• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

International Updates

Russia-Ukraine War
ରାତିକ ଭିତରେ ୬୯ ସେନା ଭିତ୍ତିଭୂମି ଧ୍ୱଂସ କଲା ଋଷିଆ

ୟୁକ୍ରେନ୍ ବି ଜବାବୀ ହମ୍‌ଲା ଜୋରଦାର କରିଛି। 

Russia Ukraine War
ୟୁକ୍ରେନ ଉପରେ ରୁଷର ହାଇପରସୋନିକ୍ ମିଜାଇଲ ମାଡ଼

ରୁଷିଆର କିନଜାଲ୍ ହାଇପରସୋନିକ୍ ମିଜାଇଲର ଗତି ଶବ୍ଦ ଗତିର ୧୦ ଗୁଣା।

Imran Khan
ନିଜ ଦଳରେ ଇମ୍ରାନ୍‌ଙ୍କୁ ଝଟକା, କ୍ଷମତାଚ୍ୟୁତ କରିବାକୁ ଅଣ୍ଟା ଭିଡ଼ିଛନ୍ତି ସାଂସଦ 

ଟଳମଳ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ଆସନ । ତାଙ୍କ ସରକାରକୁ କ୍ଷମତାଚ୍ୟୁତ କରିବାକୁ ଅଣ୍ଟା ଭିଡ଼ିଛନ୍ତି ତାଙ୍କରି ଦଳ PTIର ସାଂସଦ ।

Joe Baiden and Xi Jinping
ଯୁଦ୍ଧରେ କାହାରି ହିତସାଧନ ହେବ ନାହିଁ: ଜିନପିଙ୍ଗ୍‌

ଋଷ ୟୁକ୍ରେନ ଯୁଦ୍ଧ ନେଇ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଏବଂ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ମଧ୍ୟରେ ଆଲୋଚନା ହୋଇଛି । ଉଭୟ ନେତାଙ୍କ ମଧ୍ୟରେ ପ୍ରାୟ ଦେଢ ଘଣ୍ଟା ଧରି ଅଲୋଚନା ହୋଇଥିଲା ।

 Ukraine Russia War
ୟୁକ୍ରେନରେ ଦାରୁଣ ମାନବୀୟ ସଂକଟ : ବାସହରା ଲକ୍ଷ ଲକ୍ଷ ଲୋକେ

ସହର କହିଲେ ଭାଙ୍ଗିରୁଜି ଯାଇଥିବା ଦରପୋଡ଼ା କୋଠା, ଥୁଣ୍ଟା ଗଛ, ଖାଁଖାଁ ପରିବେଶ । ଆଉ ଏଣେତେଣେ ପଳାଉଥିବା ଭିତତ୍ରସ୍ତ ଲୋକ । ୟୁକ୍ରେନର ଦକ୍ଷିଣ ପୂର୍ବରେ ଥିବା ପ୍ରମୁଖ ବନ୍ଦର ନଗରୀ ମାରିଉପୋଲର ଦୃଶ୍ୟ ଅତି ଦୟନୀୟ

Russia Ukraine War
୨୩ ଦିନରେ ଋଷ-ୟୁକ୍ରେନ୍ ଯୁଦ୍ଧ

ସହର କହିଲେ ଭାଙ୍ଗିରୁଜି ଯାଇଥିବା ଦରପୋଡ଼ା କୋଠା, ଥୁଣ୍ଟା ଗଛ, ଖାଁଖାଁ ପରିବେଶ, ଆଉ ଏଣେତେଣେ ପଳାଉଥିବା ଭିତତ୍ରସ୍ତ ଲୋକ। ଇଏ ୟୁକ୍ରେନ୍‌ର ଦକ୍ଷିଣ ପୂର୍ବରେ ଥିବା ପ୍ରମୁଖ ବନ୍ଦର ନଗରୀ ମାରିଉପୋଲର ଦୃଶ୍ୟ।

Russia Ukraine War
୨ଟି ଜୀବନ ରକ୍ଷାକାରୀ ଔଷଧ ହିଁ ଆମକୁ ଲୋଡ଼ା: WHO

ଋଷ ବ୍ଲାକ୍ ସିରୁ ଲିଭିବ୍‌ରୁ ୬ଟି ମିଜାଇଲ୍ ଛାଡ଼ିଥିବା ବେଳେ, ସେଥିରୁ ୨ଟିକୁ ଆକାଶମାର୍ଗରେ ନଷ୍ଟ କରିଦେଇଥିବା ଦାବି କରିଛି ୟୁକ୍ରେନ୍। 

Ukraine-Russia War
ପୁଟିନ୍‌ଙ୍କ ବଡ଼ ନିଷ୍ପତ୍ତି: ଦେଶ ସହ ବିଶ୍ୱାସଘାତକ କଲେ ହେବ ମୁଣ୍ଡକାଟ

ପୁଟିନ୍‌ଙ୍କ ବଡ଼ ନିଷ୍ପତ୍ତି। ଯୁଦ୍ଧବେଳେ ଯେଉଁମାନେ ବିଶ୍ୱାସଘାତକ କରିଛନ୍ତି ସେମାନଙ୍କର ହେବ ମୁଣ୍ଡକାଟ। ଆମେରିକା ଓ ଏହି ଦେଶକୁ ନେଇ ଦେଲେ କଡ଼ା ଟିପ୍ପଣୀ

Iskcon Radhakanta temple
ଇସ୍କନ ମନ୍ଦିରରେ ବଡ଼ ଧରଣର ଆକ୍ରମଣ : ଭଙ୍ଗାରୁଜା କଲେ ୨୦୦ରୁ ଅଧିକ ଲୋକ, ଅନେକ ଆହତ

ଗୁରୁବାର ରାତିରେ ବାଂଲାଦେଶର ରାଜଧାନୀ ଢ଼ାକାର ଏକ ମନ୍ଦିରକୁ କିଛି ଉଗ୍ରବାଦୀ ଟାର୍ଗେଟ କରିଥିଲେ । ମନ୍ଦିରରେ ଭଙ୍ଗାରୁଜା କରିବା ସହ ଲୁଟପାଟ୍‌ କରିଥିବା ଜଣାପଡ଼ିଛି

Vladimir Putin
ଯୁଦ୍ଧ ବେଳେ ପୁଟିନଙ୍କ ଚେତାବନୀ : ଦେଶରେ ବେଇମାନ୍‌ ଲୋକଙ୍କ ସ୍ଥାନ ନାହିଁ

କେବଳ ଏତିକି ନୁହେଁ ବରଂ ଋଷିଆରେ ରହି ଯେଉଁମାନେ ଋଷର ପଦକ୍ଷେପକୁ ସମାଲୋଚନା କରୁଛନ୍ତି ସେମାନଙ୍କୁ ମଧ୍ୟ ପୁଟିନ୍‌ କଡ଼ା ଚେତାବନୀ ଦେଇଛନ୍ତି ।

Imran Khan
ପୁଣି ଥରେ ଲଜ୍ଜିତ ହେଲା ପାକିସ୍ତାନ ! ଲଞ୍ଚ ହଉ ହେଉ ଫୁସ୍‌ ହୋଇଗଲା ମିସାଇଲ

ଏଏନ୍‌ଆଇ ପକ୍ଷରୁ ମିଳିଥିବା ଖବର ଅନୁଯାୟୀ, ସିଂଘର ଜମଶୁର ଇଲାକାରେ ଗୁରୁବାର ଦିନ ୧୨ଟା ସମୟରେ ଅଦ୍ଭୁତ ଧରଣର କିଛି ଜିନିଷ ଆକାଶରୁ ଖସୁଥିବା ଲୋକେ ଦେଖିଥିଲେ ।

Russia's Latest Video Of Testing
ଋଷିଆର ଲାଇଟନିଂ ହାଇପରସୋନିକ୍ ନ୍ୟୁକ୍ଲିୟର କ୍ଷେପଣାସ୍ତ୍ର ଭିଡିଓ ଭାଇରାଲ, ଭୟରେ ଥରୁଛି ୟୁକ୍ରେନ୍

ୟୁକ୍ରେନ ସପକ୍ଷରେ ଯିଏ ବାହାରିବ ତାକୁ ଦୃଢ ଜବାବ ଦିଆଯିବ। ଯୁଦ୍ଧ ସମୟରେ କ୍ଷେପଣାସ୍ତ୍ର ଭିଡିଓ ଜାରି କରି ସାରା ବିଶ୍ୱକୁ ଏମିତି ଚେତାବନୀ ଦେଇଛି ଋଷ। ଆଉ ବିଶ୍ୱକୁ ଚେତାଇ ଦେଇଛି ଯଦି ୟୁକ୍ରେନ ଯୁଦ୍ଧରେ କେହି ହସ୍ତକ୍ଷେପ କରେ ତାକୁ କେତେବେଳେ ଟାର୍ଗେଟ କରାଯିବ, ତାହା ଜାଣି ହେବନାହିଁ। ଏବେ ଦେଖନ୍ତୁ ସେହି ଭିଡିଓ...

Russia-Ukraine War
ଋଷିଆର ରକେଟ୍‌ ମାଡରେ ଟଳି ପଡ଼ିଲେ ଅଭିନେତ୍ରୀ

ରୁଷ୍‌ ସେନା ପକ୍ଷରୁ ହୋଇଥିବା ଆକ୍ରମଣରେ ୟୁକ୍ରେନର ଖାର୍କିଭରେ ରହୁଥିବା ଅଭିନେତ୍ରୀ ଓକସାନାଙ୍କ ମୃତ୍ୟୁ ହୋଇଛି। ରୁଷ୍‌ର ରକେଟ୍‌ ମାଡରେ ଓକସାନା ଆଖି ବୁଜିଛନ୍ତି।

Russia Ukrain War
ଡ୍ରାମା ଥିଏଟର ଉପରେ ବୋମା

ଋଷ ଟାର୍ଗେଟ୍‌ରେ ମାରିଉପୋଲ । ଆକ୍ରମଣ ନୁହେଁ ତ, ସତେ ଯେମିତି ଜାରି ରହିଛି ଗଣହତ୍ୟା । ଏଯାଏଁ ପ୍ରାଣ ହରାଇଲେଣି ପ୍ରାୟ ୩ ହଜାର ସାଧାରଣ ଲୋକ । ପୂର୍ବରୁ ସେଠାକାର ମାଟର୍ନିଟି ହସ୍ପିଟାଲ ଆକ୍ରମଣର ଶିକାର ହୋଇଥିବା ବେଳେ, ଏବେ ଡ୍ରାମା ଥିଏଟର୍ ଉପରେ ବୋମା ବର୍ଷଣ କରିଛି ପୁଟିନ ସେନା ।

Russia Ukrain War
ଧିରେ ଧିରେ ଧୀମା ପଡ଼ିଲାଣି ଋଷ, ମନ୍ଥର ହେଲାଣି ଆକ୍ରମଣ !

ଆକ୍ରମଣରେ ମୃତାହତଙ୍କ ସଂଖ୍ୟା ସାମ୍ନାକୁ ଆସିନଥିଲେ ବି, ଶହ ଶହ ଲୋକ ଧ୍ୱଂସାବଶେଷ ଭିତରେ ଫସିରହିଥିବା ଆଶଙ୍କା କରାଯାଉଛି ।

Narendra Modi
ଋଷ ବିପକ୍ଷରେ ଭୋଟ ଦେଲା ଭାରତ

ୟୁକ୍ରେନ୍ ବିରୋଧରେ ତୁରନ୍ତ ସାମରିକ କାର୍ଯ୍ୟାନୁଷ୍ଠାନ ବନ୍ଦ କରିବାକୁ ଇଣ୍ଟରନ୍ୟାସନାଲ କୋର୍ଟ ଅଫ୍ ଜଷ୍ଟିସ୍ ନିର୍ଦ୍ଦେଶ ଦେଇଥିବା ବେଳେ, କ୍ରେମ୍‌ଲିନ ଏହା ସମ୍ଭବ ନୁହେଁ ବୋଲି ସଫାସଫା ଶୁଣାଇଦେଇଛନ୍ତି ।

Karolina Bielawska
ପୋଲାଣ୍ଡ ସୁନ୍ଦରୀ କାରୋଲିନ୍ ବିଲାଓ୍ୱସ୍କା ହେଲେ ମିସ୍ ଓ୍ୱାର୍ଲଡ

ଆମେରିକାରେ ରହୁଥିବା ଭାରତୀୟ ବଂଶୋଭବ ଶ୍ରୀସାଇନି ପ୍ରଥମ ରନର୍ସଅଫ୍‌ ହୋଇଥିଲେ । ଆଇଭୋରି କୋଷ୍ଟର ଅଲିଭିଆ ୟାସେ ଦ୍ୱିତୀୟ ରନର୍ସ ଅଫ ହୋଇଛନ୍ତି ।

Ukraine President Zelenskyy Addresses US Congress
ଇମୋସନାଲ୍‌ ସ୍ପିଚ୍‌ ଦେଲେ, ଧ୍ୱସ୍ତ ବିଧ୍ୱସ୍ତ ୟୁକ୍ରେନର ଗ୍ରାଫିକ୍ସ ଚିତ୍ର ଦେଖାଇଲେ ୟୁକ୍ରେନ ରାଷ୍ଟ୍ରପତି

ଋଷିଆ-ୟୁକ୍ରେନ୍ ଯୁଦ୍ଧ ଭିତରେ ଆମେରିକୀୟ ସଂସଦକୁ ୟୁକ୍ରେନ ରାଷ୍ଟ୍ରପତି ଭୋଲ୍‌ଡିମିର ଜେଲେନସ୍କିଙ୍କ ଭାବପୂର୍ଣ୍ଣ ଅଭିଭାଷଣ ଦେଇଛନ୍ତି। ଆମେରିକୀୟ ସଂସଦରେ ନିଜ ବକ୍ତବ୍ୟ ରଖି ରୁଷ୍‌ର ବଳପୂର୍ବକ କାର୍ଯ୍ୟକୁ ବେଆଇନ୍ ଦର୍ଶାଇ ଆମେରିକାକୁ ଜେଲେନସ୍କି ଅଧିକ ସହାୟତା ମାଗିଛନ୍ତି।

Earthquake In Japan
ଆସିଲା, ଥରିଲା; ନେଲା ଜୀବନ...ଅନ୍ଧାରରେ ୨ କୋଟି ଘର

ବଡ଼ଧରଣର ଭୂକମ୍ପ ଝଟ୍‌କାରେ ଥରିଲା ଜାପାନ। ଟୋକିଓ ଠାରୁ ୨୯୭ କି.ମି. ଦୂର ଉତ୍ତରପୂର୍ବ ଦିଗରେ ଏହା କେନ୍ଦ୍ରୀଭୂତ ହୋଇଥିବା ଜଣାପଡ଼ିଛି। ଏହି ଶକ୍ତିଶାଳୀ ଭୂକମ୍ପରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୯୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।  

Ukraine Russia War
କିଭ୍ ଦଖଲ ପାଇଁ ଋଷ ସେନାର ପ୍ରୟାସ ଜାରି

ୟୁକ୍ରେନ ରାଜଧାନୀ କିଭ୍‌ସ୍ଥିତ ଏକ ୧୨ ମହଲା ଅଟ୍ଟାଳିକାକୁ ଟାର୍ଗେଟ କରିଛି ଋଷୀୟ ରକେଟ୍ । ଏଥିରେ ୨ ଜଣ ଆହତ ହୋଇଥିବା ବେଳେ ସୌଭାଗ୍ୟବଶତଃ କାହାରି ଜୀବନ ଯାଇନି ।

Ukraine Russia War
କିଭ୍ ସ୍ଥିତ ୧୨ ମହଲା ଅଟ୍ଟାଳିକାକୁ ଟାର୍ଗେଟ

୨୧ ଦିନରେ ପହଞ୍ଚିଛି ଋଷିଆ ୟୁକ୍ରେନ ଯୁଦ୍ଧ । ରାଜଧାନୀ କିଭ୍ ଦଖଲ ଲାଗି ଋଷ ସେନାର ପ୍ରୟାସ ଜାରି ରହିଛି । କିଭ୍ ଉପକଣ୍ଠରେ ଋଷ ସେନା ପକ୍ଷରୁ ଜୋରଦାର ଆକ୍ରମଣ କରାଯାଉଛି । ଅଧିକରୁ ଅଧିକ ବେସାମରିକ ବିଲଡିଂକୁ ଋଷ ସେନା ଟାର୍ଗେଟ କରୁଥିବା ଅଭିଯୋଗ ହୋଇଛି ।

ICJ
ରୁଷିଆକୁ ତାଗିଦ୍ କଲେ ICJ, ଯୁଦ୍ଧ ବନ୍ଦ କରିବାକୁ ଦେଲେ କଡ଼ା ନିର୍ଦ୍ଦେଶ

କୋର୍ଟଙ୍କ ନିଷ୍ପତ୍ତି ଉଭୟ ପକ୍ଷ ମାନିବାକୁ ବାଧ୍ୟ ବୋଲି କହିଲେ ICJ । ୟୁକ୍ରେନ୍ ବିପକ୍ଷରେ ତୁରନ୍ତ ଯୁଦ୍ଧ ବନ୍ଦ କରିବା ପାଇଁ ରୁଷିଆକୁ କଲେ ତାଗିଦ୍ ।

Earthquake
ଜାପାନ୍‌ରେ ଭୂ-କମ୍ପ ! ବିଚ୍ଛିନ୍ନ ହେଲା ବିଦ୍ୟୁତ ସେବା, ୨ କୋଟି ଘର ଅନ୍ଧାରରେ

ଭୂମିକମ୍ପ ଯୋଗୁଁ ବିଦ୍ୟୁତ ସେବା ବିଚ୍ଛିନ୍ନ ହେବା ସହ ୨ କୋଟି ଘର ଅନ୍ଧାରରେ ରହିଛି ।

zelensky With Biden
ଥମୁନି ଋଷର ନିଷ୍ଠୁରତା ! ଖୋଲାଖୋଲି ଆମେରିକାକୁ ଅସ୍ତ୍ରଶସ୍ତ୍ର ସହାଯ୍ୟ ମାଗିଲେ ରାଷ୍ଟ୍ରପତି ଜେଲେନ୍‌ସ୍କି

ଖାଲି ସେନା କି ସରକାରୀ ଭିତ୍ତିଭୂମି ନୁହେଁ, ବିଭିନ୍ନ ୟୁକ୍ରେନୀୟ ସହରର ଜନବସତି ଓ ଆପାର୍ଟମେଣ୍ଟ ଗୁଡ଼ିକୁ ଟାର୍ଗେଟ୍ ଏବେ କରୁଛି ଋଷ । ଲୋକେ ଯୁଦ୍ଧ ଭୟରେ ବାହାରକୁ ବାହାରିବା ପାଇଁ ଡରୁଥିବା ବେଳେ ଘର ଭିତର ବି ଆଉ ସୁରକ୍ଷିତ ନୁହେଃ ।

Union External Affairs Minister S Jaishankar
ବଡ଼ ଚାଲେଞ୍ଜ ଥିଲା ଅପରେସନ୍ ଗଙ୍ଗା : ରାଜ୍ୟସଭାରେ ବୈଦେଶିକ ମନ୍ତ୍ରୀଙ୍କ ବିବୃତି

ବିଶ୍ୱବିଦ୍ୟାଳୟ ଗୁଡ଼ିକ ପକ୍ଷରୁ ବି ମିଳିଥିଲା କ୍ୟାରିୟର୍ ନଷ୍ଟ ହୋଇଯିବାର ଧମକ । ଭାରତୀୟ ଦୂତାବାସର ଆଗୁଆ ଆଡଭାଇଜରି ସତ୍ତ୍ୱେ ୟୁକ୍ରେନରେ ରହିବାକୁ ନିଷ୍ପତ୍ତି ନେଇଥିଲେ ।