• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Private Bus

Private Bus strike
ପୁଣି ତାତିଲା ଘରୋଇ ବସ୍‌ ମାଲିକ ସଂଘ; ପହିଲାରୁ ବସ୍‌ ଧର୍ମଘଟ

ପୂର୍ବରୁ ସଂଘର ଦାବିକୁ ନେଇ ରାଜ୍ୟ ସରକାରଙ୍କ ସହ ବାରମ୍ବାର ଆଲୋଚନା ହୋଇଛି । ଏମିତି କି ପରିବହନ ମନ୍ତ୍ରୀଙ୍କ ସହ ମଧ୍ୟ ଆଲୋଚନା କରିଛି ସଂଘ । ହେଲେ ସଂଘର ଦାବି ମୁତାବକ ସରକାର ସେପରି କୌଣସି ପଦକ୍ଷେପ ନେଇନଥିବା ଅଭିଯୋଗ ହୋଇଛି ।

Private Bus Owners' Association
ସରକାରଙ୍କ ସହ ଚାଲିଛି ଆଲୋଚନା... ଏପଟେ ବସ୍ ମାଲିକ ସଂଘରେ ଫାଟ !

ବୈଠକରୁ ଫେରିବା ପରେ ବାଲେଶ୍ୱର ସଂଘ ସଭାପତି ବାଦଲ ଦାସ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଲକ୍ଷ୍ମୀ ବସ୍‌ ଯୋଜନାକୁ ବାଲେଶ୍ୱର ବସ୍‌ ମାଲିକ ସଂଘ ସମର୍ଥନ କରୁଛି । ଲୋକଙ୍କ ସ୍ୱାର୍ଥକୁ ବିରୋଧ କରୁଥିବା ରାଜ୍ୟ ସଂଘକୁ ସମର୍ଥନ ଦେବୁନି ବୋଲି ସେ କହିଛନ୍ତି ।

Private bus strike
ପୁଣି ତାତିଲେ ଘରୋଇ ବସ୍‌ ମାଲିକ ସଂଘ; ୨୦ରୁ ବସ୍‌ ଧର୍ମଘଟ

ଲକ୍ଷ୍ମୀ ଯୋଜନାକୁ ବିରୋଧ କରି ବସ୍‌ ଧର୍ମଘଟ କରାଯିବା ନେଇ ନିଷ୍ପତ୍ତି ହୋଇଛି । ଏନେଇ ବସ୍‌ ମାଲିକ ସଂଘ କୋଷାଧ୍ୟକ୍ଷ ବରଦା ଆଚାର୍ଯ୍ୟ ସୂଚନା ଦେଇଛନ୍ତି ।

Private Bus owners Association
କାଲି ଘରୋଇ ବସ୍ ଗଡ଼ିବ ନା ଧର୍ମଘଟ ହେବ ?

ଆଲୋଚନା ନେଇ ଆମେ ଷ୍ଟିୟରିଂ କମିଟି ବୈଠକରେ ଜଣାଇବୁ । ତା’ପରେ ଷ୍ଟିୟରିଂ କମିଟି ନିଷ୍ପତ୍ତି ଅନୁସାରେ ଆମେ ଚୂଡ଼ାନ୍ତ ପଦକ୍ଷେପ ନେବୁ । ତେବେ ଆମକୁ ଲିଖିତ ପ୍ରତିଶ୍ରୁତି ଦରକାର ବୋଲି କହିଛନ୍ତି ସଂଘ ସଂପାଦକ ।

Laxmi yojana
ଲକ୍ଷ୍ମୀ ବସ୍ ସେବାକୁ ନେଇ ଛିଣ୍ଡୁନି ବିବାଦ; ଅକ୍ଟୋବର ୨ରୁ ମାଲକାନଗିରିରୁ ଗଡ଼ିବ ତ 'ଲକ୍ଷ୍ମୀ' ବସ୍ ?

ଘରେ ନପଶଣୁ ମୁଣ୍ଡରେ ଚାଳ, ରାଜ୍ୟ ସରକାରଙ୍କ ନୂଆ ବସ୍ ଯୋଜନା ଲକ୍ଷ୍ମୀକୁ ଆରମ୍ଭରୁ ବିରୋଧ । ଅକ୍ଟୋବର ୨ରୁ ଲକ୍ଷ୍ମୀ ଯୋଜନାରେ ପ୍ରଥମେ ମାଲକାନଗିରି ଜିଲ୍ଲାରୁ ଗଡ଼ିପାରେ ଏହି ଅତ୍ୟାଧୁନିକ ବସ୍ । ଏଥିପାଇଁ ମାଲକାନଗିରିରେ ପ୍ରସ୍ତୁତ ଭାରତ ବେଞ୍ଜ୍ କମ୍ପାନୀର ୩୬ଟି ଶୀତତାପ ନିୟନ୍ତ୍ରିତ ବସ ।