ବଲିଉଡ୍ ଅଭିନେତ୍ରୀ ସାରା ଅଲି ଖାନ ନିଜର କ୍ୟୁଟ୍ନେସ୍ ଏବଂ ବୋଲ୍ଡ ଲୁକ୍ ଯୋଗୁଁ ସୋସିଆଲ ମିଡିଆରେ ଖୁବ୍ ଲୋକପ୍ରିୟ। ତାଙ୍କର ଚମତ୍କାର ଚେହେରା ଦେଖି ପ୍ରଶଂସକମାନେ ତାଙ୍କୁ ପ୍ରଶଂସା କରିବାରେ କଦାପି କ୍ଲାନ୍ତ ହୁଅନ୍ତି ନାହିଁ। ଏହି ସମୟରେ ଅଭିନେତ୍ରୀଙ୍କ ଜିମ୍ ଲୁକ୍ ଦେଖି ଲୋକଙ୍କ ଆଖି ତାଙ୍କ ଉପରେ ଲାଖିଯାଇଛି।
ବଲିଉଡ୍ ଅଭିନେତା ସୈଫ୍ ଅଲି ଖାନ ଏବଂ ତାଙ୍କ ଝିଅ ସାରା ଅଲି ଖାନଙ୍କ ମଧ୍ୟରେ ବଣ୍ଡିଂ ବହୁତ ଶକ୍ତିଶାଳୀ। ଉଭୟ ଅନେକ ଥର ଏକାଠି ବୁଲୁଥିବା ନଜର ଆସନ୍ତି। ବର୍ତ୍ତମାନ ସାରା ଅଲି ଖାନଙ୍କୁ ବାପା ସୈଫ୍ ଅଲି ଖାନଙ୍କ ସହ ପାପାରାଜିମାନେ ବାନ୍ଦ୍ରାଠାରେ ଦେଖିଛନ୍ତି। ସେମାନଙ୍କ୍ ଆଖି ଉଭୟଙ୍କ ଉପରେ ପଡ଼ିବା ମାତ୍ରେ ସେମାନେ ନିଜ କ୍ୟାମେରାରେ ସାରା ଏବଂ ସୈଫ୍ଙ୍କୁ କାବୁ କରିଥିଲେ।
ଯେତେବେଳେ ବଲିଉଡ୍ ଅଭିନେତ୍ରୀ ସାରା ଅଲି ଖାନ ସମୟ ପାଆନ୍ତି, ସେ ସୋସିଆଲ ମିଡିଆରେ ବିତାଇବାକୁ ପସନ୍ଦ କରନ୍ତି। ସାରା ଅଲି ପ୍ରାୟତଃ ତାଙ୍କ ସୁନ୍ଦର ଏବଂ ଗ୍ଲାମରସ୍ ଫଟୋ ଏବଂ ଭିଡିଓଗୁଡ଼ିକୁ ତାଙ୍କ ପ୍ରଶଂସକଙ୍କ ସହ ଶେୟାର କରନ୍ତି। ତାଙ୍କ ଷ୍ଟାଇଲ୍ ଏବଂ ଫଟୋ-ଭିଡିଓ ମଧ୍ୟ ତାଙ୍କ ପ୍ରଶଂସକମାନେ ବହୁତ ପସନ୍ଦ କରନ୍ତି। ନିକଟରେ ସାରା ନିଜ ଇନଷ୍ଟାଗ୍ରାମରେ ଏପରି କିଛି ଚମତ୍କାର ଫଟୋ ଶେୟାର କରିଛନ୍ତି, ଯାହାକୁ ପ୍ରଶଂସକମାନେ ଖୁବ ପସନ୍ଦ କରୁଛନ୍ତି।
ସାରା ଅଲି ଖାନ ନିଜର ସୌନ୍ଦର୍ଯ୍ୟକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଆଜି ସାରା ତାଙ୍କ ଜନ୍ମଦିନ ପାଳନ କରୁଛନ୍ତି। ଆଜି ତାଙ୍କୁ ୨୯ ବର୍ଷ ହୋଇଛି। ଏତେ କମ୍ ବର୍ଷରେ ବି ଅଭିନେତ୍ରୀ କୋଟି କୋଟି ଟଙ୍କାର ମାଲିକାଣୀ ହୋଇପାରିଛନ୍ତି। ହେଲେ ସେ ଭାରି କଞ୍ଜୁସ୍ ବୋଲି ଜଣାଯାଇଛି।
କରଣ ଜୋହରଙ୍କୁ ଟାର୍ଗେଟ୍ କରିଛନ୍ତି ପଞ୍ଜାବୀ ଅଭିନେତ୍ରୀ ସୋନମ ବାଜୱା। ସାରା ଅଲ୍ଲୀ ଖାନ ଓ ଅନନ୍ୟା ପାଣ୍ଡେଙ୍କୁ ନେଇ ସେ କରଣ ଜୋହରଙ୍କ ଉପରେ ବର୍ଷିଛନ୍ତି। ଆସନ୍ତୁ ଜାଣିବା ସେ କ’ଣ କହିଛନ୍ତି।
ସାରା ନିଜକୁ ମହାଦେବଙ୍କ ଭକ୍ତ ବୋଲି ପ୍ରମାଣ କରିବା ସହ ଭଗବାନ ଶିବଙ୍କ ନିକଟରେ ଛିଡ଼ା ହୋଇ ଫଟୋ ପୋଷ୍ଟ କରିଥିଲେ । ଆଉ ମଥାରେ ଚନ୍ଦନ ମାରିଥିଲେ ।
ସାରା ଅଲି ଖାନ ତାଙ୍କ ପ୍ରଶଂସକମାନଙ୍କ ପାଇଁ ଅନେକ ସମୟରେ ତାଙ୍କର ସୁନ୍ଦର ଆଉ ବୋଲ୍ଡ ଫଟୋ ସେୟାର କରନ୍ତି। ବର୍ତ୍ତମାନ ସାରା ତାଙ୍କର ଏମିତି ଏକ ଫଟୋ ସେୟାର କରିଛନ୍ତି ଯାହାକୁ ନେଇ ତାଙ୍କ ପ୍ରଶଂସକମାନେ ଦ୍ୱନ୍ଦ୍ୱରେ ପଡିଛନ୍ତି।
ଅଭିନେତ୍ରୀ ସାରା ଅଲି ଖାନ ଖୁବ୍ ଶୀଘ୍ର ଆନନ୍ଦ ଏଲ୍ ରାୟଙ୍କ ନିର୍ଦ୍ଦେଶିତ ଫିଲ୍ମ 'ଅନ୍ତରଙ୍ଗୀ ରେ'ରେ ଏକ ଦେଶୀ ଲୁକ୍ରେ ନଜର ଆସିବେ। ତେବେ ଏହି ଅବସରରେ ଆସନ୍ତୁ ଜାଣିନେବା ତାଙ୍କର କିଛି ସିକ୍ରେଟ୍ ବିଷୟରେ।
ସୈଫ୍ ଅଲ୍ଲୀ ଖାନ୍ ଓ ଅମୃତା ସିଂହଙ୍କ ଝିଅ ସାରା ଅଲ୍ଲୀ ଖାନ୍ ଏବେ ବଲିଉଡରେ ଆଗକୁ ଯାଉଥିବା ଅଭିନେତ୍ରୀଙ୍କ ମଧ୍ୟରେ ଜଣେ। ସାରା ସୋସିଆଲ୍ ମିଡିଆରେ ବହୁତ ସକ୍ରିୟ। ନିଜର ଭିନ୍ନ ଭିନ୍ନ ଅବତାର ନେଇ ସାରା ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। କେତେବେଳେ ଶାଢୀରେ ଭାରତୀୟ ପରମ୍ପରାକୁ ଆପଣେଇ ଲୋକଙ୍କ ମନ କିଣୁଥିବା ବେଳେ କେତେବେଳେ ନିଜର ବୋଲ୍ଡ ଅବତାର ଦେଖେଇ ଲୋକଙ୍କ ହୃଦୟରେ ନିଆଁ ଲଗଉଥିବା ଦେଖାଯାଆନ୍ତି।