ଅବତରଣ ସମୟରେ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ଇଣ୍ଡିଗୋ ବିମାନ । ଏମିତି ଘଟଣା ଘଟିଛି ଚେନ୍ନାଇ ଏୟାରପୋର୍ଟରେ । ଯାହାର ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି ।
କମ୍ପାନୀର ୱେବସାଇଟ୍ ଅନୁଯାୟୀ ଯାଞ୍ଚ ପାଇଁ ଚେକ୍ ଇନ୍ ସମୟରେ ଏକ ବୈଧ ପରିଚୟ ପତ୍ର ଯେପରିକି ସ୍କୁଲ / ୟୁନିଭରସିଟି ଆଇଡି ଦାଖଲ କରିବାକୁ ପଡିବ । ଇଣ୍ଡିଗୋ ୱେବସାଇଟରେ କୁହାଯାଇଛି ଯେ ID ଦାଖଲ ନ କରିପାରିଲେ ଅତିରିକ୍ତ ଭଡ଼ା ଦେବାକୁ ପଡିବ ।
ଏବେ ସଂସ୍ଥା ପକ୍ଷରୁ ବିଦ୍ଧିବଦ୍ଧ ଭାବେ ୱେବ୍ସାଇଟ୍ରେ ମଧ୍ୟ ଏହି ଦର ଅପ୍ଡେଡ୍ କରାଯାଇଛି ।
ଇଣ୍ତିଗୋ ବିମାନ କମ୍ପାନୀକୁ କପିଲ ଶର୍ମାଙ୍କ ସମାଲୋଚନା । ବିମାନ ଉଡ଼ାଣ ଭରିବାରେ ଅହେତୁକ ବିଳମ୍ବକୁ ନେଇ ସମାଲୋଚନା କଲେ କପିଲ ।
ଫ୍ଲାଇଟ୍ରେ ଥିଲେ କାରଗିଲ ହିରୋ PVC Sanjay Kumar, ବୀରତାର କାହାଣୀ ଶୁଣି ସାଲ୍ୟୁଟ୍ କଲେ ଲୋକେ।
ବିମାନ କମ୍ପାନୀ ପକ୍ଷରୁ ଯାତ୍ରୀଙ୍କୁ କୌଣସି ସୂଚନା ଦିଆଯାଇନଥିଲା। ତେବେ ପରବର୍ତ୍ତି ସମୟରେ ବିମାନ ଯାତ୍ରାକୁ ବାତିଲ କାରଯାଇଥିବା ସୂଚନା ମିଳିଛି।
ଏୟାର ହୋଷ୍ଟେସ୍ଙ୍କ ବିରୋଧ ପରେ ଆରମ୍ଭ ହୋଇଥିଲା ଯୁକ୍ତି ତର୍କ ।
ଆସାମର ଜୋରହାଟ ବିମାନ ବନ୍ଦରରେ ରନ୍ୱେରୁ ଖସିଲା ଇଣ୍ଡିଗୋ ବିମାନ...
ପ୍ରଥମେ ଡାଇଭର୍ଟ, ତା’ପରେ ଲ୍ୟାଣ୍ଡିଂ। ଇଣ୍ଡିଗୋର ଶାରଜାହ-ହାଇଦ୍ରାବାଦ ବିମାନରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ପାକିସ୍ତାନର କରାଚିରେ ଲ୍ୟାଣ୍ଡିଂ କରିବାକୁ ପଡ଼ିଛି।
ଜଣେ ଭିନ୍ନକ୍ଷମ ପିଲାଙ୍କୁ ବିମାନରେ ପ୍ରବେଶ କରିବାକୁ ଅନୁମତି ନେଦେବା ପରେ ଡିଜିସିଏ, ଇଣ୍ଡିଗୋକୁ ୫ ଲକ୍ଷ ଟଙ୍କା ଜରିମାନା କରିଛି ।
ହ୍ୱିଲ ଚେୟାରରେ ଥିବା ୧୩ ବର୍ଷ ବୟସର ଦିବ୍ୟାଙ୍ଗ ପିଲାଟି ଡରି ଅନ୍ୟ ଯାତ୍ରୀଙ୍କ ପାଇଁ ବିପଦ ସୃଷ୍ଟି କରିପାରେ ବୋଲି ଆଶଙ୍କା କରି ରାଞ୍ଚିରୁ ହାଇଦ୍ରାବାଦ ୟାଉଥିବା ବିମାନରେ ଯାତ୍ରା କରିବାକୁ ତାକୁ ଓ ତା ପରିବାର ଲୋକଙ୍କୁ ଅନୁମତି ଦେଇ ନଥିଲା ଇଣ୍ଡିଗୋ ।
କରୋନା ଟିକା ନେଲେ ୧୦% ଶସ୍ତାରେ ମିଳିବ ବିମାନ ଟିକେଟ, ଏହି ଏୟାରଲାଇନ୍ସ ଦେଲା ଅଫର
ନୂଆଦିଲ୍ଲୀ: ବିମାନ ଭିତରେ ବି ମଶାଙ୍କ ରାଜୁତି। ଏପରି ଅସ୍ତବ୍ୟସ୍ତ କରି ପକାଇଥିଲେ ଯେ ରାତି ସାରା ଯାତ୍ରୀମାନେ ଶୋଇ ପାରିନଥିଲେ। ହାତରେ କାର୍ଡବୋର୍ଡ, ପେପର, ଲିଫ୍ ଲେଟ୍ ଧରି ମଶା ଘଉଡ଼ାଇବା ଅଭିଯାନ ଆରମ୍ଭ କରିଦେଇଥିଲେ ଯାତ୍ରୀ। ଏଭଳି ସମସ୍ୟା ଇଣ୍ଡିଗୋ ବିମାନରେ ଦେଖିବାକୁ ମିଳିଛି। ଭିଡ଼ିଓ ସୌଜନ୍ୟ: ଏଏନ୍ଆଇ #WATCH A video shot by a passenger at Lucknow airport on a Jet Airways flight shows passengers swatting mosquitoes […]