• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Mutton

Beef
ମଟନ ଖାଇବୁନି, ଜୟା ଢାବା ଯିବୁନି

ପିଉଛନ୍ତି ଗୋବର ପାଣି, ଚାଲିଛି ମୁଣ୍ଡନ। ନରେନ୍ଦ୍ର ପୁଷ୍କରିଣୀ ହେଉଛି ପାପ କ୍ଷୟ ସ୍ନାନ। ହାତ ଟେକି ଦେଇ କହୁଛନ୍ତି ହେ ମହାପ୍ରଭୁ ଯିବୁନି ଆଉ ଜୟା ହୋଟେଲ, ଆଉ ଖାଇବୁନି ମଟନ ।

mutton
Jaya Hotel: ଜୟା ହୋଟେଲରେ ଗୋ-ମାଂସ ଭକ୍ଷଣ ! ଲଣ୍ଡା ହୋଇ ପ୍ରାୟଶ୍ଚିତ କଲେ ଦୁଇ ଯୁବକ

ଗ୍ରାହକ ଭାବୁଥିଲେ ଖାଉଛନ୍ତି ମଟନ ଝୋଳ। ହେଲେ ହୋଟେଲ ଦେଉଥିଲା ଗୋ-ମାଂସ ! ଗ୍ରାହକ ଆଖିବୁଜି କରୁଥିଲେ ବିଶ୍ୱାସ। ହୋଟେଲ ମାଲିକ ଦେଉଥିଲେ ବିଶ୍ୱାସରେ ବିଷ ! ପୁରୀ ସତ୍ୟବାଦୀର ଜୟା ହୋଟେଲକୁ ନେଇ ଏଭଳି ଆରମ୍ଭ ହୋଇଛି ଚର୍ଚ୍ଚା। ସତ୍ୟବାଦୀ ଅଞ୍ଚଳର ଜଣେ ଗୋ-ଚାଲାଣକାରୀଙ୍କ ବୟାନ ହିଁ ଖେଳାଇ ଦେଇଥିଲା ଲୋକଙ୍କ ଭିତରେ କୋକୁଆ ଭୟ। ସାକ୍ଷୀଗୋପାଳର ଜୟା ହୋଟେଲରେ ମଟନରେ ଗୋ-ମାଂସ ମିଶାଉଥିବା କଥା ସେ କହିଥିଲେ।

Hotel
Dhaba Mutton: ଗ୍ରାହକ ଭାବୁଥିଲେ ଖାଉଛନ୍ତି ମଟନ ଝୋଳ; ହେଲେ ଭିତରେ ଗୋମାଂସ !

ଭିଡିଓ ଭାଇରାଲ୍‌ ପରେ ଜିଲ୍ଲା ପ୍ରଶାସନ ନେଇଛି ଆକ୍ସନ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ବିଳମ୍ବିତ ରାତିରେ ଜୟା ଢ଼ାବାକୁ ସିଲ୍‌ କରି ଦିଆଯାଇଛି । ଆଇନଶୃଙ୍ଖଳା ଦୃଷ୍ଟିରୁ ଏଠାରେ ପୋଲିସ ମୁତୟନ କରାଯାଇଛି। ଘଟଣାର ସତ୍ୟତା ପରଖିବା ନେଇ ରାଜ୍ୟ ପରୀକ୍ଷାଗାରକୁ ଯାଇଛି ମାଂସ ନମୂନା।

ବାହାରେ ମଟନ ଝୋଳ ଭିତରେ ଗୋ ମାଂସ !
ବାହାରେ ମଟନ ଝୋଳ, ଭିତରେ ଗୋ ମାଂସ !

ପୁରୀ ସତ୍ୟବାଦୀର ଏଭଳି ଆରମ୍ଭ ହୋଇଛି ଚର୍ଚ୍ଚା। ଯାହା ପଛରେ ଅଛି ଏହି ଭାଇରାଲ ଭିଡ଼ିଓ। ଯେଉଁଥିରେ ସତ୍ୟବାଦୀ ଅଞ୍ଚଳର ଏକ ଗୋ-ଚାଲାଣକାରୀଙ୍କୁ କାବୁ କରିଛନ୍ତି କିଛି ଲୋକ।

Red meat
Health Tips: ଆପଣଙ୍କ ପାଇଁ କେତେ କ୍ଷତିକାରକ ରେଡ୍-ମିଟ୍, ଜାଣନ୍ତୁ ସ୍ୱାସ୍ଥ୍ୟ ଉପରେ କ’ଣ ପଡ଼େ ପ୍ରଭାବ

ବୁଧବାର କି ରବିବାର ହେଲେ କିମ୍ବା କୌଣସି ଭୋଜି, ସବୁଠାରୁ ଅଧିକ ଭିଡ଼ ଜମେ ମଟନ୍ ଦୋକାନ ସାମନାରେ। ହେଲେ ଆପଣଙ୍କ ଡାକ୍ତରଠୁ ଆରମ୍ଭ କରି ଡାଏଟିସିଆନ୍ ପର୍ଯ୍ୟନ୍ତ ସମସ୍ତେ ତାଗିଦ୍ କରନ୍ତି ମଟନ୍ କିମ୍ବା ଅନ୍ୟ ରେଡ୍-ମିଟ୍ ନଖାଇବା ପାଇଁ। କ’ଣ ରହିଛି ଏହା ପଛରେ କାରଣ, ପାଟିକୁ ସୁଆଦିଆ ଲାଗୁଥିବା ଆଉ ପୁଷ୍ଟିସାର ଯୁକ୍ତ ଏ ଖାଦ୍ୟକୁ ଗ୍ରହଣ ନକରିବା ପାଇଁ ଉପଦେଶର ? ଆପଣଙ୍କର ଏ ଅଭ୍ୟାସ କ’ଣ ପ୍ରାଣଘାତୀ ହୋଇପାରେ କି?

Biryani is served as prasad
ଏମିତି ଏକ ମନ୍ଦିର, ଯେଉଁଠି ପ୍ରସାଦରେ ମିଳେ ମଟନ୍ ବିରିୟାନୀ...ଜାଣନ୍ତୁ କାହିଁକି

କେବଳ ଗାଁ ନୁହେଁ, ଦୂର ସ୍ଥାନରୁ ଲୋକମାନେ ମଧ୍ୟ ଏଠାକୁ ବିରିୟାନୀ ଖାଇବାକୁ ଆସିଥାନ୍ତି । ଗାଁ ବ୍ୟତୀତ ଏହି ବିରିୟାନୀକୁ ମଧ୍ୟ ମଦୁରାଇରେ କ୍ୟାମ୍ପ ସ୍ଥାପନ କରି ଲୋକଙ୍କ ମଧ୍ୟରେ ବଣ୍ଟନ କରାଯାଇଥାଏ।

Wedding
ବିବାହ ଭୋଜିରେ ନଥିଲା ମଟନ; ପ୍ରବଳ ପାଟିତୁଣ୍ଡ, ଥାନାରେ ପହଞ୍ଚିଲା ମାମଲା

ବରଯାତ୍ରୀମାନେ ମଟନ କାହିଁକି ହୋଇନାହିଁ ବୋଲି ପ୍ରଶ୍ନ କରିଥିଲେ । ପରେ ଧୀରେ ଧୀରେ ଏହା ବଚସାରେ ପରିଣତ ହୋଇଥିଲା । ବରପକ୍ଷର ଲୋକମାନଙ୍କୁ କନ୍ୟା ଘର ଲୋକ ବୁଝାଇବାକୁ ଚେଷ୍ଟା କରିଥିଲେ ।