ପଡ଼ିଆରେ ଖେଳୁଥିବା ବେଳେ ହଠାତ୍ ଅସୁସ୍ଥ ହୋଇ ଅଚେତ୍ ହୋଇ ପଡ଼ିଥିଲେ l ଉପସ୍ଥିତ ଲୋକମାନେ ତାଙ୍କ ମୁହଁରେ ପାଣି ଛିଞ୍ଚିବା ପରେ ତାଙ୍କର ଚେତା ଫେରିଥିଲା । ଚେତା ଆସିବା ପରେ ସେ ଅଳ୍ପ ପାଣି ପିଇ ପୁଣି ଖେଳିବାକୁ ବାହାରିଥିଲେ । ସାଥୀ ଖେଳାଳିମାନେ ତାଙ୍କୁ ଖେଳିବାକୁ ବାରଣ କରିଥିଲେ ମଧ୍ୟ କିଛି ହୋଇନି କହି ସେ ପୁଣି ପଡିଆକୁ ଯାଇଥିଲେ। ଫୁଟବଲ୍ ବି ଖେଳିଥିଲେ। କିନ୍ତୁ କିଛି ସମୟ ପରେ ଆଉ ଥରେ ଅସୁସ୍ଥ ହୋଇପଡିଥିଲେ।
ଆର୍ଜେଣ୍ଟିନା ଫୁଟବଲର ଏହି କରିତକର୍ମା ବ୍ୟକ୍ତି ଜଣଙ୍କ ୪ ବର୍ଷ ତଳେ ହୃଦଘାତରେ ପ୍ରାଣ ହରାଇଥିଲେ। ତେବେ କିଭଳି ତାଙ୍କର ମୃତ୍ୟୁ ହୋଇଥିଲା ତାହା ଏ ଯାଏ ଏକ ରହସ୍ୟ ରହି ଆସିଛି। ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧିବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଏହାର ଏକ ମାସ ପରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିଲା । ମାରାଡୋନାଙ୍କ ମୃତ୍ୟୁ ଘଟଣାର ତଦନ୍ତ ମଧ୍ୟ କରାଯାଇଥିଲା ।
ଅଲ ହିଲାଲ ପକ୍ଷରୁ ମାତ୍ର ୭ଟି ମ୍ୟାଚ ଖେଳିଥିବା ବେଳେ ଏଥିରୁ ସେ ପାଇଛନ୍ତି ୮୦୦ କୋଟି ଟଙ୍କା। ବର୍ତ୍ତମାନ ନେମାର ବ୍ରାଜିଲକୁ ପ୍ରତ୍ୟାବର୍ତ୍ତନ କରିବା ପାଇଁ ଚେଷ୍ଟା କରୁଥିବା କୁହାଯାଇଛି। ହାରାହାରି ଦେଖିଲେ ନେମାର ଗୋଟିଏ ମ୍ୟାଚ ପିଛା ୧୧୬ କୋଟି ଟଙ୍କା ଆୟ କରିଛନ୍ତି।
ଟାଟାଷ୍ଟିଲ ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ ମ୍ୟାଚରେ ବାଜି ମାରିନେଲେ ରାଜନେତା। ଫାଇନାଲରେ ଅଫିସର ଟିମ୍ଙ୍କୁ ହରାଇ ଚାମ୍ପିୟନ ହୋଇଛି ଲିଡ଼ର୍ସ ଟିମ ।
ସ୍ପେନୀୟ କିଶୋର ଲାମିନ୍ ୟମାଲ୍ଙ୍କୁ ନେଇ ଏବେ କେବଳ ୟୁରୋପରେ ନୁହେଁ, ସମଗ୍ର ଫୁଟ୍ବଲ୍ ଜଗତରେ ବେଶ୍ ଚର୍ଚ୍ଚା। ୟୁରୋ ୨୦୨୪ ସେମିଫାଇନାଲ୍ରେ ଫ୍ରାନ୍ସ ବିପକ୍ଷରେ ଏକ ଚମକପ୍ରଦ ଗୋଲ୍ କରି ସେ ହୋଇପାରିଥିଲେ ଟୁର୍ଣ୍ଣାମେଣ୍ଟ ଇତିହାସର ସର୍ବକନିଷ୍ଠ ସ୍କୋରର୍। ବରିଷ୍ଠ ସ୍ତରରେ ସ୍ୱଳ୍ପ ଅଭିଜ୍ଞତା ସତ୍ତ୍ୱେ ସ୍ପେନ୍ର ମୁକୁଟ ବିଜୟରେ ତୁଲାଇଥିଲେ ଗୁରୁତ୍ୱପୂର୍ଣ୍ଣ ଭୂମିକା।
ପେସାରେ ଦିନ ମଜୁରିଆ, କିନ୍ତୁ ନିଶା ଫୁଟବଲ୍ ଖେଳିବା । ଟିକିଏ ଫୁରସତ୍ ମିଳିଲେ ଫୁଟବଲ୍ ଖେଳି ଖେଳି ଏବେ ଅନ୍ତର୍ଜାତୀୟ ଗୋଲ୍ଡ କପ୍ ଫୁଟବଲ୍ ଟୁ୍ର୍ଣ୍ଣାମେଣ୍ଟ ପାଇଁ ଅଣ୍ଟା ଭିଡିଛନ୍ତି ।
ପରଲୋକରେ ଫୁଟବଲ୍ ଇତିହାସର ସର୍ବଶ୍ରେଷ୍ଠ ଖେଳାଳି ତଥା ବ୍ରାଜିଲ୍ର ସୁପରଷ୍ଟାର ପେଲେ। କର୍କଟ ରୋଗରେ ଆକ୍ରାନ୍ତ ହୋଇ ୮୨ ବର୍ଷ ବୟସରେ ସେ ଶେଷନିଶ୍ୱାସ ତ୍ୟାଗ କରିଛନ୍ତି।
ଯେଉଁମାନେ ମୋତେ ଏହି ସୁଯୋଗ ଦେଇଛନ୍ତି, ସେମାନଙ୍କୁ ମୁଁ ହୃଦୟରୁ କୃତଜ୍ଞତା ଜଣାଉଛି।
ଯଦି ତାର ପୂର୍ବାନୁମାନ ସତ ହୁଏ, ତେବେ ଇତିହାସ ସୃଷ୍ଟି କରିବେ ଲିଓନେଲ ମେସିଙ୍କ ଟିମ୍
ବାଇଚୁଙ୍ଗ ଭୂତିଆ ହେଉଛନ୍ତି ଏକମାତ୍ର ଭାରତୀୟ ଫୁଟବଲ ଖେଳାଳି ଯିଏ ଖେଳୁଥିବା ସମୟରେ ପଦ୍ମଶ୍ରୀ ପୁରସ୍କାର ପାଇଥିଲେ। ଭାରତୀୟ ଫୁଟବଲ୍କୁ ବିଶ୍ୱ ମାନଚିତ୍ରରେ ଆଣିବା ପାଇଁ ପୁରା କ୍ରେଡିଟ୍ ଭୂତିଆକୁ ଯାଇଥାଏ। ଦଳରେ ଆତ୍ମବିଶ୍ୱାସ ଆଣିବା ଏବଂ ଆକ୍ରମଣାତ୍ମକ ଖେଳିବାର ରଣନୀତି ଭୂତିଆ ହିଁ ଆରମ୍ଭ କରିଥିଲେ।
ଆଡଲ୍ଟ ତାରକା ନତାଲ୍ୟା ନେମଚିନୋଭାଙ୍କୁ କତାରରେ ଆୟୋଜିତ ବିଶ୍ୱକପ୍ରେ ଦେଖିବାକୁ ମିଳିବ ନାହିଁ। ପୁତିନଙ୍କ ଭୁଲ୍ ଯୋଗୁଁ ସେ ଫଶିଯାଇଛନ୍ତି। ଫଳରେ ପ୍ରଶଂସକମାନେ ନେମଚିନୋଭାଙ୍କ ଝଲକ ଦେଖିବାକୁ ସୁଯୋଗ ପାଇବେ ନାହିଁ।
ଯଦି ଆପଣ କେବେ ପଡ଼ିଆରେ ଲାଇଭ୍ ଫୁଟ୍ବଲ ମ୍ୟାଚ୍ ଦେଖିଥିବେ ତେବେ ଏହି ସବୁ କଥା ଆପଣ ନିଜେ ଅନୁଭବ କରିଥିବେ ।
କେନ୍ଦ୍ର ସରକାରଙ୍କ ଫୁଟବଲ୍ ଫର୍ ସ୍କୁଲ ବନାମ ରାଜ୍ୟ ସରକାରଙ୍କ ଫୁଟବଲ୍ ଫର୍ ଅଲ୍
ଆସନ୍ତା ଅକ୍ଟୋବରରେ ଭୁବନେଶ୍ୱର ସମେତ ଦେଶର ୩ଟି ଭେନ୍ୟୁରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ ହେବ।
ପଡ଼ିଆରେ ରହିଯାଇଥିବା ଫୁଟବଲକୁ ପାଇଥିଲେ ଭାଲୁ। ଆଉ ତାପରେ ଭାଲୁ ଖେଳିଥିଲେ ଫୁଟବଲ। ବେଶ କିଛି ସମୟ ପାଇଁ ଭାଲୁମାନେ ଫୁଟବଲ ସହ ଖେଳିଥିଲେ। ମୁହଁରେ ଫୁଟବଲ ଧରି ଫୋପାଡ଼ିବା, ତାକୁ ଧରି ବୁଲିବା ଓ ପରସ୍ପର ମଧ୍ୟରେ ଖେଳିବା ଭଳି ଘଟଣା ଦେଖିବାକୁ ମିଳିଥିଲା। ଘଟଣାସ୍ଥଳରୁ କିଛି ଦୂରରେ ରହି ଗାଁ ଲୋକେ ଏହି ଦୃଶ୍ୟ ଦେଖିଥିଲେ।