• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Russian President Vladimir Putin

Pavel Antov
ରାୟଗଡ଼ାରେ କୋଟିପତି ଋଷ ସାଂସଦଙ୍କ ରହସ୍ୟଜନକ ମୃତ୍ୟୁ, ରହିଛି କି ରାଷ୍ଟ୍ରପତି ପୁଟିନ୍‌ଙ୍କ ସମ୍ପୃକ୍ତି ?

ରାୟଗଡ଼ାରେ ରୁଷୀୟ ସାଂସଦ ପାଭେଲଙ୍କ ମୃତ୍ୟୁକୁ ନେଇ ସସ୍‌ପେନ୍ସ । ଗୋଟିଏ ହୋଟେଲ୍‌ରେ ୨ ଦିନରେ ୨ ରୁଷୀୟ ବନ୍ଧୁଙ୍କ ମୃତ୍ୟୁକୁ ନେଇ ହଲ୍‌ଚଲ୍ ।

putins birthday gift to ex italy pms
‘ ମୋ ଜନ୍ମଦିନରେ ପୁଟିନ ଉପହାର ଦେଲେ ୨୦ ଭୋଡ୍‌କା ଆଉ..’

ଇଟାଲିର ପୂର୍ବତନ ପ୍ରଧାନମନ୍ତ୍ରୀ ସିଲ୍‌ବିୟୋ ବର୍ଲୁସ୍କୋନି ପୁଣି ଥରେ ରୁଷ ରାଷ୍ଟ୍ରପତିଙ୍କ ସହ ନିଜ ବନ୍ଧୁତାକୁ ନେଇ ବିବାଦ ଘେରରେ। ନିକଟରେ ତାଙ୍କର ଏକ ଅଡିଓ ଭାଇରାଲ ହୋଇଛି। ଏଥିରେ ସିଲ୍‌ବିୟୋ କହୁଛନ୍ତି, ତାଙ୍କ ଜନ୍ମଦିନରେ ରୁଷ୍‌ ରାଷ୍ଟ୍ରପତି ପୁଟିନ୍‌।

Russian Missiles Strike
କିଭ୍ ଉପରେ ପ୍ରଚଣ୍ଡ ଆକ୍ରମଣ କରିଛି ଋଷ ସେନା

ଏବେ ଯାଏଁ ଜଳୁଛି କାର, ଜଳୁଛି ବହୁତଳ ଅଟ୍ଟାଳିକା । ଆକାଶରେ କଳା ଧୁଆଁର ବାଦଲ ଦେଖାଯାଇଛି । ବିସ୍ଫୋରଣ ଏତେ ପ୍ରଚଣ୍ଡ ଯେ, ସୃଷ୍ଟି ହୋଇଛି ପୋଖରୀ ଭଳି ଗର୍ତ୍ତ ।

putin
ଧମକ ଦେଲେ ପୁଟିନ୍‌ : ‘ଦରକାର ହେଲେ ପ୍ରୟୋଗ କରାଯିବ ପରମାଣୁ ଅସ୍ତ୍ର’

ଦେଶବାସୀଙ୍କୁ ଟେଲିଭିଜନ ବାର୍ତ୍ତା ଦେଇ ଚେତାଇଲେ ପୁଟିନ୍

Know Why Russian President Vladimir Putin not wish PM Modi for his birthday
ମୋଦିଙ୍କୁ ଆଡଭାନ୍ସ ହାପି ବାର୍ଥ ଡେ’ କାହିଁକି କହିଲେନି ପୁଟିନ୍‌ ?

ଋଷ୍‌ ରାଷ୍ଟ୍ରପତି ପୁଟିନ୍‌ ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନ ସମ୍ପର୍କରେ ଜାଣିଥିଲେ ମଧ୍ୟ ସେ ଆଗୁଆ ଜନ୍ମଦିନର ଶୁଭେଚ୍ଛା ଜଣାଇ ନଥିଲେ। ପୁଟିନ୍‌ ଜାଣିଥିଲେ ଯେ, ଶନିବାର ମୋଦିଙ୍କ ଜନ୍ମଦିନ। ହେଲେ ସେ ସାକ୍ଷାତ ବେଳେ ଆଗୁଆ ଜନ୍ମଦିନର ଶୁଭେଚ୍ଛା ଜଣାଇ ନଥିଲେ।

pak pm getting embarrassed while meeting with vladimir putin
ଇୟରଫୋନ ଲଗାଇ ନ ପାରି ହଟହଟା ହେଲେ ପାକ୍‌ ପ୍ରଧାନମନ୍ତ୍ରୀ: ହସ ରୋକି ପାରିଲେନି ପୁଟିନ

ଇୟରଫୋନକୁ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ସେହବାଜ ଶରିଫଙ୍କୁ ରୁଷ ରାଷ୍ଟ୍ରପତି ଭ୍ଲାଦିମାର ପୁଟିନଙ୍କ ସାମ୍ନାରେ ବେଶ ହଟହଟା ହେବାକୁ ପଡ଼ିଛି। ବହୁ ଚେଷ୍ଟା କରି ବି କାନରେ ଇୟରଫୋନ ଲଗାଇ ପାରିଲେନି ପାକ ପ୍ରଧାନମନ୍ତ୍ରୀ। ଶରିଫଙ୍କର ଏପରି ଅବସ୍ଥା ଦେଖି ପୁଟିନ୍‌ ନିଜ ହସକୁ ରୋକି ପାରି ନ ଥିଲେ। ଶେଷରେ କିପରି ପିନ୍ଧିବାକୁ ହେବ ତାହା ମଧ୍ୟ ଦେଖାଇଥିଲେ। ତଥାପି କାନରେ ଇୟରଫୋନ ଲଗାଇବାରେ ବିଫଳ ହୋଇଥିଲେ ପାକ୍‌ ପ୍ରଧାନମନ୍ତ୍ରୀ। ଉଜବେକିସ୍ଥାନରେ ଚାଲିଥିବା କ୍ଷେତ୍ରୀୟ ସମ୍ମେଳନରେ ଗତକାଲି ଏପରି ଅପ୍ରୀତିକର ପରିସ୍ଥିତି ଦେଖିବାକୁ ମିଳିଥିଲା। ଏହାର ଭିଡିଓ ଏବେ ଭାଇରାଲ ହୋଇଛି।

Russian President Vladimir Putin Given 3 Years To Live
ଆଉ ମାତ୍ର ୩ ବର୍ଷ ବଞ୍ଚିବେ ପୁଟିନ ! ବିଗୁଡ଼ିଛି ସ୍ୱାସ୍ଥ୍ୟାବସ୍ଥା

ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌(Vladimir Putin)ଙ୍କ ସ୍ୱାସ୍ଥ୍ୟାବସ୍ଥା ଆହୁରି ବିଗିଡ଼ିବାରେ ଲାଗିଛି। ଏନେଇ ରୁଷ୍‌ ସ୍ପାଏ ଏଜେନ୍ସି FSB ଏକ ରିପୋର୍ଟରେ ଏସମ୍ପର୍କରେ ସୂଚନା ଦେଇଛି।

Russian President Vladimir Putin
ପୁଟିନଙ୍କୁ ବ୍ଲଡ୍‌ କ୍ୟାନ୍ସର ! ଜୀବନ ମରଣ ସହ କରୁଛନ୍ତି ସଂଘର୍ଷ !

ଭ୍ଲାଦିମିର୍‌ ପୁଟିନ୍‌(Vladimir Putin)ଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ସୂଚନା ମିଳିଛି। ସେ ବ୍ଲଡ୍‌ କ୍ୟାନ୍ସରରେ ଆକ୍ରାନ୍ତ ହୋଇଥିବା ଏକ ସିକ୍ରେଟ୍‌ ରିପୋର୍ଟରୁ ଜଣାପଡ଼ିଛି।

Ukraine Russia War
ଦାବି ମାନିଲେ ୟୁକ୍ରେନ ସହ ଆଲୋଚନା ପାଇଁ ପ୍ରସ୍ତୁତ, ପୁଟିନ ରଖିଲେ ଏମିତି ସର୍ତ୍ତ...

ୟୁକ୍ରେନର ସହର ଗୁଡ଼ିକରେ ବୋମା ବର୍ଷଣ ଅଭିଯୋଗକୁ ପୁଟିନ ଖଣ୍ଡନ କରିଛନ୍ତି। ୟୁକ୍ରେନର ସହର ଗୁଡ଼ିକରେ ବୋମା ବର୍ଷଣ ଖବର ମିଥ୍ୟା। ଏନେଇ ଋଷିଆ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।