• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Bus Strike In Odisha
ସରକାରଙ୍କ ଜିଦ୍‌ ଆଗରେ ବଳିପଡ଼ିଲେ ଯାତ୍ରୀ; ଦଶହରା ଛୁଟିରେ ଘର ମନା !

ଅପେକ୍ଷାର ଅନ୍ତ କେବେ ହେବ, କାହାକୁ ଜଣାନାହିଁ । ଦିନ ଯାଇ ସଞ୍ଜ ହୋଇଯାଉଛି ପଛକେ ଏ ସମସ୍ୟାର ସମାଧାନ କେବେ କାହା ପାଖରେ ଉତ୍ତର ହିଁ ନାହିଁ ।

Ratna Bhandar
ରତ୍ନଭଣ୍ଡାର ପ୍ରସଙ୍ଗରେ ଗଜପତି ମହାରାଜାଙ୍କ ବଡ଼ ପ୍ରତିକ୍ରିୟା; ‘ଆସନ୍ତା ରଥଯାତ୍ରା ହିଁ ପ୍ରକୃଷ୍ଠ ସମୟ ହୋଇପାରିବ’

ରତ୍ନଭଣ୍ଡାର ଖୋଲାଯିବା ପ୍ରସଙ୍ଗରେ ବିଜେପି ଟିମ୍‌ ଭେଟିବା ପରେ ଗଜପତି ମହାରାଜାଙ୍କ ସୂଚନା..ସେ କହିଛନ୍ତି, ୨୦୨୪ ରଥଯାତ୍ରା ସମୟରେ ମରାମତି ସମ୍ପର୍କିତ କାର୍ଯ୍ୟ ପ୍ରସ୍ତାବ ଦିଆଯିବ..ଏଥିପାଇଁ ରଥଯାତ୍ରା ହିଁ ପ୍ରକୃଷ୍ଠ ସମୟ ହୋଇପାରିବ

Bus Strike In Odisha
Big Breaking: ଆସନ୍ତାକାଲିଠାରୁ ବସ୍‌ ଧର୍ମଘଟ, ଅନିର୍ଦ୍ଦିଷ୍ଟ କାଳ ଯାଏଁ ବସ୍‌ ବନ୍ଦ

ଆସନ୍ତାକାଲି ସକାଳ ୬ଟାରୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ବସ୍‌ ବନ୍ଦ ରହିବ ।

gas cylinder explosion
ନୀଳଗିରିରେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ, ୩ ଗୁରୁତର

ବାପା, ମାଆ, ପୁଅ ଗୁରୁତର; ନୀଳଗିରି ହସ୍ପିଟାଲରେ ଭର୍ତ୍ତି

tragic story
ଅଭାବନୀୟ ଘଟଣା, ପାଣି ଡେକ୍‌ଚିରେ ପଡ଼ି ଶିଶୁ ମୃତ

ଶିଶୁଟିକୁ ଉଦ୍ଧାର କରି ହସ୍ପିଟାଲ ନେବା ପରେ ମୃତ ଘୋଷଣା କଲେ ଡାକ୍ତର।

NewsFuse
ନିଜେ ପ୍ରଶ୍ନର ଉତ୍ତର ଦେଲେନି, ବିଧାୟକଙ୍କୁ ଠେଲିଲେ

ସାଂସଦ ପାଣ୍ଠିରୁ ଦିଆଯାଇଥିବା ଅଚଳ ଆମ୍ବୁଲାନ୍ସ କଥା ପଚାରିଦେଲେ ସାମ୍ବାଦିକ...ବଙ୍କା ହୋଇଗଲା କନ୍ଧମାଳ ସାଂସଦଙ୍କ ମୁହଁ..ନିଜକୁ ରକ୍ଷା କରିବାକୁ ଯାଇ ବିଧାୟକଙ୍କୁ ଠେଲିଲେ ପ୍ରଶ୍ନ..ଶୁଣନ୍ତୁ କ’ଣ କହିଲେ ବିଧାୟକ

Spanish couple adopts two girls from Gajapati
ଅନାଥ ଦୁଇ ଭଉଣୀଙ୍କୁ ମିଳିଲା ପରିବାର; କୋଳାଇ ନେଲେ ସ୍ପେନ୍ ଦମ୍ପତି

ଅନାଥ ଝିଅଙ୍କୁ କୋଳାଇ ନେଲେ ସ୍ପେନ୍ଦମ୍ପତି । ଦୁଇ ଝିଅ ଫେରିପାଇଲେ ବାପା-ମା’ । ମିଳିଗଲା ଖୁସିର ପରିବାର । ସ୍ପେନ୍ର ଜଣେ ଦମ୍ପତି ଗଜପତିରୁ ପୋଷ୍ୟ ସନ୍ତାନ ଗ୍ରହଣ କରିଛନ୍ତି ।

If you are consuming excessive salt, than beware
ଅଧିକ ଲୁଣ ଖାଉଥିଲେ ଏବେଠୁ ହୋଇଯାଆନ୍ତୁ ହୁସିଆର୍ ! ନଚେତ୍…

ସ୍ୱାଦ ଅନୁସାରେ ଲୁଣ ଖାଇବା ଭଲ । ହେଲେ ଅଧିକ ଲୁଣ ଖାଇଲେ ଦେଖା ଦେଇପାରେ ସାଂଘାତିକ ସମସ୍ୟା।

  • Thursday, 19 October 2023
Lunar Eclipse in India
ଚନ୍ଦ୍ରଗ୍ରହଣ ଦିନ କେତେବେଳେ କ’ଣ କରିବେ ? ଆଜି ହିଁ ଜାଣନ୍ତୁ…

ଆସନ୍ତା ୨୮ ତାରିଖ କୁମାର ପୂର୍ଣ୍ଣିମାରେ ରାହୁଗ୍ରସ୍ତ ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ। ଏବେ ଜାଣନ୍ତୁ, ଗ୍ରହଣ ଦିନ କେତେବେଳେ ପାକତ୍ୟାଗ, ଗ୍ରହଣ ସ୍ପର୍ଶ ଓ ସର୍ବମୋକ୍ଷ। ଏକଥା ଆଜିଠାରୁ ସମସ୍ତେ ଜାଣି ରଖିବା ଉଚିତ୍…

SrabanKumar
ବୟସ ଖେଳକୁଦ କରିବାର, ହେଲେ ବାପାର ଜୀବନ ପାଇଁ କରୁଛି ସଂଘର୍ଷ

କଳିଯୁଗର ଶ୍ରବଣ କୁମାର । ବାପାଙ୍କ ଜୀବନ ବଞ୍ଚାଇବା ପାଇଁ କରୁଛି ସଂଘର୍ଷ । ଯେଉଁ ବୟସରେ ଖେଳକୁଦ କରିବା କଥା ସେଇ ବୟସରେ ଆସିଜ ବାପାର ଜୀବନ ବଞ୍ଚାଇବା ପାଇଁ ଗୁହାରୀ କରୁଛି । ପାଠ ପଢ଼ା ଛାଡ଼ି ବାପା ସେବାରେ ଲାଗିଛି ।

Series loot
କେତେ ସୁରକ୍ଷିତ ଆପାର୍ଟମେଣ୍ଟ ? କଳାକନା ବୁଲିବା ପରେ ବଢ଼ିଲା ଚିନ୍ତା

ସୋମବାର ରାତିରେ ଯାହା ଘଟିଯାଇଛି, ସମସ୍ତଙ୍କୁ ଜଣା । ୨୪ ଘଣ୍ଟିଆ ସିକ୍ୟୁରିଟି ବ୍ୟବସ୍ଥା ଭିତରେ ଥିବା ଭୁବନେଶ୍ୱର ଇନଫୋସିଟି ଥାନା ଅଞ୍ଚଳର ରାଜବାଟିକା ଆପାର୍ଟମେଣ୍ଟର ୪ଟି ଫ୍ଲାଟରୁ, ରାତିକ ଭିତରେ ଦୁର୍ବୃତ୍ତ ଯେଭଳି କଳାକନା ବୁଲାଇ ଦେଇଛନ୍ତି, ସାରା ରାଜଧାନୀରେ ହଲଚଲ୍ ।

Odisha BJP
କେବେ ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ? ବଢ଼ିଲା ଚାପ, ତେଜିଲା ରାଜନୀତି

ଶେଷଥର ପାଇଁ ୧୯୭୮ ମସିହାରେ ଖୋଲା ଯାଇଥିଲା ରତ୍ନଭଣ୍ଡାର । ଏହାପରେ ଏପ୍ରିଲ୍ ୨୦୧୮ରେ ରାଜ୍ୟ ସରକାର ପୁଣି ଏହାକୁ ଖୋଲିବାକୁ ପ୍ରୟାସ କରିଥିଲେ । ସେତେବେଳେ କିନ୍ତୁ ରତ୍ନଭଣ୍ଡାର ଚାବି ହଜି ଯାଇଥିବା ଓ ପରେ ଡୁପ୍ଲିକେଟ୍ ଚାବି ମିଳିବା ଘଟଣା ତମ୍ବିତୋଫାନ ସୃଷ୍ଟି କରିଥିଲା ।

Capital Hospital
କ୍ୟାପିଟାଲ ହସ୍ପିଟାଲ ଲ୍ୟାବରୁ ୬୦ ଲକ୍ଷର ସାମଗ୍ରୀ ଚୋରି; ସିସିଟିଭିରେ କଏଦ ହେଲା ଦୃଶ୍ୟ

ଗତକାଲି ରାତିରେ ଏହି ଘଟଣା ଘଟିବା ପରେ ପୋଲିସ ନିକଟରେ ଏତଲା ଦିଆଯାଇଛି । ପୋଲିସ ଏ ନେଇ ଛାନଭିନ ଆରମ୍ଭ କରିଛି ।

Private bus strike
ପୁଣି ତାତିଲେ ଘରୋଇ ବସ୍‌ ମାଲିକ ସଂଘ; ୨୦ରୁ ବସ୍‌ ଧର୍ମଘଟ

ଲକ୍ଷ୍ମୀ ଯୋଜନାକୁ ବିରୋଧ କରି ବସ୍‌ ଧର୍ମଘଟ କରାଯିବା ନେଇ ନିଷ୍ପତ୍ତି ହୋଇଛି । ଏନେଇ ବସ୍‌ ମାଲିକ ସଂଘ କୋଷାଧ୍ୟକ୍ଷ ବରଦା ଆଚାର୍ଯ୍ୟ ସୂଚନା ଦେଇଛନ୍ତି ।

Farmer
୭୨ ବର୍ଷରେ ଥକି ନାହାନ୍ତି ଶଙ୍କର୍ଷଣ, ଟାଙ୍ଗରା ଭୂମିରେ ଫଳାଉଛନ୍ତି ପାମୋଲିନ୍

ଭଦ୍ରକ ଜିଲ୍ଲା ବାସୁଦେବପୁରର ଶଙ୍କର୍ଷଣ ମଲିକ। ବୟସ ହେଲାଣି ୭୨। କିନ୍ତୁ ସେ ବୟସକୁ ମାତ ଦେଇ ଆଗକୁ ଚାଲିଯାଇଛନ୍ତି। ନଦୀ ପଠା ବନ୍ୟା ପ୍ରପିଡୀତ ଟାଙ୍ଗରା ଭୂମିରେ ଫଳଉଛନ୍ତି ପାମୋଲିନ୍।

Millet Mission
ଚାଷ କରି ପଲ୍ଲୀରୁ ଦିଲ୍ଲୀ ଗଲେ ମହିଳା ଚାଷୀ

ଆଜି କୃଷକ ଦିବସ। ଏଇ କୃଷକ ଦିବସରେ ଆମେ ଏମିତି ଜଣେ ସଫଳ ମହିଳା ଚାଷୀଙ୍କ କଥା କହୁଛୁ ଯିଏ ଚାଷ କରି ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଯାଇପାରିଛନ୍ତି। ଚଳିତ ବର୍ଷ G20 ଶିଖର ସମ୍ମିଳନୀରେ ସେ ନିଜକୁ ସାମିଲ କରିପାରିଛନ୍ତି।

Millionaire By Farming
ଦିନେ ଦାଦନ ଖଟୁଥିଲେ, ଆଜି ପରିବା ଚାଷରେ ବଦଳିଲା ଭାଗ୍ୟ

ଖାଇବାକୁ ଦାନା ପାଣି ନଥିଲା । ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିଲେ । ଆଜି ନିଜେ ପରିବା ଚାଷ କରି ଆତ୍ମ ସମ୍ମାନର ସହ ବଞ୍ଚୁଛନ୍ତି । ନିଜେ ପାଠ ପଢ଼ି ନାହାନ୍ତି । କିନ୍ତୁ ପିଲାମାନଙ୍କୁ ପଢ଼ାଇଛନ୍ତି ।

Students
5T ସ୍କୁଲ ରୂପାନ୍ତରଣକୁ ଖୋଲା ଉପହାସ ! ବର୍ଷ ବର୍ଷ ଧରି ଗଛ ମୂଳେ ପଢୁଛନ୍ତି ପିଲା

୮ଟି କ୍ଲାସର ୧୫୬ ପିଲାଙ୍କ ପାଇଁ ଗୋଟିଏ ଶ୍ରେଣୀଗୃହ । କେବେ ବଦଳିବ ତୁମୁଡ଼ିବନ୍ଧ ଝିରିପାଣି ଉଚ୍ଚ ବିଦ୍ୟାଳୟର ଭାଗ୍ୟ ?

  • Tuesday, 17 October 2023
  • Kids
  • 5T
Srimandir, Lord jagannath
ଅଡୁଆରେ ଶ୍ରୀମନ୍ଦିର ଶାଳୀନତାପୂର୍ଣ୍ଣ ପରିଧାନ ବ୍ୟବସ୍ଥା ! ମହିଳା ଭକ୍ତଙ୍କୁ କିଏ ବାରଣ କରିବ, ତାକୁ ନେଇ ପ୍ରଶ୍ନ...

​​​​​​​ସ୍ୱଳ୍ପ ବସ୍ତ୍ର ପିନ୍ଧା ସାଧୁ ଓ ସେବକଙ୍କ ପାଇଁ କି ନିୟମ, ଉଠିଲା ପ୍ରଶ୍ନ । ମ୍ୟାନେଜିଂ କମିଟିର ବିନା ଅନୁମୋଦନରେ ନିଷ୍ପତ୍ତିକୁ ନେଇ ବିବାଦ ।

Kabi Basant Muduli Poetry Award Announced
‘କବି ବସନ୍ତ ମୁଦୁଲି କବିତା’ ପୁରସ୍କାର ଘୋଷଣା: ପୁରସ୍କୃତ ହେବେ କବି ନରେନ୍ଦ୍ର ଭୋଇ, କବି ଚିତ୍ତରଞ୍ଜନ ନାୟକ

୨୦୨୨ ପାଇଁ କବି ନରେନ୍ଦ୍ର ଭୋଇ(୧୯୭୯) ଯୋଗ୍ୟ ବିବେଚିତ ହୋଇଥିବା ବେଳେ ୨୦୨୩ ପାଇଁ କବି ଚିତ୍ତରଞ୍ଜନ ନାୟକ(୧୯୭୮) ଏହି ପୁରସ୍କାର ପାଇବେ ।

  • Tuesday, 17 October 2023
Needs Money
ଅର୍ଥାଭାବରୁ ପାଠରେ ଲାଗିଛି ଡୋରି

ଆମ ସାର ଜଣେ ଦିବ୍ୟାଙ୍ଗ ହୋଇ ବି ନିୟମିତ ସ୍କୁଲକୁ ଆସି ପିଲାଙ୍କୁ ପାଠ ପଢ଼ାଉଛନ୍ତି । ତାଙ୍କ ପରି ମୁଁ ବି ପାଠ ପଢି ଜଣେ ମାଷ୍ଟର ହେବି, ପିଲାଙ୍କୁ ପାଠ ପଢ଼ାଇ ଭଲ ବୁଦ୍ଧି ଶିଖାଇବି। ଏଭଳି ସ୍ବପ୍ନ ଦେଖିଛି ଜଣେ ଦିବ୍ୟାଙ୍ଗ ଛାତ୍ର ମୁନା ମାଳବିଷୋୟୀ ।

Bhubaneswar soon to be beggar free
ଭିକାରି ମୁକ୍ତ ହେବ ଭୁବନେଶ୍ୱର, ଆଉ ଭିକ୍ଷା ମାଗିପାରିବେନି...

ଭିକାରି ମୁକ୍ତ ହେବ ଭୁବନେଶ୍ୱର । ରାସ୍ତାକଡ଼ କିମ୍ବା ମନ୍ଦିର ସାମ୍ନାରେ ଆଉ ଭିକ୍ଷା ମାଗିପାରିବେନି ଭିକାରୀ। ରାସ୍ତାରେ ଦେଖିଲେ ଉଠାଇ ନେବ ବିଏମସି ସ୍କ୍ୱାଡ୍‌...

  • Tuesday, 17 October 2023
  • Beggar
Bars
ରାଜଧାନୀରେ ସାରା ରାତି ଖୋଲା ବାର୍-ପବ୍, ମଦ ଓ DJ ତାଳେ ତାଳେ ଗ୍ରାହକ ମତୁଆଲା

ତାଗିଦ୍ ତା ବାଟରେ । ସାରା ରାତି ବାର୍ ଖୋଲା । ମଦ ସାଙ୍ଗକୁ ଡିଜେ ତାଳେ ତାଳେ ଗ୍ରାହକ ଫୁଲ୍ ମତୁଆଲା। ପୋଲିସ୍ କି ଅବକାରୀ ବିଭାଗ। କାହାକୁ ଯେମିତି ଖାତିର ନାହିଁ ରାଜଧାନୀର ଡ୍ୟାନ୍ସ ବାର, ପବ୍ ଓ ନାଇଟ କ୍ଲବ୍‌ଙ୍କର ।

Police Double Role
ସକାଳେ ଜବତ, ରାତିରେ ଚୋରାଚାଲାଣ ! ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ପୋଲିସର ଡବଲ୍ ରୋଲ୍ ଅଭିଯୋଗ

କେତେବେଳେ କାନ ଧରି ତ ଆଉ କେତେବେଳେ ଗୋଡ଼ ହାତ ଧରି କ୍ଷମା ମାଗୁଛନ୍ତି। ଛାଡ଼ି ଦେବାକୁ କାକୁତି ମୀନତି ହେଉଛନ୍ତି। ଆଉ ଏପଟେ ହାତ ଯୋଡ଼ି ନେହୁରା ହେଉଛନ୍ତି ଏଭଳି ଭାବେ।

Apartment Bill
ଜାରି ହେଲା ଓଡ଼ିଶା ଆପାର୍ଟମେଣ୍ଟ ଚିଠା ନିୟମ

ଆପାର୍ଟମେଣ୍ଟ କିଣାବିକା ନେଇ ବାଟ ଫିଟାଇବାକୁ ଗତ ଜୁଲାଇରେ ଅଧ୍ୟାଦେଶ ଆଣିଥିଲେ ରାଜ୍ୟ ସରକାର। ତେବେ ରୁଲ୍ ଆସି ନପାରିବାରୁ କାର୍ଯ୍ୟକାରୀ ହୋଇପାରୁନଥିଲା ଓଡ଼ିଶା ଆପାଟର୍ମେଣ୍ଟ ମାଲିକାନା ଓ ପରିଚାଳନା ଅଧ୍ୟାଦେଶ।

  • Sunday, 15 October 2023
  • Odisha