ପୁଟିନଙ୍କ ଜୀବନ ପ୍ରତି ସବୁ ବେଳେ ରହିଛି ବିପଦ। ବିଶ୍ୱ ରାଜନୀତିରେ ବେଶ୍ ପ୍ରଭାବ ରଖିଥିବା ପୁଟିନଙ୍କ ଜୀବନ ପ୍ରତି ବିପଦ ଆଶଙ୍କା ବଢ଼ିଯାଇଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ତେବେ ଜାଣନ୍ତୁ, କେଉଁମାନେ ଅଛନ୍ତି ପୁଟିନଙ୍କ ସୁରକ୍ଷା ଦାୟିତ୍ୱରେ?
ଏୟାରପୋର୍ଟରେ ଅଫୁଟା ବୋମା, ଭୟରେ ଏପଟେ ସେପଟେ ଦୌଡ଼ିଲେ ଲୋକେ ।
ଝଡ଼ବାତ୍ୟା, ବନ୍ୟା, ଜଙ୍ଗଲ ନିଆଁ, ଏସବୁ କିଛି ବି ନୁହେଁ । ଆଗକୁ ଆସୁଛି ଆହୁରି ବିପଜ୍ଜନକ ସମୟ । ମାନବଜାତି ୨୦୩୦ ବେଳକୁ ବର୍ଷକୁ ୫୬୦ଟି ପ୍ରଳୟଙ୍କରୀ ଦୁର୍ବିପାକର ସାମ୍ନା କରିପାରେ ।
ଯୁଦ୍ଧର ପ୍ରଥମ ଦିନରେ ମେଜର ଷ୍ଟେପନ ୬ ଋଷୀୟ ବିମାନ ଉପରେ ଆକ୍ରମଣ କରିଥିଲେ। ହେଲେ ସେହି ସମୟରେ ତାଙ୍କର ନାଁକୁ ସାର୍ବଜନୀନ କରାଯାଇନଥିଲା ଓ ତାଙ୍କ ନାଁକୁ ଗୋପନ ରଖାଯାଇଥିଲା।
ଯୁଦ୍ଧ ପୋତକୁ ସମ୍ଭାବ୍ୟ ଅଣ୍ଡର୍ ଓ୍ୱାଟର୍ ବା ସମୁଦ୍ର ତଳ ଆକ୍ରମଣରୁ ସୁରକ୍ଷା ପ୍ରଦାନ ଲାଗି, ଋଷର ନୂଆ କୌଶଳ । ଶତ୍ରୁପକ୍ଷଙ୍କ ମାରଣାସ୍ତ୍ର ଉପରେ ନଜର ରଖିଛନ୍ତି ଡଲଫିନ୍
ଟ୍ୱିଟରକୁ ଯେତିକି ଟଙ୍କାରେ ଏଲେନ ମସ୍କ କିଣିଲେ ସେତିକି ଟଙ୍କାରେ ଇଣ୍ଡିଆରେ ୧୫୦ ଏମ୍ସ, ୩୫୦ ଷ୍ଟାଡ଼ିୟମ୍ ସହ ୨ ବର୍ଷ ପର୍ଯ୍ୟନ୍ତ ମିଳିପାରିଥାଆନ୍ତା ମାଗଣା ରାସନ। ଜାଣନ୍ତୁ କେତେ ଟଙ୍କାରେ ଟ୍ୱିଟରକୁ କିଣିଲେ ମସ୍କ
ଟ୍ୱିଟରକୁ କିଣିବା ପରେ ଏଲନ ମସ୍କ ସୋସିଆଲ ମିଡିଆରେ ଆହୁରି ସକ୍ରିୟ ରହୁଥିବା ନଜର ଆସିଛି। ଗୋଟିଏ ପରେ ଗୋଟିଏ ଟ୍ୱିଟ୍ କରିବାରେ ଲାଗିଛନ୍ତି।
୪୪ ବିଲିୟନ ଡଲାରରେ ଟ୍ୱିଟର କିଣିଲେ ଏଲନ ମସ୍କ। ଏହି ଟଙ୍କାରେ ଶ୍ରୀଲଙ୍କା ଋଣମୁକ୍ତ ହୋଇପାରେ। ଦୁଇ ବର୍ଷ ପାଇଁ ଭାରତରେ ୮୦ କୋଟି ଗରିବ ଲୋକଙ୍କୁ ମାଗଣା ଖାଦ୍ୟ ବଣ୍ଟନ କରାଯାଇପାରେ। AIIMS ପରି ୧୫୦ଟି ଡାକ୍ତରଖାନା ନିର୍ମାଣ ହୋଇପାରେ।
ପ୍ରଥମ ଥର ପାଇଁ ମଣିଷ ଶରୀରରେ H3N8 ବାର୍ଡ ଫ୍ଲ୍ୟୁ ଷ୍ଟ୍ରେନ୍ ଚିହ୍ନଟ କରାଯାଇଛି। ଚୀନର ଜଣେ ୪ ବର୍ଷୀୟ ବାଳକ H3N8 ଭାଇରସ୍ରେ ସଂକ୍ରମିତ ହୋଇଛନ୍ତି।
ପାକିସ୍ତାନର କରାଚୀ ବିଶ୍ୱବିଦ୍ୟାଳୟ ପରିସରରେ ବିସ୍ଫୋରଣ । ବିସ୍ଫୋରଣରେ ୪ ଜଣଙ୍କ ମୃତ୍ୟୁ ହେବା ସହ ଅନେକ ଆହତ ହୋଇଥିବାର ସୂଚନା ମିଳିଛି ।
ଆଦାନୀ ହେଲେ ବିଶ୍ୱର ୫ମ ଧନୀ ବ୍ୟକ୍ତି । ଦୁନିଆର ବହୁ ବଡ଼ ବଡ଼ ଧନୀକଙ୍କୁ ପଛରେ ପକାଇ ଦେଇଛନ୍ତି ଭାରତୀୟ ଉଦ୍ୟୋଗପତି ଗୌତମ ଆଦାନୀ ।
ପୁଣିଥରେ ଆମେରିକାକୁ ଚେତାବନୀ ଦେଲା ଋଷ । ଆମେରିକା ୟୁକ୍ରେନ୍କୁ ସାମରିକ ସହାୟତା ଯୋଗାଇ ଦେଉଥିବା ଅଭିଯୋଗ କରିଛି ଋଷ । ଯଦି ଆମେରିକା ବାରମ୍ବାର ୟୁକ୍ରେନ୍କୁ ଉନ୍ନତ ଅସ୍ତ୍ରଶସ୍ତ୍ର ପଠାଇବ, ତେବେ ଏହାର ପରିଣାମ ଖୁବ୍ ଖରାପ ହେବ ବୋଲି ଋଷ ଆମେରିକାକୁ ଚେତାଇ ଦେଇଛି ।
ପରାଜୟ ସ୍ୱୀକାର କଲେ ମରିନ୍ ଲେ ପେନ । ଦ୍ୱିତୀୟ ଥର ପାଇଁ ଇମାନୁଏଲ୍ ମାକ୍ରୋନ୍ ଫ୍ରାନ୍ସର ରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି ।
AA8(ଏଏ୮) ଲେଖାଥିବା ଏହି ନମ୍ବର ପ୍ଲେଟ୍କୁ ନିକଟରେ ନିଲାମ ଡକାଯାଇଥିଲା। ଏହାକୁ ଦୁବାଇର ଜଣେ ବ୍ୟକ୍ତି ପ୍ରାୟ ୭୦ କୋଟି ଟଙ୍କାରୁ ଅଧିକ ଦେଇ କିଣିଥିଲେ।
ଆପଣ ଅନେକ ବାହାଘର ଦେଖିଥିବେ। କେଉଁଠି ବର ଘୋଡା ଚଢି ଆସେ ତ ଆଉ କେଉଁଠି ଗାଡିରେ। ହେଲେ ଏବେ କନିଆର ମଣ୍ଡପ ଏଣ୍ଟ୍ରି ନିଆରା ହୋଇ ପଡିଛି। ଏକ ଭିଡିଓ ଭାଇରାଲ ହେଉଛି । ବେଲୁନରେ ଉଡି ଉଡି ଆସିଲା କନିଆ ।
ବିଭିନ୍ନ ସମୟରେ ବିଭିନ୍ନ ତଥ୍ୟ ସାମ୍ନାକୁ ଆସିଛି, ହେଲେ ସତ କଣ ତାହା ଜଣାପଡ଼ିନାହିଁ । ସେତେବେଳେ ଅତ୍ୟାଧୁନକି ଜ୍ଞାନକୌଶଳରେ ନିର୍ମିତ ଟାଇଟାନିକ୍ କେବେ ବି ବୁଡ଼ିବ ନାହିଁ ବୋଲି ଦାବି ହୋଇଥିଲା । ଇଶ୍ୱର ଚାହିଁଲେ ବି ଏହାକୁ ବୁଡ଼ାଇ ପାରିବେ ନାହିଁ ବୋଲି ଦାବି କରୁଥିଲେ ଇଞ୍ଜିନିୟରମାନେ
ସଂସଦ ହଲ ଭିତରେ ମନ୍ତ୍ରୀ ଜଣକ ଧଳା କୁର୍ତ୍ତା ଟେକି ପେଟକୁ କୁଣ୍ଡାଇ ହୋଇଥିଲେ। ଯାହାକୁ ନେଇ ଖୁବ ବର୍ଷିଲେ ଅଭିନେତ୍ରୀ।
ଆପଣ ଅନେକ ଡେଙ୍ଗା ଲୋକଙ୍କୁ ଦେଖିଥିବେ। ହେଲେ ଡେଙ୍ଗା ପରିବାରକୁ କେବେ ହେଲେ ଦେଖିନଥିବେ। ଏମିତି ଏକ ପରିବାର ଅଛି, ଯେଉଁଠି ସମସ୍ତଙ୍କ ଉଚ୍ଚତା ୬ ଫୁଟରୁ ଅଧିକ
ଟ୍ୱିଟରରେ ପ୍ରେଗ୍ନାଣ୍ଟ୍ ଇମୋଜି ସହ ବିଲ୍ ଗେଟ୍ସଙ୍କ ଫଟୋ ଶେଆର କରି ଏଲନ ମସ୍କ ମଜାକ ଉଡ଼ାଇଛନ୍ତି। ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତିଙ୍କ ଏଭଳି ମଜାଳିଆ ଟ୍ୱିଟ୍କୁ ଅନେକ ନାପସନ୍ଦ କରିଛନ୍ତି।
ବିଦେଶରେ ମଧ୍ୟ ମିଳୁଛି ଝାଲମୁଢ଼ି । ଝାଲମୁଢ଼ି ଖାଇବା ପାଇଁ ଲୋକଙ୍କ ଲମ୍ବା ଧାଡ଼ି ଲାଗୁଛି ।
ସାରା ବିଶ୍ୱକୁ ଏକ ପ୍ରକାର ଡରାଇ ରଖିଛି ଋଷ। କେତେବେଳେ ପରମାଣୁ ଅସ୍ତ୍ର କଥା କହି ଡରାଉଛି ତ ଆଉ କେତେବେଳେ କ୍ଷେପଣାସ୍ତ୍ର ପରୀକ୍ଷଣ କରି ଥରାଇ ଦେଉଛି ବିଶ୍ୱକୁ। ତେବେ ଦୁନିଆର ସବୁଠୁ ଶକ୍ତିଶାଳୀ କ୍ଷେପଣାସ୍ତ୍ର ‘ସରମାର୍ଟ’ ପରୀକ୍ଷଣ କରି ସବୁ ଦେଶର ନିଦ ହଜେଇ ଦେଇଛି
ଗତକାଲି ୟୁକ୍ରେନ୍ର ଚେର୍ଣ୍ଣିହିବ୍ରୁ ଏକ ଜୀବନ୍ତ ବୋମା ଉଦ୍ଧାର ହୋଇଛି । ପ୍ରାୟ ୫ ଶହ କିଲୋ ଓଜନ୍ର ଏହି ବୋମାକୁ ଚେର୍ଣ୍ଣିହିବ୍ ସହରର ଜନବସତିରୁ ଉଦ୍ଧାର କରାଯାଇଛି ।