Advertisment

SIDBI Recruitment 2023: SIDBIରେ ପୂରଣ ହେବ ଆସିଷ୍ଟାଣ୍ଟ୍ ମ୍ୟାନେଜର ପୋଷ୍ଟ୍; ଦରମା ୯୦ ହଜାର

SIDBI ଅଫିସର ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ଆସିଷ୍ଟାଣ୍ଟ୍ ମ୍ୟାନେଜର ପୋଷ୍ଟ୍ ପୂରଣ ହେବ। ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।

author-image
Pramod Behera
ଅଦ୍ୟତନ ହୋଇଛି
SIDBI Recruitment Apply for Assistant Manager posts

SIDBI Recruitment Apply for Assistant Manager posts

ଭାରତୀୟ ଲଘୁ ଶିଳ୍ପ ବିକାଶ ବ୍ୟାଙ୍କ(SIDBI) ଅଫିସର ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ଆସିଷ୍ଟାଣ୍ଟ୍ ମ୍ୟାନେଜର ପୋଷ୍ଟ୍ ପୂରଣ ହେବ। ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।

Advertisment

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ SIDBIର ଅଫିସିଆଲ୍ ୱେବସାଇଟ୍, sidbi.in କୁ ଯାଇ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। ଯେଉଁ ପ୍ରାର୍ଥୀମାନେ ଏହାର ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ SIDBI Recruitment Apply for Assistant Manager posts Notification ରେ କ୍ଲିକ୍ କରି ଦେଖିପାରିବେ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୦୮ ନଭେମ୍ବର ୨୦୨୩
  • ଅନ୍‌ଲାଇନ୍ ଆବେଦନ ଶେଷ – ୨୮ ନଭେମ୍ବର ୨୦୨୩
Advertisment

ଖାଲି ପଦବୀ:

  • UR ପ୍ରାର୍ଥୀ – ୨୨ଟି ପୋଷ୍ଟ୍‌
  • EWS ପ୍ରାର୍ଥୀ – ୫ଟି ପୋଷ୍ଟ୍‌
  • OBC ପ୍ରାର୍ଥୀ – ୧୧ଟି ପୋଷ୍ଟ୍‌
  • ST ପ୍ରାର୍ଥୀ – ୪ଟି ପୋଷ୍ଟ୍‌
  • SC ପ୍ରାର୍ଥୀ – ୮ଟି ପୋଷ୍ଟ୍
  • ମୋଟ ପଦବୀ – ୫୦ଟି ପୋଷ୍ଟ୍

ଯୋଗ୍ୟତା:

  • ଯେ କୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ / ଅନୁଷ୍ଠାନରୁ ଯେକୌଣସି ବିଷୟରେ ସ୍ନାତକ ଡିଗ୍ରୀ
  • କିମ୍ବା CA / CS / CWA / CFA / CMA
  • କିମ୍ବା ଆଇନ୍‌ରେ ସ୍ନାତକ ଡିଗ୍ରୀ/ ଇଞ୍ଜିନିୟରିଂରେ ସ୍ନାତକ ଡିଗ୍ରୀ

ବୟସ ସୀମା:

  • ସର୍ବାଧିକ ବୟସ – ୩୦ ବର୍ଷ
  • ବୟସ ଗଣନା ୦୮ ନଭେମ୍ବର ୨୦୨୩ ଅନୁସାରେ ହେବ

ବୟସ କୋହଳ:

  • ST/ SC/EXSM – ୫ ବର୍ଷ
  • OBC – ୩ ବର୍ଷ
  • PH – ୧୦ ବର୍ଷ

ଆବେଦନ ଶୁଳ୍କ:

  • SC / ST / PWBD ବର୍ଗ ପ୍ରାର୍ଥୀ - ୧୭୫ ଟଙ୍କା
  • ଅନ୍ୟମାନେ – ୧୧୦୦ ଟଙ୍କା
  • ଅନଲାଇନ୍ ମୋଡ୍ ମାଧ୍ୟମରେ ଦେୟ ପ୍ରଦାନ କରାଯିବା ଉଚିତ

ମାସିକ ଦରମା:

  • ଚୟନ ପ୍ରାର୍ଥୀ ମାସକୁ ପାଖାପାଖି ୯୦ ହଜାର ଟଙ୍କା ଦରମା ପାଇବେ
  • ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଚୟନ ପ୍ରକ୍ରିୟା:

  • ସମୂହ ଆଲୋଚନା(୧୦୦ ମାର୍କ)
  • ସାକ୍ଷାତକାର(୧୦୦ ମାର୍କ)
  • ଉଭୟ ମାର୍କ ଆଧାରରେ ଅନ୍ତିମ ଚୟନ କରାଯିବ
  • ଲକ୍ଷ୍ନୌ, ମୁମ୍ବାଇ, ନୂଆଦିଲ୍ଲୀ, ଚେନ୍ନାଇ ଏବଂ କୋଲକାତାରେ ସମୂହ ଆଲୋଚନା ଏବଂ ସାକ୍ଷାତକାର ଅନୁଷ୍ଠିତ ହେବ
Govt Jobs Bank Jobs
Advertisment
Advertisment