ଟିମ୍ ଇଣ୍ଡିଆର ଚାମ୍ପିଅନ୍ସ ଟ୍ରଫି ବିଜୟରେ ଅଗ୍ରଣୀ ଭୂମିକା ତୁଲାଇଛନ୍ତି ବ୍ୟାଟର୍ ଶ୍ରେୟସ ଆୟର । ସେ ଅଧିକାଂଶ ମ୍ୟାଚ୍ରେ ମଧ୍ୟକ୍ରମରେ ‘ପ୍ରାଚୀର’ ଭଳି ଛିଡ଼ା ହୋଇ ଟିମ୍କୁ ସମ୍ଭାଳିଥିଲେ । ଏହି ପ୍ରଦର୍ଶନ ତାଙ୍କ ଆନ୍ତର୍ଜାତିକ କ୍ୟାରିଅର୍ ପାଇଁ ଖୁବ୍ ଗୁରୁତ୍ୱପୂର୍ଣ୍ଣ ବୋଲି ଚର୍ଚ୍ଚା ହେଉଛି, ହେଲେ କାହିଁକି?
ଆୟର ଏକ ରେଷ୍ଟୁରାଣ୍ଟରେ ଖାଉଥିବା ସମୟରେ ଜଣେ ଫ୍ୟାନଙ୍କ ସହିତ ସେଲଫି ନେଇଥିଲେ। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବେଳେ ଏହାକୁ ସମସ୍ତେ ପ୍ରଶଂସା କରିଛନ୍ତି।
ଆଜି ପ୍ରକାଶ ପାଇଥିବା ରିଟେନ୍ ଲିଷ୍ଟରେ ସବୁଠୁ ବଡ଼ ଖବର କ୍ୟାପଟେନଙ୍କୁ ନେଇ ଆସିଛି । ଆଗାମୀ ଆଇପିଏଲ ସିଜିନ୍ ପାଇଁ ୪ ଫ୍ରାଞ୍ଚାଇଜ୍ ସେମାନଙ୍କ କ୍ୟାପଟେନ୍ଙ୍କୁ ରିଟେନ୍ କରିନାହିଁ ।
ଆଇପିଏଲର ଆଗାମୀ ସିଜିନ୍ରେ ବିଶେଷ ଭାବରେ ତିନିଜଣ ଅଧିନାୟକଙ୍କ ପାଇଁ କଠିନ ପରୀକ୍ଷା ହେବ। ଏହି ଅଧିନାୟକମାନେ ହେଉଛନ୍ତି- ଋଷଭ ପନ୍ଥ, ଶ୍ରେୟସ୍ ଆୟର ଏବଂ ଶୁବମନ ଗିଲ।
ବେଙ୍ଗଳୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଚାଲିଥିବା ମୁକାବିଲାରେ ନେଦରଲାଣ୍ଡସ ଆଗରେ ୪୧୧ ରନର ଟାର୍ଗେଟ ରଖିଛି ଭାରତ ।
କେ.ଏଲ୍ ରାହୁଲ, ଶ୍ରେୟସ ଆୟାର ଜସପ୍ରୀତ ବୁମରାଙ୍କ ପ୍ରତ୍ୟାବର୍ତ୍ତନ ,ପ୍ରଥମ ମ୍ୟାଚରେ ପାରମ୍ପରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ଭେଟିବ ଭାରତ
ଦୁନିଆର ସବୁଠାରୁ ବ୍ୟୟବହୁଳ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ) ୧୫ଶ ସଂସ୍କରଣର ମେଗା ଅକ୍ସନ୍ ଆଜି ଆରମ୍ଭ ହୋଇଛି। ଅକ୍ସନର ପ୍ରଥମ ଦିନରେ ନାମୀ ଖେଳାଳିଙ୍କୁ ମୋଟା ଦାମରେ ଫ୍ରାଞ୍ଚାଇଜି କିଣିଛନ୍ତି।
ଆମେ ଆପଣଙ୍କୁ କହୁଛୁ ଯେ, ଶ୍ରେୟସ ଆୟରଙ୍କ ଭଳି ତାଙ୍କ ଭଉଣୀ ମଧ୍ୟ ବେଶ୍ ଲୋକପ୍ରିୟ । ଶ୍ରେୟସ ସାରା ବିଶ୍ୱରେ ପରିଚିତ ହୋଇଥିବା ବେଳେ ତାଙ୍କ ଭଉଣୀ ମଧ୍ୟ କିଛି କମ୍ ନୁହଁନ୍ତି ।