ପରମାଣୁ ବୁଡାଜାହାଜଟି ସମୁଦ୍ର ପତ୍ତନଠାରୁ ୩୫୧ ଫୁଟ ତଳେ ଥିବା ସୂଚନା ମିଳିଛି । ଅକ୍ସିଜେନ ସିଷ୍ଟିମ ଫେଲ୍ ହୋଇଥିବାରୁ ଏଭଳି ଅଘଟଣ ଘଟିଥିବା କୁହାଯାଉଛି।
ପ୍ରଥମ ପ୍ରୟାସରେ ସେ ୮୧ ଦଶମିକ ୨୬ ମିଟର, ଦ୍ୱିତୀୟରେ ୭୯ ଦଶମିକ ୭୬ ମିଟର ଜାଭେଲିନ୍ ଫିଙ୍ଗିଥିବା ବେଳେ ତୃତୀୟ ଉଦ୍ୟମରେ ୮୬ ଦଶମିକ ୭୭ ମିଟର ଜାଭେଲିନ୍ ଥ୍ରୋ କରିଥିଲେ ।
ପୂର୍ବରୁ ସିଲିଣ୍ଡର ପିଛା ସବସିଡି ୨୦୦ ଟଙ୍କା ଘୋଷଣା ହୋଇଥିଲା ।ଏଥିରେ ଆହୁରି ୧୦୦ ଟଙ୍କା ବଢ଼ାଇ ସବସିଡି ଏଣିକି ୩୦୦ ଟଙ୍କାକୁ ବୃଦ୍ଧି କରାଯାଇଛି ।
HAL ଠାରୁ ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ VR ଚୌଧୁରୀ ଏହାକୁ ଗ୍ରହଣ କରିଛନ୍ତି । ଏହି ଯୁଦ୍ଧ ବିମାନରେ ସ୍ୱଦେଶୀ ଇଲେକ୍ଟ୍ରୋନିକାଲି ସ୍କାନ୍ଡ ରାଡର ଖଂଜା ଯାଇଛି । ବିମାନରେ ମିସାଇଲ, ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଲଗାଯିବା ଭଳି ବ୍ୟବସ୍ଥା ହୋଇଛି। ଆକାଶ ମାର୍ଗରେ ମଧ୍ୟ ବିମାନରେ ଇନ୍ଧନ ଭର୍ତ୍ତି କରାଯାଇପାରିବ ।
ଅନେକ ବିସ୍କୁଟରେ କଣା ଥାଏ। କିନ୍ତୁ, ଆପଣ ଜାଣନ୍ତି କି ଏହିସବୁ ବିସ୍କୁଟରେ କାହିଁକି କଣା ଥାଏ? ଏହି କଣାଗୁଡ଼ିକ କେବଳ ଏକ ଭିନ୍ନ ଡିଜାଇନ୍ ପାଇଁ ତିଆରି ହୋଇଛି ନା ଏହା ପଛରେ କିଛି ବିଜ୍ଞାନ ଅଛି ? ଆସନ୍ତୁ ଜାଣିବା…
ଆସୁଛି 'ଲାହୋର, ୧୯୪୭'। ସନ୍ନି, ଆମିର ଏବଂ ସନ୍ତୋଷୀଙ୍କ ଏହି ବିଶାଳ ପ୍ରୋଜେକ୍ଟ ସିନେମା ପ୍ରେମୀ ଏବଂ ଭାରତର ଲୋକଙ୍କ ପାଇଁ ଏକ ବ୍ଲକବଷ୍ଟର ହେବାକୁ ଯାଉଛି।
ଓମ୍ ରାଓତଙ୍କ 'ଆଦିପୁରୁଷ' ଲୋକଙ୍କ ଭାବନାକୁ ଧକ୍କା ଦେଇଥିବା ବେଳେ ଏଥିରେ ସୁଧାର ଆଣିବାକୁ ଚେଷ୍ଟା କରୁଛନ୍ତି 'ଦଙ୍ଗଲ' ଫେମ୍ ନିର୍ଦ୍ଦେଶକ ନୀତେଶ ତିୱାରୀ। ସେ ‘ରାମାୟଣ’ର ସିନେମା ରୂପ ଦେବାକୁ ପ୍ରସ୍ତୁତ ହେଉଛନ୍ତି। ଏଥିପାଇଁ ବାଛିସାରିଲେଣି ରାମ ଓ ସୀତା।
ଭାରସାମ୍ୟ ହରାଇ ନଦୀ ଭିତରକୁ ପଶିଗଲା କାର୍। ଫଳରେ ଜୀବନ ବଞ୍ଚାଇବା ପାଇଁ ଗାଡ଼ି ଭିତରେ ଥିବା ଯୁବତୀ କାର୍ ଡୋର୍ ଖୋଲି ପାଣିକୁ ଡେଇଁ ପଡ଼ିଥିଲେ।
ସେପ୍ଟେମ୍ୱର ପହିଲାରେ ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୫୫ ହଜାର ଟଙ୍କାରେ ବିକ୍ରି ହେଉଥିବା ବେଳେ ଏହା ୫୩ ହଜାର ଟଙ୍କାକୁ ଖସି ଆସିଛି।
ଆଜି ଜାଭେଲିନ୍ ଥ୍ରୋ’ରେ ସମସ୍ତଙ୍କ ନଜର ରହିବ ଓଡ଼ିଆ ପୁଅ କିଶୋର ଜେନାଙ୍କ ଉପରେ। ଗୋଲ୍ଡେନ୍ ବୟ ନୀରଜ ଚୋପ୍ରାଙ୍କ ସହ ଆଜି ଟ୍ରାକ୍କୁ ଓହ୍ଲାଇବେ କିଶୋର। ଗତ ମାସରେ ବୁଦାପେଷ୍ଟରେ ହୋଇଥିବା ୱାର୍ଲ୍ଡ ଆଥେଲେଟିକ୍ ଚମ୍ପିଆନସିପ୍ରେ ଚମତ୍କାର ପ୍ରଦର୍ଶନ କରିଥିଲେ କିଶୋର ।
‘ଗ୍ରାମସଭାରେ ଯୋଗ୍ୟ ହିତାଧିକାରୀ, ତାଲିକାରେ କିନ୍ତୁ ଅଯୋଗ୍ୟ’..ରାଜ୍ୟରେ ପିଏମ୍ ଆବାସ ଯୋଜନାର କାର୍ଯ୍ୟକାରିତାକୁ ନେଇ ସିଏଜିଙ୍କ ସନ୍ଦେହ ..‘୨୦୨୨ ସୁଦ୍ଧା ସମସ୍ତଙ୍କୁ ଘର ପାଇଁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଥିଲେ’
ୟୁରିକ୍ ଏସିଡ୍ ସ୍ତର ବୃଦ୍ଧି ଆର୍ଥ୍ରାଇଟିସ୍ ସୃଷ୍ଟି କରେ, ଯେଉଁଥିରେ ରୋଗୀକୁ ବହୁତ ଯନ୍ତ୍ରଣା ଭୋଗିବାକୁ ପଡେ। କିନ୍ତୁ ଆମ ପାଖରେ ଏମିତି କିଛି ପ୍ରାକୃତିକ ଜିନିଷ ଅଛି ଯାହା ଆର୍ଥ୍ରାଇଟିସ୍ର ଯନ୍ତ୍ରଣାକୁ ହ୍ରାସ କରିପାରେ।
ପାକିସ୍ତାନରେ ଏକାଧିକ ଆତଙ୍କୀଙ୍କୁ ହତ୍ୟା..କାନାଡ଼ା ଓ ବ୍ରିଟେନରେ ବି ଆତଙ୍କୀଙ୍କୁ ହତ୍ୟା
ଚାହୁଁଚାହୁଁ ଆଖି ସାମ୍ନାରେ ଭାସିଗଲା ବିରାଟ ବାଉଁଶ ପୋଲ । ନଈର ପ୍ରଖର ସୁଅରେ ଦୁଇ ଖଣ୍ଡ ହୋଇଗଲା ହାତ ତିଆରି ସେତୁ।
ଆମେ ଦିନକୁ ଦିନ ଯେତେ ନୂଆ ସଭ୍ୟତା ଆଡକୁ ଯାଉଥିଲେ ମଧ୍ୟ ଆମ ଭିତରେ କେଉଁଠି ନା କେଉଁଠି ସେହି ପ୍ରାଚୀନ ଅନ୍ଧବିଶ୍ୱାସ ରହିଯାଉଛି। ଆଜି ବି ଅନେକ ସଂପ୍ରଦାୟ ଅଛନ୍ତି ଯେଉଁମାନେ ବିଭିନ୍ନ ପର୍ବପର୍ବାଣୀରେ ପଶୁ ବଳି ଦେଇଥାନ୍ତି। ଏଭଳି ପରିସ୍ଥିତିରେ ସେମାନଙ୍କୁ ଏ ଦିଗରେ ରୋକ ଦେବାକୁ ପଡିବ। କିପରି ସେମାନଙ୍କୁ ଏହି ମାନସିକତାରୁ ଦୂର କରିହେବ ଆସନ୍ତୁ ଜାଣିବା।
ୟୁଏସ୍, ୟୁରୋପ୍ ଉପଗ୍ରହ ଉତକ୍ଷେପଣ ବ୍ୟୟବହୁଳ ..ଭାରତୀୟ ରକେଟ ସହାୟତାରେ ଉତକ୍ଷେପଣ ଅତି ଶସ୍ତା.. ଭାରତୀୟ ରକେଟକୁ ବାଛୁଛନ୍ତି ବିଦେଶୀ ରାଷ୍ଟ୍ର ..ଭାରତୀୟ ସ୍ପେଶ ସେକ୍ଟର ପାଇଁ ସୁବର୍ଣ୍ଣ ସୁଯୋଗ
ବନ୍ୟା ଯୋଗୁଁ ସେନା କ୍ୟାମ୍ପ ପ୍ରଭାବିତ, ଭାସିଗଲା ଯାନବାହନ
ଖୁବ୍ଶୀଘ୍ର ଭାରତୀୟ ରେଲ୍ୱେ ଏକ କନ୍ସେପ୍ଟ ଟ୍ରେନ୍ ଆଣିବାକୁ ଯାଉଛି। ଏଣିକି ଅତ୍ୟାଧୁନିକ ସ୍ଲିପର କୋଚ୍ର ସୁବିଧା ‘ବନ୍ଦେ ଭାରତ’ ଏକ୍ସପ୍ରେସ୍ରେ ଯାତ୍ରୀଙ୍କୁ ମିଳିବ।
ଦିଲ୍ଲୀ ବାସଭବନରେ ଚଢ଼ଉ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ... ମଦ ଦୁର୍ନୀତି ମାମଲାରେ ଚଢ଼ଉ ଚାଲିଥିବା ସୂଚନା ...
ଓଡ଼ିଆ ପୁଅ କିଶୋର ଜେନାଙ୍କ ଉପରେ ବି ରହିବ ନଜର..୧୫ ଗୋଲ୍ଡ ସହ ୬୯ ମେଡାଲ ପାଇ ଚତୁର୍ଥ ସ୍ଥାନରେ ଭାରତ
ଦିନେ ପ୍ରତି ଘରେ ପରିଚିତ ଥିବା ମିଲେଟ୍ ବା ମାଣ୍ଡିଆକୁ ଆମେ ସହଜରେ ଭୁଲିଯାଇଛେ। ସିମେଇ, ଚାଉମିନ୍, ବର୍ଗର, ମୋମୋ ଆଦିକୁ ଆପଣେଇ ନେଇଛେ। ମିଲେଟ୍ ଗୁଣବତ୍ତା, ଔଷଧୀୟ ଗୁଣ ସବୁ କିପରି ଆମ ପାଇଁ ଉପଯୋଗୀ ତାହା ଏବେ ଏବେ ଆମ ନଜରକୁ ଆସିଛି। ଆସନ୍ତୁ ଜାଣିବା।
ପୋଲିସ କିଛି ସାମ୍ବାଦିକଙ୍କୁ ପଚରାଉଚରା ପାଇଁ ନେଇଥିଲା । ଅଧିକ ଖୋଲତାଡ ପାଇଁ ସାମ୍ବାଦିକମାନଙ୍କ ଲାପଟପ୍ ଏବଂ ଫୋନ୍ ମଧ୍ୟ ଜବତ କରିଥିଲା । ସେହିପରି କିଛିଦିନ ତଳେ ନ୍ୟୁୟର୍କ ଟାଇମ୍ସର ଏକ ଅନୁସନ୍ଧାନ ଅଭିଯୋଗ କରିଥିଲା ଯେ, ନ୍ୟୁଜ୍କ୍ଲିକ୍ ପୋର୍ଟାଲ୍ ଚାଇନାର ପ୍ରଚାର କରିବା ପାଇଁ ଏକ ନେଟୱାର୍କରୁ ପାଣ୍ଠି ପାଉଛି ।
ESIC ଗ୍ରୁପ୍-ସି ପାରାମେଡିକାଲ୍ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଏନେଇ ପ୍ରାର୍ଥୀଙ୍କ ଠାରୁ ଅନଲାଇନ୍ ଆବେଦନ ଗ୍ରହଣ ଚାଲିଛି, ଯାହା ଏହି ମାସ ଶେଷ ପର୍ଯ୍ୟନ୍ତ ଚାଲିବ। ଏହି ନିଯୁକ୍ତି ପ୍ରକ୍ରିୟାରେ ଅନେକ ରାଜ୍ୟରୁ ମୋଟ୍ ୧୦୩୮ ପଦବୀ ପୂରଣ ହେବା।
କିଛିଦିନ ତଳେ ନ୍ୟୁୟର୍କ ଟାଇମ୍ସର ଏକ ଅନୁସନ୍ଧାନ ଅଭିଯୋଗ କରିଥିଲା ଯେ, ନ୍ୟୁଜ୍କ୍ଲିକ୍ ପୋର୍ଟାଲ୍ ଚାଇନାର ପ୍ରଚାର କରିବା ପାଇଁ ଏକ ନେଟୱାର୍କରୁ ପାଣ୍ଠି ପାଉଛି। ଏହାପରେ ଅଗଷ୍ଟ ୧୭ରେ ଦିଲ୍ଲୀ ପୋଲିସ ଆତଙ୍କବାଦ ବିରୋଧୀ ଆଇନ ଅନୁଯାୟୀ ଏକ ମାମଲା ରୁଜୁ କରିଥିଲା।