ଦୁର୍ଘଟଣାରେ ଶିକାର ହୋଇଥିବା ନାବାଳିକା ଜଣକ ନିଜ ଝିଅ ବୋଲି ଜାଣି ନଥିଲେ ଡାକ୍ତରାଣୀ । ତଥାପି ପାରୁପର୍ଯ୍ୟନ୍ତ ଚେଷ୍ଟା କରିଥିଲେ . . ହେଲେ
ପୁଲଓ୍ୱାମା ହମଲା ବେଳେ ISI ମୁଖ୍ୟ ଥିଲେ ପାକ୍ର ନୂଆ ସେନା ମୁଖ୍ୟ ମୁନୀର
ନିଜ ବୈବାହିକ ଜୀବନକୁ ନେଇ ମିସେଲ ଓବାମା ଏମିତି କହିଛନ୍ତି ଯାହା ସମସ୍ତଙ୍କୁ ଭାବପ୍ରବଣ କରିଦେବ। ସେ ତାଙ୍କ ସ୍ୱାମୀଙ୍କୁ ନିଜ ଘର ବୋଲି କହିଛନ୍ତି। ବୈବାହିକ ଜୀବନ ସୁରୁଖୁରୁରେ ଚାଲିବା ପାଇଁ ଦେଇଛନ୍ତି ଏମିତି ଉପଦେଶ।
ଲଗାତର ତୃତୀୟ ଦିନ ପାଇଁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୦ ହଜାର ପାର୍ କରିଛି । ମଙ୍ଗଳବାର ଚୀନରେ ଚିହ୍ନଟ ହୋଇଛନ୍ତି ୩୫ ହଜାର ୧୮୩ ନୂଆ ଆକ୍ରାନ୍ତ ।
ରିଷି ସୁନକ୍ ଅନୌକ୍ଷାଙ୍କ ଝିଅଙ୍କ ଶାସ୍ତ୍ରୀୟ ନୃତ୍ୟରେ କମ୍ପିଲା ମଞ୍ଚ ।
ଅନ୍ଲାଇନ୍ରେ କଥାବାର୍ତ୍ତା ପରେ ପ୍ରେମିକକୁ ଭେଟିବା ପାଇଁ ଜଣେ ଯୁବତୀ ୫,୦୦୦ କି.ମି. ଦୂର ଅନ୍ୟ ଏକ ଦେଶକୁ ଯାତ୍ରା କଲେ। ହେଲେ ସେଠାରେ ପହଞ୍ଚିବା ପରେ ପ୍ରେମିକ ତାଙ୍କର ହତ୍ୟା କରିଥିଲା।
ୟାଙ୍କ ବୁଦ୍ଧିକୁ ମାନିବାକୁ ପଡିବ। ଆଲବମ୍ ଗୀତରେ ନାଚି ନାଚି ସ୍ୱାମୀ ମୃତ୍ୟୁ ରହସ୍ୟର କଲେ ପର୍ଦ୍ଦାଫାଶ...ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ
ସମସ୍ତଙ୍କ ମନରେ ସେଇ ଗୋଟିଏ ଛନକା, କାଳେ ନିଜ କମ୍ପାନୀ ବି କରିବ ଛଟେଇ । ଆଉ ଆଖିପିଛୁଳାକେ ଚାଳିଯିବ ଚାକିରି ।
ପ୍ରେମିକକୁ ବାରମ୍ବାର ଫୋନ୍ କରୁଥିଲେ, ହେଲେ ଫୋନ୍ ଉଠାଉଥିଲେ ଆଉ ଜଣେ ଯୁବତୀ। ଅନ୍ୟ ଯୁବତୀ ଫୋନ୍ ଉଠାଇବାରୁ ସମ୍ପୃକ୍ତ ଯୁବତୀ ପ୍ରେମିକ ଘରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି।
ଗୁରୁବାର ରାତିରେ ଆଞ୍ଚଳିକ ରାଜଧାନୀ ଉରୁମ୍କିରେ ଏହି ଅଗ୍ନିକାଣ୍ଡ ଘଟିଛି ।
ନୂତନ ସେନା ମୁଖ୍ୟ (Syed Asim Munir)ଙ୍କ ନାମ ଘୋଷଣା କଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ
ଲକ୍ଷ ଲକ୍ଷ ଟଙ୍କାର ବିଲ୍ ଦେବାକୁ ମନା କରିଦେଲେ ଏଲନ୍, ଟ୍ରାଭେଲ୍ ଭେଣ୍ଡରଙ୍କ ମୁଣ୍ଡରେ ଚଡ଼କ ।
କିଛି ଦିନର ବ୍ୟବଧାନ ପରେ ଚୀନକୁ ପୁଣି ଫେରିଛି କରୋନା। ଫଳରେ ଚୀନର ସବୁଠୁ ବଡ଼ ଜିଲ୍ଲା ବାଇୟୁନ୍ରେ ଲକ୍ଡାଉନ୍ କଟକଣା ଲାଗିଛି।
ଡୋନାଲ୍ଡ ଟ୍ରମ୍ପଙ୍କ ଟ୍ୱିଟର ଆକାଉଣ୍ଟକୁ ଆକ୍ଟିଭ କରିବା ପରେ ଟ୍ରମ୍ପଙ୍କ ସମର୍ଥକ ଏବଂ ବିରୋଧୀମାନେ ମୁହାଁମୁହିଁ ହୋଇଛନ୍ତି। ଏଭଳି ପରିସ୍ଥିତିରେ ଏଲନ୍ ମସ୍କ ଟ୍ୱିଟର୍ ଓ ଟେସଲାର ସିଇଓ ପଦରୁ ଇସ୍ତଫା ଦେବାକୁ ନେଇ କଳ୍ପନାଜଳ୍ପନା ଚାଲିଛି।
ଆମେ ଯେଉଁ ଖବର ବା ଯେଉଁ ପ୍ରେରଣାଦାୟୀ କାହାଣୀ ଆପଣଙ୍କୁ କହିବୁ ତାହା ଆପଣ ବୋଧ ହୁଏ କେବେ ଶୁଣିନଥିବେ ।
ଭୂକମ୍ପରେ ଅତି କମରେ ୪୪ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୩୦୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି ।
ଟଙ୍କା ପାଇଁ ସ୍ୱାମୀ ପର ହୋଇଗଲା । ତିନି ପିଲାଙ୍କୁ ଛାଡ଼ି ପ୍ରେମୀ ସହ ଫେରାର ମାରିଲେ ମହିଳା ।
ପୂର୍ବରୁ ବଲିଉଡ୍ କୁଇନ୍ କଙ୍ଗନାଙ୍କ ଟ୍ୱିଟର ଆକାଉଣ୍ଟ ମଧ୍ୟ ସଚଳ କରିବାକୁ ନିର୍ଦ୍ଦେଶ ଦେଇଥିଲେ । କଙ୍ଗନାଙ୍କ ନାମ ଇଣ୍ଡଷ୍ଟ୍ରିର ସବୁଠାରୁ ବିନ୍ଦାସ୍ ଅଭିନେତ୍ରୀମାନଙ୍କ ତାଲିକାରେ ରହିଛି ।
ଉଡ଼ାଣ ଭରିବା ବେଳେ ରନ୍ୱେରେ ସାମ୍ନାପଟୁ ଆସୁଥିବା ଦମକଳ ଗାଡ଼ି ସହ ସିଧାଯାଇ ଧକ୍କା ହେଲା ବିମାନ। ଫଳରେ ବିମାନରେ ନିଆଁ ଲାଗି ଯାଇଛି।
ଟ୍ୱିଟରର ନୂଆ ମାଲିକ ଏଲନ ମସ୍କ ନୂଆ ଟ୍ୱିଟର ନୀତି ଘୋଷଣା କରିଛନ୍ତି। ଟ୍ୱିଟରର ମାଲିକାନା ନେବା ପରେ ଏହାକୁ ନୂଆ ରୂପ ଦେବାକୁ ମସ୍କ ପ୍ରୟାସ କରିଛନ୍ତି।
ଆପଣ ଯଦି କୌଣସି ହୋଟେଲ୍ ବୁକ୍ କରୁଛନ୍ତି ତେବେ ଧ୍ୟାନ ଦେବା ଜରୁରୀ। ଅନେକ ହୋଟେଲ୍ରେ ସିକ୍ରେଟ୍ କ୍ୟାମେରା ଲାଗିଥିବା ଖବର ସାମ୍ନାକୁ ଆସୁଛି। ତେବେ ଆପଣ କିପରି ଏହାକୁ ଖୋଜି ପାଇପାରିବେ ଜାଣନ୍ତୁ ଟିପ୍ସ।
ହସଖୁସିର ମାହୋଲରେ ସମସ୍ତେ ମସଗୁଲ ଥିବା ବେଳେ କଫିନ୍ ଦେଖି ସମସ୍ତଙ୍କ ହଲକ ଶୁଖି ଯାଇଥିଲା । ହେଲେ ଅସଲ କଥା . .
ଏବେ ସୁଦ୍ଧା କେତେ ଜଣ କର୍ମଚାରୀ ଟ୍ୱିଟର ଛାଡ଼ିଛନ୍ତି ତାହା ତ ଜଣା ନାହିଁ କିନ୍ତୁ ଏହି ସଂଖ୍ୟା ସାଧାରଣଠାରୁ ଢ଼େର ଅଧିକ ବୋଲି ଅନୁମାନ କରାଯାଉଛି ।
ରୁଷିଆର ଏକ କ୍ଷେପଣାସ୍ତ୍ରକୁ ଧ୍ୱଂସ କରିବାକୁ ୟୁକ୍ରେନ ତରଫରୁ ଏହି ମିସାଇଲ ଛଡ଼ା ଯାଇଥିଲା । ତାହା ପୋଲାଣ୍ଡ ସୀମାରେ ପଡ଼ିଥିଲା ।
ରୁଷିଆ ମିଜାଇଲ୍ ଆକ୍ରମଣରେ ୨ ପୋଲାଣ୍ଡ ନାଗରିକଙ୍କ ମୃତ୍ୟୁ ଘଟଣା ପରେ ଯୁଦ୍ଧ ଘନଘଟା ବଢ଼ିଛି। ଇଣ୍ଡୋନେସିଆ ବାଲିରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ବୈଠକ ଡାକିଛନ୍ତି।