Advertisment

Indian Navy Recruitment: ଭାରତୀୟ ନୌସେନାରେ ଚାକିରି କରିବାକୁ ଚାହୁଛନ୍ତି କି… ପୂରଣ ହେବ ୨୫୪ଟି ପଦବୀ

ଭାରତରେ ସ୍ମାର୍ଟ ଚାକିରି ଭିତରେ ନୌସେନା(Indian Navy) ଅନ୍ୟତମ। ତେଣୁ ଏଥିରେ କିଏ ବା ଚାକିରି କରିବାକୁ ନ ଚାହେଁ। ଯେଉଁମାନେ ଏନେଇ ଆଶାୟୀ ସେମାନଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ। କାରଣ ଏନେଇ ଭାରତୀୟ ନୌସେନା ଏକ ବିଜ୍ଞପ୍ତି ପ୍ରକାଶ କରିଛି।

author-image
Pramod Behera
ଅଦ୍ୟତନ ହୋଇଛି
Indian Navy SSC Officers Recruitment 2024 Apply for 254 posts

Indian Navy SSC Officers Recruitment 2024 Apply for 254 posts

ଭାରତରେ ସ୍ମାର୍ଟ ଚାକିରି ଭିତରେ ନୌସେନା(Indian Navy) ଅନ୍ୟତମ। ତେଣୁ ଏଥିରେ କିଏ ବା ଚାକିରି କରିବାକୁ ନ ଚାହେଁ। ଯେଉଁମାନେ ଏନେଇ ଆଶାୟୀ ସେମାନଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ। କାରଣ ଏନେଇ ଭାରତୀୟ ନୌସେନା ଏକ ବିଜ୍ଞପ୍ତି ପ୍ରକାଶ କରିଛି।

Advertisment

ଏନେଇ ଆବେଦନ ପ୍ରକ୍ରିୟା ଅନ୍‌ଲାଇନ୍ ମାଧ୍ୟମରେ ଆରମ୍ଭ ହୋଇଯାଇଛି। ଏହି ନିଯୁକ୍ତି ମାଧ୍ୟମରେ ସର୍ଟ ସର୍ଭିସ୍‌ କମିଶନ ଅଧିକାରୀ ପଦବୀ ପୂରଣ ହେବ। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ୍ ୨୫୪ଟି ପଦବୀ ପୂରଣ କରାଯିବ।

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ OPSCର ଅଫିସିଆଲ୍ ୱେବ୍‌ସାଇଟ୍‌ joinindiannavy.gov.inକୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍ Indian Navy SSC Officers Recruitment 2024 Apply for 254 posts Notificationରେ କ୍ଲିକ୍ କରି ଦେଖିପାରିବେ।

Advertisment

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୨୪ ଫେବୃଆରୀ ୨୦୨୪
  • ଅନ୍‌ଲାଇନ୍ ଆବେଦନ ଶେଷ – ୧୦ ମାର୍ଚ୍ଚ ୨୦୨୪

ଖାଲି ପଦବୀ:

  • କାର୍ଯ୍ୟନିର୍ବାହୀ ଶାଖା – ୩୬ଟି ପୋଷ୍ଟ୍‌
  • ଶିକ୍ଷା ଶାଖା – ୧୮ଟି ପୋଷ୍ଟ୍‌
  • ବୈଷୟିକ ଶାଖା – ୧୦୦ଟି ପୋଷ୍ଟ୍‌

ଶିକ୍ଷାଗତ ଯୋଗ୍ୟତା:

  • ଯେ କୌଣସି ବିଷୟରେ B.E / B.Tech ଡିଗ୍ରୀ
  • କିମ୍ବା ଆବଶ୍ୟକୀୟ ଅନୁଶାସନରେ ସର୍ବନିମ୍ନ ୬୦% ମାର୍କ ସହିତ ପାଶ୍

ବୟସ ସୀମା:

  • ପଦବୀ ଅନୁସାରେ ବୟସ ସୀମା ଭିନ୍ନ
  • ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଦରମା:

  • ସର୍ବନିମ୍ନ ମାସିକ ଦରମା – ୫୬,୧୦୦
  • ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଚୟନ ପ୍ରକ୍ରିୟା:

  • ମାର୍କ ଅନୁସାରେ ସର୍ଟଲିଷ୍ଟ
  • ସାକ୍ଷାତକାର (Viva Voce)
  • ଡାକ୍ତରୀ ପରୀକ୍ଷା
Govt Jobs Indian Navy Indian Navy Jobs
Advertisment
Advertisment