ପାଣି...ପାଣି...ଆଉ ପାଣି । ଯୁଆଡ଼େ ଆଖି ବୁଲାଇଲେ ଜଳାର୍ଣ୍ଣବ ସ୍ଥିତି । ଘର ଭିତରେ ପାଣିର ସୁଅ ।
ସର୍ବନିମ୍ନ ମୌଳିକ ସୁବିଧାରୁ ବଞ୍ଚିତ ସାଧାରଣ ଲୋକେ । ଶୋଚନୀୟ ରାସ୍ତାଘାଟ, ବିପର୍ଯ୍ୟସ୍ତ ଡ୍ରେନେଜ ବ୍ୟବସ୍ଥା ।