ସୁଖ ଓ ସମୃଦ୍ଧିର ପର୍ବ ଧନ ତ୍ରୟୋଦଶୀ ବା ଧନତେରସ୍। ବିଶ୍ବାସ ଅଛି, ଏହିଦିନ ସୁନା ଗହଣା କିଣିଲେ ଘରକୁ ଲକ୍ଷ୍ମୀ ଆସନ୍ତି। ଏଥିପାଇଁ ବିଭିନ୍ନ ଗହଣା ଦୋକାନରେ ଗ୍ରାହକଙ୍କ ଭିଡ଼ ଜମିଛି।
ଗତବର୍ଷ ତୁଳନାରେ ୧୦ ଗ୍ରାମ ପିଛା ଉଚ୍ଚା ହେଲାଣି ସୁନାଦର । ଏବର୍ଷ ପାଖାପାଖି ୧୭ ହଜାର ଟଙ୍କା ଅଧିକ ସୁନାଦର ବଢ଼ିଛି ।
ଦୀପାବଳି ପୂର୍ବରୁ ଧନ୍ୱନ୍ତରୀଙ୍କ ଜୟନ୍ତୀ ପଡୁଥିବା ବେଳେ ଏହି ଅବସରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଏ ।ଘରେ ଓ ବ୍ୟାବସାୟିକ ପ୍ରତିଷ୍ଠାନରେ ଧନଧାତ୍ରୀଙ୍କ ଲାଗି ସ୍ୱତନ୍ତ୍ର ଆୟୋଜନ ହୁଏ ।
ବାସ୍ତୁଶାସ୍ତ୍ର ଅନୁସାରେ ଏମିତି ମଧ୍ୟ କିଛି ଜିନିଷ ଅଛି ଯାହାକୁ ଧନତେରାସରେ କିଣିବା ଅନୁଚିତ। କୁହାଯାଏ ଯେ ଏହି ଦିନ ଯଦି ଏହିସବୁ ଜିନିଷ କିଣାଯାଏ ତେବେ ଦେବୀ ଲକ୍ଷ୍ମୀ କ୍ରୋଧ କରନ୍ତି, ଯାହା ଫଳରେ ଆର୍ଥିକ ସଙ୍କଟ ସୃଷ୍ଟିହୁଏ। ତେବେ ଆସନ୍ତୁ ବାସ୍ତୁଶାସ୍ତ୍ର ଅନୁସାରେ ଏହି ଦିନ କେଉଁ ଜିନିଷ କିଣିବା ଉଚିତ୍ ନୁହେଁ ସେ ବିଷୟରେ ଜାଣିନେବା।
ଧନତେରାସ ସହିତ ଜଡିତ ଅନେକ କାହାଣୀ ଅଛି ଯାହା ଦର୍ଶାଏ ଯେ ଦୀପାବଳି ପୂର୍ବରୁ କାହିଁକି ଧନତେରାସ ପାଳନ କରାଯାଏ ଏବଂ ଆମ ଜୀବନରେ ଧନତେରାସ ମହତ୍ତ୍ୱ କ’ଣ? ଆସନ୍ତୁ ଜାଣିନେବା କ’ଣ କୁହେ କାହାଣୀ।
ଆଜି ଧନ୍ତେରସ୍ । ଏହି ଅବସରରେ ସୁନା କିଣିବାକୁ ଗହଣା ଦୋକାନରେ ଗ୍ରାହକଙ୍କ ଭିଡ଼ । ବିଶ୍ୱାସ ରହିଛି ଧନତେରସରେ ସୁନା କିଣିଲେ ଶୁଭ ହୁଏ, ସେଦୃଷ୍ଟିରୁ ପରମ୍ପରା ରକ୍ଷା ଲାଗି ଲୋକେ ଆଜି ସୁନା କିଣୁଛନ୍ତି ।
କାର୍ତ୍ତିକ ମାସର କୃଷ୍ଣ ପକ୍ଷ ତ୍ରୟୋଦଶୀକୁ ଧନତେରସ ପର୍ବ ଭାବରେ ପାଳନ କରାଯାଏ । ଏହି ଦିନ ଧନର ଦେବତା କୁବେର, ମାଆ ଲକ୍ଷ୍ମୀ, ଧନଭନ୍ତରୀ ଏବଂ ଯମରାଜଙ୍କୁ ପୂଜା କରାଯାଏ । ବିଶ୍ୱାସ କରାଯାଏ ଯେ ଏହି ଦିନ କିଛି ଜିନିଷ କ୍ରୟ କଲେ ଶୁଭପ୍ରଦ ହୋଇଥାଏ । ସୁନା, ରୂପା ଏବଂ ଘରର ବାସନ ପାଇଁ କ୍ରୟ କରିବା ସବୁଠାରୁ ଶୁଭଙ୍କର ହୋଇଥାଏ ।