• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

Sikkim Flood
ସିକିମ୍ ଫ୍ଲାସ୍ ଫ୍ଲଡରେ ମୃତ୍ୟୁ ସଂଖ୍ୟା ୧୮କୁ ବୃଦ୍ଧି; ଠପ୍ ହୋଇଯାଇଛି ଟେଲି ଯୋଗାଯୋଗ

ତିସ୍ତା ବନ୍ୟାର କରାଳ ରୂପ ସିକିମବାସୀଙ୍କ ମନରେ ଗଭୀର କ୍ଷତ ସୃଷ୍ଟି କରିଛି । ମଙ୍ଗନ, ଗ୍ୟାଙ୍ଗଟକ, ପାକଯୋଙ୍ଗ, ନାମଚୀ ଜିଲ୍ଲା ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ।

Eng vs Nz
୪ ବର୍ଷ ପରେ ପ୍ରତିଶୋଧ ନେଲା ନ୍ୟୁଜିଲାଣ୍ଡ, କନୱେ ଓ ରବୀନ୍ଦ୍ରଙ୍କ ବ୍ୟାଟିଂରେ ଧରାଶାୟୀ ଇଂଲଣ୍ଡ

ଆଜି ପ୍ରଥମ ମ୍ୟାଚ୍‌ରେ ଟସ୍ ଜିତି ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା ନ୍ୟୁଜିଲାଣ୍ଡ। ପ୍ରଥମ ବ୍ୟାଟିଂ କରି ଇଂଲଣ୍ଡ ନିର୍ଦ୍ଧାରିତ ଓଭରରେ ୯ ୱିକେଟ ହରାଇ ୨୮୨ ରନ୍ କରିଥିଲା। ଇଂଲଣ୍ଡ ପକ୍ଷରୁ ଜୋ ରୁଟ୍‌ ୭୭ ରନ୍‌ କରିଥିବାବେଳେ ଅଧିନାୟକ ଜୋଶ୍ ବଟଲର ୪୩ ରନ୍ କରିଥିଲେ।

Kapil Sharma, Mahadev AAP
ରଣବୀରଙ୍କ ପରେ କପିଲ ଶର୍ମା-ହୁମା କୁରେଶି-ହିନା ଖାନ୍‌ଙ୍କୁ ED ନୋଟିସ

ସିଧାସଳଖ ଇଡି ସ୍କାନରକୁ ଆସିଥିଲେ ସୌରଭ ଏବଂ ସେ ପ୍ରମୋଟର ଥିବା ମହାଦେବ ବେଟିଂ ଆପ୍ ।

Sikkim Flood
ପ୍ରଳୟଙ୍କାରୀ ସିକ୍କିମ୍ ବନ୍ୟା ! ଏବେ ବି ଟନ୍ ଟନ୍‌ କାଦୁଅ ତଳେ ଭାରତୀୟ ଯବାନ...

ପ୍ରଳୟଙ୍କରୀ ବନ୍ୟାରେ ୧୪ ମୃତ, ଶତାଧିକ ନିଖୋଜ । ଚୌଦ୍ୱାରର ନବଦଂପତିଙ୍କ ସମେତ ଫସିଛନ୍ତି ୩ ହଜାର ପର୍ଯ୍ୟଟକ ।

Madhyapradesh BJP
ଶିବରାଜଙ୍କ ବଡ଼ ଘୋଷଣା ! ମହିଳାଙ୍କ ପାଇଁ ରହିବ ୩୫% ସରକାରୀ ଚାକିରି

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଘୋଷଣା କରିଥିବା ବେଳେ ରାଜ୍ୟ ସରକାରଙ୍କ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

AAP MP Sanjay Singh
ଦିଲ୍ଲୀ ମଦ ଦୁର୍ନୀତି ମାମଲା: AAP ସାଂସଦ ସଞ୍ଜୟଙ୍କୁ ୫ ଦିନିଆ ରିମାଣ୍ଡରେ ନେଲା ED

ଦିଲ୍ଲୀର ରାଉଜ୍ ଏଭେନ୍ୟୁ କୋର୍ଟରେ ହାଜର । ୧୦ ଦିନ ପାଇଁ ରିମାଣ୍ଡରେ ନେବାକୁ ED କରିଥିଲା ଆବେଦନ ।

Asian Games 2023
Asian Games: ତୀରନ୍ଦାଜୀରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ

ପୁରୁଷ ଟିମ୍ ଇଭେଣ୍ଟରେ କୋରିଆକୁ ହରାଇ ସ୍ୱର୍ଣ୍ଣ ହାସଲ । ୨୧ ସ୍ୱର୍ଣ୍ଣ, ୩୧ ରୌପ୍ୟ, ୩୨ ବ୍ରୋଞ୍ଜ ସହ ୮୪ ପଦକ ।

Marriage Rituals
ପାରମ୍ପରିକ ରୀତିନୀତି ବିନା ହିନ୍ଦୁ ବିବାହ ବୈଧ ନୁହେଁ: ଆହ୍ଲାବାଦ ହାଇକୋର୍ଟ

ଅଗ୍ନିକୁ ସାକ୍ଷୀ ରଖି ବର-କନ୍ୟା ସାତ ଫେରା ନେଇନହାନ୍ତି କିମ୍ବା ଅନ୍ୟାନ୍ୟ ନୀତି ସମ୍ପନ୍ନ ହୋଇନାହିଁ ସେ ବିବାହ ହିନ୍ଦୁ ବିବାହ ଆଇନ ଅନୁସାରେ ବୈଧ ନୁହେଁ ।

policeman shoots wife, two daughters dies by suicide
ସ୍ତ୍ରୀ ଓ ଦୁଇ ଝିଅଙ୍କୁ ଗୁଳି କଲେ, ପରେ ନିଜେ ଆତ୍ମହତ୍ୟା କଲେ ପୋଲିସ୍‌କର୍ମୀ...

ଜଣେ ହେଡ୍‌ କନଷ୍ଟେବଲ ପରିବାରର ୩ ସଦସ୍ୟଙ୍କୁ ହତ୍ୟା କରିଥିବା ସୂଚନା ମିଳିଛି। ପୋଲିସ୍‌କର୍ମୀଙ୍କ ଘରୁ ସୁଇସାଇଡ୍‌ ନୋଟ୍‌ ଜବତ ହୋଇଛି।

Elevator
ଲିଫ୍ଟ ଭିତରୁ କୁନି ଝିଅର କାନ୍ଦ.. ହେ ଭଗବାନ, ମୋତେ ବଞ୍ଚାଅ...

୨୦ ମିନିଟ୍ ପରେ ଲିଫ୍ଟଟି ହଠାତ୍ ଖୋଲିବା ପରେ ଝିଅଟି ବାହାରକୁ ଆସିଥିଲା । 

Neeraj Chopra
ତ୍ରିରଙ୍ଗାକୁ ତଳେ ପକାଇବାକୁ ଦେଲେନି ନୀରଜ; କ୍ୟାଚ୍‌ କରି ଧରି ପକାଇଲେ..ଭିଡିଓ ଭାଇରାଲ..

ସ୍ୱର୍ଣ୍ଣ ପଦକ ଜିତିବା ପରେ ନୀରଜ ଚୋପ୍ରାଙ୍କ ଉପରକୁ ଗ୍ୟାଲେରିରୁ ଜଣେ ଦର୍ଶକ ତ୍ରିରଙ୍ଗା ପତାକା ଫିଙ୍ଗିଥିଲେ । କିନ୍ତୁ ତଳେ ପଡିବା ପୂର୍ବରୁ ଏହାକୁ କ୍ୟାଚ୍ କରି ନେଇଥିଲେ ନୀରଜ ।

OTP Sharing Scam
ଟଙ୍କା ପାଇଁ ପାକିସ୍ତାନକୁ ଶେୟାର କଲେ ଭାରତର ଗୁପ୍ତ ତଥ୍ୟ, ପାକିସ୍ତାନ ଏଜେଣ୍ଟଙ୍କ ସହ ଥିଲେ ଯୋଗାଯୋଗରେ...

ସାମାନ୍ୟ କିଛି ଟଙ୍କା ପାଇଁ ଭାରତର ଗୁପ୍ତ ତଥ୍ୟ ପାକିସ୍ତାନକୁ ପଠାଇ ଦିଆଯାଇଛି । ରିମାଣ୍ଡ ଅବଧି ମଧ୍ୟରେ ଅଭିଯୁକ୍ତ ଇକବାଲ୍‌ ହୁସେନ୍ ସମସ୍ତ ତଥ୍ୟ STF ଆଗରେ ଓଗାଳିଛି।

Cigarettes Ban
ଏତିକି ବୟସ ନହେଲେ ସିଗାରେଟ୍‌ କିଣା ବିକା କରିପାରିବେ ନାହିଁ...

ଇଂଲଣ୍ଡ୍‌ର ଆଗାମୀ ପିଢ଼ି ଆଉ ସିଗାରେଟ୍‌ କିଣିବା ପାଇଁ ସମର୍ଥ ହେବେ ନାହିଁ । ଏନେଇ କଟକଣା ଜାରି କରିଛନ୍ତି ପ୍ରଧାନମନ୍ତ୍ରୀ ରିଷି ସୁନକ ।

BEL JOB
BEL ପକ୍ଷରୁ ବାହାରିଲା ଚାକିରି; ଆବେଦନ ପ୍ରକ୍ରିୟା ଆରମ୍ଭ, ଜାଣନ୍ତୁ ଶେଷ ତାରିଖ

ଯେଉଁମାନେ ଏହି ପଦବୀ ପାଇଁ ଆଶାୟୀ ରହିଥିବେ ସେମାନେ ସମୟସୀମା ମଧ୍ୟରେ ଆବେଦନ କରିବାକୁ କୁହାଯାଇଛି । ଆଗ୍ରହୀ ପ୍ରାର୍ଥୀମାନେ BELର ଅଫିସିଆଲ୍ ୱେବସାଇଟ୍ bel-india.in ମାଧ୍ୟମରେ ଆବେଦନ କରିପାରିବେ ।

Cloudburst In Sikkim Triggers Flash Floods
ଭୟଙ୍କର ବନ୍ୟାରେ ଭାସିଗଲା ସେନା ଟ୍ରକ୍‌, ସାମ୍ନାକୁ ଆସିଲା ଫଟୋ...

ସିକ୍କିମରେ ଭୟଙ୍କର ବନ୍ୟା। ଦୁଇ ଦିନ ପୂର୍ବେ ଭାସି ଯାଇଥିବା ସେନାର କିଛି ଟ୍ରକ୍‌ର ଦୃଶ୍ୟ। ବଡ଼ ବଡ଼ ଓ ବିଶାଳ ଟ୍ରକ୍‌ ଗୁଡ଼ିକ ମାଟିରେ ପୋତି ହୋଇଯାଇଥିବା ଦେଖିବାକୁ ମିଳିଛି।

Miracle
ଗଣେଶ ବଞ୍ଚାଇ ଦେଲେ... ସମୁଦ୍ର ଭିତରେ ୩୬ ଘଣ୍ଟାର ସଂଘର୍ଷ ପରେ କୂଳରେ ଲାଗିଲା ୧୩ ବର୍ଷର ବାଳକ

ସମୁଦ୍ରର ଅକାତ ପାଣି ଭିତରେ ଗଣେଶ ମୂର୍ତ୍ତି ଭାସୁଥିବା ଦେଖିବାକୁ ପାଇଥିଲା । ଏହାପରେ ସେ ମୂର୍ତ୍ତିକୁ ଜାବୁଡ଼ି ଧରି ୩୬ ଘଣ୍ଟା କାଳ ସମୁଦ୍ରରେ ସେମିତି ଭାସିଥିଲା । ନା ଖାଇବାକୁ କିଛି ଥିଲା ନା ପିଇବାକୁ ।

World Cup
ଆଜିଠୁ ବିଶ୍ୱକପ୍ କ୍ରିକେଟ୍ ମହାକୁମ୍ଭ; ଟ୍ରଫି ପାଇଁ ପରସ୍ପରକୁ ଟକ୍କର ଦେବେ ୧୦ ଟିମ୍

ଭାରତର ୧୦ଟି ଗ୍ରାଉଣ୍ଡରେ ଏହି ମେଗା ପ୍ରତିଯୋଗିତା ଆରମ୍ଭ ହେବାକୁ ଯାଇଛି । ଅକ୍ଟୋବର ୫ରୁ ଅର୍ଥାତ୍‌ ଆଜିଠାରୁ ନଭେମ୍ବର ୧୯ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।

Asian Games
ଏସିଆନ୍ ଗେମ୍ସରେ ଭାରତର ରେକର୍ଡ; ବଢିଚାଲିଛି ମେଡାଲ୍‌ ସଂଖ୍ୟା

ଜାଭେଲିନରେ ନୀରଜ ଚୋପ୍ରା ସ୍ୱର୍ଣ୍ଣପଦକ ଜିତିଥିବା ବେଳେ ତୀରନ୍ଦାଜୀରେ ଜ୍ୟୋତି ଭେନମ ଏବଂ ଓଜସ ଦେଓତଲେ ଏବଂ ୪ ଗୁଣା ୪୦୦ ମିଟର ରିଲେରେ ଅନସ, ଅମୋଜ, ଅଜମଲ ଓ ରାଜେଶ ଦେଶ ପାଇଁ ଗୋଲ୍ଡ ମେଡାଲ ଜିତିଛନ୍ତି । ଓଡିଆ ପୁଅ କିଶୋର ଜେନା ଜେଭେଲିନ୍ ଥ୍ରୋରେ ରୌପ୍ୟ ପଦକ ଜିତିଛନ୍ତି ।

5 health benefit you get smiling every
World Smile Day 2023: ପ୍ରତିଦିନ ହସନ୍ତୁ, ହୃଦସ୍ପନ୍ଦନ ଏବଂ ରକ୍ତଚାପ କମାନ୍ତୁ...

ହସିବା ଯେ କେବଳ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ତାହା ନୁହେଁ, ବରଂ ଏହା ଆପଣଙ୍କ ଆଖପାଖରେ ଥିବା ଲୋକଙ୍କ ଉପରେ ମଧ୍ୟ ସକାରାତ୍ମକ ପ୍ରଭାବ ପକାଇଥାଏ। ହସୁଥିବା ଲୋକକୁ ଯିଏ ଦେଖେ ତା’ ଭିତରେ ମଧ୍ୟ ହସିବାର ଏକ ଉତ୍ସାହ ଜନ୍ମେ। ପ୍ରତିଦିନ ହସିବା ଦ୍ୱାରା ଅନେକ ଫାଇଦା ମଧ୍ୟ ହୁଏ। ଆସନ୍ତୁ ଆଜି ହାସ୍ୟ ଦିବସରେ ହସିବାର ୫ ଫାଇଦା କ’ଣ ଜାଣିନେବା।

Stay away from these 5 common causes fighting in family
Relationships: ପରିବାରରେ କାହିଁକି ହୁଏ ଝଗଡା; କିପରି କରିବେ ସମାଧାନ

ଯଦି ପରିବାରରେ ବାପାମାଆଙ୍କ ମଧ୍ୟରେ ଲଗାତାର ଝଗଡା ହୁଏ, ତେବେ ଏହା ପରିବାରର ଅନ୍ୟ ସଦସ୍ୟଙ୍କୁ ପ୍ରଭାବିତ କରିଥାଏ ଏବଂ ଘରର ପରିବେଶ ସବୁବେଳେ ଉତ୍ତେଜନାରେ ପରିପୂର୍ଣ୍ଣ ରହିଥାଏ। ଏପରି ପରିସ୍ଥିତିରେ, ଯଦି ଆପଣ ଚାହୁଁଛନ୍ତି ଯେ ଆପଣଙ୍କ ପରିବାର ମଜବୁତ ରହୁ, ତେବେ ପାରସ୍ପରିକ ମତଭେଦକୁ ଶାନ୍ତିପୂର୍ଣ୍ଣ ଭାବରେ ସମାଧାନ କରିବାକୁ ଚେଷ୍ଟା କରନ୍ତୁ।

Sikkim Flood,
ସିକ୍କିମର ପ୍ରଳୟଙ୍କାରୀ ବନ୍ୟାରେ ହଜିଯାଇଛନ୍ତି ଓଡ଼ିଆ ଯବାନ !

ଯବାନ ମାନେ ତିସ୍ତା ନଦୀ ନିକଟରେ ଲୋକଙ୍କୁ ରେସ୍କ୍ୟୁ କରୁଥିଲେ । ହେଲେ ଅଚାନକ ୧୫ରୁ ୨୦ ଫୁଟ ଜଳସ୍ତର ବଢ଼ିଯିବା ଫଳରେ ଘଟିଗଲା ଏତେ ବଡ଼ ବିପର୍ଯ୍ୟୟ ।

Sikkim Flood
ଜୀବନ ରକ୍ଷା କରିବାକୁ ଯାଇଥିଲେ, ନିଜେ ହଜିଗଲେ !

ଏବେବି ସ୍ଥଳସେନା ଯବାନଙ୍କୁ ଖୋଜିବା ପାଇଁ ଅପରେସନ ଜାରି ରଖିଛି। ସେମାନଙ୍କ ସହ ଅନ୍ୟ ୨୦ ଜଣ ଲୋକ ବି ନିରୁଦ୍ଦିଷ୍ଟ ଅଛନ୍ତି ।

Ranbir Kapoor
ଅଭିନେତା ରଣବୀର କପୁରଙ୍କୁ ଇଡିରୁ ସମନ, ଅକ୍ଟୋବର ୬ରେ ହେବେ ହାଜର

ଇଡି ଅନୁସନ୍ଧାନରୁ ଏହା ମଧ୍ୟ ଜଣାପଡିଛି ଶେୟାର ବଜାରରେ ବେଟିଂ ଟଙ୍କା ବ୍ୟବହାର କରାଯାଇଥିଲା । ଏହି ଅନଲାଇନ ବେଟିଂ ଆପ୍ ଯୋଗୁଁ, ଆହୁରି ମଧ୍ୟ ଅନେକ ବଲିଉଡ୍ ତାରକା ଇଡି ରାଡାରରେ ଥିବା ଜଣାପଡିଛି ।

AAP MP Sanjay Singh Arrested
ମଦ ଦୁର୍ନୀତି ! AAP ସାଂସଦ ସଂଜୟଙ୍କୁ ଗିରଫ କଲା ED

ଦିଲ୍ଲୀର ମଦ ଦୁର୍ନୀତି ଯାଞ୍ଚ ସହ ଜଡିତ ଅର୍ଥ ହେରଫେର ମାମଲାରେ ଗିରଫ ହୋଇଛନ୍ତି ସଞ୍ଜୟ ସିଂହ। ଏହି ମାମଲାରେ ଆଜି ସାଂସଦଙ୍କ ଦିଲ୍ଲୀ ବାସଭବନରେ ଖୋଳତାଡ କରିଥିଲା ଇଡି।