• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Vitamin B12

କାହିଁକି ହୁଏ ରକ୍ତହୀନତା
Cause of Anemia: ଆପଣଙ୍କ ଖାଦ୍ୟ ଅଭ୍ୟାସ ରକ୍ତହୀନତା ପାଇଁ ଦାୟୀ ନୁହେଁ ତ ?

ବିଶ୍ବ ସ୍ବାସ୍ଥ୍ୟ ସ°ଗଠନ ଅନୁସାରେ ପୃଥିବୀରେ ପାଖାପାଖି ୧.୬୨ ବିଲିଅନ୍ ବ୍ୟକ୍ତି, ଅର୍ଥାତ ପୃଥିବୀର ସମସ୍ତ ଜନସଂଖ୍ୟାର ପାଖାପାଖି ୨୫% ରକ୍ତହୀନତା ବା Anemia ଦ୍ବାରା ଆକ୍ରାନ୍ତ। ସାଧାରଣତଃ ଏହା ଶିଶୁ ଏବଂ ଗର୍ଭବତୀ ମହିଳାଙ୍କ ଠାରେ ଦେଖାଯାଇଥାଏ। ପୃଥିବୀରେ ଦେଖାଯାଉଥିବା ସମସ୍ତ ରକ୍ତହୀନତା ଭିତରେ ଲୌହସାର ଅଭାବ ହିଁ ସର୍ବାଧିକ ଦାୟୀ। ସାଧାରଣତଃ ଖାଦ୍ୟସାର ଅଭାବ, ସ°କ୍ରମଣ, ଦୀର୍ଘସ୍ଥାୟୀ ବ୍ୟାଧି ଏବଂ ଜେନେଟିକ୍ କାରଣରୁ ରକ୍ତହୀନତା ଦେଖା ଯାଇଥାଏ। ଆଜି ଆମେ ଜାଣିବା ଲୌହସାର ବ୍ୟତୀତ ଅନ୍ୟ କେଉଁ ଖାଦ୍ୟସାରର ଅଭାବରୁ ରକ୍ତହୀନତା ଦେଖାଯାଇ ପାରେ।

vegetarian people how to get vitamin b 12
Health Tips: ଶାକାହାରୀ ବ୍ୟକ୍ତି କିପରି ପାଇବେ ଭିଟାମିନ୍ B12; ଏହିସବୁ ଖାଦ୍ୟ ଦେବ ଲାଭ

ଭିଟାମିନ୍ B12 ଡିଏନ୍ଏ ସିନ୍ଥେସିସ୍ ଏବଂ ଲାଲ ରକ୍ତ କଣିକା ତିଆରି କରିବା ସହିତ ଏହାର ଅନେକ ଶାରୀରିକ କାର୍ଯ୍ୟ ଅଛି। ଭିଟାମିନ୍ B12 ସାଧାରଣତଃ ପଶୁଜାତୀୟ ଖାଦ୍ୟରୁ ଅଧିକ ମିଳିଥାଏ। ତେବେ ଏହା ଶାକାହାରୀମାନଙ୍କ ପାଇଁ ଏକ ଚ୍ୟାଲେଞ୍ଜ୍‌ ସୃଷ୍ଟି କରିପାରେ।

Vitamin-B
ଶରୀର ପାଇଁ କ୍ଷତିକାରକ ଅଧିକ ଭିଟାମିନ୍-ବି...ଖାଇଲେ ଦେଖାଦେବ ଏହି ସମସ୍ୟା

ଭିଟାମିନ୍-ବି ଯୁକ୍ତ ଖାଦ୍ୟ ହେଉଛି ଡାଲି, ପନିପରିବା, ମାଛ, ମାଂସ, ଅଣ୍ଡାକେଶର, କ୍ଷୀର ଇତ୍ୟାଦି। ଯଦି ଶରୀରରେ ଭିଟାମିନ୍-ବି ର ପରିମାଣ ଅତ୍ୟଧିକ ହୋଇଯାଏ, ତେବେ ଅନେକ ପାର୍ଶ୍ୱ ପ୍ରତିକ୍ରିୟା ଦେଖଦିଏ।