• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Crime Updates

Youth forced to kneel down on Cuttack road, video goes viral
ବିଚ୍ ରାସ୍ତାରେ ଯୁବକଙ୍କୁ ମାଡ଼ ମାରି ଆଣ୍ଠେଇବା ଘଟଣା: ବନ୍ଧା ହେଲେ ମନ୍ତ୍ରୀଙ୍କ ପୁତୁରା

କାର୍‌ ଓଭରଟେକିଂ ବିବାଦକୁ ନେଇ ପ୍ରତାପନଗରୀ ଅଞ୍ଚଳରେ ରାସ୍ତା ଉପରେ ସର୍ବ ସମ୍ମୁଖରେ କିଛି ଯୁବକ ଜଣେ ଯୁବକଙ୍କୁ ଆଣ୍ଠେଇ ଦେଇଥିଲେ। ସ୍ଥାନୀୟ ଲୋକେ ଏହାର ପ୍ରତିବାଦ କରିବାରୁ ସେମାନଙ୍କୁ ମଧ୍ୟ ଯୁବକକମାନେ ଆକ୍ରମଣ କରିଥିଲେ। 

Youth forced to kneel down on Cuttack road
କଟକରେ ତାଲିବାନୀ ଶାସନ: ବିଚ୍ ରାସ୍ତାରେ ଯୁବକଙ୍କୁ ଆଣ୍ଠେଇ ପିଟିଲେ ମନ୍ତ୍ରୀଙ୍କ ପୁତୁରା !

ଆକ୍ରମଣ କରିଥିବା ଯୁବକଙ୍କ ମଧ୍ୟରେ ରାଜ୍ୟର ଜଣେ ଶାସକ ଦଳର ମନ୍ତ୍ରୀଙ୍କ ପୁତୁରା ରହିଥିବା ଜଣାପଡ଼ିଛି।

Seizure of Rs 1.75 crore cryptocurrency from RWSS Additional Chief Engineer
ଅଚଳ ହେବ ଯନ୍ତ୍ରୀ ନିହାରଙ୍କ କ୍ରିପ୍ଟୋ କରେନ୍ସି, ରେଡ୍‌ ବେଳେ ମିଳିଥିଲା ୪ କୋଟିର ସମ୍ପତ୍ତି...

ଅଚଳ ହେବ RWSS ଅତିରିକ୍ତ ମୁଖ୍ୟଯନ୍ତ୍ରୀ ନିହାର ରଞ୍ଜନ ଦାସଙ୍କ କ୍ରିପ୍ଟୋ କରେନ୍ସି। କ୍ରିପ୍ଟୋରେ ଅର୍ଥ ବିନିଯୋଗ ନେଇ ଏକ୍ସପର୍ଟଙ୍କ ସହାୟତା ନିଆଯାଉଛି।

Vigilance Raid
ଯାହା ଆଶଙ୍କା ଥିଲା, ତାହା ହିଁ ହେଲା ! ନିହାରଙ୍କ ଘରେ ଆଖି ତରାଟିଲା ଭଳି ସମ୍ପତ୍ତି

୧୦ ଲକ୍ଷ ଟଙ୍କାର ୩୩୨ ଗ୍ରାମ୍ ସୁନା ଓ ୬୪ ଲକ୍ଷର ବୀମା ମଧ୍ୟ ଠାବ କରିଛି ଭିଜିଲାନ୍ସ । ତାଙ୍କ ପାଖରୁ ନଗଦ ୧ ଲକ୍ଷ ଟଙ୍କା କ୍ୟାସ୍‌ ମଧ୍ୟ ଜବତ ହୋଇଛି ।

Brownsugar Seized
ବାଲେଶ୍ୱରରେ ୧୧ କୋଟି ଟଙ୍କାର ଧଳା ଜହର ଜବତ

ବ୍ରାଉନ୍‌ ସୁଗରକୁ ଓଡ଼ିଶାର ଅନ୍ୟ ଜାଗାମାନଙ୍କୁ ପଠାଯିବା ନେଇ ଅନ୍ୟ ଅଭିଯୁକ୍ତମାନେ ଯୋଜନା ରଖିଛନ୍ତି।  

Crime Against Women
ଯୁବତୀଙ୍କୁ କମେଣ୍ଟ ମାରିଲେ ବୋଲି ଗାଁ ଲୋକ ଅଧାଲଣ୍ଡା କରି ଚପଲମାଳ ପକାଇ ବୁଲାଇଲେ

ତାଳଚେର ବାଲୁଗାଁ ଅଞ୍ଚଳରେ ଘଟିଛି ଘଟଣା । ଘଟଣାକୁ ନେଇ ଥାନାରେ ହୋଇନି ଏତଲା ।

Cryptocurrency
କ୍ରିପ୍ଟୋ କାରବାର କରୁଥିଲେ ଅତିରିକ୍ତ ମୁଖ୍ୟଯନ୍ତ୍ରୀ ! ଭିଜିଲାନ୍ସ ହାତରେ ଲାଗିଲା ୩୮ଟି ଡକ୍ୟୁମେଣ୍ଟ

ଏଥର ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୁଣି ଜଣେ ସରକାରୀ ଅଧିକାରୀଙ୍କ ଘରେ ପଶିଛି ଭିଜିଲାନ୍ସ । ହେଲେ ବାବୁ ଟଙ୍କା ସହ କ୍ରିପ୍ଟୋ କାରବାର ବି କରୁଥିବା ସୂଚନା ମିଳିଛି ।

Film producer Kamal Kishore Mishra
ପତ୍ନୀଙ୍କୁ ଗାଡ଼ି ଚଢେଇ ଫେରାର ଥିବା ପ୍ରଯୋଜକ କମଲ ମିଶ୍ରା ଗିରଫ

ପତ୍ନୀଙ୍କୁ ଗାଡି ଚଢେଇ ଫେରାର ଥିବା ଫିଲ୍ମ ପ୍ରଯୋଜକ କମଲ କିଶୋର ମିଶ୍ରା  ଗିରଫ ହୋଇଛନ୍ତି । ପତ୍ନୀଙ୍କୁ ଗାଡ଼ି ଚଢ଼ାଇବା ଅଭିଯୋଗ ମାମଲାରେ ଗିରଫ କରିଛି ମୁମ୍ବାଇ ପୋଲିସ୍। ସିସିଟିଭି ଫୁଟେଜକୁ ଯାଞ୍ଚ କରିବା ପରେ ଆଜି ତାଙ୍କୁ ଗିରଫ କରାଯାଇଛି। 

Special story
ହେତୁବାଦୀ ଦେବେନ୍ଦ୍ର ସୂତାରଙ୍କୁ ହତ୍ୟା ଧମକ ! କଟକ ମର୍କତ ନଗର ଥାନାରେ ଏତଲା

ହତ୍ୟା ଧମକ ପରେ ବର୍ତ୍ତମାନ ସୁରକ୍ଷା ଲୋଡ଼ିଛନ୍ତି ହେତୁବାଦୀ ।

murder
ବିବାହ ଉତ୍ସବରେ ରସଗୋଲା ନିଅଣ୍ଟ ପଡ଼ିବାରୁ ଲଙ୍କାକାଣ୍ଡ : ଜଣେ ମୃତ, ୫ ଗୁରୁତର

ରସଗୋଲା ନମିଳିବାରୁ ଛୁରୀରେ ଆକ୍ରମଣ । ଆଗ୍ରାର ଏକ ବିବାହ ଉତ୍ସବରେ ଏଭଳି ଘଟଣା ଘଟିଛି ।

  • Friday, 28 October 2022
  • Murder
Woman Death
ଗୁଣି ସନ୍ଦେହରେ ଜଘନ୍ୟକାଣ୍ଡ: ମହିଳାଙ୍କୁ ପିଟି ପିଟି ମାରିଦେଲେ

ସୀମା ଟପିଲା ବର୍ବରତା । ମହିଳାଙ୍କୁ ପିଟି ପିଟି ମାରିଦେଲେ । ଗୁଣି ସନ୍ଦେହରେ ଗଂଜାମ କବିସୂର୍ଯ୍ୟନଗର ମଧୁରଝୋଳରେ ଘଟିଛି ଜଘନ୍ୟକାଣ୍ଡ । ଜଣେ ମହିଳାଙ୍କୁ ଉତ୍ତ୍ୟକ୍ତ ଗ୍ରାମବାସୀ ପିଟି ପିଟି ମାରିଦେଇଛନ୍ତି ।

Bhubaneswar nurse death case
ଧରା ପଡିଗଲା ଶାଶୂଙ୍କ ସକସକ ପଛର ସତ...

ସେଦିନ କହୁଥିଲେ ଆମର କିଛି ଦୋଷ ନାହିଁ...ଆଜି କିନ୍ତୁ ମୁହଁ ଲୁଚାଇ କୋର୍ଟ ଯାଉଛନ୍ତି...କ୍ୟାମେରା ସାମ୍ନାରେ ସତରେ କଣ ମନଗଢା କାହାଣୀ କହୁଥିଲେ କି ଶାଶୂ?

  • Thursday, 27 October 2022
Sand Scam
ଚୋରା ବାଲି ବେପାର କରୁଛନ୍ତି ବିଜେଡି ବିଧାୟକ...ଛୁଇଁବାକୁ ସାହସ କରୁଛି ପ୍ରଶାସନ

ନିଲାମ ନେଇ ନାହାନ୍ତି ହେଲେ ମନଇଚ୍ଛା ବାଲି ଲୁଟ୍‌ କରୁଛନ୍ତି। ବିଜେଡି ବିଧାୟକଙ୍କର ବାଲିଘାଟ ସହ ଅଛି କି ଲିଙ୍କ୍‌ !! ଜଣଙ୍କ ମୁଣ୍ଡ ଗଡିବା ପରେ ବି ହତ୍ୟାକାରୀକୁ କାହିଁକି ଗିରଫ କରୁନି ପୋଲିସ୍‌?

  • Thursday, 27 October 2022
Woman Death
ପୁଣି ଅନ୍ଧବିଶ୍ୱାସର କୁ-ପରିଣତି; ଗୁଣି ସନ୍ଦେହରେ ମହିଳାଙ୍କୁ ପିଟିପିଟି ମାରିଦେଲେ

ଗୁଣି ସନ୍ଦେହରେ ଗଂଜାମ କବିସୂର୍ଯ୍ୟନଗର ମଧୁରଝୋଳରେ ଘଟିଛି ଜଘନ୍ୟକାଣ୍ଡ ।

Archana Case In ED
ଅର୍ଚ୍ଚନା ମାମଲାରେ ଇଡି ଆରମ୍ଭ କରିବ କି ତଦନ୍ତ ? ୨ଟି ଯାକ FIR ନେଇ କରୁଛି ତର୍ଜମା...

ଇଡିକୁ ଏଫ୍‌ଆଇଆର କପି ମିଳିବା ପରେ ପରବର୍ତ୍ତୀ ପଦକ୍ଷେପ ନେଇ ବାଟ ଫିଟିଛି ।

DOG Killed
କେଡ଼େ ନିଷ୍ଠୁର ! ମଣିଷ ବି କ’ଣ ଏମତି କାମ କରିପାରେ ?

ଗୁରୁତର କୁକୁରଟି ସେମିତି ପଡ଼ି ପଡ଼ି ଯନ୍ତ୍ରଣା ପାଇ ପାଇ ଶେଷରେ ଜୀବନ ହାରିଦେଲା ।

Special story
ପୁଣି ସକ୍ରିୟ ମାଓବାଦୀ ! ଅସ୍ଥିତ୍ୱ ଓ ଉପସ୍ଥିତି ଜାହିର କରିବାକୁ ଜୋରଦାର ପ୍ରୟାସ

ଗତ ୧୧ ତାରିଖରେ ସୁଡ୍ରା ପଂଚାୟତର ସିନ୍ଧି ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓବାଦୀ ମୁହାଁମୁହିଁ ହୋଇଥିଲେ

crime
ପୋଲିସ୍‌କୁ ଖୋଲାଖୋଲି ଚ୍ୟାଲେଞ୍ଜ୍‌ ! ଏତଲା ଦେବାରୁ ପିଟି ପିଟି ମାରିଦେଲେ

ଗୁଣି କରିଥିବା ସନ୍ଦେହରେ ସ୍ୱାମୀକୁ ନିର୍ଧୁମ ଛେଚିଲେ, ସ୍ତ୍ରୀ ଥାନାରେ ଅଭିଯୋଗ କରିବାରୁ ପିଟି ପଟି ମାରିଦେଲେ ଗାଁ ଲୋକ ।

murder
ତିନି ଟଙ୍କା ପାଇଁ ହତ୍ୟାକାଣ୍ଡ ! ମା’ ମୃତ, ଦୁଇ ପୁଅ ଗୁରୁତର

ମାତ୍ର ତିନି ଟଙ୍କା ନେଇଗଲା ଏକ ମୂଲ୍ୟବାନ୍‌ ଜୀବନ । ଅଭିଯୁକ୍ତ ଏବେ ଫେରାର୍‌ ।

  • Thursday, 27 October 2022
  • Murder
Illegal sand mining
ଖରସ୍ରୋତାରୁ ସିଧା ଆଳି ପ୍ୟାଲେସ୍‌: ବାଲି ଚୋରିରେ ମନ୍ତ୍ରୀ ପ୍ରତାପ ଦେବ !

ଖରସ୍ରୋତାର ଚୋରା ବାଲିରେ ନିର୍ମାଣ ହେଉଛି ଆଳି ପ୍ୟାଲେସର ନୂଆ ବିଲ୍ଡିଂ ।

Archana Nag
ସମୟ ଆସିଲେ ସବୁ କହିବି: ଅର୍ଚ୍ଚନା

ଏଥର ଆଉ ଭିଡିଓ କନ୍‌ଫରେନ୍ସ ନୁହେଁ ବରଂ ଅର୍ଚ୍ଚନାକୁ ସିଧାସଳଖ ସମସ୍ତଙ୍କ ସାମ୍ନାରେ କୋର୍ଟରେ ହାଜର କରାଇଛି ପୋଲିସ୍ ।

Illegal sand mining
ଚୋରା ବାଲିରେ ମହଲ ତୋଳୁଛନ୍ତି ଶିଳ୍ପମନ୍ତ୍ରୀ

୨୨ ବର୍ଷର ସ୍ଥିର ସରକାର। ଚୋରା ବାଲିରେ ମହଲ ତୋଳୁଛନ୍ତି ଶିଳ୍ପମନ୍ତ୍ରୀ

Archana Nag
ଅର୍ଚ୍ଚନା ପାଇଁ କଚେରୀ ଜାମ୍‌

ଅର୍ଚ୍ଚନାକୁ ନେଇ ଜାମ୍‌ ହେଲା କୋର୍ଟ ରାସ୍ତା...ମିଡିଆ ଉପରେ ବର୍ଷିଲା..କହିଲା, ମୋ ନାଁରେ ମିଛ ଖବର ପ୍ରସାରଣ କରୁଛି ଗଣମାଧ୍ୟମ

Btech Student
ବିକୃତ ମାନସିକତା..ଚୋରି କରୁଥିଲେ ଝିଅଙ୍କ ଅଣ୍ଡର ଗାର୍ମେଣ୍ଟ

ବିଟେକ୍‌ ପାଠ ପଢିଛନ୍ତି ହେଲେ ମନ ପୂରା ବିକୃତ...ଗର୍ଲପ୍ରେଣ୍ଡକୁ ଖୁସି କରିବା ପାଇଁ ଚୋରି କରୁଥିଲେ ଲକ୍ଷଲକ୍ଷ ଟଙ୍କାର ଅଳଙ୍କାର। ଖାଲି ଏତିକି ନୁହେଁ ବରଂ ଝିଅଙ୍କ ଅଣ୍ଡର ଗାର୍ମେଣ୍ଟ ବି କରୁଥିଲେ ଚୋରି , ଏବେ ଧରାପଡିବା ପରେ....

Archan Nag
କୋର୍ଟରେ ହାଜର ପରେ ଏମିତି ପ୍ରତିକ୍ରିୟା ରଖିଲେ ଅର୍ଚ୍ଚନା

ଆଉ କିଛି ଅଧିକ କହିବା ପୂର୍ବରୁ ପୋଲିସ ତାଙ୍କୁ ନେଇଗଲା ।