• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

International Updates

Jugaad At Its Best! Woman Earns Rs 42,000 Per Month By Renting Out One Side Of Her Bed
ଶୋଇବା ଘରର ବେଡ୍‌ ସେୟାର କରୁଥିଲେ ମହିଳା; ମିଳୁଥିଲା ଦିନକୁ ୪୨ ହଜାର ଟଙ୍କା

ମହିଳା ଜଣକ ନିଜ ବେଡ୍‌ର ଅଧା ଭଡ଼ା ଦେଇଥିବାବେଳେ କିଛି ସର୍ତ୍ତ ମଧ୍ୟ ରଖିଛନ୍ତି । ଯାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । ଏପରି ଏକ ଘଟଣା ନିକଟରେ ସାମ୍‌ନାକୁ ଆସିଛି ।

  • Saturday, 26 August 2023
  • 000
12 killed in Madagascar stadium stampede
ଷ୍ଟାଡିୟମ ଭିତରକୁ ପ୍ରବେଶ ବେଳେ ଦଳାଚକଟା, ୧୨ ମୃତ

ଷ୍ଟାଡିୟମରେ ଦଳାଚକଟା। ଏଥିରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮୦ ଜଣ ଆହତ ହୋଇଛନ୍ତି।

World Athletics 2023
ଇତିହାସ ରଚିଲେ ଓଡ଼ିଆ ପୁଅ; ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନସିପ ଫାଇନାଲରେ କିଶୋର

ଯୋଗ୍ୟତା ହାସଲ କରିଥିବା ପ୍ରଥମ ୧୨ ଜଣଙ୍କ ମଧ୍ୟରେ ସେ ନବମ ସ୍ଥାନରେ ରହି ପଦକ ଦୌଡରେ ସାମିଲ ହୋଇଛନ୍ତି । କିଶୋର ଜେନାଙ୍କ ସର୍ବଶ୍ରେଷ୍ଠ ପ୍ରଦର୍ଶନ ହେଉଛି ୮୪ ଦଶମିକ ୩୮ ମିଟର ।

ISRO Logo
ଏବେ ଯୁଆଡ଼େ ଦେଖିବ ISRO କ୍ରେଜ୍‌, T-ସାର୍ଟରେ ଲୋଗୋ ଥିଲେ ବେଶି ବିକ୍ରି

ସମସ୍ତେ ଇସ୍ରୋ ଏବଂ ଚନ୍ଦ୍ରୟାନ-୩ର ଲୋଗୋ ଥିବା ପରିଧାନ ପ୍ରତି ଆକୃଷ୍ଟ ହେଉଛନ୍ତି ।

Google
ଗୁଗୁଲ ପାଇଁ ମାତ୍ର ଘଣ୍ଟାଏ କାମ କରୁଛନ୍ତି, ହେଲେ ଏତେ ରୋଜଗାର କେମିତି...!

ବାସ୍, ସେହି ଘଣ୍ଟାଏ ଭିତରେ ସେ କମ୍ପାନୀ ପାଇଁ ଯାହା ଦରକାର ସେ କାମ କରି ଦେଉଛନ୍ତି। ଦିନର ବାକି ସମୟ ସେ ତାଙ୍କର ଷ୍ଟାର୍ଟଅପ୍‌ରେ ଲଗାଉଛନ୍ତି ।

former us president donald trump arrested
ଆତ୍ମସମର୍ପଣ ପରେ ଗିରଫ, ୨୦ ମିନିଟ୍‌ ପରେ ଜେଲ୍‌ରୁ ବାହାରିଲେ ଡୋନାଲ୍ଡ ଟ୍ରମ୍ପ

ଆତ୍ମସମର୍ପଣ ପରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗିରଫ କରାଯାଇଛି। ଗିରଫ ପରେ ତାଙ୍କୁ ଆଟଲାଣ୍ଟାର ଫ୍ଲୁଟୋନ କାଉଣ୍ଟି ଜେଲ୍‌ରେ ରଖାଯାଇଥିଲା।

PM Modi and Chinese President Xi Jinping Engage In Interaction
ବ୍ରିକ୍ସ ସମ୍ମିଳନୀରେ ମୋଦି-ଜିନ୍‌ପିଙ୍ଗ୍‌ଙ୍କ ମଧ୍ୟରେ ଆଲୋଚନା

ଦକ୍ଷିଣ ଆଫ୍ରିକାରେ ଜୋହାନ୍ସବର୍ଗରେ ଚାଲିଥିବା ବ୍ରିକ୍ସ ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚୀନ ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ଙ୍କ ମଧ୍ୟରେ ଏ ପ୍ରସଙ୍ଗରେ ଆଲୋଚନା ହୋଇଛି।

Chess Champion
ଫିଡେ ବିଶ୍ୱକପ୍ ସତରଞ୍ଜ ଚାମ୍ପିଅନସିପ୍, ନରୱେର ମାଗ୍ନସ୍ କାର୍ଲସେନ୍ ବିଶ୍ୱ ଚେସ୍ ଚାମ୍ପିଅନ୍

ଚାମ୍ପିଅନ୍ ହୋଇଥିବା କାର୍ଲସେନଙ୍କୁ ୧ ଲକ୍ଷ ୧୦ ହଜାର ଆମେରିକୀୟ ଡଲାର ପୁରସ୍କାର ରାଶି ମିଳିଛି। 

  • Thursday, 24 August 2023
  • Chess
Brics Summit
ମୋଦି-ଜିନପିଙ୍ଗ ଭେଟଘାଟ, ବ୍ରିକ୍ସ ସମ୍ମିଳନୀରେ କଥାହେଲେ ଉଭୟ ନେତା

ଅନୌପଚାରିକ ଭାବେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କଥା ହେଲେ ଚୀନ ରାଷ୍ଟ୍ରପତି ଜିନପିଙ୍ଗ

Yevgeny Prigozhin
ବିମାନ ଦୁର୍ଘଟଣାରେ ଓ୍ୱାଗନର ମୁଖ୍ୟ ୟେଭଗେନୀଙ୍କ ମୃତ୍ୟୁ; ପୁତିନଙ୍କ ବିରୁଦ୍ଧରେ ଗର୍ଜୁଥିଲେ

ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିରୋଧରେ ଖୋଲାଖୋଲି ବିଦ୍ରୋହ ଘୋଷଣା କରି ଚର୍ଚ୍ଚାକୁ ଆସିଥିବା ଶକ୍ତିଶାଳୀ ଘରୋଇ ମିଲିଟାରୀ ସଂସ୍ଥା ୱାଗନର ମୁଖ୍ୟ ୟେଭଗେନି ପ୍ରିଗୋଝିନଙ୍କର ବିମାନ ଦୁର୍ଘଟଣାରେ ମୃତ୍ୟୁ ହୋଇଛି।

Chandrayaan 3
ଚନ୍ଦ୍ରୟାନ ୧-୨-୩ ପାଇଁ ହୋଇଛି କେତେ ଖର୍ଚ୍ଚ, ଜାଣନ୍ତୁ ପୁରା କାହାଣୀ

ପ୍ରଥମ ମୁନ୍ ମିଶନର ସଫଳତା ଭାରତକୁ ବାଟ କଢ଼ାଇ ନେଇଥିଲା ଦ୍ୱିତୀୟ ଚନ୍ଦ୍ର ଅଭିଯାନ 'ଚନ୍ଦ୍ରୟାନ-୨' ଆଡ଼କୁ ।

Chandrayaan 3
ଶଙ୍କରାଚାର୍ଯ୍ୟ କହିଲେ ଚନ୍ଦ୍ରପୃଷ୍ଠରେ ରହିଛି ଦିବ୍ୟ ଶକ୍ତି, ମନୁଷ୍ୟ ରହିବା ସମ୍ଭବପର ନୁହେଁ !

ପୁରୀ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ପ୍ରତିକ୍ରିୟା । ଚନ୍ଦ୍ରପୃଷ୍ଠରେ ଜୀବଜଗତ ତିଷ୍ଠି ରହିପାରିବ କି ନାହିଁ ଜଣାପଡ଼ିବ । ମହାକାଶ ବିଜ୍ଞାନକୁ ନୂତନ ଦିଗ ଦେଖାଇବ ଚନ୍ଦ୍ରୟାନ-୩ ।

Chandrayaan 3
Chandrayaan-3 ସଫଳତା ପଛର ୪ ମୁଖ୍ୟ ନାୟକ, ମଞ୍ଚକୁ ଡାକି ପ୍ରଶଂସା କଲେ ISRO ମୁଖ୍ୟ

ନିର୍ଦ୍ଧାରିତ ସମୟ ମଧ୍ୟରେ ଚନ୍ଦ୍ର ପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିଛି ଲ୍ୟାଣ୍ଡର ବିକ୍ରମ । ସଫଳ ଲ୍ୟାଣ୍ଡିଂ ନେଇ ଘୋଷଣା କରିଥିଲେ ଇସ୍ରୋ ମୁଖ୍ୟ ।

Chandrayaan 3
ଚନ୍ଦ୍ର ପରେ ଏବେ ସୂର୍ଯ୍ୟ-ଶୁକ୍ରକୁ ଯିବାକୁ ପ୍ରସ୍ତୁତ ହେବ ଭାରତ

ଆଜି ପରେ ଚନ୍ଦ୍ରକୁ ନେଇ ଅନେକ ଭ୍ରାନ୍ତ ଧାରଣା ବଦଳି ଗଲା । ଆଜିର ଏହି ଦିନକୁ ଦେଶବାସୀ ସବୁଦିନ ମନେରଖିବେ । 

Chandrayaan 3
ଇତିହାସ ରଚିଲା ଭାରତ ! ଚନ୍ଦ୍ରର ଦକ୍ଷିଣ ମେରୁରେ ପ୍ରଥମ ଦେଶ ଭାବେ ରଖିଲା ପାଦ

ବିଶ୍ୱର ପ୍ରଥମ ଦେଶ ଭାବେ ଇତିହାସ ଚନ୍ଦ୍ରର ଦକ୍ଷିଣ ମେରୁରେ ରଚିଲା ଭାରତ ।

  • Wednesday, 23 August 2023
Chandrayaan 3, ISRO
ଚନ୍ଦ୍ରରେ ପହଞ୍ଚି କ’ଣ କରିବ ଚନ୍ଦ୍ରୟାନ-୩, ବିକ୍ରମ-ରୋଭରର କ’ଣ ରହିଛି ଭୂମିକା ?

ଆମେରିକା, ରୁଷିଆ, ଚୀନ ଆଗରୁ ନିଜର ମହାକାଶଯାନକୁ ଚନ୍ଦ୍ରପୃଷ୍ଠରେ ଓହ୍ଲାଇଥିଲେ ମଧ୍ୟ କେହି ଦକ୍ଷିଣ ମେରୁରେ ଅବତରଣ କରିପାରି ନାହାନ୍ତି।

Chandrayaan 3
ଚନ୍ଦ୍ରୟାନ-୩ର ସଫ୍ଟ ଲ୍ୟାଣ୍ଡିଂ ପଏଣ୍ଟ, କେମିତି ବାଛିଲା ISRO

ଇସ୍ରୋର କିଛି ବୈଜ୍ଞାନିକଙ୍କୁ ନେଇ ଗଠିତ ଟିମ୍ ଅନେକ ଅନୁଧ୍ୟାନ ପରେ ଚନ୍ଦ୍ରୟାନ ଥ୍ରୀର ଲ୍ୟାଣ୍ଡି ପାଇଁ ୪ କିଲୋମିଟର ଦୈର୍ଘ୍ୟ ଏବଂ ୨.୪ କିଲୋମିଟର ପ୍ରସ୍ଥ ବିଶିଷ୍ଟ ସ୍ଥାନ ବାଛିଛନ୍ତି ।

Chandrayaan-3 In South Pole On Moon
ଚନ୍ଦ୍ରୟାନ-୩ ପାଇଁ ଭାରତ କାହିଁକି ବାଛିଲା ଚନ୍ଦ୍ରର ଦକ୍ଷିଣ ଭାଗ...

ପୂର୍ବରୁ ଚନ୍ଦ୍ରର ସାଉଥ ପୋଲ୍‌ରେ କୌଣସି ବି ଦେଶ ପହଞ୍ଚି ନାହାନ୍ତି । ଭାରତ କାହିଁକି ଏଭଳି ନିଷ୍ପତ୍ତି ନେଇଛି ?

Moon Missions
ତିନୋଟି ଦେଶର ମୁନ୍‌ ମିଶନ୍‌ ସଫଳ ହୋଇଛି...ଦେଖିନିଅନ୍ତୁ ତାଲିକା...

କେଉଁ କେଉଁ ଦେଶ ଚନ୍ଦ୍ରପୃଷ୍ଠରେ ସଫଳ ଭାବରେ ଲ୍ୟାଣ୍ଡିଂ କରିପାରିଛନ୍ତି । ଚତୁର୍ଥ ଦେଶ ଭାବରେ ଚନ୍ଦ୍ରରେ ସପ୍ଟଲ୍ୟାଣ୍ଡିଂ କରିବ ଭାରତ !!

CHANDRAYAAN 3
ଆସିଲା ଚନ୍ଦ୍ରର ନୂଆ ଫଟୋ, ISRO ଜାରି କଲା ଭିଡିଓ... ଦେଖନ୍ତୁ

ସାରା ଦେଶକୁ ଏବେ ଚନ୍ଦ୍ରୟାନ ଫିଭର୍ । କାଲି ସନ୍ଧ୍ୟାରେ ଚନ୍ଦ୍ରର ଦକ୍ଷିଣମେରୁରେ ସଫ୍ଟଲ୍ୟାଣ୍ଡିଂ କରିବ ଚନ୍ଦ୍ରୟାନ-୩ର ଲ୍ୟାଣ୍ଡର।

gadar 2 screening in London and slogans raised Hindustan zindabad
Gadar 2: ଲଣ୍ଡନର ପ୍ରେକ୍ଷାଳୟରେ 'ଗଦର ୨'; ‘ହିନ୍ଦୁସ୍ତାନ ଜିନ୍ଦାବାଦ’ ନାରାରେ କମ୍ପିଲା ହଲ୍

ଲଣ୍ଡନର ଭ୍ୟୁ ସିନେମା ହଲରେ ‘ଗଦର ୨’ ର ସ୍ୱତନ୍ତ୍ର ସ୍କ୍ରିନିଂ ହୋଇଛି। ସିନେମା ହଲରେ ଉପସ୍ଥିତ ଦର୍ଶକମାନେ ‘ହିନ୍ଦୁସ୍ତାନ ଜିନ୍ଦାବାଦ’ର ସ୍ଲୋଗାନ ଦେଇଥିଲେ। ଏହି ସମୟରେ ସନ୍ନି ଦେଓଲ ତାଙ୍କ ଉଚ୍ଚ ସ୍ୱରରେ କହିଥିଲେ- 'ହିନ୍ଦୁସ୍ତାନ ଜିନ୍ଦବାଦ୍ ଥା, ଜିନ୍ଦାବାଦ ହୈ ଔର୍ ଜିନ୍ଦାବାଦ ରହେଗା'

Woman coffin
ଶ୍ମଶାନରୁ ଶୁଭୁଥିଲା ଚିତ୍କାର; ୧୧ଦିନ ପରେ କବର ଖୋଲି ଦେଖିଲେ ତ ଉଡ଼ିଗଲା ହୋସ୍‌ !

କଫିନ୍‌ର ଚତୁଃପାର୍ଶ୍ୱରେ ପ୍ଲାଷ୍ଟର ମଧ୍ୟ କରାଯାଇଥିଲା । ହେଲେ ମହିଳାଙ୍କୁ କବର ଦେବାର ୧୧ ଦିନ ବିତିଯିବା ପରେ କବରରୁ କିଛି ଶବ୍ଦ ଶୁଶିବାକୁ ମିଳିଥିଲା । ଯାହାକୁ ଶ୍ମଶାନ ନିକଟରେ ରହିଥିବା କିଛି ଲୋକ ଶୁଣିବାକୁ ପାଇଥିଲେ ।

  • Sunday, 20 August 2023
  • Woman
Russia's Luna-25 Lander Fails
ରୁଷ୍‌ର ମୁନ୍ ମିଶନକୁ ଝଟ୍‌କା ! ଲୁନା-୨୫ ଚନ୍ଦ୍ରର କକ୍ଷପଥକୁ ଯିବା ପୂର୍ବରୁ ତ୍ରୁଟି 

ରୁଷ୍‌ର ମୁନ୍ ମିଶନକୁ ଝଟ୍‌କା ! ରୁଷ୍‌ର ଲୁନା-୨୫ ଚନ୍ଦ୍ରର କକ୍ଷପଥକୁ ଯିବା ପୂର୍ବରୁ ପ୍ରି ଲାଣ୍ଡିଂ ପ୍ରକ୍ରିୟାରେ ଅଜଣା ତ୍ରୁଟି ପରିଲକ୍ଷିତ ହୋଇଛିା

  • Sunday, 20 August 2023
bus fire
ଚଳନ୍ତା ବସ୍‌ରେ ଭୟଙ୍କର ଅଗ୍ନିକାଣ୍ଡ, ୩୦ ଜଣ ଜୀବନ୍ତ ଦଗ୍ଧ

ବିକଳ ଚିତ୍କାରରେ ଫାଟି ପଡ଼ୁଥିଲା ସ୍ଥାନୀୟ ଅଞ୍ଚଳ । ବସ୍ ଭିତରେ ଜୀବନ୍ତ ଜଳିଗଲେ ୩୦ ଜଣ ।

 Plane explodes after colliding with bike car in Malaysia
ଭୟାନକ ଦୃଶ୍ୟ: କାର୍‌, ବାଇକ୍‌ ସହ ଧକ୍କା ହୋଇ ହୁତୁହୁତୁ ହୋଇ ଜଳିଗଲା ବିମାନ, ୧୦ ମୃତ

କାର୍‌, ବାଇକ୍‌ ସହ ଧକ୍କା ହୋଇ ହୁତୁହୁତୁ ହୋଇ ଜଳିଗଲା ବିମାନ। ଗୁରୁବାର ଦିନ ମାଲେସିୟା ରାଜଧାନୀ ନିକଟ ଏକ ୪ ଲେନ୍‌ ବିଶିଷ୍ଟ ରାସ୍ତାରେ ଏହି ଦୁର୍ଘଟଣା ଘଟିଛି।