• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

International Updates

Allow us to come to india the victim of gang rape in pok sought help from pm modi
ମୋଦିଙ୍କୁ ନେହୁରା ହେଲେ ଗଣବଳାତ୍କାରର ଶିକାର ହୋଇଥିବା ପୀଡିତା, କହିଲେ ଭାରତ ଆସିବାକୁ ଅନୁମତି ଦିଅ

ପାକ୍‌ ଅଧିକୃତ କାଶ୍ମୀରେ ଗଣବଳାତ୍କାରର ଶିକାର ହୋଇଥିବା ଜଣେ ମହିଳା ମୋଦିଙ୍କ ସାହାଯ୍ୟ ଲୋଡିଛନ୍ତି ।

New Pak PM Shehbaz Sharif’s Five Wives
ଇଏ ଏମିତି ଜଣେ ପ୍ରଧାନମନ୍ତ୍ରୀ, ଯିଏ ରଖିଛନ୍ତି ପାଞ୍ଚ ପାଞ୍ଚ ଜଣ ପତ୍ନୀ...

ପାକ୍‌ ପ୍ରଧାନମନ୍ତ୍ରୀଙ୍କୁ ନେଇ ବଢୁଛି ଚର୍ଚ୍ଚା। ଗୋଟିଏ ନୁହେଁ କି ଦୁଇଟି ନୁହେଁ ବରଂ ପାଞ୍ଚ ପାଞ୍ଚ ବିବାହ କରିଛନ୍ତି ଶେହବାଜ୍‌ ସରିଫ୍‌। ପୁଣି କେଉଁ ସ୍ତ୍ରୀର ୫ ପିଲା ତ ଆଉ କେଉଁ ସ୍ତ୍ରୀର ପିଲା ସଂଖ୍ୟା...

Shehbaz Sharif
ପ୍ରଧାନମନ୍ତ୍ରୀଙ୍କ ୫ ସ୍ତ୍ରୀ ! ଚର୍ଚ୍ଚାରେ ପାକ୍‌ ପିଏମ୍‌ ଶାହାବାଜ୍ ଶରିଫ୍, ପିତାଙ୍କ ବିନା ଅନୁମତିରେ ହୋଇଛି ବାହାଘର?

ଶାହାବାଜ୍ ଶରିଫଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଏବେ ପାକିସ୍ତାନ ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା ଚାଲିଛି । ଜଣେ ପ୍ରଧାନମନ୍ତ୍ରୀଙ୍କଠାରେ ଏହା ଶୋଭନୀୟ ନୁହେଁ ବୋଲି ଅନେକ ଉଲ୍ଲେଖ କରିଛନ୍ତି ।

How India and US agreed to differ on Ukraine war
ରୁଷିଆ-ୟୁକ୍ରେନ୍ ପ୍ରସଙ୍ଗରେ ନିଜସ୍ୱ ନିଷ୍ପତ୍ତି ନେବ ଭାରତ: ହ୍ୱାଇଟ୍‌ହାଉସ

ରୁଷିଆ-ୟୁକ୍ରେନ୍ ପ୍ରସଙ୍ଗରେ ନିଜସ୍ୱ ନିଷ୍ପତ୍ତି ନେବ ଭାରତ । ରାଷ୍ଟ୍ରପତି ବାଇଡେନ୍ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଭିଡିଓ କନ୍ଫେରେନ୍ସିଂରେ ଆଲୋଚନା ପରେ ହ୍ୱାଇଟ୍‌ହାଉସ ଏହା କହିଛି ।

Srilanka
ଲୋକଙ୍କ ଆନ୍ଦୋଳନ ଯେତିକି ତେଜୁଛି, ଦେଶର ଅର୍ଥନୀତି ସେତିକି ଡୁବୁଛି: ପ୍ରଧାନମନ୍ତ୍ରୀ

ବର୍ତ୍ତମାନ ସମୟରେ ଡିଫଲଟର୍ ହୋଇଛି ଶ୍ରୀଲଙ୍କା । ଏମିତିକି ଆବଶ୍ୟକ ସାମଗ୍ରୀ ଆମଦାନୀ କରିବାକୁ ବି ଶ୍ରୀଲଙ୍କା ପାଖରେ ବୈଦେଶିକ ମୁଦ୍ରା ନିଅଣ୍ଟ ପଡ଼ୁଛି ।

ରୁଷ୍‌ରୁ ଆମେ ମାସକରେ ଯେତେ ତେଲ କିଣୁଛୁ, ୟୁରୋପ ଦିନର ଗୋଟିଏ ବେଳାରେ ସେତିକି କିଣୁଛି: ଜୟଶଙ୍କର

ରୁଷିଆ- ୟୁକ୍ରେନ ମଧ୍ୟରେ ଚାଲିଛି ଘମାଘୋଟ ଯୁଦ୍ଧ । ଏହାରି ମଧ୍ୟରେ ରୁଷିଆକୁ ଆର୍ଥିକ ସ୍ତରରେ ଏକଘରିରିକିଆ କରି ଯୁଦ୍ଧ ବନ୍ଦ କରିବାର ସବୁ ପ୍ରକାର ଉଦ୍ୟମ କରୁଛି ଆମେରିକା ।

Shehbaz Sharif
ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଶାହାବାଜ୍ ଶରିଫ୍‌ଙ୍କ ସମ୍ପର୍କରେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ . .

୭୦ ବର୍ଷୀୟ ଶାହବାଜ ଶରିଫ୍ ୧୯୫୧ ମସିହା ସେପ୍ଟେମ୍ବର ୨୩ରେ ଏକ ପଞ୍ଜାବୀ ଭାଷାଭାଷି କାଶ୍ମୀରୀ ପରିବାରରେ ଜନ୍ମ ନେଇଥିଲେ । ସ୍ୱାଧୀନତା ପୂର୍ବରୁ ତାଙ୍କ ବାପା କାଶ୍ମୀର ଅନନ୍ତନାଗରୁ ପଞ୍ଜାବ ଅମୃତସର ଆସି ବ୍ୟବସାୟ କରୁଥିଲେ ଏବଂ ଦେଶ ବିଭାଜନ ପରେ ପୂରା ପରିବାର ଲାହୋର୍ ପଳାଇ ଯାଇଥିଲା

Richer than the queen
ବ୍ରିଟେନର ଧନୀ ତାଲିକାରେ ଭାରତୀୟ ବଂଶୋଦ୍ଭବ ମହିଳା : ମହାରାଣୀ ଦ୍ୱିତୀୟ ଏଲିଜାବେଥଙ୍କ ଠାରୁ ଧନୀ ଅକ୍ଷତା ମୂର୍ତ୍ତି

୪୨ ବର୍ଷିୟ ଅକ୍ଷତାଙ୍କ ପାଖରେ ଇନଫୋସିସରେ ପ୍ରାୟ ୧ ବିଲିୟନ ଡଲାରର ସେୟାର ରହିଛି । ଯେଉଁଥିଲାଗି ସେ ବ୍ରିଟେନ୍ ମହାରାଣୀ ଦ୍ୱିତୀୟ ଏଲିଜାବେଥଙ୍କ ଠାରୁ ମଧ୍ୟ ଅଧିକ ଧନୀ ବୋଲି କୁହାଯାଉ

Imran Khan
ଚାପୁଡ଼ା ମାରି ଇମ୍ରାନ୍‌ଙ୍କ ଠାରୁ ଇସ୍ତଫା ନେଲେ କି ବାଜଓ୍ୱା ?

ଗତ ୯ ତାରିଖ ରାତି ପ୍ରାୟ ୧୦ଟା ବେଳେ ତାଙ୍କ ସରକାରୀ ବାସଭବନରେ ଓହ୍ଲାଇଥିଲା ଏକ ହେଲିକପ୍ଟର । ଏଥିରେ ଜେନେରାଲ ଫୟାଜ୍ ହମିଦ୍ ଆସିଥିବା ଇମ୍ରାନ ଅନୁମାନ କରୁଥିଲେ । ମାତ୍ର ଯେତେବେଳେ ଜେନେରାଲ ବାଜଓ୍ୱା ଓ ଆଇଏସଆଇ ଡିଜି ନଦୀମ୍ ଅଂଜୁମଙ୍କୁ ଦେଖି ଇମ୍ରାନଙ୍କ ହୋସ୍ ଉଡିଯାଇଥିଲା

Shehbaz Sharif
ବଦଳିଲା ପାକ୍ ସରକାର, ଫେରିଲା ଶରିଫ ଶାସନ : ସୁଧୁରିବ କି ଭାରତ-ପାକିସ୍ତାନ ସଂପର୍କ?

ଭାରତ-ପାକିସ୍ତାନ ସଂପର୍କରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି କାଶ୍ମୀର । କାଶ୍ମୀର ପ୍ରସଙ୍ଗକୁ ନେଇ ଯେଉଁ ପର୍ଯ୍ୟନ୍ତ ପାକିସ୍ତାନ ଏହାର ଆଭିମୁଖ୍ୟ ପରିବର୍ତ୍ତନ ନ କରିଛି, ସେପର୍ଯ୍ୟନ୍ତ ଦୁଇ ଦେଶର ସଂପର୍କ ସ୍ୱାଭାବିକ ହେବାର ପ୍ରଶ୍ନ ହିଁ ଉଠୁନି

SRILANKA
ଖାଇବା ଆଗ, ସୁନା ପଛ : ଦାନା ମୁଠେ ପାଇଁ ଗହଣା ବିକୁଛନ୍ତି ଶ୍ରୀଲଙ୍କା ଲୋକ

ସୁନା ଗହଣା ଥିଲେ କଣ ହେବ? ତାକୁ ଦେଖିଲେ କଣ ପେଟ ପୂରିବ? ଏମିତି କହି ନିଜର ପିନ୍ଧା ସୁନା ଗହଣା ବିକି ଦେଉଛନ୍ତି ଶ୍ରୀଲଙ୍କା ଲୋକେ। କାରଣ ଏଠି ବଂଚିବା କଷ୍ଟକର ହୋଇ ପଡିଛି। ପେଟ ପାଇଁ ସୁନା ବିକି ଦେଉଛନ୍ତି ଏଠାକାର ଲୋକେ...

Imran Khan / Shahbaz Sharif
ଇମ୍ରାନ୍ ଆଉଟ୍ ! ନୱାଜ ସରିଫଙ୍କ ଭାଇ ଶାହାବାଜ ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ

ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ସାନ ଭାଇ ଶାହାବାଜ ସରିଫ୍ ।

US targets Putin’s daughters
ପୁଟିନଙ୍କ ଝିଅ ଉପରେ ଆମେରିକାର ଆଖି

ଋଷିଆ ବିରୋଧରେ ଆହୁରି କଠୋର ହୋଇଛି ଆମେରିକା। ଏଥର ଆମେରିକା ଟାର୍ଗେଟରେ ଋଷିଆର ରାଷ୍ଟ୍ରପତି ପୁଟିନଙ୍କ ଦୁଇ ଝିଅ। ସାର୍ବଜନୀନ ସ୍ଥାନରେ କମ୍‌ ନଜର ଆସୁଥିବା ପୁଟିନଙ୍କ ଦୁଇ ଝିଅଙ୍କୁ ଆମେରିକା କଟକଣାର ସାମ୍ନା କରିବାକୁ ପଡ଼ିଛି...

Boris Johnson Visits Ukraine
କିଭ୍‌ ରାସ୍ତାରେ ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କ ସହ ଚାଲି ଚାଲି ବୁଲିଲେ ରାଷ୍ଟ୍ରପତି ଜେଲେନ୍‌ସ୍କି

ରାଜଧାନୀ କିଭ୍‌ ସହର ରାସ୍ତାରେ ବୁଲୁଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନ୍‌ସ୍କି। ସାଙ୍ଗରେ ଅଛନ୍ତି ବ୍ରିଟିଶ ପ୍ରଧାନମନ୍ତ୍ରୀ। ସୋସିଆଲ ମିଡିଆରେ ଏ ଭିଡିଓ ଭାଇରାଲ ପରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

 Rise In Covid Case, China Prepares For Lockdown
ଚୀନରେ ପୁଣି ଡରାଇଲାଣି କରୋନା, ସାଙ୍ଘାଇ ସହର ଅବସ୍ଥା ସାଙ୍ଘାତିକ

ପୁଣି ଚୀନରେ କାୟା ମେଲାଇଛି କରୋନା। ପରିସ୍ଥିତି ସାଙ୍ଘାତିକ ହେଉଥିବାରୁ ଲକଡାଉନର କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର। ଏବେ ସାଙ୍ଘାଇ ସହରରେ ଜରୁରୀ ସାମଗ୍ରୀ ମିଳୁନଥିବାରୁ ରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହୋଇଛନ୍ତି ଲୋକେ।

‘secret nuclear briefcase’
ଭୟରେ ଥରହର ବିଶ୍ୱ : ସିକ୍ରେଟ୍ ନ୍ୟୁକ୍ଲିୟର ବ୍ରିଫକେସ୍ ଧରି ଯା’ଆସ କରୁଛନ୍ତି ପୁଟିନ୍

ବିଶ୍ୱକୁ ଡରାଇବା ଆରମ୍ଭ କରି ଦେଲେଣି ଋଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍। ପାଖେ ପାଖେ ଲଖୁଛନ୍ତି ସିକ୍ରେଟ୍ ନ୍ୟୁକ୍ଲିୟର ବ୍ରିଫକେସ୍। ପୁଟିନ୍ ଯୁଆଡେ ଯାଉଛନ୍ତି, ତାଙ୍କ ପଛେ ପଛେ ଜଣେ ବ୍ୟକ୍ତି କଳା ରଙ୍ଗର ବ୍ରିଫକେସ୍ ଧରି ବୁଲୁଛନ୍ତି।

Special Story
ସତ ହେବ କି ଭବିଷ୍ୟତବାଣୀ ? ୨୦୨୩ରେ ହେବ ତୃତୀୟ ବିଶ୍ୱଯୁଦ୍ଧ, ୟୁରୋପ ହେବ ଯୁଦ୍ଧକ୍ଷେତ୍ର

ଋଷ-ଯୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ବିଶ୍ୱରେ ତୃତୀୟ ବିଶ୍ୱଯୁଦ୍ଧର ମୂଳଦୁଆ ପକାଇଛି। ଏବେ ଦେଶ ଦେଶ ମଧ୍ୟରେ ଲାଗି ରହିଛି ମନାନ୍ତର ଓ ମତାନ୍ତର ପରିସ୍ଥିତି।

Ukrainian Girl Writes Emotional Letter To Mother Killed in War
ଋଷ-ୟୁକ୍ରେନ୍ ଯୁଦ୍ଧରେ ଚାଲିଗଲା ମାଆ... ଆବେଗଭରା ଚିଠି ଲେଖିଲା ୯ ବର୍ଷର ଝିଅ

କଥାଟା ଟିକେ ଅଡୁଆ ଲାଗୁଥିଲେ ବି ପ୍ରକୃତ କଥା ଜାଣିଲେ ଆପଣଙ୍କ ଆଖି ଛଳ ଛଳ ହୋଇଯିବ। ପୂରା ଘଟଣା ଜାଣିଲେ କେଇ ମିନିଟରେ ଆପଣଙ୍କ ଆଖିରୁ ଝରି ପଡିବ ଦୁଇ ଟୋପା ଲୁହ।

imran khan
ପାକିସ୍ତାନ ସଡ଼କରେ ଇମ୍ରାନଙ୍କ ସମର୍ଥକଙ୍କ ଶୋଭାଯାତ୍ରା : ସେନାଙ୍କୁ ଇଙ୍ଗିତ କରି ନାରା ଦେଉଛନ୍ତି ଜନତା

ପଡ଼ୋଶୀ ଦେଶର ରାଜନୈତିକ ଦୃଶ୍ୟପଟ୍ଟ ଲଗାତର ବିଗିଡ଼ିବାରେ ଲାଗିଛି । ଗୋଟିଏପଟେ ଆଜି ପାକିସ୍ତାନରେ ନୂଆ ପ୍ରଧାନମନ୍ତ୍ରୀ ଚୟନ ହେବାକୁ ଯାଉଥିବା ବେଳେ ଅନ୍ୟପଟେ ରାସ୍ତାରେ ଇମ୍ରାନ ସମର୍ଥକଙ୍କ ଭିଡ ଜମିଛି ।

shahbaz sharif and imran khan
ପାକ୍‌କୁ ମିଳିବ ନୂଆ ପ୍ରଧାନମନ୍ତ୍ରୀ

ପାକ୍‌କୁ ମିଳିବ ନୂଆ ପ୍ରଧାନମନ୍ତ୍ରୀ, ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀନବାବ ସରିଫଙ୍କ ଭାଇ ଶାହବାଜ ସରିଫ ହୋଇପାରନ୍ତି ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ । ଆଜି ଆପରାହ୍ନରେ ନ୍ୟାସନାଲ ଆସେମ୍ଲିରେ ଭୋଟ୍ । ଭୋଟିଂ ପରେ ଚିତ୍ର ସ୍ପଷ୍ଟ ହେବ କିଏ ହେବ ପାକିସ୍ତାନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ।

Modi-Biden virtual meeting today
ଆଜି ମୋଦି-ବାଇଡେନ୍‌ ଭର୍ଚୁଆଲ ବୈଠକ

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ମଧ୍ୟରେ ଭର୍ଚୁଆଲ ବୈଠକ ହେବ । ଏହି ବୈଠକରେ ଦୁଇ ଦେଶର ବିଭିନ୍ନ ପ୍ରସଙ୍ଗରେ ଜାରି ରହିଥିବା ଦ୍ୱିପାକ୍ଷିକ ସହଯୋଗ ଉପରେ ସମୀକ୍ଷା କରିବେ।

Many people injured due to trolley breakdown
ଛିଡିଲା ତ୍ରିକୁଟ ପର୍ବତର ରୋପୱେ ଟ୍ରଲି; ଅନେକ ଆହତ

ଦେଓଘରରେ ଦୁର୍ଘଟଣା। ଦେଓଘରର ତ୍ରିକୁଟ ପର୍ବତର ରୋପୱେ ଟ୍ରଲି ଛିଡିଯିବାରୁ ଅନେକ ଲୋକ ଆହତ ହୋଇଛନ୍ତି। ଅନେକ ଲୋକ ଦଉଡିରେ ଫସି ରହିଛନ୍ତି। ପ୍ରାୟ ଶହେ ଉପରେ ଲୋକ ଫସି ରହିଥିବା ସୂଚନା ମିଳୁଛି।

Imran Khan again blames foreign conspiracy
ପୁଣି ଆରମ୍ଭ ହେଲା ସ୍ୱାଧୀନତା ସଂଗ୍ରାମ: ଅନାସ୍ଥା ପ୍ରସ୍ତାବ ହାରିବା ପରେ ଇମ୍ରାନଙ୍କ ପ୍ରଥମ ପ୍ରତିକ୍ରିୟା

ସରକାରଙ୍କ ପତନ ଏବଂ କ୍ଷମତା ହରାଇବା ପରେ ମଧ୍ୟ ଇମ୍ରାନ ଖାନଙ୍କ ରାଜନୈତିକ ସଂଘର୍ଷ ଜାରି ରହିଛି। ସେ ପୁଣିଥରେ ତାଙ୍କ ସରକାର ପତନ ପାଇଁ ବିଦେଶୀ ଶକ୍ତିକୁ ଦାୟୀ କରିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ଟ୍ୱିଟ୍‌ କରି ଏହି ଷଡଯନ୍ତ୍ର ବିରୋଧରେ ସଂଗ୍ରାମ ଆରମ୍ଭ କରିବାକୁ ଘୋଷଣା କରିଛନ୍ତି।

imran
ଅନାସ୍ଥା ଭୋଟରେ ଇମ୍ରାନ୍ ଆଉଟ୍: ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ହୋଇପାରନ୍ତି ଶାହାବାଜ ସରିଫ୍

ଏବେ ପାକିସ୍ତାନର କ୍ଷମତା ଖେଳରେ ଶାହବାଜ ଶରିଫଙ୍କ ପାଳି । ପାକିସ୍ତାନର ବିରୋଧୀ ଦଳ ନେତା, ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ୱାଜ ଶରିଫଙ୍କ ସାନଭାଇ, ତଥା ପଞ୍ଜାବ ପ୍ରଦେଶର ତିନି ତିନି ଥର ମୁଖ୍ୟମନ୍ତ୍ରୀ ଶାହବାଜ ଶରିଫ୍

Imran Khan try to sack Army chief General Bajwa
କ୍ଷମତାରେ ରହିବା ପାଇଁ ଶେଷ ପର୍ଯ୍ୟନ୍ତ ଚେଷ୍ଟା କରିଥିଲେ ଇମ୍ରାନ,ବାଜୱାଙ୍କୁ ବିଦା ପାଇଁ ଷଡ଼ଯନ୍ତ୍ର !

କ୍ଷମତାରେ ରହିବା ପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଶେଷ ପର୍ଯ୍ୟନ୍ତ ଚେଷ୍ଟା କରିଥିଲେ। ପାକ୍ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ପାକିସ୍ତାନର ସେନା ମୁଖ୍ୟ ଜେନେରାଲ କମର ଜାଭେଦ୍‌ ବାଜୱାଙ୍କୁ ବିତାଡ଼ିତ କରିବାକୁ ଇମ୍ରାନ ଉଦ୍ୟମ କରିଥିଲେ ବୋଲି ଚର୍ଚ୍ଚା ହେଉଛି।