ଗୋଟିଏ ପଟେ ଗଲୱାନ୍ ଘାଟିରେ ଚୀନ୍ ଓ ଭାରତ ମଧ୍ୟରେ ହୋଇଥିବା ତୁ ତୁ ମେଁ ମେଁ, ଏଯାଏଁ ସମାଧାନ ହୋଇନଥିବା ବେଳେ, ଏବେ ଆସାମ ସୀମାରେ ଚୀନର ଏଭଳି ଆଚରଣ ନାନା ପ୍ରଶ୍ନ ସୃଷ୍ଟି କରୁଛି ।
ବୁଧବାର ଚୀନର ପିପୁଲସ ଲିବରେସନ ଆର୍ମି ପକ୍ଷରୁ ଅରୁଣାଚଳ ପ୍ରଦେଶର ଦୁଇଜଣଙ୍କୁ ବଳପୂର୍ବକ ଅପହରଣ କରାଯାଇଥିଲା ।
ମଣିପୁର ଚୁରାଚାନ୍ଦପୁର ଆତଙ୍କବାଦୀ ଆକ୍ରମଣ ଘଟଣା । ଏହି ଘଟଣା ପଛରେ ଭଭୟ ଆତଙ୍କବାଦୀ ସଂଗଠନ PLA, MNPF ନିଜକୁ ଦାୟୀ କରିଛି। ଆତଙ୍କୀଙ୍କ ଏହି ହାମଲା ପରେ ଏବେ ମିଆଁମାର ସୀମା ଉପରେ କଡା ନଜର ରଖାଯାଇଛି ।