେଚନର ଅଭାବ; ଚାଷୀଙ୍କ ମୁଣ୍ତରେ ଚଡ଼କ

ଅମଳ ସମୟରେ ଚାଷ ଜମି ଫାଟି ଆଁ କରିଛି । ଶୁଖି ହଳଦିଆ ପଡିଛି ଧାନ ଫସଲ ।

  • Monday, 06 November 2023
Centre bans Mahadev Book Online
ବ୍ୟାନ୍ ହେଲା ମହାଦେବ ବେଟିଂ ଆପ୍, ପ୍ରତିବନ୍ଧକ ଲଗାଇଲା ଆଇଟି ମନ୍ତ୍ରାଳୟ

ବ୍ୟାନ୍ ହେଲା ବହୁଚର୍ଚ୍ଚିତ ମହାଦେବ ବୁକ୍ ବେଟିଂ ଆପ୍ । ୨୨ଟି ମୋବାଇଲ୍ ଆପ୍ଲିକେସନ ଓ ୱେବସାଇଟ ଉପରେ ପ୍ରତିବନ୍ଧକ ଲଗାଇଲେ କେନ୍ଦ୍ର ସରକାର ।

  • Monday, 06 November 2023
  • Ban
Paddy
ସଚିବ ବୁଲିବେ ଧାନ ମଣ୍ଡି: ବମ୍ପର ଅମଳ ପରେ ଏବେଠୁ ଚିନ୍ତାରେ ଚାଷୀ

ସଚିବ ବୁଲିବେ ଧାନ ମଣ୍ଡି। ସେଠାକାର ସ୍ଥିତି କଣ, ପ୍ରସ୍ତୁତି କେମିତି ରହିଛି, ଜିଲ୍ଲା ଗସ୍ତ ସମୟରେ ଅନୁଧ୍ୟାନ କରିବେ। କିନ୍ତୁ ଗ୍ରାଉଣ୍ଡ ରିଅଲିଟି ହେଲା, ମଣ୍ଡି ଖୋଲିବାରେ ବିଳମ୍ୱ ହେଉଥିବାରୁ ଚାଷୀର ଧାନ ଉପରେ ଏବେ ଅସାଧୁ ବ୍ୟବସାୟୀଙ୍କ ନଜର। କେଉଁଠି କେଉଁଠି କଳାବଜାରି ବି ଆରମ୍ଭ ହୋଇଗଲାଣି..

Paddy
ମଣ୍ଡି ନ ଖୋଲୁଣୁ ଗାଁ ଗାଁ ବୁଲିଲେଣି ଅସାଧୁ ବ୍ୟବସାୟୀ, ଚିନ୍ତାରେ ଚାଷୀ

ସଚିବ ବୁଲିବେ ଧାନ ମଣ୍ଡି। ସେଠାକାର ସ୍ଥିତି କଣ ? ପ୍ରସ୍ତୁତି କେମିତି ରହିଛି ? ଜିଲ୍ଲା ଗସ୍ତ ସମୟରେ ଅନୁଧ୍ୟାନ କରିବେ। କିନ୍ତୁ ଗ୍ରାଉଣ୍ଡ ରିଅଲିଟି ହେଉଛି କିଛି ଅଲଗା...

Tiger Attack
ଗାଁ ମୁହାଁ ଆଉ ଏକ ବାଘ ! ନୂଆପଡ଼ାରେ ସରୁନି ବାଘ ଆତଙ୍କ

ସଦର ରେଞ୍ଜ ଧରମବନ୍ଧା ସେକ୍ସନ କୋଦପାଲି ଗାଁରେ ବାଘ ଆତଙ୍କ ଦେଖାଦେଇଛି ।

Mobile phone
ମରାମତି ବେଳେ ଫାଟିଲା ମୋବାଇଲ ବ୍ୟାଟେରୀ; ଅଳ୍ପକେ ବର୍ତ୍ତିଲେ ଗ୍ରାହକ-ଦୋକାନୀ

ମୋବାଇଲ ରିପ୍ୟାରିଙ୍ଗ କରିବା ପାଇଁ ଅନନ୍ତପୁରର ଜଣେ ଗ୍ରାହକ କାମାକ୍ଷାନଗର କଲେଜ ରୋଡରେ ଥିବା କାଳିଆ ମୋବାଇଲ ଦୋକାନକୁ ଯାଇଥିଲେ ।

Palm tree
ଜଙ୍ଗଲ ବିଭାଗ ଲଗାଇବ ତାଳ ଗଛ; ରୋକିବ ବଜ୍ରପାତ ଜନିତ କ୍ଷତି

ଆଗାମୀ ୨୦୨୪-୨୫ ଓ ୨୦୨୫-୨୬ ରୌପଣ ବର୍ଷରେ ପାଖାପାଖି ୭.୫ କୋଟି ଟଙ୍କା ବ୍ୟୟ କରି ପ୍ରାୟ ୧୯ ଲକ୍ଷ ତାଳ ଗଛ ରୋପଣ କରାଯିବ । ରାଜ୍ୟରେ ୪ହଜାର୪୭୯ଟି ବିଜ୍ଞାପିତ ଜଙ୍ଗଲ ବ୍ଲକ ଓ ୩୯ହଜାର୬୭୧ ବର୍ଗକିଲୋମିଟର ବାଉଣ୍ଡରୀ ଲାଇନ୍ ରହିଛି ।

  • Sunday, 05 November 2023
30 migrant workers rescued in Bolangir, 3 middlemen detained
ଥମୁନି ଦାଦନ ଦୁଃଖ; ୩୦ ଦାଦନ ଶ୍ରମିକ ଉଦ୍ଧାର, ୩ ଦଲାଲ ଅଟକ

ବିଳମ୍ବିତ ରାତିରେ ରେଲୱେ ଷ୍ଟେସନ ପାଖରୁ ଦୁଇଟି ପୃଥକ ପୃଥକ ବେଆଇନ ଚାଲାଣ ହେଉଥିଲା । ଏଥିରେ ୨୧ଜଣ ପୁରୁଷ, ୯ଜଣ ମହିଳା ଓ ୪ ଜଣ ଛୋଟ ଛୁଆ ଉଦ୍ଧାର ହୋଇଛନ୍ତି ।

Strange Answer In Exam Paper
ବ୍ୟବସ୍ଥାର ମୁଖା ଖୋଲିଲେ ନବମ ଶ୍ରେଣୀର ଛାତ୍ର, ଖାତାରେ ଉତ୍ତର ନ ଲେଖି, ଅବ୍ୟବସ୍ଥା ବିରୋଧରେ ଲେଖିଲେ

ଯାଜପୁର ବ୍ଲକ ଖଇରାବାଦ ପଂଚାୟତର ପ୍ରହ୍ଲାଦଚନ୍ଦ୍ର ବ୍ରହ୍ମଚାରୀ ଉଚ୍ଚ ବିଦ୍ୟାଳୟର ଜଣେ ଛାତ୍ରଙ୍କ ଉତ୍ତର ଖାତାକୁ ନେଇ ଚର୍ଚ୍ଚା। ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଏହି ସ୍କୁଲରେ ସଂସ୍କୃତ ଶିକ୍ଷକ ପଦବୀ ଦୀର୍ଘ ଦିନ ହେବ ପୂରଣ ହେଉ ନ ଥିବାରୁ ପିଲାଏ, ପାଠ ପଢିନଥିବା ଅଭିଯୋଗ କରିଛନ୍ତି ।

leopard
ଛକି ଥିଲା ଛାତରେ, ମାଡ଼ି ବସିଲା ବନ ବିଭାଗ

ବନ ବିଭାଗ ବାଘକୁ କାବୁ କରିବାରେ ସଫଳ ହୋଇଛି । ନୂଆପଡ଼ା ଜିଲ୍ଲା ସଦର ରେଞ୍ଜ ଧରମ ବନ୍ଧା ଅଞ୍ଚଳର କୋଦୋପାଲରିରୁ କଲରାପତରିଆ ଧରା ପଡ଼ିଛି ।

Leopard on Terrace
ଘର ଛାତ ଉପରେ ଛକି ବସିଛି କଲରା ପତରିଆ

ଏହି କଲରା ପତରିଆ ବାଘକୁ ଟ୍ରାଙ୍କୁଲାଇଜ କରି ଧରିବାକୁ ଗାଁରେ ପହଞ୍ଚିଛି ବନ ବିଭାଗର ଏକ ଟିମ୍ । ସପ୍ତାହେ ଭିତରେ ଏହି ଅଞ୍ଚଳରେ ଦୁଇ ଜଣ କଲରାପତରିଆର ଶିକାର ହୋଇଛନ୍ତି ଜଣେ ନାବାଳକ ଓ ଜଣେ ମହିଳା ।

B Gangadhar transferred to State Police Headquarters
ଏସ୍.ସୁଶ୍ରୀ ହେଲେ ମୟୂରଭଞ୍ଜର ନୂଆ SP

ମୟୂରଭଞ୍ଜ SP ବି.ଗଙ୍ଗାଧରଙ୍କୁ ବଦଳି କରାଯାଇଛି । ତାଙ୍କ ସ୍ଥାନରେ ଏସ୍.ସୁଶ୍ରୀଙ୍କୁ SP ଭାବେ ନିଯୁକ୍ତ କରାଯାଇଛି । ବି.ଗଙ୍ଗାଧର ରାଜ୍ୟ ପୋଲିସ୍ ମୁଖ୍ୟାଳୟକୁ ବଦଳି ହୋଇଛନ୍ତି ।

Dumping Yard
ଜନସାଧାରଣଙ୍କୁ ବିଏମସି କମିଶନରଙ୍କ ତାଗିଦ୍, ଓଦା ଓ ଶୁଖିଲା ଅଳିଆ ପୃଥକ୍ ପୃଥକ୍ ନ ଦେଲେ ହେବ କାର୍ଯ୍ୟାନୁଷ୍ଠାନ

ଆବର୍ଜନା ପରିଚାଳନାରେ ବିଏମସିର ତ୍ରୁଟିକୁ ନେଇ ରାଜଧାନୀବାସୀ ଅଣନିଶ୍ୱାସୀ ହୋଇପଡିଥିବା ବେଳେ ବିଏମସିର ତାଗିଦ୍। ଏଣିକି ଓଦା ଓ ଶୁଖିଲା ଅଳିଆ ଅଲଗା ଅଲଗା କରି ନ ଦେଲେ ବିଏମସି ନେବ କାର୍ଯ୍ୟାନୁଷ୍ଠାନ ।

Srimandir
ପରିଚାଳନା କମିଟିର ମୋହର; ଜାନୁଆରୀ ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ

ମୋହର ବାଜିଲା । ଜାନୁଆରୀ ୧୭ରେ ହିଁ ହେବ ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ପ୍ରତିଷ୍ଠା ଉତ୍ସବ । କାଲି ନୀତି ସବ୍ କମିଟି ବୈଠକର ନିଷ୍ପତ୍ତିକୁ ଆଜି ପରିଚାଳନା କମିଟି ବୈଠକର ଅନୁମୋଦନ ମିଳିଛି ।

Srimandir
ପରିଚାଳନା କମିଟିର ମୋହର; ଜାନୁଆରୀ ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ

ମୋହର ବାଜିଲା । ଜାନୁଆରୀ ୧୭ରେ ହିଁ ହେବ ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ପ୍ରତିଷ୍ଠା ଉତ୍ସବ । କାଲି ନୀତି ସବ୍ କମିଟି ବୈଠକର ନିଷ୍ପତ୍ତିକୁ ଆଜି ପରିଚାଳନା କମିଟି ବୈଠକର ଅନୁମୋଦନ ମିଳିଛି ।

Winter session
୨୧ରୁ ଆରମ୍ଭ ହେବ ବିଧାନସଭାର ଶୀତ ଅଧିବେଶନ

ବିଭିନ୍ନ ପ୍ରସଙ୍ଗରେ ସରକାର ଓ ବିରୋଧୀ ମୁହାଁମୁହିଁ ହୋଇପାରନ୍ତି । ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଗୃହରେ ଉପସ୍ଥାପନ ହେବାର ସମ୍ଭାବନା ରହିଛି ।

Tiger Terror
ନୂଆପଡ଼ାରେ ଥମୁନି କଲରାପତରିଆ ବାଘର ଆତଙ୍କରାଜ, ପୁଣି ଗାଁରେ ପଶି ନାବାଳକକୁ ଝାମ୍ପିନେଲା

ଧରମବନ୍ଧା ଥାନା କୋଦପାଲି ଗାଁରେ ପଶି ଆକ୍ରମଣ କଲା କଲରାପତରିଆ ବାଘ। ଗାଁରେ ପଶି ନାବାଳକକୁ ଝାମ୍ପିନେଲା ବେଳେ ବଞ୍ଚାଇଲେ ସ୍ଥାନୀୟ ଲୋକ।

farmer is missing
ଫସଲରେ ଲାଗିଲା ପୋକ, ଘର ଛାଡ଼ି ଚାଲିଗଲେ ଚାଷୀ

ଚାଷରେ ପୋକ ଲାଗିଲା । ପରେ ପରେ ପାଣି ଅଭାବରୁ ବିଲ ବି ଶୁଖିଗଲା, ଚିନ୍ତା ବଢ଼ିଲା ।

Rain
କଳାହାଣ୍ଡିରେ ଅଦିନିଆ ବର୍ଷା, ମାଟିରେ ମିଶିଗଲା ବର୍ଷକର ଫସଲ

ହଠାତ୍ ରାତି ୧୦ଟା ବେଳେ ପ୍ରବଳବର୍ଷା ପବନ ସାଙ୍ଗକୁ କୂଆପଥର ମାଡ ଯୋଗୁଁ  ବିଜୁଳି ଖୁଣ୍ଟ ଓ ଗଛ ଉପୁଡ଼ି ପଡ଼ିବା ସହ ଚାଷର ବ୍ୟାପକ କ୍ଷତି ହୋଇଛି ।

Tiger Attack
ନୂଆପଡ଼ାରେ ରକ୍ତମୁଖା ବାଘ; ଶୌଚ ବେଳେ ମହିଳାଙ୍କୁ ମାରି ଖାଇଲା

ନାବାଳକଙ୍କ ପରେ ଏବେ ମହିଳାଙ୍କୁ ମାରି ଖାଇଲା ବାଘ ।

BMC Commissioner
ଓଦା, ଶୁଖିଲା ଅଳିଆ ଅଲଗା ଦିଅ, ନଚେତ୍‌ ହେବ କଡ଼ା କାର୍ଯ୍ୟାନୁଷ୍ଠାନ: BMC

ଲୋକଙ୍କୁ ଆହୁରି ୭ ମାସ ଦୁର୍ଗନ୍ଧରେ କାଟିବାକୁ ପଡ଼ିବ । ସୈନକ ସ୍କୁଲ ପାଖ ଅଳିଆ ପାହାଡ଼କୁ ନେଇ ଲୋକେ ଅତିଷ୍ଠ ହେଲେଣି ।

women now a day like beard men most then clean shaved why
ଆଜିକାଲି ଯୁବତୀମାନେ ନିଶଦାଢି ଥିବା ପୁରୁଷଙ୍କୁ କାହିଁକି ଅଧିକ ପସନ୍ଦ କରନ୍ତି…

ଆଜି ନିଶଧାଡି ଏକ ଟ୍ରେଣ୍ଡ୍ ହୋଇଯାଇଛି। ଯୁବପିଢି ଏବେ ଏହି ଫ୍ୟାସନରେ ବ୍ୟସ୍ତ। ନିକଟରେ ଏହାକୁ ନେଇ ମଧ୍ୟ ଅନେକ ଅଧ୍ୟୟନ ଏବଂ ଅନୁସନ୍ଧାନ କରାଯାଇଛି। ଏଥିରୁ ଜଣାପଡିଛି ଯେ ଆଜିକାଲି ଯୁବତୀମାନେ ନିଶଦାଢି ଥିବା ପୁରୁଷମାନଙ୍କୁ ଅଧିକ ପସନ୍ଦ କରନ୍ତି। ଆସନ୍ତୁ ଜାଣିବା ଏହା ପଛର କାରଣ କ’ଣ…

Onion Price Hike
ପିଆଜ ଦରରେ ଲାଗିଛି ନିଆଁ, କୁଆଡେ ଯାଉଛି ଓଡ଼ିଶା ପିଆଜ ?

ବଜାରରେ ପିଆଜ ଦର କେଜି ପିଛା ୭୦ ଟପିଲାଣି । ମହାରାଷ୍ଟ୍ର ନାସିକରୁ ପର୍ଯ୍ୟାପ୍ତ ପିଆଜ ଆସୁନି ବୋଲି ଏପରି ଅବସ୍ଥା । ହେଲେ ଓଡ଼ିଶାରେ କ'ଣ ପିଆଜ ହେଉନି ? ଉତ୍ପାଦିତ ପିଆଜ ଯାଉଛି କୁଆଡ଼େ ?

Onion Price Hike
ସଙ୍କଟରେ ପିଆଜ ଚାଷୀ: ବିକିଲେ ୫ରେ, କିଣିବେ ୭୦ଟଙ୍କାରେ

କିଛି ମାସ ତଳେ ଓଡ଼ିଶା ଚାଷୀ କେଜି ପିଛା ପିଆଜ ମାତ୍ର ୪/୫ ଟଙ୍କାରେ ବିକି ଦେଇଥିଲେ, ଏବେ ନିଜେ ଖାଇବା ପାଇଁ ୬୦-୭୦ ଟଙ୍କାରେ କିଣୁଛନ୍ତି ।