ମଣିପୁର ହିଂସାକାଣ୍ଡ ଉପରେ ରୋକ୍ ଲଗାଇବାକୁ ହେଲେ ସୀମାରେ ତାରବାଡ଼ ନିର୍ମାଣ ହେବା ଦରକାର । କେନ୍ଦ୍ର ସରକାର ଏହା ଅନୁଭବ କରିଛନ୍ତି । ତେଣୁ ମିଆଁମାର ସୀମାରେ ୧୬୪୩ କିଲୋମିଟରର ତାରବାଡ଼ ୩୧୦୦୦ କୋଟି ଟଙ୍କାରେ ନିର୍ମିତ ହେବାକୁ ଯାଉଛି ।
ମିଆଁମାର ସୀମାରେ ମୁକ୍ତ ଚଳାଚଳକୁ ବନ୍ଦ ରଖାଯିବ ବୋଲି ଶାହ କହିଛନ୍ତି।
ସେନା ବିରୋଧରେ ମୁହଁ ଖୋଲିଲେ ମିଳୁଛି ମୃତ୍ୟୁ ଦଣ୍ଡ । ବିଭିନ୍ନ ସମୟରେ ଜନତାଙ୍କ ଉପରେ ଦମନଲୀଲା ଚଳାଇଛି ମିଆଁମାର (Myanmar)ର ସେନା ସରକାର ।
ମିଳିତ ଜାତିସଂଘ (UN)ର ସଭାପତି ଆଣ୍ଟୋନିଓ ଗୁଟେରସ୍ ଏକ ସାଧାରଣ ବୈଠକରେ ଆଶ୍ଚର୍ଯ୍ୟଜନକ ତଥ୍ୟକୁ ସାମ୍ନାକୁ ଆଣିଛନ୍ତି । ତାଙ୍କ କହିବାନୁଯାୟୀ ମିଆଁମାର ସେନାର ଏକଛତ୍ରବାଦୀ ଶାସନ ଯୋଗୁଁ ଲୋକମାନେ ଅତିଷ୍ଠ ହୋଇପଡ଼ୁଛନ୍ତି ।