• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Texas

Flash Floods
Texas flash floods: ଆମେରିକାରେ ହାହାକାର... ମୃତ୍ୟୁ ସଂଖ୍ୟା ୪୩କୁ ବୃଦ୍ଧି

ଆମେରିକାରେ ଭୟଙ୍କର ବନ୍ୟା । ଝଡ଼ ତୋଫାନ ସହ ପ୍ରବଳ ବର୍ଷାରେ ସ୍ଥିତି ସଙ୍ଗୀନ । ବୁଡ଼ିଗଲା ଘରଦ୍ୱାର । ୪୩ ଜଣଙ୍କ ମୃତ୍ୟୁ । ଅନେକ ନିଖୋଜ । ଉଦ୍ଧାର କାର୍ଯ୍ୟ ଜାରି ।

Texas Flood
Texas Flood: ‍ପ୍ରବଳ ବର୍ଷା ଯୋଗୁଁ ବନ୍ୟାରେ ୨୪ ମୃତ...ସମର କ୍ୟାମ୍ପକୁ ଆସି ଅନେକ ନିଖୋଜ

ଶୁକ୍ରବାର ଟେକ୍ସାସର କିଛି ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିଲା । ଯାହା ପରେ ବନ୍ୟା ସ୍ଥିତି ଉପୁଜିଥିଲା । ଏନେଇ ପୂର୍ବରୁ କୌଣସି ସୂଚନା ଦିଆଯାଇନଥିଲା ।

Judge In Texas
ଭାରତରେ ଦିନ ମଜୁରିଆ ଥିଲେ, ସ୍କୁଲ ପଢ଼ା ଅଧାରୁ ଛାଡ଼ିଥିଲେ ! ଏବେ ଟେକ୍ସାସରେ ଜଜ୍‌

ଟେକ୍ସାସ୍‌ ଭଳି ଅଗ୍ରଣୀ ସହରରେ ଜଜ୍‌ ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀରେ ନିଯୁକ୍ତ ହୋଇଛନ୍ତି ।

Shooting in Texas Elementary School
ଆମେରିକାରେ ସ୍କୁଲରେ ପଶି ଆଖିବୁଜା ଗୁଳିମାଡ଼: ୨୧ ଛାତ୍ରଛାତ୍ରୀ ମୃତ

ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ଟେକ୍ସାସ ଗଭର୍ଣ୍ଣର ନିର୍ଦ୍ଦେଶ ଦେଇଛନ୍ତି।

Covid Test
କୋଭିଡ୍ ଟେଷ୍ଟ ପାଇଁ ଦରକାର ୪୦ ଲକ୍ଷ!

ଟେକ୍ସାସ୍‌ର ଜଣେ ବ୍ୟକ୍ତି କରୋନା ପରୀକ୍ଷା କରିବା ପରେ ହତବାକ୍‌ ହୋଇଗଲେ। କୋଭିଡ ଟେଷ୍ଟର ରିପୋର୍ଟକୁ ନୁହେଁ ବରଂ ବିଲ୍‌କୁ ଦେଖି ଚକିତ ହୋଇଗଲେ। ସମ୍ପୃକ୍ତ ବ୍ୟକ୍ତିଙ୍କର କୋଭିଡ ରିପୋର୍ଟ ନେଗେଟିଭ୍ ଆସିଥିଲା ସତ କିନ୍ତୁ ବିଲ୍ ଆସିଥିଲା ୪୦ ଲକ୍ଷ ଟଙ୍କା।