• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

Rohit Sharma receives heartfelt letter
Rohit Sharma: ରୋହିତଙ୍କୁ ଭାବବିହ୍ବଳ ହୋଇ ଚିଠି ଲେଖିଲେ ଫ୍ୟାନ୍‌; କହିଲେ...

ଜମ୍ମୁ ଓ କାଶ୍ମୀର ବିପକ୍ଷରେ ମୁମ୍ବାଇ ପାଇଁ ରଣଜୀ ଟ୍ରଫି ଖେଳିବା ପରେ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କୁ ଜଣେ ୧୫ ବର୍ଷୀୟ ଫ୍ୟାନ୍‌ଙ୍କଠାରୁ ହୃଦୟସ୍ପର୍ଶୀ ଓ ଭାବବିହ୍ବଳ ଚିଠି ମିଳିଛି। 

Big reason children are not taking interest in studies
Parenting Tips: ଆପଣଙ୍କ ପିଲାର ମନ ପାଠପଢାରେ ଲାଗୁନି; ଜାଣନ୍ତୁ ଏହାର ୩ କାରଣ, ଗୋଟିଏ ସମାଧାନ

ଅନେକ ପିଲା ସୋସିଆଲ ମିଡିଆ, ବୁଲିବା, ସାଙ୍ଗମାନଙ୍କ ସହିତ ଗପିବା ପାଇଁ ଅଧିକ ସମୟ ଦିଅନ୍ତି। ଯେତେବେଳେ ପରୀକ୍ଷା ସମୟ ପାଖେଇ ଆସେ, ସବୁ ବହି ପଢିବା ଏମାନଙ୍କ ପାଇଁ କାଠିକର ପାଠ ହୋଇଯାଏ। ଏଭଳି କ୍ଷେତ୍ରରେ କିଛି ପିଲା ପାଠପଢା ନାଁ ଶୁଣିଲେ ଛତ୍ରଭଙ୍ଗ ଦିଅନ୍ତି। କ’ଣ କରିବେ ଜାଣନ୍ତୁ….

Drone Attack
Drone Attack: ହସ୍ପିଟାଲରେ ଡ୍ରୋନ୍ ହମଲା; ୭୦ ମୃତ

ଆକ୍ରମଣରେ ଛାରଖାର ହୋଇଛି ପୂରା ହସ୍ପିଟାଲ। ଆଗକୁ ମୃତ୍ୟୁସଂଖ୍ୟା ଆହୁରି ବଢ଼ିପାରେ ବୋଲି ସନ୍ଦେହ କରାଯାଇଛି। ଆକ୍ରମଣ ବେଳେ ହସ୍ପିଟାଲରେ ଶତାଧିକ ରୋଗୀ ଓ ସମ୍ପର୍କୀୟଙ୍କ ଭିଡ଼ ଥିଲା।

Breast Cancer Symptoms
Health Tips: କିପରି ଜାଣିବେ ସ୍ତନ କର୍କଟର ପ୍ରାରମ୍ଭିକ ଲକ୍ଷଣ; କେଉଁମାନଙ୍କ ପାଇଁ ହୁଏ ସାଙ୍ଘାତିକ…

ପ୍ରାରମ୍ଭିକ ପର୍ଯ୍ୟାୟରେ କର୍କଟ ଚିକିତ୍ସା ସମ୍ଭବ, କିନ୍ତୁ ଯେତେବେଳେ ଏହା ତିନି ଏବଂ ଚତୁର୍ଥ ପର୍ଯ୍ୟାୟରେ ପହଞ୍ଚେ, ଚିକିତ୍ସା ଆରମ୍ଭ କରିବା ଏବଂ ଏଥିରୁ ସୁସ୍ଥ ହେବା କଷ୍ଟକର ହୋଇଯାଏ। କିପରି ଜାଣିବେ ଏହାର ପ୍ରାରମ୍ଭିକ ଲକ୍ଷଣ…

Vastu for Hair Cuts
Vastu Tips: ଏହିସବୁ ବାରରେ ଚୁଟି କାଟୁଛନ୍ତି କି… ହୋଇଯିବେ ଗରିବ, କମିଯିବ ଆୟୁଷ

ହିନ୍ଦୁ ଧର୍ମରେ ବିଭିନ୍ନ ଦିନକୁ ନେଇ ଅନେକ ନିୟମ ପ୍ରସ୍ତୁତ କରାଯାଇଛି, ଯାହା ପାଳନ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେବେ ଅନେକ ସମୟରେ ଆମେ ଅଜାଣତରେ ଏମିତି କିଛି କରିଦେଉ ଯାହାର ଫଳ ଭୋଗିବାକୁ ପଡେ।

ମ୍ୟାଚ୍‌ କରୁନି ଅଭିଯୁକ୍ତର ଫିଙ୍ଗରପ୍ରିଣ୍ଟ୍‌
Saif Ali Khan: ସୈଫଙ୍କୁ ଆକ୍ରମଣ ମାମଲାରେ ନୂଆ ଟ୍ବିଷ୍ଟ, ଅଭିଯୁକ୍ତ ସହ ମେଳ ଖାଉନି ଜବତ ଫିଙ୍ଗରପ୍ରିଣ୍ଟ !

ମୁମ୍ବାଇ ପୋଲିସର ଏକ ଟିମ୍ ଅଭିଯୁକ୍ତ ସରିଫୁଲର ବାଂଲାଦେଶ ଲିଙ୍କ୍‌ ବିଷୟରେ ତନାଘନା ନେଇ କୋଲକାତାରେ ଡେରା ପକାଇଛି। ଜଣେ ଏଜେଣ୍ଟଙ୍କ ଜରିଆରେ ଜାଲ୍ ଭାରତୀୟ କାଗଜପତ୍ର ପ୍ରସ୍ତୁତ କରି ସେ କୋଲକାତାରୁ ମୁମ୍ବାଇ ଆସିଥିବା ଜେରା ବେଳେ କହିଛି ସରିଫୁଲ ।

Republic Day Celebrations
Republic Day: କର୍ତ୍ତବ୍ୟପଥରେ ଝଲସିଲା ସର୍ବବୃହତ୍ ଗଣତନ୍ତ୍ରର ଗାରିମା; ଶକ୍ତିର ଭବ୍ୟ ପ୍ରଦର୍ଶନ କରିଥିଲେ ତିନି ସେନା

ଆକାଶରେ ବାୟୁବୀର ଦେଖାଇଥିଲେ ଏୟାରଫୋର୍ସର ତାକତ୍ । ବାୟୁସେନା ଫ୍ଲାଇଂପାଷ୍ଟରେ ଭାଗ ନେଇଥିଲେ ୪୦ ବିମାନ। ସେହିପରି ନାରୀ ଶକ୍ତିର ଝଲକ, ଡେୟାରଡେଭିଲ୍ସ ସୋ ବି ମନ ମୋହିଥିଲା।

Highest Paid TV Actress
Highest Paid TV Actress: ବଲିଉଡ ବାଦ୍‌ଶାହା ଶାହରୁଖ ଖାନଙ୍କୁ ପଛରେ ପକାଇ ଦେଇଛନ୍ତି ଏହି ୨୩ ବର୍ଷୀୟା ଅଭିନେତ୍ରୀ

ଏହି ଅଭିନେତ୍ରୀଙ୍କ ବୟସ ମାତ୍ର ୨୩ ବର୍ଷ ଏବଂ ତାଙ୍କର ସମ୍ପତ୍ତିର ମୂଲ୍ୟ ୨୫୦ କୋଟି । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ବଲିଉଡ ବାଦ୍‌ଶାହା ଶାହରୁଖ ଖାନଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି ଏହି ୨୩ ବର୍ଷୀୟା ଅଭିନେତ୍ରୀ ।

Indian Railway Recruitment 2025
Indian Railway Recruitment 2025: ଉଚ୍ଚ ଶିକ୍ଷା ନ ଥିଲେ ବି ସରକାରୀ ଚାକିରି; ପୂରଣ ହେବ ୧୧୦୦ରୁ ଅଧିକ ପଦବୀ

RRC ରେ ଆପ୍ରେଣ୍ଟିସ୍ ପଦବୀ ପୂରଣ ହେବ। ଏନେଇ RRC ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।

Vivek agnihotri the delhi files teaser out
Delhi Files Teaser: ଆସିଲା ‘ଦ ଦିଲ୍ଲୀ ଫାଇଲ୍ସ’ର ଟିଜର୍: ଏହି ଦିନ ହେବ ରିଲିଜ୍

ଆଜି ବହୁ ପ୍ରତୀକ୍ଷିତ ଫିଲ୍ମ ‘ଦ ଦିଲ୍ଲୀ ଫାଇଲ୍ସ’ର ଟିଜର୍‌ ରିଲିଜ୍‌ ହୋଇଛି। ଦର୍ଶକମାନେ ଦୀର୍ଘ ଦିନ ଧରି 'ଦ ଦିଲ୍ଲୀ ଫାଇଲ୍ସ'କୁ ଅପେକ୍ଷା କରିଥିଲେ। ଫିଲ୍ମ ଘୋଷଣା ହେବା ପରଠାରୁ ଚର୍ଚ୍ଚାରେ ରହିଛି।

Mahakumbh
Kumbha Mela: ମହାକୁମ୍ଭ ମେଳାରେ ଅଘଟଣ; ସଙ୍ଗମ ସ୍ଥଳରେ ବୁଡ଼ିଲା ଡଙ୍ଗା

୪୫ ଦିନ ଧରି ଚାଲିଥିବା ପ୍ରୟାଗରାଜ ମହାକୁମ୍ଭ ମେଳାରେ ଶ୍ରଦ୍ଧାଳୁ ଭିଡ଼ ଜମୁଛି। ଗତକାଲି କିଛି ଶ୍ରଦ୍ଧାଳୁ ଡଙ୍ଗାରେ ସ୍ନାନ କରିବା ପାଇଁ ସଙ୍ଗମ ସ୍ଥଳକୁ ଯାଉଥିଲେ। ଏହି ସମୟରେ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା।

Republic Day
Republic Day 2025: ବିଶ୍ୱ ଦେଖିଲା ଭାରତର ପରାକ୍ରମ, ପରଖିଲା ସେନାର ଶୌର୍ଯ୍ୟ

ଆକାଶମାର୍ଗରେ MI-17 ହେଲିକପ୍ଟର୍‌ରୁ ଦର୍ଶକଙ୍କ ଉପରେ ହୋଇଥିଲା ପୁଷ୍ପ ବର୍ଷା। ଏପରି ଭାବରେ ନୂଆଦିଲ୍ଲୀ କର୍ତ୍ତବ୍ୟପଥରେ ପାଳନ ହୋଇଯାଇଛି ୭୬ତମ ସାଧାରଣତନ୍ତ୍ର ଦିବସ।

Vastu Tips
Vastu Tips: ଘର,ଜାଗା କିଣୁଛନ୍ତି କି? କରୁ ନାହାନ୍ତି ତ ଏହି ଭୁଲ୍‌ ?

ଯେଉଁଠାରେ ରାସ୍ତା ଶେଷ ହେଉଛି, ସେପରି ସ୍ଥାନରେ ଜାଗା କିଣନ୍ତୁ ନାହିଁ। ଏହାକୁ ବାସ୍ତୁରେ ଅଶୁଭ ବୋଲି କୁହାଯାଇଛି।

Sky Force Collection Day 2
Sky Force Collection Day 2: କମାଲ୍ କଲେ ଅକ୍ଷୟ କୁମାର; ଟଙ୍କା ଛାଣୁଛି 'ସ୍କାଏ ଫୋର୍ସ'

ଅକ୍ଷୟ କୁମାରଙ୍କ 'ସ୍କାଏ ଫୋର୍ସ' ସମାଲୋଚକମାନଙ୍କ ଦ୍ୱାରା ମଧ୍ୟ ବହୁତ ପ୍ରଶଂସା ପାଇଛି। ଫିଲ୍ମର ବଜେଟ୍ ଅନୁଯାୟୀ ଏକ ଭଲ ଓପନିଂ କରିବାରେ ଏହା ସଫଳ ହୋଇଛି। ତେବେ ଆସନ୍ତୁ ଜାଣିବା ଦୁଇ ଦିନରେ ଏହାର ମୋଟ ରୋଜଗାର କେତେ ହୋଇଛି।

How to Find Hidden Camera
Technology: ଆପଣ ବୁକ୍ କରିଥିବା ହୋଟେଲ୍ ରୁମ୍‌ରେ ହିଡେନ୍ କ୍ୟାମେରା ନାହିଁ ତ… ସ୍ମାର୍ଟଫୋନ୍‌ରେ କରନ୍ତୁ ଯାଞ୍ଚ

ଯଦି ଆପଣଙ୍କର ସନ୍ଦେହ ହୁଏ ଯେ ଆପଣଙ୍କ ହୋଟେଲ ରୁମ୍‌ରେ କୌଣସି ଏକ ହିଡେନ୍ କ୍ୟାମେରା ଥାଇପାରେ, ତେବେ ଆପଣ ସ୍ମାର୍ଟଫୋନ୍ ଦ୍ୱାରା ଏହାକୁ ଅତି ସହଜରେ ଜାଣିପାରିବେ। ତେବେ କିପରି ଯାଞ୍ଚ କରିବେ ଜାଣିବା ପାଇଁ ପଢନ୍ତୁ।

Republic Day 2025
Republic Day 2025: ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ମୁଖ୍ୟ ଅତିଥିଭାବେ ଯୋଗଦେବେ ଇଣ୍ଡୋନେସିଆ ରାଷ୍ଟ୍ରପତି

ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରାବୋଓ୍ୱୋ ସୁବିଆନ୍ତୋ ମୁଖ୍ୟ ଅତିଥିଭାବେ ଯୋଗଦେବେ । ଏଥିପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିସାରିଛି ।

International Customs Day 2025
International Customs Day 2025: ଦେଶର ଅର୍ଥନୀତିରେ କିପରି ସହଯୋଗ କରେ ସୀମା ଶୁଳ୍କ

ପ୍ରତିବର୍ଷ ୨୬ ଜାନୁଆରୀରେ ‘ଅନ୍ତର୍ଜାତୀୟ ସୀମା ଶୁଳ୍କ ଦିବସ’ ପାଳନ ହୁଏ ଏବଂ ସାରା ବିଶ୍ୱରେ ସୀମା ଶୁଳ୍କ ଅଧିକାରୀଙ୍କ କଠିନ ପରିଶ୍ରମକୁ ପ୍ରଶଂସା କରାଯାଏ। ଆସନ୍ତୁ ଏହାର ଇତିହାସକୁ ଜାଣିବା।

Republic day
Republic Day 2025: ଆଜି ୭୬ତମ ସାଧାରଣତନ୍ତ୍ର ଦିବସ, ବିଶ୍ୱ ଦେଖିବ ଭାରତର ପରାକ୍ରମ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତିନି ସେନାର ମିଳିତ ପରେଡ୍ ଅଭିବାଦନ ଗ୍ରହଣ କରିବେ। ଉପସ୍ଥିତ ରହିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମାନ୍ୟଗଣ୍ୟ ଅତିଥି।

republic day
Republic Day 2025: ୧୯୪୯ରେ ସମ୍ବିଧାନ ପ୍ରସ୍ତୁତ ହେଲା; ୧୯୫୦ରେ କାହିଁକି ହେଲା କାର୍ଯ୍ୟକାରୀ

ଭାରତ ପ୍ରତିବର୍ଷ ଜାନୁଆରୀ ୨୬ରେ ଏହାର ‘ଗଣତନ୍ତ୍ର ଦିବସ’ ପାଳନ କରେ। ଅନେକଙ୍କ ମନରେ କିନ୍ତୁ ଏମିତି ପ୍ରଶ୍ନ ମଧ୍ୟ ଉଙ୍କିମାରେ ଯେ କେବଳ ୨୬ ଜାନୁଆରୀକୁ କାହିଁକି ‘ଗଣତନ୍ତ୍ର ଦିବସ’ ଭାବେ ପାଳନ କରାଯାଏ। ଯଦି ଆପଣଙ୍କ ମନରେ ଏମିତି କିଛି ପ୍ରଶ୍ନ ଆସୁଛି ତେବେ ଜାଣି ନିଅନ୍ତୁ…

Padma
Padma Shri: ୪ ଓଡ଼ିଆଙ୍କୁ ମିଳିବ ପଦ୍ମଶ୍ରୀ ସମ୍ମାନ

ଆଜି ଘୋଷଣା ହୋଇଛି ପଦ୍ମ ପୁରସ୍କାର-୨୦୨୫। ଚଳିତବର୍ଷ ପାଇଁ ୭ ଜଣଙ୍କୁ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ କରିବାକୁ ନାଁ ଘୋଷଣା ହୋଇଛି।

Man Locked
A Man Locked: ଏମିତି ସ୍ୱାମୀ; ପିଞ୍ଜରାରେ ମୁହଁ, ପତ୍ନୀଙ୍କ ହାତରେ ଚାବି

ଧୂମ୍ରପାନ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ତଥ୍ୟରୁ ଜଣାପଡ଼ିଛି, ପ୍ରତିବର୍ଷ ବିଶ୍ୱରେ ୮୦ ଲକ୍ଷରୁ ଅଧିକ ଲୋକ ତମ୍ୱାଖୁ ଖାଇ ପ୍ରାଣ ହରାଉଛନ୍ତି। ଏଥିରେ ଅଧିକାଂଶ ମୃତ୍ୟୁ ନିମ୍ନ ଓ ମଧ୍ୟବିତ୍ତ ଆୟ ଥିବା ଦେଶର ଲୋକ ରହିଛନ୍ତି।

Mamata
Mamta Kulkarni Gets Emotional: ଭାବବିହ୍ୱଳ ହେଲେ ମମତା କୁଲକର୍ଣ୍ଣି; ମହାକୁମ୍ଭ ମେଳାରେ ବଦଳିଗଲା ନାଁ

୯୦ ଦଶକର ଟିମ୍‌ ଆଣ୍ଡ ହଟ୍‌ ଆକ୍ଟ୍ରେସ୍‌ ମମତା କୁଲ୍‌କର୍ଣ୍ଣି ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ମେଳାରେ କିନ୍ନର ଆଖଡ଼ାର ମହାମଣ୍ଡଳେଶ୍ୱର ହୋଇଛନ୍ତି। ସେ ମହାମଣ୍ଡଳେଶ୍ୱର ହେବା ସମୟର ଏକ ଭିଡ଼ିଓ ନିଜ ଅଫିସିଆଲ୍‌ ସୋସିଆଲ୍‌ ମିଡ଼ିଆରେ ସେୟାର କରିଛନ୍ତି।

BJP final manifesto Releases
Delhi Assembly Election 2025: ଅରବିନ୍ଦ କେଜ୍ରିୱାଲଙ୍କୁ କାହିଁକି ମିଛୁଆ କହିଲେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ

ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଧୋଇଦେଲେ କେନ୍ଦ୍ରମନ୍ତ୍ରୀ ଅମିତ ଶାହ । କହିଲେ, କେଜରିୱାଲ ବଡ ମିଛୁଆ । ସେ କଣ ସବୁ କରିଛନ୍ତି, ଗୋଟି ଗୋଟି କରି କହିଲେ । ବିଜେପି କଣ କରିବ, ସେ ନେଇ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ସଂକଳ୍ପ ପତ୍ର ଘୋଷଣା କଲେ ।

Chanakya Niti for Trust
Chanakya Niti : କାହାକୁ ଅନ୍ଧ ଭାବେ ‘ଭରସା’ କରିବା ପୂର୍ବରୁ ଜାଣନ୍ତୁ ଚାଣକ୍ୟଙ୍କ ନୀତି

କୌଟିଲ୍ୟ ନାଁରେ ଜଣାଶୁଣା ହେଉଛନ୍ତି ଚାଣକ୍ୟ। ସେ ହେଉଛନ୍ତି ଜଣେ ମହାନ ରାଜନେତା, ଦାର୍ଶନିକ ଓ ଅର୍ଥନୀତିଜ୍ଞ। ତାଙ୍କ ଦ୍ୱାରା ରଚିତ 'ଚାଣକ୍ୟ ନୀତି' ଏବେ ମଧ୍ୟ ଜୀବନର ବିଭିନ୍ନ ଦିଗ ଉପରେ ମାର୍ଗଦର୍ଶନ କରୁଛି।

Who is tahawwur rana
Who Is Tahawwur Rana: ପାକିସ୍ତାନୀ ସାମରିକ ଡାକ୍ତରରୁ କେମିତି ଆତଙ୍କବାଦୀ ବନିଥିଲା ତହବୁର ରାଣା

ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ କୁଟନୈତିକ କ୍ଷେତ୍ରରେ ଭାରତକୁ ମିଳିଛି ବଡ଼ ସଫଳତା । ଆମେରିକା ସୁପ୍ରିମକୋର୍ଟ ମୁମ୍ବାଇ ଆକ୍ରମଣର ଦୋଷୀ ଆତଙ୍କୀ ତହବୁର ରାଣାକୁ ଭାରତ ପଠାଇବା ପାଇଁ ମଞ୍ଜୁରୀ ଦେଇଛି ।