ଏ ଚୋର ସାଧାରଣ ଚୋର ନୁହେଁ । ସୁଟ୍ ବୁଟ୍ ପିନ୍ଧି ବିବାହ ମଣ୍ଡପ ଯାଏ । ନିମନ୍ତ୍ରିତ ଅତିଥି ଭଳି ବ୍ୟବହାର କରେ । ମଉକା ଦେଖି ଗହଣାଗାଣ୍ଠି ଓ ଟଙ୍କା ଧରି ଚମ୍ପଟ ମାରେ । ଗହଳି ଭିତରେ ହିଁ ଚୋରି କରେ । ବାରମ୍ୱାର ଏଭଳି ଘଟଣା ଘଟିବା ପରେ ଚିନ୍ତାରେ ପଡିଯାଇଥିଲା ପୋଲିସ୍ । ପୁରୀରେ ହୋଟେଲ୍ କର୍ମଚାରୀ ଏହି ଚୋରକୁ ଧରି ପୋଲିସ୍ ଜିମା ଦେଇଛନ୍ତି ।
ଯଦି ଆପଣଙ୍କର ସନ୍ଦେହ ହୁଏ ଯେ ଆପଣଙ୍କ ହୋଟେଲ ରୁମ୍ରେ କୌଣସି ଏକ ହିଡେନ୍ କ୍ୟାମେରା ଥାଇପାରେ, ତେବେ ଆପଣ ସ୍ମାର୍ଟଫୋନ୍ ଦ୍ୱାରା ଏହାକୁ ଅତି ସହଜରେ ଜାଣିପାରିବେ। ତେବେ କିପରି ଯାଞ୍ଚ କରିବେ ଜାଣିବା ପାଇଁ ପଢନ୍ତୁ।
ଦିଲ୍ଲୀରେ ସ୍ୱଚ୍ଛ ବାୟୁ ଏକ ପ୍ରିମିୟମ ଅଫର୍ ପାଲଟିଛି, କେବଳ ସେହିମାନଙ୍କ ପାଇଁ ଉପଲବ୍ଧ ଯେଉଁମାନେ ଏହାକୁ ଟଙ୍କା ଦେଇ କିଣିପାରିବେ।
୨ ସପ୍ତାହ ଧରି ବିଭିନ୍ନ ବିମାନକୁ ମିଛ ବୋମା ଧମକ ଆସିବା ପରେ, ଏବେ ଦୁର୍ବୃତ୍ତଙ୍କ ଟାର୍ଗେଟରେ ଦେଶର ୨୫ରୁ ଅଧିକ ନାମୀଦାମୀ ହୋଟେଲ୍ ।
କ୍ଷମତାର ଛତ୍ରଛାୟାରେ ଯାଜପୁର ନେଉଳପୁର ଧର୍ମଶାଳା ଭବନ ପରିସରରେ ଥିବା ବଲ୍ଲେ ବଲ୍ଲେ ଢାବାର ଫିଟୁଛି ଗୁମର ।କିଏ କହୁଛନ୍ତି, ଏଇଠି ଚାଲିଥିଲା ରଙ୍ଗଶାଳା ତ ଆଉ କିଏ କହୁଛନ୍ତି ଜମୁଥିଲା ମଦମାଂସର ଆସର ।
ଯେତେବେଳେ ବି ଆପଣ ଏକ ହୋଟେଲରେ ରହିବାକୁ ଯାଆନ୍ତି, ଆପଣ ୩ରୁ ୪ ଦିନ ରହନ୍ତି । କେବେ ୫ ବର୍ଷ ରହିଛନ୍ତି କି ? ତେବେ ଜଣେ ବ୍ୟକ୍ତି ହୋଟେଲରେ ୫ ବର୍ଷ ମାଗଣା ରହିଲେ...ପରେ ନିଜକୁ ମାଲିକ କହିଲେ ! ଜାଣନ୍ତୁ କେମିତି...
ରାଉରକେଲାରେ ହୋଇଛି ଏକ ସୁନ୍ଦର ହୋଟେଲ। ଯାହାକି ଟ୍ରେନ୍ର ଏସି ବଗି ଭଳି ଦେଖାଯାଉଛି। ଏହାସହ ରହିବା ଓ ଖାଇବା ସୁବିଧା ମଧ୍ୟ ମିଳୁଛି।ଦୁଇଟି ଫ୍ଲୋରରେ ଚାଲିଛି ଏହି ହୋଟେଲ।