• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

International Updates

Brazilian Body Builder Valdir Segato Dies On His Birthday
ମହଙ୍ଗା ପଡ଼ିଲା ଶକ୍ତି ବର୍ଦ୍ଧକ ଇଞ୍ଜେକ୍ସନ, ଜନ୍ମଦିନରେ ବଡି ବିଲ୍ଡରଙ୍କ ମୃତ୍ୟୁ

ବ୍ରାଜିଲର ବଡି ବିଲ୍ଡର ତଥା ଟିକ୍‌ଟକ୍‌ ଷ୍ଟାର୍‌ ଭ୍ଲାଦିର୍‌ ସେଗାତୋ ମସଲ୍‌ ବଢ଼ାଇବା ପାଇଁ ଏମିତି କିଛି ଉପାୟ ଆପଣାଇଲେ ଯେଉଁଥିରେ ତାଙ୍କର ଜୀବନ ଚାଲି ଯାଇଛି। ‘ହଲ୍‌କ’ ନାମରେ ଜଣାଶୁଣା ବ୍ରାଜିଲର ଏହି ବଡି ବିଲ୍ଡର ୨୩ ଇଞ୍ଚ ବାଇସ୍ପେସ୍‌ କରିବା ପାଇଁ ଏକ ବିପଦପୂର୍ଣ୍ଣ ଅଏଲର ଇଞ୍ଜେକ୍ସନ ନେଇଥିଲେ।

US Speaker Nancy Meets Taiwan President
ଚୀନ-ତାଇୱାନ୍‌ ଟେନ୍‌ସନ: ତାଇୱାନ୍‌ ସପକ୍ଷରେ ବାହାରିଲା ଆମେରିକା

ଆମେରିକା ସିନେଟ୍‌ର ବାଚସ୍ପତି ତାଇୱାନ୍‌କୁ ଖୋଲା ସମର୍ଥନ ଜଣାଇଛନ୍ତି। ସବୁବେଳେ, ସବୁ ପରିସ୍ଥିତିରେ ତାଇୱାନ୍‌ ସହ ଆମେରିକା ଛିଡ଼ା ହୋଇଥିବା ନାନ୍ସି ପେଲୋସି ଆଶ୍ୱାସନା ଦେଇଛନ୍ତି।

 Ayman al-Zawahri
9/11 ଆକ୍ରମଣର ୨୧ ବର୍ଷ ପରେ ବଦଲା ନେଲା ଆମେରିକା

୨୧ ବର୍ଷ ତଳେ ଘଟିଥିବା ନିଷ୍ଠୁର ନରସଂହାରର କଡ଼ା ବଦଲା । ୨ ଦଶନ୍ଧିର ଅପେକ୍ଷା ପରେ ଆତଙ୍କୀ ମାଟିରେ ହିଁ ଶତ୍ରୁକୁ ବିନାଶ କଲା ଆମେରିକା ।

China America
ଚୀନ-ତାଇୱାନ୍ ମଧ୍ୟରେ ବଢ଼ୁଛି ତିକ୍ତତା ! କେତେବେଳେ ବି ହୋଇପାରେ ଯୁଦ୍ଧ..

ଚୀନ୍‌ର ଚେତାବନୀ ସତ୍ତ୍ୱେ ତାଇପାଇରେ ପହଞ୍ଚିଲେ ଆମେରିକା ସିନେଟ୍‌ର ବାଚସ୍ପତି । ନିଆଁରେ ଘିଅ ଢାଲିବା ସଦୃଶ କାମ କରୁଛି ଆମେରିକା ବୋଲି କହିଲା ଚୀନ୍ ।

Hellfire Missile
ଅଲ କାଏଦା ମୁଖ୍ୟ ଜଓ୍ୱାହିରିକୁ ମାରିଛି ହେଲିଫାୟାର ମିଶାଇଲ୍, ଯେଉଁଥିରେ ନଥିଲା ଟିକେ ବି ବାରୁଦ

ଏହି ମିଶାଇଲ୍‌ଟି ଲେଜର ଭଳି କାମ କରିଥାଏ । ଯେଉଁଠିକୁ ଟାର୍ଗେଟ କରାଯାଇଥାଏ ସେହିଠାରେ ହିଁ କ୍ଷତି ଘଟାଇଥାଏ । ଅର୍ଥାତ ଯାହାକୁ ଟାର୍ଗେଟ କରାଯାଏ, ସେ ବଞ୍ଚିବା ମୁସ୍କିଲ ହୋଇଯାଏ ।

  • Tuesday, 02 August 2022
Al Qaeda Chief Killed In US Airstrike
ଅଲ୍-କାଏଦା ମୁଖ୍ୟକୁ ସଫା କରି ୩,୦୦୦ ପରିବାରର ବଦ୍‌ଲା ନେଲା ଆମେରିକା

ଜଓ୍ୱାହିରିର ମୃତ୍ୟୁ ଫଳରେ ୨୦୦୧ ଆକ୍ରମଣରେ ପ୍ରାଣ ହରାଇଥିବା ୩,୦୦୦ ଲୋକଙ୍କ ପରିବାରକୁ ନ୍ୟାୟ ମିଳିଛି ବୋଲି ଆମେରିକା ରାଷ୍ଟ୍ରପତି କହିଛନ୍ତି। ତେବେ ଏହି ଡ୍ରୋନ୍ ଆକ୍ରମଣରେ କୌଣସି ସାଧାରଣ ନାଗରିକଙ୍କର ମୃତ୍ୟୁ ହୋଇନଥିବା ସେ କହିଛନ୍ତି।

Man Chops Off Cop's Ears, Lips For Having Affair With His Wife
ମହଙ୍ଗା ପଡିଲା ବ୍ଲାକମେଲିଂ: ରସିକିଆ ପୋଲିସ ବାବୁଙ୍କ କାନ,ନାକ ଓ ପାଟିକୁ କାଟିଦେଲା ଯୁବକ

ମହିଳାଙ୍କୁ ବ୍ଲାକମେଲିଂ କରୁଥିଲେ ରସିକିଆ ପୋଲିସ ବାବୁ...ଧାରୁଆ ଅସ୍ତ୍ରରେ କାନ,ନାକ ଓ ପାଟିକୁ କାଟିଦେଲା ମହିଳାଙ୍କ ସ୍ୱାମୀ...

If caught drunk driving in uk you could face jail or fined up to 24 lakh rupee
ଏଣିକି ମଦ୍ୟ ପାନ କରି ଗାଡି ଚଲାଇବା ପଡିବ ମହଙ୍ଗା: ମୋଟା ଅଙ୍କର ଫାଇନ୍ ସହ ଜେଲ୍‌‌ଦଣ୍ଡାଦେଶ !

ସରକାରଙ୍କ ବଡ ପଦକ୍ଷେପ । ନିଶାଖୋରଙ୍କ ପକେଟରୁ ଯିବ ଲକ୍ଷ ଲକ୍ଷ ଟଙ୍କା...

Al-Qaeda Chief Al-Zawahiri Killed In Afghanistan
ଡ୍ରୋନ୍‌ ଆକ୍ରମଣ କରି ବଡ଼ ଆତଙ୍କବାଦୀକୁ ସଫା କଲା ଆମେରିକା

ଆଫଗାନିସ୍ତାନର କାବୁଲରେ ଆମେରିକା ସୈନ୍ୟର ଡ୍ରୋନ୍ ଆକ୍ରମଣରେ ଅଲ୍-କାଏଦା ମୁଖ୍ୟ ଅଲ୍ ଜଓ୍ୱାହିରି ନିହତ ହୋଇଛି। ଏନେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ସୂଚନା ଦେଇଛନ୍ତି।

Forced To Work As
ମହିଳା ଗାର୍ଡଙ୍କ ଅଭିଯୋଗ: ‘ଯୌନଦାସୀ’ ଭାବେ ରହିବାକୁ ବାଧ୍ୟ କରାଯାଉଛି

ଜେଲ୍‌ରେ ‘ଯୌନଦାସୀ’ ଭାବେ ରହିବାକୁ ବାଧ୍ୟ କରାଯାଉଥିବାର ଅଭିଯୋଗ ଆଣିଲେ ମହିଳା ଗାର୍ଡ...

Special story
ଉଡ଼ନ୍ତା ବିମାନରୁ ଖସି ପଡ଼ିଲେ ପାଇଲଟ୍ : ଟୁକୁଡ଼ା ଟୁକୁଡ଼ା ହୋଇଗଲା ଶରୀର

ବିନା ପାରାଚ୍ୟୁଟ୍‌ରେ ବିମାନରୁ କିପରି ଡେଇଁଲେ ପାଇଲଟ୍ ? ହତ୍ୟା ନା ଦୁର୍ଘଟଣା ?

Chinese Rocket Debris Lights Up Night Sky
ହଠାତ୍‌ ଚମକିଲା ଆକାଶ, ଲୋକେ ଦେଖି ଭୟଭୀତ...ଭିଡିଓ ଭାଇରାଲ୍‌

ଭାଇରାଲ୍‌ ଭିଡିଓରେ ଦେଖିବାକୁ ମିଳିଛି, ଲାଲ୍‌, ନୀଳ ଓ ହଳଦିଆ ରଙ୍ଗର ଚମକ ଭଳି ଦିଶୁଥିବା ଏକ ଜିନିଷ ଆକାଶରେ ଅତିକ୍ରମ କରୁଛି। କିଛି ଲୋକ ହଠାତ୍‌ ଏହା ଦେଖି ବ୍ୟତିବ୍ୟସ୍ତ ହୋଇପଡ଼ିଥିଲେ। 

Mother of 12 children wants more babies
୧୨ ସନ୍ତାନର ମା’ ହୋଇ ବି ସନ୍ତୁଷ୍ଟ ନୁହନ୍ତି ଏହି ମହିଳା

ମା’ ହେବା ଆନନ୍ଦ ସତ କିନ୍ତୁ ଏହା କେତେ ଯନ୍ତ୍ରଣାଦାୟକ ତାହା ଅନୁଭବୀ ହିଁ ଜାଣେ। ଆଜିର ମହିଳାମାନେ ଗୋଟିଏ ସନ୍ତାନରେ ସନ୍ତୁଷ୍ଟ ହୋଇଯାଉଥିବା ବେଳେ ଏମିତି ବି ଜଣେ ମହିଳା ଅଛନ୍ତି ଯିଏ ୧୨ ସନ୍ତାନର ଜନନୀ ହୋଇ ବି ସନ୍ତୁଷ୍ଟ ନାହାନ୍ତି।

Mirabai Chanu
ଭାରତ ପାଇଁ ଗର୍ବ ! CWGରେ ପ୍ରଥମ ସ୍ୱର୍ଣ୍ଣ ଜିତିଲେ ମିରାବାଈ ଚାନୁ

ଗୋଟିଏ ଦିନରେ ହିଁ ଭାରତ ପାଇଛି ୩ ଟି ପଦକ । ସେଥିରେ ଗୋଟିଏ ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ, ଗୋଟିଏ ବ୍ରୋଞ୍ଜ ପଦକ ସାମିଲ ରହିଛି ।

UAE Flood
ମରୁଭୂମିରେ ଜଳପ୍ରଳୟ ! ଜଳାର୍ଣ୍ଣବ UAE, ୩ ଦଶନ୍ଧିର ରେକର୍ଡ ଭାଙ୍ଗିଲା ବର୍ଷା

୭ ପ୍ରବାସୀ ଏସୀୟଙ୍କ ମୃତ୍ୟୁ । ଜଳବାୟୁ ପରିବର୍ତ୍ତନ ଓ ଜଳ ନିଷ୍କାସନ ଭିତ୍ତିଭୂମିର ଅଭାବରୁ ବନ୍ୟା ।

Special story
ଶେହବାଜ ସରିଫ ଏବଂ ଇମ୍ରାନ ଖାନଙ୍କ ମଧ୍ୟରେ ବାକ୍ ଯୁଦ୍ଧ : ଅର୍ଥନୀତି ପତନକୁ ନେଇ ସରକାରଙ୍କୁ ଘେରିଲେ ବିରୋଧୀ

ଆଇନ ଆଖିରେ ଧୁଳି ଦେଇ ପ୍ରଧାନମନ୍ତ୍ରୀ ସରିଫ୍ ଜାତୀୟ ସମ୍ପତ୍ତିକୁ ବିକ୍ରି ଓ ବନ୍ଧା ପକାଇବାକୁ ଯାଉଥିବା ସିରିଜ ଅଫ୍ ଟୁଇଟରେ ଉଲ୍ଲେଖ କରିଛନ୍ତି

Special story
ସଙ୍କଟ ମଧ୍ୟରେ ଲଙ୍କାରେ ବଢ଼ୁଛି ବେଶ୍ୟାବୃତ୍ତି : ଦାନା ପାଇଁ ଦେହ ବିକିବାକୁ ବାଧ୍ୟ ମହିଳା

ପରିବାର ପାଇଁ ବେଶ୍ୟାବୃତ୍ତି କରିବାକୁ ବାଧ୍ୟ ହେଉଛନ୍ତି ସିଂହଳୀ ମହିଳା ।

The flood in UAE was caused by heavy rain on Thursday.
ୟୁଏଇରେ ତାଣ୍ଡବ ରଚୁଛି ବର୍ଷା, ରାସ୍ତାରେ କାଗଜ ଡଙ୍ଗା ପରି ଭାସିଲା କାର୍ 

ତେବେ ୟୁଏଇ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

Kim Jong-un threatens to use nuclear weapons against America
ଆମେରିକା ଉପରେ ପରମାଣୁ ବୋମା ପକାଇବ ଉତ୍ତର କୋରିଆ !

ଆମେରିକା ଉପରେ ପରମାଣୁ ବୋମା ପକାଇବାକୁ ଧମକ ଦେଇଛି ଉତ୍ତର କୋରିଆ...

Special Story
୩୯ ଥର ରିଜେକ୍ଟ ହେଲେ, ୪୦ ରେ ସଫଳ ହେଲେ

କଷ୍ଟ କଲେ କୃଷ୍ଣ ମିଳେ । ସେହିଭଳି ଏକ କାହାଣୀ ରହିଛି, ଯିଏ ଚାକିରି ପାଇଁ ୩୯ ଥର ରିଜେକ୍ସନ ପାଇବା ପରେ ୪୦ ଥରରେ ଗୁଗୁଲ୍‌ରେ ଚାକିରି ପାଇଥିଲେ ।

Special story
ମୃତ୍ୟୁର ସେଲ୍ଫି : ହେଲିକପ୍ଟର ସହ ଫଟୋ ଉଠାଇବା ବେଳେ ଗଣ୍ଡିରୁ ମୁଣ୍ଡ ଅଲଗା

ହେଲିକପ୍ଟର ସହ ସେଲ୍ଫି ନେଉ ନେଉ ଜୀବନ ଚାଲିଗଲା ।

7.0 Magnitude Earthquake Hits Northern Philippines
ସକାଳୁ ସକାଳୁ ଭୟଙ୍କର ଭୂକମ୍ପ: ଭୁଶୁଡ଼ିଲା ଘର, ଭୟରେ ଘର ବାହାରକୁ ଚାଲି ଆସିଲେ ଲୋକେ

ଆଜି ସକାଳୁ ସକାଳୁ ଫିଲିପାଇନ୍ସ(Philippines)ରେ ଭୂକମ୍ପ(Earthquake)ର ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୦ ରେକର୍ଡ କରାଯାଇଛି।

David Warner
ଟାଇଟନିକ୍‌ 'ଭିଲେନ୍‌' ଡେଭିଡ୍‌ ୱାର୍ଣ୍ଣରଙ୍କ ପରଲୋକ

ୱାର୍ଣ୍ଣରଙ୍କ ଦେହାନ୍ତରେ ହଲିଉଡରେ ଶୋକର ଛାୟା ଖେଳିଯାଇଛି।

  • Tuesday, 26 July 2022