ଭାରତ-ଚୀନ୍ ସୀମାର ଜଟିଳ ବିବାଦର ସମାଧାନ ପାଇଁ ୨୦୦୩ ମସିହାରେ ଗଠିତ ସ୍ୱତନ୍ତ୍ର ପ୍ରତିନିଧୀ କମିଟି ଗତ କିଛି ବର୍ଷ ମଧ୍ୟରେ ୨୨ ଥର ବୈଠକ କରିଛି। ଯଦିଓ ଏହା ସୀମା ବିବାଦର ସମାଧାନ କରିବାରେ ସଫଳ ହୋଇନଥିଲା, ତଥାପି ଉଭୟ ଦେଶର ଅଧିକାରୀମାନେ ଏହାକୁ ଏକ ପ୍ରତିଜ୍ଞାକାରୀ, ଉପଯୋଗୀ ତଥା ସୁବିଧାଜନକ କମିଟି ବୋଲି ବିବେଚନା କରୁଛନ୍ତି।
ଅରୁଣାଚଳ ତଓ୍ୱାଙ୍ଗ ସୀମା ନିର୍ଦ୍ଦିଷ୍ଟ ନଥିବାରୁ ସମସ୍ୟା , କେଉଁ ଅଞ୍ଚଳ କାହାର, ତାକୁ ନେଇ ରହିଛି ଦ୍ୱନ୍ଦ୍ୱ ।
AIIMS ସର୍ଭର ଆଟାକ୍ ଚୀନ୍ ଦ୍ୱାରା କରାଯାଇଥିବା ସରକାରୀ ସୂତ୍ରରୁ ସ୍ପଷ୍ଟ ହୋଇଛି । ୫ଟି ସର୍ଭରରୁ ସରକ୍ଷିତ ଭାବେ ଡାଟା ରିଷ୍ଟୋର କରାଯାଇଛି ।
ଅରୁଣାଚଳ ପ୍ରଦେଶ ତଓ୍ୱାଙ୍ଗରେ ଭାରତ-ଚୀନ୍ ସୈନ୍ୟ ମୁହାଁମୁହିଁ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ଏଲ୍ଏସିରେ ଭାରତ-ଚୀନ ସେନା ମୁହାଁମୁହିଁ ନେଇ ସଂସଦରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବିବୃତି ରଖିଥିଲେ।
ତଓ୍ୱାଙ୍ଗ ସେକ୍ଟରରେ ଭାରତ-ଚୀନ ସୈନିକ ମୁହାଁମୁହିଁ ଘଟଣା ପରେ ଦେଖାଦେଇଥିବା ସ୍ଥିତି ଉପରେ ଆମେରିକା ତୀକ୍ଷଣ ନଜର ରଖିଛି। ଘଟଣା ପରେ ଦୁଇ ଦେଶ ଖୁବ ଶୀଘ୍ର ଉତ୍ତେଜନାକୁ ହ୍ରାସ କରିଥିବାରୁ ଆମେରିକା ଆଶ୍ୱସ୍ତି ପ୍ରକାଶ କରିଥିବା ହ୍ୱାଇଟ୍ ହାଉସ୍ର ପ୍ରେସ୍ ସଚିବ କହିଛନ୍ତି।
ଲାଇନ୍ ଅଫ୍ ଆକଚୁଆଲ କଂଟ୍ରୋଲ-LACରେ ସ୍ଥିତାବସ୍ଥା ପରିବର୍ତ୍ତନ ପିଏଲଏର ଲକ୍ଷ୍ୟ ଥିଲା । ମାତ୍ର ସଜାଗ ଭାରତୀୟ ସୈନ୍ୟ ଚୀନି ସୈନ୍ୟଙ୍କ ଉଦ୍ୟମକୁ ପଣ୍ଡ କରିଦେଇଥିଲେ ।
ଭାରତୀୟ ସେନା ପୁଣି ଥରେ ଏଲ୍ଏସିରେ ଚୀନ୍ର କ୍ରୁର ଷଡଯନ୍ତ୍ରକୁ ବିଫଳ କରିଦେଇଛି। ଅରୁଣାଚଳ ପ୍ରଦେଶର ତୱାଙ୍ଗ ଅଞ୍ଚଳରେ ଭାରତୀୟ ସେନା ଓ ଚୀନ୍ ସେନା ମଧ୍ୟରେ ଜୋରଦାର ସଙ୍ଗର୍ଷ ହୋଇଛି।
ଚୀନ ଦ୍ୱାରା ବାୟୁସୀମା ଉଲ୍ଲଂଘନ ଆଶଙ୍କା ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି ।
ଗୋଟିଏ ପଟେ ଗଲୱାନ୍ ଘାଟିରେ ଚୀନ୍ ଓ ଭାରତ ମଧ୍ୟରେ ହୋଇଥିବା ତୁ ତୁ ମେଁ ମେଁ, ଏଯାଏଁ ସମାଧାନ ହୋଇନଥିବା ବେଳେ, ଏବେ ଆସାମ ସୀମାରେ ଚୀନର ଏଭଳି ଆଚରଣ ନାନା ପ୍ରଶ୍ନ ସୃଷ୍ଟି କରୁଛି ।