କେବଳ ହିଜବୁଲ୍ଲାର ଶୀର୍ଷ ନେତା ହସନ ନୁହଁନ୍ତି, ଇସ୍ରାଇଲେ କ୍ଷେପଣାସ୍ତ୍ର ଆକ୍ରମଣରେ ହେଜବୁଲ୍ଲାରେ ଆହୁରି ଅନେକ ଆତଙ୍କୀଙ୍କ ମୃତ୍ୟୁ ହୋଇଛି ।
ଲେବାନନରେ ହିଜବୁଲ୍ଲା ଆଡ୍ଡା ଉପରେ ଭୟଙ୍କର ଆକ୍ରମଣ । ହିଜବୁଲ୍ଲା ହମଲାର ଦୃଢ଼ ଜବାବ ଦେଲା ଇସ୍ରାଏଲ୍ । ପ୍ରଚଣ୍ଡ ଏୟାର ଷ୍ଟ୍ରାଇକରେ ବର୍ତ୍ତମାନ ସୁଦ୍ଧା ଗଲାଣି ୪୯୦ରୁ ଅଧିକ ଜୀବନ ।
ଆକ୍ରମଣରେ ରାନିଆଙ୍କ ସ୍ୱାମୀ ମଧ୍ୟ ମୃତ୍ୟୁ ବରଣ କରିଛନ୍ତି। ଗତକାଲି ତାଙ୍କ ପରିବାରର ୧୪ଜଣ ସଦସ୍ୟଙ୍କ ଅନ୍ତିମ ସଂସ୍କାର କରାଯାଇଛି।
ଇରାନ ଆକ୍ରମଣର ଗୋଟିଏ ଦିନ ପରେ ପ୍ରତିଶୋଧ ନେଇଛି ପାକିସ୍ତାନ। ଇରାନରେ ଥିବା ଆତଙ୍କୀ ଠିକଣା ଉପରେ ପାକିସ୍ତାନ ଆକ୍ରମଣ କରିଥିବା ସୂଚନା ମିଳିଛି।
ଏପ୍ରିଲ୍ ମାସଠାରୁ ସୁଦାନରେ ସେନା ଓ ପାରାମିଲିଟାରି ଫୋର୍ସଙ୍କ ମଧ୍ୟରେ ସଂଘର୍ଷ ଜାରି ରହିଛି ।
ଆଫଗାନିସ୍ତାନରେ ଏୟାର ଷ୍ଟ୍ରାଇକ୍ କରିଛି ପାକିସ୍ତାନ। ଆଫଗାନିସ୍ତାନର ସ୍ଥାନୀୟ ଅଧିକାରୀ ଏନେଇ ସ୍ପଷ୍ଟୀକରଣ କରିଛନ୍ତି । ଆଫଗାନିସ୍ତାନର ଖୋସ୍ତ ପ୍ରଦେଶରେ ପାକିସ୍ତାନ ଏୟାର ଷ୍ଟ୍ରାଇକ କରିଥିବା ନେଇ ସୂଚନା ଦେଇଛନ୍ତି।
ତାଲିବାନୀ ଜାଣିଛନ୍ତି ଭାରତକୁ ଆଡ଼ ଆଖିରେ ଚାହିଁବା ମାନେ ହିଁ ବିପଦ । ତାଲିବାନୀ ଯଦି ଭାରତକୁ ଟିକେ ବି କ୍ଷତି ପହଞ୍ଚାଇବାକୁ ଚିନ୍ତା କରନ୍ତି, ସେମାନଙ୍କ ଉପରେ ଏୟାର ଷ୍ଟ୍ରାଇକ୍ ହେବା ଥୟ ।
ସିରିଆର ଆମେରିକାର ଡ୍ରୋନ୍ ଷ୍ଟ୍ରାଇକ୍ । ଏହି ଡ୍ରୋନ୍ ଷ୍ଟ୍ରାଇକ୍ରେ ସିରିଆର ବରିଷ୍ଟ ନେତା ଅବଦୁଲ୍ ହାମିଦ୍ ଅଲ୍ ମାତରଙ୍କ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି । ଘଟଣାକୁ ନେଇ ସେଣ୍ଟ୍ରାଲ୍ କମାଣ୍ଡୋ ମୁଖପାତ୍ର ମେଜର ଜନ୍ ରିଗ୍ସବି କହିଛନ୍ତି, ଆମେରିକା କରିଥିବା ଏୟାର ଷ୍ଟ୍ରାଇକ୍ ଦ୍ୱାରା ଅଲକାଏଦାର ବରିଷ୍ଠ ନେତା ଅବଦୁଲ ହମିଦ ଅଲ-ମତାରଙ୍କ ଦେହାନ୍ତ ହୋଇଛି ।