ଯେତେବେଳେ Gmail ଷ୍ଟୋରେଜ୍ ପୂରଣ ହୋଇଯାଏ, ନୂଆ ଇମେଲ ପଠାଇବା ଏବଂ ଆସିବା କଷ୍ଟକର ହୋଇଯାଏ। କିନ୍ତୁ ଆପଣ ଜାଣନ୍ତି କି କେଇ ମିନିଟ୍ ଭିତରେ ଆପଣ ଆପଣଙ୍କର Gmailକୁ ସହଜରେ ଫ୍ରି କରିଦେଇପାରିବେ। ଜାଣନ୍ତୁ ଟିପ୍ସ୍…
ସୋସିଆଲ ମିଡିଆ ପ୍ଲାଟ୍ଫର୍ମ ‘X’ରେ ଆଲୋଚନା ସମୟରେ ଏଲନ୍ ମସ୍କ କହିଛନ୍ତି ଯେ, ଶୀଘ୍ର Xmail ଆସିବ।
ସ୍କ୍ରିନସଟରେ ଅହୁରି ଲେଖା ଥିଲା, "ଏତେ ବର୍ଷ ଧରି ସାରା ବିଶ୍ୱରେ ଲକ୍ଷ ଲକ୍ଷ ଲୋକଙ୍କୁ ଯୋଡ଼ି ରଖିଥିବା ବା କଣ୍ଟାକ୍ଟକୁ ଅତି ସହଜ କରିଥିବା ‘Gmail’ ଖୁବ୍ଶୀଘ୍ର ବନ୍ଦ ହେବାକୁ ଯାଉଛି । ୧ ଅଗଷ୍ଟ ୨୦୨୪ରୁ Gmail ସେବା ବନ୍ଦ ହେବ ।
Gmai ଆକାଉଣ୍ଟରେ ଅଦରକାରୀ ବାର୍ତ୍ତା ଭର୍ତ୍ତି ହୋଇଗଲେ ଗୁଗୁଲ୍ ଡ୍ରାଇଭରେ ବହୁତ ସ୍ଥାନ ନେଇପାରନ୍ତି। ଏପରି ପରିସ୍ଥିତିରେ ଏ ସବୁକୁ ଏକାବେଳେ ଡିଲିଟ୍ କରିବାକୁ ଜାଣନ୍ତୁ ପ୍ରକ୍ରିୟା।