• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ପାରାଦୀପରେ IOCL(Indian Oil Corporation) ଟାଉନସିପ୍ ନିକଟରେ ତେଲ ପାଇପ୍‌ ଫାଟି ଯାଇଥିବା ସୂଚନା ମିଳିଛି। ପାରାଦୀପ-ହଳଦିଆ ଅଶୋଧିତ ତେଲ ପାଇପ୍‌ ଲାଇନ ଫାଟିଥିବା ଜଣାପଡ଼ିଛି। ପାଇପ୍‌ ଫାଟି ଯିବାରୁ ପ୍ରଚୁର ପରିମାଣର ଅଶୋଧିତ ତେଲ ବହି ଚାଲିଛି। 

ସ୍ଥିତି ନିୟନ୍ତ୍ରଣ ପାଇଁ IOCL ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଛି।