• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Robot

Robot
ଆଉ ଘରେ ରହିବେନି ଚାକର; ଏଣିକି ଘର କାମ କରିବ ରୋବୋଟ !

ଖୁବଶୀଘ୍ର ଆପଲ୍‌ ପକ୍ଷରୁ ଏନେଇ ଏକ ପ୍ରୋଜେକ୍ଟ ଲଞ୍ଚ ହେବାକୁ ଯାଉଛି। ବାସ୍ତବରେ ଜଣେ ମଣିଷ ଘରେ ଯେଉଁସବୁ କାମ କରେ, ତାହା ଆଗାମୀ ଦିନରେ ରୋବୋଟ କରିବ ବୋଲି ଯୋଜନା ପ୍ରସ୍ତୁତ କରୁଛି ଆପଲ୍‌।

Robot
ଯୁଦ୍ଧରେ ସାମିଲ ହେବେ ରୋବୋଟ, ଚିନ୍ତାରେ ପୂରା ବିଶ୍ୱ; କ'ଣ ହେବ ଭବିଷ୍ୟତ ?

ମେସିନ କୁକୁର! ବର୍ତ୍ତମାନ ଚୀନ ମିଲିଟାରୀରେ ସାମିଲ ହେବାକୁ ଯାଉଛି ଏହି କୁକୁର । ଏହାକୁ ନେଇ ବିଶ୍ୱରେ ହଇଚଇ ସୃଷ୍ଟି ହୋଇଛି । ଦେଖିବାକୁ ଅବିକଳ କୁକୁର ପରି । କେବଳ ଫରକ ଏତିକି, ଏହା ଜୀବନ୍ତ ନୁହେଁ.. କେବଳ ମେସିନ ।

Robot Killed Man
ପରିବା ବାକ୍ସ ଭାବି ମଣିଷକୁ ମାରିଦେଲା ରୋବୋଟ୍‌

ଗୋଟିଏ ରୋବୋଟ ପରିବା ବାକ୍ସ ଭାବି ଜଣେ ମଣିଷକୁ ମାରି ଦେଇଛି । ସାଉଥକୋରିଆ ଜ୍ୟୋଙ୍ଗସାଙ୍ଗ ପ୍ରୋଭିନ୍ସର ଏକ କୃଷି ଉତ୍ପାଦ ବିତରଣ କେନ୍ଦ୍ରରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।

Robot
ବଜାରକୁ ଆସିବ ରଜନୀକାନ୍ତଙ୍କ ‘ଚିଟ୍ଟି’, ଯାହାକୁ ଦିଆଯିବ ଲାଇସେନ୍ସ ଟୁ କିଲ୍..!

ଏକ ମେସିନ୍‌କୁ ନିଜ ବୁଦ୍ଧିରେ ଗୁଳି କରିବା ପାଇଁ କ୍ଷମତା ଦେବା ସାଧାରଣ ମଣିଷ ସମାଜ ପାଇଁ କ୍ଷତିକାରକ ହୋଇପାରେ ବୋଲି ଅନେକ ତର୍କ କରୁଛନ୍ତି ।