ବିଜୁ ବାବୁଙ୍କ ଭଳି ଆମକୁ ବି ହେବା ଦରକାର ବୋଲି କହିଛନ୍ତି ସୌମ୍ୟ । କିଛି ଦିନ ତଳେ କଟକ ଲ' କଲେଜର ରୌପ୍ୟ ଜୟନ୍ତୀ ଉତ୍ସବରେ ମଧ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ସରକାରଙ୍କ କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠାଇଥିଲେ ସୌମ୍ୟରଞ୍ଜନ ।
କାହାକୁ ସେ ଚିହ୍ନେନା କି ଜାଣେନା । ତଥାପି ନିଜ ଲୋକଙ୍କଠୁ ସେ ଅଧିକ ଦୁଃଖୀ, ଅଧିକ ମିୟମ୍ରାଣ । ପ୍ରିୟଜନଙ୍କ ଭଳି ସେ ବି ଶୋକାଭିଭୂତ । ହଁ, ଆମେ କହୁଛ ଏଇ ମାଙ୍କଡ଼ର କଥା ।
ଉଦ୍ଧାର କରିବା ପାଇଁ କୁଜଙ୍ଗ ସାମୁଦ୍ରିକ ମତ୍ସ୍ୟ ଅଧିକାରୀ କୋଷ୍ଟଗାର୍ଡ ଏବଂ ମେରାଇନ ପୁଲିସର ସହାୟତା ଲୋଡିଛନ୍ତି।
ପାରାଦୀପ ପୋର୍ଟ ଆଙ୍କରେଜ୍ରେ ଥିବା ଏକ ଜାହାଜରେ ଜଣେ ରୁଷୀୟ ନାଗରିକଙ୍କ ମୃତଦେହ ମିଳିଛି।
ବ୍ଲାକ୍ ରୋଜ ଘଟଣାର ସିବିଆଇ ତଦନ୍ତ କାହିଁକି ହେଉ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି ସତ୍ୟପ୍ରକାଶ ।
ସାମୁଦ୍ରିକ ସୀମାରେ ଆତଙ୍କି ଅନୁପ୍ରବେଶ ରୋକିବା ଉଦ୍ଦେଶ୍ୟରେ ଏହା ଏକ ପ୍ରସ୍ତୁତି ଅଭ୍ୟାସ ।
ଦୁଇ ବର୍ଷ ଧରି କୋଭିଡ କଟକଣା ଯୋଗୁଁ ଶ୍ରଦ୍ଧାଳୁମାନେ ପାଳନ କରିପାରିନଥିଲେ ଉତ୍କଳୀୟ ସମୃଦ୍ଧ ଐତିହାସିକ ଗାଥାକୁ ମନେ ପକାଇ ପାଳନ କରାଯାଉଥିବା ପରମ୍ପରାର ଏହି ପର୍ବ ।
ଘରେ ଯେତେବେଳେ ଦୁଇ ଦୁଇ ଜଣ ରୋଗୀ ପଡିଛନ୍ତି ସେତେବେଳେ ସିଏ କରିବେ ବା କଣ ?
ନଦୀ ଭିତରେ ସିଧା ସଳଖ ମଳତ୍ୟାଗ କରୁଛନ୍ତି ଲୋକେ । ବାହ୍ୟମଳମୁକ୍ତ ଅଞ୍ଚଳ ଘୋଷଣା ସତ୍ତ୍ୱେ ଖୋଲାରେ ମଳତ୍ୟାଗ ।
୧୭ରେ ଆଉ ଏକ ଘୂର୍ଣ୍ଣିବଳୟ, ୧୮ ବେଳକୁ ସ୍ପଷ୍ଟ ହେବ ଚିତ୍ର
ବଙ୍ଗୋପସାଗର ଓ ମହାନଦୀର ସଙ୍ଗମ ସ୍ଥଳର ପ୍ରାକୃତିକ ସୌନ୍ଦର୍ଯ୍ୟ ଏପରି ଯେ ଇକୋ ଟୁରିଜିମ୍ ବା ଇକୋ ରିଟ୍ରିଟ୍ ପାଇଁ ଅତ୍ୟନ୍ତ ଅନୁକୂଳ ବାତାବରଣ ।
ପ୍ରଥମେ ଟ୍ରକ୍ ଡ୍ରାଇଭରଙ୍କୁ ଦୁର୍ବୃତ୍ତମାନେ ମଦ ପିଆଇ ମାତାଲ କଲେ, ଏହାପରେ ମହାନଦୀକୁ ଠେଲି ଦେଇଥିଲେ। ଶେଷରେ ଟ୍ରକ୍ ନେଇ ଘଟଣାସ୍ଥଳରୁ ଛୁ’ ମାରିଥିଲେ।
ସର୍ବନିମ୍ନ ମୌଳିକ ସୁବିଧାରୁ ବଞ୍ଚିତ ସାଧାରଣ ଲୋକେ । ଶୋଚନୀୟ ରାସ୍ତାଘାଟ, ବିପର୍ଯ୍ୟସ୍ତ ଡ୍ରେନେଜ ବ୍ୟବସ୍ଥା ।
ବିଜେପି ଯୁବମୋର୍ଚ୍ଚା ଆନ୍ଦୋଳନକୁ ଓହ୍ଲାଇବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ଦେଇଛି ।
ସାକ୍ଷୀଙ୍କୁ ପ୍ରଭାବିତ ନ କରିବା ଓ ପାସପୋର୍ଟ ଜମା ପାଇଁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି ସ୍ୱତନ୍ତ୍ର ସିବିଆଇ କୋର୍ଟ । ପ୍ରତି ୧୫ ଦିନରେ ତଦନ୍ତ ଅଧିକାରୀଙ୍କୁ ସାକ୍ଷାତ ପାଇଁ ମଧ୍ୟ କଡ଼ା ନିର୍ଦ୍ଦେଶ ରହିଛି ।
ପୀଡିତାଙ୍କ ବାପାଙ୍କ ସୂଚନା ଅନୁସାରେ, ଶନିବାର ଡ୍ୟୁଟି ଯାଇଥିବା ବେଳେ ଲୋକଙ୍କ ଟାହିଟାପରା ପରେ ଝିଅ ମର୍ମାହତ ହୋଇଥିଲା। ଆଜି ସକାଳୁ ଅଜଣା ନମ୍ବରରୁ ପୀଡିତା ଫୋନ୍ କରି ନିଜ ବାପାଙ୍କୁ ଜଣାଇଥିଲେ।
ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ମାଗିଛନ୍ତି ସୋ-କଜ୍ ନୋଟିସ । କୋକିଂ କୋଲ୍ ଚାଲାଣକୁ ନେଇ କାରଣ ଦର୍ଶାଅ ନୋଟିସ୍ ।
ତେଲିଆ ମାଛକୁ ୩ ଲକ୍ଷ ୧୦ ଟଙ୍କାରେ କଲେ ବିକ୍ରି । କୋଲକାତାର ଏକ କମ୍ପାନି ମାଛକୁ କିଣିଲା ।
ପାରାଦୀପ ଅଞ୍ଚଳରେ ପୁଣି ଅମାନବୀୟ କାଣ୍ଡ । କିଛିଦିନ ପୂର୍ବରୁ ସାମାନ୍ୟ କାରଣରୁ ଘଟିଥିଲା ସମାନ ଘଟଣା ।
୧୫ ବର୍ଷର ପୁଅକୁ ବାପା ଓ ସାବତ ମା’ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ୮/୧୦ ବର୍ଷ ତଳେ ମୃତକଙ୍କ ମା’ ସନ୍ଦେହଜନକ ମୃତ୍ୟୁ ହୋଇଥିଲା।
ପାରାଦୀପରେ IOCL(Indian Oil Corporation) ଟାଉନସିପ୍ ନିକଟରେ ତେଲ ପାଇପ୍ ଫାଟି ଯାଇଥିବା ସୂଚନା ମିଳିଛି। ସ୍ଥିତି ନିୟନ୍ତ୍ରଣ ପାଇଁ IOCL ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଛି।
ଏସ୍ପିଙ୍କୁ ଭେଟିବା ପରେ ଗଣମାଧ୍ୟମକୁ କହିଛନ୍ତି, ପୁଅର ମୃତ୍ୟୁ ଖବର ପାଇଲା ବେଳେ ତାଙ୍କର ମାନସିକ ଅବସ୍ଥା ଠିକ୍ ନଥିଲା । ତେଣୁ ସେ ସେମିତି କହି ଦେଇଥିଲେ ।
ପାରାଦ୍ୱୀପରେ ମାଛ ମଡ଼କ । ବାଲିଝରା କ୍ରିକ୍ରେ ରୋହି ଭାକୁର ଭଳି ବିଭିନ୍ନ ପ୍ରଜାତିର ମାଛ ମରି ଭାସୁଥିବା ଦେଖିବାକୁ ମିଳିଛି ।
ଅଭୟଚାନ୍ଦପୁର ଥାନାରେ ହାଜତ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବ୍ରାଉନସୁଗର କେସ୍ରେ ଫସାଇ ଜଣେ ଯୁବକଙ୍କୁ ପୋଲିସ ବାଡ଼େଇ ବାଡ଼େଇ ମାରି ଦେଇଥିବା ଅଭିଯୋଗ ହୋଇଛି।
ଅନ୍ତର୍ଦେଶୀୟ ଜଳମାର୍ଗ ପରିଯୋଜନା ଅନ୍ତର୍ଗତ ଏହି ଜେଟ୍ଟି ନିର୍ମାଣରେ ପ୍ରାଥମିକ ପର୍ଯ୍ୟାୟରେ ଇଫକୋ ସାର କାରଖାନା ୧୦ କୋଟି ଟଙ୍କା ବ୍ୟୟ କରିଛି ।