ବ୍ଲାକରୋଜ ଜାହାଜ ବୁଡ଼ି ଘଟଣାରେ ଏଯାଏଁ କାହିଁକି ହେଉନି ସିବିଆଇ ତଦନ୍ତ ? କେଳେଙ୍କାରୀର ଗୁମର ଖୋଲିବାକୁ ହେବ କି ସିବିଆଇ ତଦନ୍ତ ? ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିରେ ପହଞ୍ଚିଲା ସିବିଆଇ ତଦନ୍ତ ଦାବି ।
ବ୍ଲାକରୋଜ ଜାହାଜ ବୁଡ଼ିବା ଘଟଣାର ସିବିଆଇ ତଦନ୍ତ ଦାବି । ଏନେଇ ସିବିଆଇ ତଦନ୍ତ ଦାବି କଲେ ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ
ବ୍ଲାକ୍ ରୋଜ ଘଟଣାର ସିବିଆଇ ତଦନ୍ତ କାହିଁକି ହେଉ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି ସତ୍ୟପ୍ରକାଶ ।
ପାରାଦୀପ ସମୁଦ୍ର ଉପକୂଳରେ ବୁଡ଼ି ଯାଇଥିବା ବ୍ଲାକ୍ ରୋଜ୍ ଜାହାଜକୁ ପୁରିଲା ୧୨ ବର୍ଷ। ୨୦୦୯ ମସିହା ସେପ୍ଟେମ୍ବର ୯ରେ ଲୁହାପଥର ବୋଝେଇ ଜାହାଜ ଏମଭି ବ୍ଲାକ୍ ରୋଜ୍ ପାରାଦୀପ ଉପକୂଳରେ ବୁଡ଼ି ଯାଇଥିଲା।