ସାଉଦି ଆରବର ପବିତ୍ର ମକ୍କା ମଦିନାରେ ଘଟିଲା ବଡ଼ ଅଘଟଣ । ପ୍ରବଳ ଗରମ ଓ ଗୁଳୁଗୁଳି ଯୋଗୁ ୧୪ ହଜ୍ ଯାତ୍ରୀଙ୍କ ମୃତ୍ୟୁ ହୋଇଛି।
ଏମିତି ଏକ ସ୍କୁଲ୍ ଯେଉଁଠି ଅଛି ବିଚିତ୍ର ନିୟମ। ଏଠି ପିଲା ସ୍କୁଲକୁ ନ ଆସିବାର ଦଣ୍ଡ ସାଙ୍ଘାତିକ ହୋଇଥାଏ। ଏହି ଦଣ୍ଡ ପିଲାଙ୍କୁ ନୁହେଁ, ବାପାମାଆଙ୍କୁ ମିଳେ।
ମହିଳାଙ୍କ ଉପରେ ଲାଗିଥିବା କଟକଣା ଏବେ ସାଉଦି ସରକାର ଉଠେଇଛି। ଏଣିକି ସାଉଦିରେ ମହିଳାଙ୍କୁ ଡ୍ରାଇଭିଂ କରିବାର ଦେଖିବାକୁ ମିଳିବ। ଏହା ଆଣି ଦେଇଛି ମହିଳାଙ୍କ ପାଇଁ ଏକ ଭଲ କ୍ୟାରିଅର ସୁଯୋଗ।
ଏଠାରେ ରହିବାକୁ ଘର ବ୍ୟବସ୍ଥା କରାଯିବା ସହ ମାର୍କେଟ କମ୍ପ୍ଲେକ୍ସ, ଅପିସ୍, ରିଟେଲ ଅଫିସ୍ ଆଦି ରହିବ । ଖାଲି ସେତିକି ନୁହେଁ ଏହା ଲାଲ ସାଗର କୂଳେ ମରୁଭୂମିରେ ନିର୍ମାଣ କରାଯିବ ।