• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Saif Ali Khan

ମ୍ୟାଚ୍‌ କରୁନି ଅଭିଯୁକ୍ତର ଫିଙ୍ଗରପ୍ରିଣ୍ଟ୍‌
Saif Ali Khan: ସୈଫଙ୍କୁ ଆକ୍ରମଣ ମାମଲାରେ ନୂଆ ଟ୍ବିଷ୍ଟ, ଅଭିଯୁକ୍ତ ସହ ମେଳ ଖାଉନି ଜବତ ଫିଙ୍ଗରପ୍ରିଣ୍ଟ !

ମୁମ୍ବାଇ ପୋଲିସର ଏକ ଟିମ୍ ଅଭିଯୁକ୍ତ ସରିଫୁଲର ବାଂଲାଦେଶ ଲିଙ୍କ୍‌ ବିଷୟରେ ତନାଘନା ନେଇ କୋଲକାତାରେ ଡେରା ପକାଇଛି। ଜଣେ ଏଜେଣ୍ଟଙ୍କ ଜରିଆରେ ଜାଲ୍ ଭାରତୀୟ କାଗଜପତ୍ର ପ୍ରସ୍ତୁତ କରି ସେ କୋଲକାତାରୁ ମୁମ୍ବାଇ ଆସିଥିବା ଜେରା ବେଳେ କହିଛି ସରିଫୁଲ ।

Saif Ali Khan Bhopal Property Case
ସରକାର ତହବିଲକୁ ଯିବ ସୈଫ୍‌ଙ୍କ ୧୫୦୦୦ କୋଟି ସମ୍ପତ୍ତି !

ସରକାର ତହବିଲକୁ ଯିବ ସୈଫ୍‌ଙ୍କ ୧୫୦୦୦ କୋଟି ସମ୍ପତ୍ତି ! ଏନିମି ପ୍ରପଟି ଆକ୍ଟରେ ସରକାରୀ ସମ୍ପତ୍ତି ଘୋଷଣା ହେବ ।  ସୈଫ୍ ଙ୍କ ପଟୋଦୀ ରାଜ ପରିବାରର ୧୫ ହଜାର କୋଟି ସମ୍ପତ୍ତି ।

Saif Ali Khan Bhopal Property Case
Saif Ali Khan Bhopal Property Case: ସରକାରୀ ଖାତାକୁ ଯିବ ସୈଫଙ୍କ ୧୫୦୦୦ କୋଟି ସମ୍ପତ୍ତି; ଜାଣନ୍ତୁ କାହିଁକି...

କାହିଁକି ସରକାରୀ ଖାତାକୁ ଯିବ ସୈଫଙ୍କ ୧୫୦୦୦ କୋଟି ସମ୍ପତ୍ତି ? Enemy Property Act ଆକ୍ଟ କ’ଣ ? ସୈଫ୍ କେମିତି ବଞ୍ଚାଇବେ ସମ୍ପତ୍ତି ? ଜାଣନ୍ତୁ...

ସୈଫ୍‌ କହିଲେ ରାତିରେ ସତ
Saif Ali Khan Attack Case: ସୈଫ ଅଲ୍ଲୀ ଖାନ୍‌ଙ୍କ ଉପରେ କେମିତି ହେଲା ଆକ୍ରମଣ ? ବାନ୍ଦ୍ରା ପୋଲିସ୍‌କୁ କହିଲେ ସେଇ କଳା ରାତିର କାହାଣୀ

ସଂଘର୍ଷ ସମୟରେ, ଅନୁପ୍ରବେଶକାରୀ ସୈଫ ଅଲ୍ଲୀ ଖାନଙ୍କ ପିଠି, ବେକ ଏବଂ ହାତରେ ଅନେକ ଥର ଛୁରୀରେ ଆକ୍ରମଣ କରିଚାଲିଥିଲେ । ତାଙ୍କର ଆଘାତ ସତ୍ତ୍ୱେ ସୈଫ୍ ଅଲ୍ଲୀ ଖାନ ଅନୁପ୍ରବେଶକାରୀଙ୍କୁ ସାମ୍ନା କରିବାରେ ସଫଳ ହୋଇଥିଲେ ।

Saif Ali Khan Great Grandmother
Saif Ali Khan Great Grandmother: ଭାରତୀୟ ବିଶ୍ୱ ବିଦ୍ୟାଳୟର ପ୍ରଥମ ମହିଳା କୁଳପତି ଥିଲେ ସୈଫ୍‌ ଅଲ୍ଲୀ ଖାନଙ୍କ ଅଣ-ଜେଜେମା

ବଲିଉଡ ଅଭିନେତା ସୈଫ୍‌ ଅଲି ଖାନଙ୍କ ଅଣ ଜେଜେମା’ ଥିଲେ ଭାରତୀୟ ବିଶ୍ୱ ବିଦ୍ୟାଳୟର ପ୍ରଥମ ମହିଳା କୁଳପତି। ସେ ଭୋପାଳର ଶେଷ ମହିଳା ନବାବ ଥିଲେ ଏବଂ ସହରକୁ ଏକ ପ୍ରଗତିଶୀଳ ତଥା ଆଧୁନିକ ରାଜକୁମାରୀ ରାଜ୍ୟ କରିବା ପାଇଁ କାମ କରିଥିଲେ।

Saif Ali Khan stabbing case
Saif Ali Khan stabbing case: ସୈଫଙ୍କୁ ଆକ୍ରମଣ କରି ଟଙ୍କା ନେଇ ଗାଏବ ହୋଇଯାଇଥାନ୍ତା ଅଭିଯୁକ୍ତ

ଧନୀ ବ୍ୟକ୍ତିଙ୍କ ଘରୁ ଲୁଟ୍‌ କରି ବାଂଲାଦେଶ ଚାଲିଯିବା ପାଇଁ ପ୍ଲାନ କରିଥିଲା ଅଭିଯୁକ୍ତ ।

ଏତେ ଶୀଘ୍ର ଫିଟ୍‌ କେମିତି ?
Saif Ali Khan: ପିଠିରେ ପଶିଥିଲା ଛୁରୀ, ୬ ଘଣ୍ଟା ହୋଇଥିଲା ସର୍ଜରୀ...୫ ଦିନରେ କେମିତି ଏତେ ଫିଟ୍‌ ହେଲେ ସୈଫ୍‌ ?

କାଲି ଯେତେବେଳେ ସେ ହସ୍ପିଟାଲରୁ ଡିସ୍‌ଚାର୍ଜ ହେଲେ ତାଙ୍କୁ ଦେଖିଲେ ଲାଗୁନଥିଲା ଯେ ତାଙ୍କର ଏତେ ବଡ଼ ଅସ୍ତ୍ରୋପଚାର ହୋଇଛି। ଏପରି ପରିସ୍ଥିତିରେ, ଏବେ ଶିବସେନା ନେତା ଅଭିନେତା ସୈଫଙ୍କ ଉପରେ ଆକ୍ରମଣକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।

Saif ali Khan
Saif ali Khan Attack: ଆକ୍ରମଣକାରୀ ପଶିବା ସମୟରେ ନିଦରେ ଶୋଇଥିଲେ ସିକ୍ୟୁରିଟି ଗାର୍ଡ

ବଲିଉଡ ଅଭିନେତା ସୈଫ ଅଲୀ ଖାନଙ୍କ ଆକ୍ରମଣ ଘଟଣାରେ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଆକ୍ରମଣକାରୀ ଘରେ ପଶିବା ସମୟରେ ସୁରକ୍ଷା ଦାୟିତ୍ବରେ ଥିବା ଗାର୍ଡ ନିଦରେ ଶୋଇ ପଡିଥିଲେ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।

saif ali khan
Saif ali Khan Discharged: ହସ୍ପିଟାଲରୁ ଡିସଚାର୍ଜ ହେଲେ ସୈଫ ଅଲୀ ଖାନ

ଛୁରା ମାଡ଼ ପରେ ହସ୍ପିଟାଲରେ ୬ ଦିନ ଧରି ଚିକିତ୍ସା ପରେ ମଙ୍ଗଳବାର ଡିସଚାର୍ଜ ହେଲେ ବଲିଉଡ ଅଭିନେତା ସୈଫ ଅଲୀ ଖାନ୍ । ସୁସ୍ଥ ହେବା ପରେ ମୁମ୍ବାଇ ଲୀଳାବତୀ ହସ୍ପିଟାଲରୁ ତାଙ୍କୁ ଡିସଚାର୍ଜ କରାଯାଇଛି । ବାନ୍ଦ୍ରା ସ୍ଥିତ ଘରେ ପଶି ଦୁର୍ବୃତ୍ତ ଛୁରା ମାଡ଼ କରିବାରୁ ଗୁରୁତର ଆହତ ହୋଇଥିଲେ ସୈଫ ।

Saif Ali Khan Attack Case
Saif Ali Khan Attack Case: ସୈଫ୍‌ଙ୍କୁ ଆକ୍ରମଣ ନେଇ ବଡ଼ ଖୁଲାସା; ଏହି ବ୍ୟକ୍ତିଙ୍କ ସହାୟତାରେ ଭାରତ ଆସିଥିଲା ଆକ୍ରମଣକାରୀ

ପୋଲିସର ସୂଚନାନୁସାରେ, ସୈଫ୍‌ ଅଲି ଖାନଙ୍କ ଆକ୍ରମଣକାରୀ ବାଂଲାଦେଶୀ ନାଗରିକ ସରିଫୁଲ ଇସ୍‌ଲାମ୍‌ ସାତ ମାସ ପୂର୍ବରୁ ବେଆଇନ ଭାବେ ଭାରତରେ ପ୍ରବେଶ କରିଥିଲା। ତେବେ ସେ କିପରି ଭାରତ ଆସିଲା ଆସନ୍ତୁ ଜାଣିବା।

pataudi
Saif Ali Khan Family: ବ୍ରିଟିଶରଙ୍କୁ ସାହାଯ୍ୟ କରିଥିଲେ ସୈଫ ଅଲୀ ଖାନଙ୍କ ଜେଜେବାପା

ପଟୌଦୀ ପରିବାରର ଇତିହାସକୁ ଦୃଷ୍ଟି ଦେଲେ ଏମାନେ ଆଫଗାନିସ୍ତାନରୁ ସ୍ଥାନାନ୍ତରିତ ହୋଇଥିବା ଜଣାପଡ଼େ। ପଟୌଦୀ ଖାନଦାନର ପ୍ରତିଷ୍ଠାତା ଭାବେ ସୈଫଙ୍କ ଜେଜେବାପା ଫୈଜ ତଲବ ଖାନ ପ୍ରସିଦ୍ଧ। ତେବେ ବ୍ରିଟିଶରଙ୍କୁ ସାହାଯ୍ୟ କରିବା ପରେ ପଟୌଦୀ ଇଷ୍ଟେଟ ସ୍ଥାପନ କରିଥିଲେ ଫୈଜ।

Saif Ali Khan Stabbed:
Saif Ali Khan Stabbing Case: କାହିଁକି ସୈଫ୍‌ଙ୍କୁ ହେଲା ଆଟାକ୍; ପ୍ରେସମିଟ୍‌ରେ ଖୁଲାସା କଲା ମୁମ୍ୱାଇ ପୋଲିସ

ଅଭିଯୁକ୍ତର କୌଣସି ଅପରାଧିକ ଇତିହାସ ନାହିଁ। ପୋଲିସ ମହମ୍ମଦ ଶରିଫୁଲ ଇସଲାମ ଶାହଜାଦଙ୍କ ବିଷୟରେ ଅଧିକ ସୂଚନା ସଂଗ୍ରହ କରୁଛି । ଯଦି ସେ ଜଣେ ବାଂଲାଦେଶୀ ନାଗରିକ, ତେବେ ସେ କିପରି ବେଆଇନ ଭାବରେ ଭାରତରେ ପ୍ରବେଶ କଲା ସେନେଇ ତଦନ୍ତ ଚଳାଇଛି ପୋଲିସ।

Saif Attack
Attack on Saif Ali Khan: ସୈଫ୍‌ଙ୍କୁ ଛୁରାମାଡ଼ ଘଟଣା; ବନ୍ଧାହେଲା ମୁଖ୍ୟ ଅଭିଯୁକ୍ତ, ନାଁ ବଦଳାଇ ଦେଉଥିଲା ଚକମା

ଅଭିଯୁକ୍ତ ଘର ପଶ୍ଚିମବଂଗରେ ବୋଲି ପୋଲିସ ସୂଚନା ଦେଇଛି। ସୈଫ୍‌ଙ୍କୁ ଆକ୍ରମଣ ପରେ ସେ ମୁମ୍ବାଇରେ ନାଁ ବଦଳାଇ ରହୁଥିଲା । ମେଟ୍ରୋ ପାଇଁ କାମ ଚାଲୁଥିବା କନ୍‌ଷ୍ଟ୍ରକ୍ସନ୍‌ରେ ଲୁଚି ରହିଥିଲା । ସେ ସୈଫଙ୍କ ଘରେ ପଶି ତାଙ୍କୁ ଆକ୍ରମଣ କରିଥିଲା।

Saif Ali Khan Stabbing Case
Saif Ali Khan Stabbing Case: ସୈଫ୍‌ଙ୍କୁ ଛୁରାମାଡ଼ ଘଟଣାରେ ଜଣେ ସନ୍ଦିଗ୍ଧ ଅଟକ; ଛତିଶଗଡ଼ ଗଲା ମୁମ୍ବାଇ ପୋଲିସ...

ଛୁରାମାଡ଼ ଘଟଣାରେ ଜଣେ ସନ୍ଦିଗ୍ଧ ଅଟକ ରଖାଯାଇଥିବା କୁହାଯାଉଛି। ଛତିଶଗଡ଼ ଦୁର୍ଗରୁ ସନ୍ଦିଗ୍ଧ ଧରାପଡ଼ିଥିବା ସୂଚନା । ଜ୍ଞାନେଶ୍ବରୀ ଏକ୍ସପ୍ରେସରୁ ଧରିଲା ରେଲୱେ ପୋଲିସ ।

Saif Ali Khan
Saif Ali Khan Stabbed: ‘ଜାଣି ନ ଥିଲି ମୋ ଗାଡ଼ିରେ ସୈଫ ଅଛନ୍ତି’

ଆଜି ବାନ୍ଦ୍ରା ପୁଲିସ ଅଟୋ ଡ୍ରାଇଭରଙ୍କୁ ପଚରାଉଚରା କରିଥିବା ଜଣାଯାଇଛି।

Saif Ali Khan Stabbed
୪୦ ଘଣ୍ଟା ପରେ ବି ଖୋଲୁନି ସୈଫ୍ ଅଲ୍ଲୀ ଖାନଙ୍କୁ ଛୁରାମାଡ଼ର ରହସ୍ୟ

୪୦ ଘଣ୍ଟା ପରେ ବି ଖୋଲୁନି ସୈଫ୍ ଅଲ୍ଲୀ ଖାନଙ୍କୁ ଛୁରାମାଡ଼ର ରହସ୍ୟ । ସ୍ପାଇନ ସର୍ଜରୀ ପରେ ସେ ବିପଦମୁକ୍ତ ଥିଲେ ବି, ସପ୍ତାହେ ଯାଏଁ ତାଙ୍କୁ ଚଲାବୁଲା ମନା । ତେବେ ଡାକ୍ତରଙ୍କ କହିବା କଥା, ବଡ଼ ବିପଦରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ସୈଫ୍। ଛୁରି ଆଉ ମାତ୍ରେ ସୂତାଏ ଭିତରକୁ ପଶିଥିଲେ ସ୍ପାଇନାଲ୍ କର୍ଡରେ ବାଜିଥାନ୍ତା ।

Saif Ali Khan Stabbed
Saif Ali Khan Stabbed: ୪୦ ଘଣ୍ଟା ପରେ ବି ଖୋଲୁନି ସୈଫ୍‌ଙ୍କୁ ଛୁରାମାଡ଼ର ରହସ୍ୟ; ଡାକ୍ତର କହିଲେ ସୂତା ସୂତାକରେ ବଞ୍ଚିଛି ଜୀବନ

ସୂତା ସୂତାକରେ ବର୍ତ୍ତିଗଲେ ସୈଫ ଅଲ୍ଲୀ ଖାନ୍। ଛୁରି ଆଉ ୨ ମିଲିମିଟର ପଶିଥିଲେ ଅବସ୍ଥା ସାଂଘାତିକ। ଡାକ୍ତର କହିଲେ- 'ସୈଫ୍ ଖୁବ୍ ଭାଗ୍ୟବାନ୍' । 

ଟାର୍ଗେଟରେ ଥିଲେ କି ଶାହରୁଖ ?
Shahrukh Khan House Recce: ଟାର୍ଗେଟରେ ଥିଲେ କି ଶାହରୁଖ ? ସୈଫଙ୍କୁ ଆକ୍ରମଣ ପୂର୍ବରୁ…

ସୈଫ ଅଲ୍ଲୀ ଖାନଙ୍କୁ ଆକ୍ରମଣ ପୂର୍ବରୁ ଅଭିଯୁକ୍ତ ଯାଇଥିଲା କି ଶାହରୁଖ ଖାନଙ୍କ ବାସଭବନ ପାଖକୁ ? ଲୁହା ସିଡି ପକାଇ କରୁଥିଲା କି ରେକି ? କିଏ କିଏ ଥିଲେ ତା ସାଙ୍ଗରେ ? ଏହା ପଛରେ ରହିଛି କି କୌଣସି ଗ୍ୟାଙ୍ଗର ହାତ ? ଏମିତି ଅନେକ ପ୍ରଶ୍ନର ପାହାଡ ଉପରେ ଛିଡା ହୋଇଛି ମୁମ୍ୱାଇ ପୋଲିସ୍ ।

ICUରୁ ବାହାରିଲେ ସୈଫ୍‌
Attack on Saif Ali Khan: ସୂତାକରେ ବର୍ତ୍ତିଗଲେ ସୈଫ, ଛୁରୀ ଆଉ ୨ ମିଲିମିଟର ଗଭୀରକୁ ଯାଇଥିଲେ ହୋଇଥାନ୍ତା...

ଆଉ ତିନି ଦିନ ହସ୍ପିଟାଲରେ ରହିବା ପରେ ସୈଫ୍‌ ଡିସ୍‌ଚାର୍ଜ ହୋଇପାରନ୍ତି ବୋଲି କୁହାଯାଉଛି । ତେବେ ଚଲାବୁଲା ଉପରେ ସପ୍ତାହେ ପାଇଁ କଟକଣା ରହିଥିବା ସୈଫ୍‌ଙ୍କ ଅପରେସନ କରିଥିବା ଡାକ୍ତର ସୂଚନା ଦେଇଛନ୍ତି ।

Saif ali Khan
Saif Ali Khan Attack: ସୈଫ ଅଲୀ ଖାନଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତ ଗିରଫ, ଘରେ ପଶି କରିଥିଲା ଛୁରାମାଡ଼

ସୈଫ ଅଲୀ ଖାନଙ୍କୁ ଆକ୍ରମଣ ମାମଲାରେ ଅଭିଯୁକ୍ତକୁ ଗିରଫ କରିଛି ମୁମ୍ବାଇ ପୋଲିସ। ବୁଧବାର ବିଳମ୍ବିତ ରାତିରେ ସୈଫଙ୍କ ଘରେ ପଶି ଅଭିଯୁକ୍ତ ଜଣକ ଛୁରା ମାଡ କରି ଫେରାର ହୋଇ ଯାଇଥିଲା। ବାନ୍ଦ୍ରା ପୋଲିସ ତଦନ୍ତ କରି ଶୁକ୍ରବାର ଦିନ ଅଭିଯୁକ୍ତକୁ ଗିରଫ କରିଛି।

Bollywood Actor Saif Ali Khan
ସୈଫ୍ ଅଲ୍ଲୀଖାନଙ୍କୁ କାହିଁକି ହେଲା ମରଣାନ୍ତକ ହମଲା ?

ସେଲିବ୍ରିଟିଙ୍କୁ ସଫ୍ଟ ଟାର୍ଗେଟ୍ ! ପଟ୍ଟୌଦୀ ନବାବଙ୍କୁ ମରଣାନ୍ତକ ଆକ୍ରମଣ । ଘରେ ପଶି ସୈଫ୍ ଅଲ୍ଲୀ ଖାନଙ୍କୁ ଛୁରାମାଡ଼ । ୬ ଥର ଭୁଶିଲା ଦୁର୍ବୃତ୍ତ । ଆରାମରେ ଆପାର୍ଟମେଣ୍ଟରୁ ଚମ୍ପଟ ମାରିଲା। CCTVରୁ ସାମନାକୁ ଆସିଲା ଅଭିଯୁକ୍ତର ଫଟୋ।

Bollywood Actor Saif Ali Khan
Bollywood Actor Saif Ali Khan: ବଲିଉଡ୍ ଅଭିନେତା ସୈଫ୍ ଅଲ୍ଲୀଖାନଙ୍କୁ କାହିଁକି ହେଲା ମରଣାନ୍ତକ ହମଲା ?

ସେଲିବ୍ରିଟିଙ୍କୁ ସଫ୍ଟ ଟାର୍ଗେଟ୍ ! ପଟ୍ଟୌଦୀ ନବାବଙ୍କୁ ମରଣାନ୍ତକ ଆକ୍ରମଣ । ଘରେ ପଶି ସୈଫ୍ ଅଲ୍ଲୀ ଖାନଙ୍କୁ ଛୁରାମାଡ଼ । ୬ ଥର ଭୁଶିଲା ଦୁର୍ବୃତ୍ତ । ଆରାମରେ ଆପାର୍ଟମେଣ୍ଟରୁ ଚମ୍ପଟ ମାରିଲା। CCTVରୁ ସାମନାକୁ ଆସିଲା ଅଭିଯୁକ୍ତର ଫଟୋ। 

Saif Ali Khan stabbed in spine
Saif Ali Khan Stabbed In Spine: ସୈଫଙ୍କ ମେରୁଦଣ୍ତରୁ ବାହାରିଲା ୨.୫ ଇଞ୍ଚର ଛୁରୀ; ଚିହ୍ନଟ ହେଲା ଛୁରାମାଡ଼ କରିଥିବା ଅଭିଯୁକ୍ତ...

ମେଡିକାଲରେ ଚାଲିଛି ସୈଫଙ୍କ ଚିକିତ୍ସା। ସୈଫ୍ ଅଲ୍ଲୀ ଖାନଙ୍କୁ ଚିକିତ୍ସା କରୁଥିବା ଡାକ୍ତର ତାଙ୍କର ସ୍ବାସ୍ଥ୍ୟାବସ୍ଥା ସଂପର୍କରେ ସୂଚନା ଦେଇଛନ୍ତି। ସୈଫଙ୍କ ସ୍ପାଇନରୁ ଛୁରୀ ବାହାରିଛି। ୨.୫ ଇଞ୍ଚର ଛୁରୀ ସ୍ପାଇନ୍ ପାଖରେ ଥିଲା।

Saif ali khan family tree father mother wife son
Saif Ali Khan Family Tree: ବଲିଉଡ୍‌ରେ ଛାଇ ଯାଇଛନ୍ତି ସୈଫ୍‌ ଅଲି ଖାନଙ୍କ ପରିବାର

ମନ୍‌ସୁର ଅଲି ଖାନ ପଟୌଦୀ ଏବଂ ଶର୍ମିଲା ଟାଗୋରଙ୍କ ବିବାହ ହେଉଛି ପଟୌଦୀ ପରିବାରର ପ୍ରଥମ ହାଇ-ପ୍ରୋଫାଇଲ୍ ବିବାହ। ଏହି ବିବାହ ଏବଂ ଏହା ପରର ସମସ୍ତ ପିଢି ବଲିଉଡରେ ଚର୍ଚ୍ଚା ସାଉଁଟିଛନ୍ତି।

The attacker was hiding in room of actor son jahangir
Saif Ali Khan Attack: ରିଏଲ୍ ଲାଇଫ୍‌ରେ ହିରୋ ସାଜିଲେ ସୈଫ୍; ଚାକରାଣୀକୁ ରକ୍ଷା କରିବା ବେଳେ ଛୁରାମାଡ଼

ସୈଫ୍‌ ଅଲି ଖାନଙ୍କ ଉପରେ ଆକ୍ରମଣ ପରେ ମନୋରଂଜନ ଜଗତ ସରଗରମ ହୋଇଉଠିଛି। ଏବେ ପ୍ରଶ୍ନ ହେଉଛି ଏତେ ବଡ ସୁରକ୍ଷା ଭିତରେ ଆକ୍ରମଣକାରୀ ସୈଫ୍‌ଙ୍କ ଘରେ କିପରି ପ୍ରବେଶ କଲା? ଖାଲି ସେତିକି ନୁହେଁ, ସେ ସୈଫ୍‌ଙ୍କ ବାନ୍ଦ୍ରାସ୍ଥିତ ଘରେ କେଉଁଠାରେ ଲୁଚି ରହିଥିଲା? ବର୍ତ୍ତମାନ ଏହା ସାମ୍ନାକୁ ଆସିଛି।