• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Crime Updates

Former MLA
ପ୍ରଭାତ ବିଶ୍ୱାଳଙ୍କ ସମ୍ପତ୍ତି ଆଟାଚ୍

୩ କୋଟି ୯୨ ଲକ୍ଷ ଟଙ୍କାର ସମ୍ପତ୍ତି ଆଟାଚ୍ କରିଛି ED।

crime
କାହିଁକି ଅର୍ପିତାଙ୍କ ଫ୍ଲାଟକୁ ନିରାପଦ ମଣିଲେ ପାର୍ଥ ଚାଟାର୍ଜୀ ?

ପାର୍ଥଙ୍କଠାରୁ କେତେ ଟଙ୍କା ହାତେଇଛନ୍ତି ଅର୍ପିତା ମୁଖାର୍ଜୀ

Child dies after being branded with iron rod
ଚେଙ୍କ ଚିକିତ୍ସାରେ ଗଲା ୯ ମାସର ଶିଶୁର ଜୀବନ

ଆଶାକର୍ମୀଙ୍କ କଥାକୁ ଭୃକ୍ଷେପ ନକରି ଘରୋଇ ଚିକିତ୍ସା କରିବାକୁ ପରିବାର ଲୋକେ ନିଷ୍ପତ୍ତି ନେଇଥିଲେ।

Abortion
ଥରେ କି ଦୁଇ ଥର ନୁହେଁ, ୫ ଥର ଆବର୍ସନ ! ମା’ର ମୃତ୍ୟୁ ପରେ ମୁଖ୍ୟମନ୍ତ୍ରୀଙ୍କୁ ରକ୍ତରେ ଲେଖିଲା ଚିଠି ଝିଅ

ଖବର ସେତେବେଳେ ଲୋକଲୋଚନକୁ ଆସିଲା, ଯେତେବେଳେ ଅନୁଙ୍କ ଦୁଇ ଝିଅ ଲତିକା ଏବଂ ତନୟା ନିଜ ଆଈଙ୍କ ପାଖରେ ରହିବାକୁ ଲାଗିଲେ ଏବଂ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କୁ ରକ୍ତରେ ଏକ ଚିଠି ଲେଖିଲେ ।

Arpita Mukherjee
ଅର୍ପିତାଙ୍କ ଫ୍ଲାଟ୍‌ରେ ଚାଲିଥିଲା ରେଡ୍, ହେଲେ ପାର୍କିଂରୁ ଗାୟବ ହୋଇଗଲା ୪ ଦାମୀ କାର

ଡାଇମଣ୍ଡ ସିଟି ଫ୍ଲାଟରୁ ଅର୍ପିତାଙ୍କୁ ଗିରଫ କରାଯିବା ପରଠାରୁ ଏହି କାର ସବୁ ଉଭାନ୍‌ ହୋଇଯାଇଛି । ଏବେ ସିସିଟିଭି ଫୁଟେଜ ଆଧାରରେ କାରଗୁଡ଼ିକୁ ଖୋଜିବା ପାଇଁ ଉଦ୍ୟମ ଚାଲିଛି ।

Special story
ବନ୍ଦ କୋଠରୀକୁ ଏକା ଯାଉଥିଲେ ପାର୍ଥ, ଅର୍ପିତାଙ୍କୁ ବି ନଥିଲା ଅନୁମତି: ଇଡିକୁ କହିଲେ ଅଭିନେତ୍ରୀ

ଅଭିନେତ୍ରୀଙ୍କ ଘରେ ଥିଲା ଟଙ୍କା, ହେଲେ ତାଙ୍କୁ ଜଣାନଥିଲା କେମିତି ?

SSC JOB Scam
ଅର୍ପିତାଙ୍କ ଫ୍ଲାଟ୍ ସାଜିଥିଲା ପାର୍ଥ ଚାଟାର୍ଜୀଙ୍କ ମିନିବ୍ୟାଙ୍କ୍  

ଅର୍ପିତା ମୁଖାର୍ଜୀଙ୍କର ବେଲଘରିଆରେ ଥିବା ଦ୍ୱିତୀୟ ଆପାର୍ଟମେଣ୍ଟରୁ ମିଳିଛି ଏଭଳି ଆଖି ଟେରା କରିଦେଲା ଭଳି କୁବେର ଭଣ୍ଡାର। 

15cr Cash
ଯେତେ ଖୋଳିଲେ ସେତେ ବାହାରୁଛି; ଅର୍ପିତାଙ୍କ ଘରୁ ଆଉ ୨୦ କୋଟି..

ବେଙ୍ଗଲ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଘନିଷ୍ଠ ସହଯୋଗୀ ତଥା ଅଭିନେତ୍ରୀ ଅର୍ପିତା ମୁଖାର୍ଜୀଙ୍କ ଘରୁ ପୁଣି ୧୫ କୋଟି ଟଙ୍କା ଜବତ ହୋଇଛି। ଆଜି ଇଡିର ଅଧିକାରୀମାନେ ବେଲଘରିଆ ଟାଉନ କ୍ଲବରେ ଥିବା ଅର୍ପିତାଙ୍କ ଘରେ ରେଡ୍‌ କରି ଏତେ ପରିମାଣର ନଗଦ ଟଙ୍କା ଜବତ କରିଛନ୍ତି। ଏଥିସହ ତାଙ୍କ ଘରୁ ୩ କେଜି ଓଜନର ସୁନା ଅଳଙ୍କାର ମିଳିଛି।

ବାବୁସାନଙ୍କୁ ଘାରିଲା ଗିରଫଦାରୀ ଭୟ
ଗିରଫ ଭୟ ! ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଅଭିନେତା ବାବୁସାନ

ହାଇକୋର୍ଟରେ ବାବୁସାନ ଆଗୁଆ ଜାମିନ ଆବେଦନ କରିଛନ୍ତି।

Murder Accused Absconding From Police Station In Koraput
ବାନ୍ତି କରିବା ବାହାନାରେ ଥାନାରୁ ଚମ୍ପଟ ମାରିଲା ହତ୍ୟାକାରୀ

ବାନ୍ତି କରିବା ଆଳରେ କନଷ୍ଟେବଲ୍‌କୁ ଚକ୍‌ମା ଦେଖାଇ ଥାନାରୁ ଚମ୍ପଟ ମାରିଲା ଅଭିଯୁକ୍ତ। ନାବାଳକଙ୍କୁ ହତ୍ୟା ଅଭିଯୋଗରେ କୋରାପୁଟ ସଦର ଥାନାରେ ପର୍ଶୁରାମ ପରଜାଙ୍କୁ ପୋଲିସ୍ ଅଟକ ରଖିଥିଲା। 

Special story
ଅବସର ନେବାର ଦୁଇ ଦିନ ପୂର୍ବରୁ ଭିଜିଲାନ୍ସ ଜାଲରେ ଜିଲ୍ଲା ଶିକ୍ଷା ଅଧିକାରୀ

ଲାଞ୍ଚ ନେବା ବେଳେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଧରିଲା ଭିଜିଲାନ୍ସ

Special story
କମ୍‌ ପଢ଼ୁଆ ପିଲାକୁ ବିବାହ କରିବାକୁ ନୃଶଂସ ପାଲଟିଲା ବାପା : ଝିଅ, ଜ୍ୱାଇଁକୁ ହତ୍ୟା କରି ଥାନାରେ ସରେଣ୍ଡର୍‌

ପ୍ରେମ ବିବାହ କରିଥିବା ଝିଅଜ୍ୱାଇଁଙ୍କୁ ମୃତ୍ୟୁଦଣ୍ଡ ଦେଲା ବାପା ।

arpita mukharjee
ଚର୍ଚ୍ଚାରେ ‘କ୍ୟାସ୍‌ କୁଇନ୍‌’ ଅଭିନେତ୍ରୀ ଅର୍ପିତା : ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସହ ତାଙ୍କ ସଂପର୍କକୁ ନେଇ ଗସିପ୍‌ ?

ଓଡ଼ିଆ ଫିଲ୍ମ ସହ କେତୋଟି ବେଙ୍ଗଲୀ ଫିଲ୍ମରେ କାମ କରିଛନ୍ତି, ଶିକ୍ଷକ ନିଯୁକ୍ତି ସ୍କାମରେ ଇଡି ଦ୍ୱାରା ଗିରଫ ପରେ ଚାଲିଛି ଗସିପ୍

suspense over Black diary
ଗୁମର ଫିଟାଇବ ଅର୍ପିତାଙ୍କ କଳା ଡାଏରୀ !

ସେହି ଡାଏରୀ ଭିତରେ ଲୁଚିରହିଛି ଅନେକ ରହସ୍ୟ।

DCP Briefs Media On The Murder Of A Woman In Cuttack Odia Bazar
ହତ୍ୟା ପଛରେ ଆପତ୍ତିଜନକ ଫଟୋ ! ଲାପ୍‌ଟପ୍‌ ଗାଏବ !

କଟକ ଓଡ଼ିଆ ବଜାରରେ ମହିଳାଙ୍କୁ ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି କମିଶନରେଟ ପୋଲିସ। ଏହି ଘଟଣାରେ ୨ ଜଣ ଗିରଫ ହୋଇଛନ୍ତି। 

Father Kills Daughter In Dhenkanal
ଝିଅକୁ ହତ୍ୟା କରି ମଶାଣିକୁ ନେଇଥିଲେ, ହେଲେ ଅଚାନକ ଘଟିଲା ଏମିତି କିଛି...

ଝିଅକୁ ହତ୍ୟା କରି ଆତ୍ମହତ୍ୟା ରୂପ ଦେବାକୁ ଯୋଜନା କରିଥିଲେ ବାପା। ହେଲେ ତାଙ୍କର ସବୁ ଚେଷ୍ଟା ଶେଷରେ ଫସର ଫାଟି ଯାଇଥିଲା। ଆଉ ପୋଲିସ୍‌ ହାତରେ ଧରାପଡ଼ି ଯାଇଥିଲେ।

Minor girl burnt alive
ନବମ ଶ୍ରେଣୀ ଛାତ୍ରୀଙ୍କୁ ଜିଅନ୍ତା ଜାଳିଦେଲେ ! ବିଷ ପିଇ ଅଭିଯୁକ୍ତ ଗୁରୁତର

ଚିତ୍କାର ଶୁଣି ଦୟାନିଧିର ପତ୍ନୀ ପାଇଖାନା କବାଟ ଖୋଲିଥିଲେ। ସେତେବେଳକୁ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ ୧୪ ବର୍ଷର ଜ୍ୟୋତ୍ସ୍ନା। 

Special story
ସାଙ୍ଗ ସାଜିଲା ସଇତାନ୍; ଠେଙ୍ଗାରେ ପିଟି ନୃଶଂସ ହତ୍ୟା

ସାମାନ୍ୟ ବଚସାରୁ ଠେଙ୍ଗାରେ ପିଟି ନୃଶଂସ ହତ୍ୟା ଅଭିଯୋଗ

WBSSC Scam
ନଗଦ ୨୧ କୋଟି ଟଙ୍କା ମନ୍ତ୍ରୀ ଆଣିଲେ କେଉଁଠୁ ?

ବନ୍ଦ କୋଠରୀ ଭିତରେ ଏତେ ପରିମାଣର ଟଙ୍କା ଦେଖି ତାଜୁବ୍ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED) । ଟିମ୍ କୋଟିଏ କି ଦୁଇ କୋଟି ନୁହଁ, ନଗଦ ୨୧ କୋଟି । ପଶ୍ଚିମବଙ୍ଗର ବହୁ ଚର୍ଚ୍ଚିତ ସ୍କୁଲ ସର୍ଭିସ କମିଶନ SSC ଦୁର୍ନୀତି ଲିଙ୍କ୍‌ରେ ରାଜ୍ୟର ବରିଷ୍ଠ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଘନିଷ୍ଠ ସମ୍ପର୍କୀୟ ଅର୍ପିତା ମୁଖାର୍ଜୀଙ୍କ ଘରୁ ଜବତ ହୋଇଛି ୨୧ କୋଟି ଟଙ୍କା ।

Trupti FIR
ପ୍ରକୃତିଙ୍କ ନାଁରେ ଥାନାରେ ତୃପ୍ତିଙ୍କ ଫେରାଦି

ଆଜିର ଘଟଣାକୁ ନେଇ ଏତଲାରେ ଅବଗତ କରିଛନ୍ତି ତୃପ୍ତି ।

Crime
ପତ୍ନୀଙ୍କୁ ଛୁରି ଭୁସିଲେ, ନିଜେ ଦୁଇ ମହଲା ଉପରୁ ତଳକୁ ଡେଇଁଲେ

ଏହି ଘଟଣାରେ ପତ୍ନୀଙ୍କ ପ୍ରାଣବାୟୁ ଉଡ଼ିଯାଇଥିବା ବେଳେ ସ୍ୱାମୀ କିନ୍ତୁ ଗୋଡ଼ ହାତ ଭାଙ୍ଗି ଏବେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।

Arpita Mukherjee
ଅର୍ପିତା ମୁଖାର୍ଜୀ କିଏ ? କାହିଁକି ତାଙ୍କ ଘରେ ଚଢ଼ଉ କଲା ED ? ପାର୍ଥଙ୍କ ସହ ତାଙ୍କର କି ସମ୍ପର୍କ ?

ଚଢ଼ଉରେ ଅର୍ପିତା ମୁଖାର୍ଜୀଙ୍କ ଘରୁ ବାହାରିଲା ଏତେ ପରିମାଣର ଟଙ୍କା । ଏହି ଘଟଣା ପରେ ଏବେ ସମସ୍ତଙ୍କ ମୁହଁରେ ଗୋଟିଏ ପ୍ରଶ୍ନ । କିଏ ଅର୍ପିତା ?

Cyber Crime ।Stay alert from these WhatsApp groups, you may lose your contact list & data
ଏଇ ହ୍ୱାଟ୍ସଆପ୍‌ ଗ୍ରୁପରେ କ୍ଲିକ୍‌ କଲେ ଚୋରିପାରେ ଆପଣଙ୍କ କଂଟାକ୍ଟ ଲିଷ୍ଟ...

ହ୍ୱାଟ୍ସଆପ୍‌ ଗ୍ରୁପରେ ଆଡ୍‌ ହେବା ପୂର୍ବରୁ ରୁହନ୍ତୁ ସତର୍କ। କାରଣ ଏଇ ସବୁ ଗ୍ରୁପରେ କ୍ଲିକ କଲେ ଆପଣଙ୍କର ଚୋରିହୋଇପାରେ କଂଟାକ୍ଟ ଲିଷ୍ଟ...ଭାଇରାଲ ହୋଇପାରେ ନ୍ୟୁଡ୍‌ ଫଟୋ